ମୁମ୍ବାଇ: ମାଲ୍ବାହୀ ଟ୍ରେନ୍ ଧକ୍କାରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଆଜି ସକାଳ ୫ଟା ୧୫ରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ରେଳ ଧାରଣାରେ ଚାଲି ଚାଲି ଯାଉଥିବାବେଳେ ସେମାନଙ୍କ ଉପରେ ଏକ ମାଲ୍ବାହୀ ଟ୍ରେନ୍ ମାଡ଼ି ଯାଇଥିଲା। ଫଳରେ ୧୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆର୍ପିଏଫ୍ […]