• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

coorna
ଆଉ ଦୁଇ ମାସ ପରେ ମିଳିବ କରୋନା ଔଷଧ !

ନୂଆଦିଲ୍ଲୀ:ଏମ୍‌ସ ଡାଇରେକ୍ଟର ରଣଦୀପ ଗୁଲେରିଆ  ଅନଲକ୍‌ ୧.୦କୁ ନେଇ ଚେତାବନୀ ଦେଇଛନ୍ତି। ଲକ୍‌ଡଉନ ଖୋଲିବା ମାତ୍ରେ ସୋଶାଲ ଡିଷ୍ଟାନ୍ସିଂ ରହୁନି। ଲୋକେ ସଚେତନ ହେଉ ନାହାନ୍ତି। କରୋନା ବି କାୟା ବିସ୍ତାର କରି ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମୃତ୍ୟୁ ହାର କମାଇବାକୁ ପଡ଼ିବ। ବର୍ତ୍ତମାନର ସମୟ ସବୁଠାରୁ କଠିନ। ହଠାତ୍‌ ଲୋକ ବାହାରକୁ ଆସିଯିବା ପରେ ସଂକ୍ରମଣର ମାତ୍ରା ବଢିଯାଇଛି। ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ପଜିଟିଭ ବାହାରୁଛନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ […]

  • Tuesday, 13 July 2021
ed
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି (Enforcement Directorate)ର ୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ଇଡି ମୁଖ୍ୟାଳୟକୁ ୨ ଦିନ ପାଇଁ ସିଲ କରାଯାଇଛି। ଏହି ୬ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୦ ଜଣଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ନିକଟରେ ଜଣେ ଜୁନିଅର ରାଙ୍କ ଅଫିସରଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସଥିଲା। ଏହି ଅଫିସର ଜଣକ ଡେପୁଟେସନରେ ଥିଲେ। ୬ ଜଣ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଇଡି କାର୍ଯ୍ୟାଳୟକୁ ସିଲ […]

  • Tuesday, 13 July 2021
amaranatha
ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅବସାନ ହୋଇଛି। ଶେଷରେ ଅମରନାଥ ଯାତ୍ରା ପାଇଁ ସମୟସୀମା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଏ ବର୍ଷ ଜୁଲାଇ ୨୧ରୁ ଅମରନାଥ ଯାତ୍ରା କରି ପାରିବେ ବୋଲି  ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ର ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଏହି ଯାତ୍ରା ୧୫ ଦିନ ଧରି ଚାଲେ। ହେଲେ ଏଥର କରୋନା କଟକଣାକୁ ନେଇ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା। […]

  • Tuesday, 13 July 2021
elephaant
ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ

ଥିରୁଅନନ୍ତପୁମ୍‌: କେରଳ ପଲକ୍କଡ ଜିଲ୍ଲାରେ  ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ ହୋଇଛନ୍ତି।  କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ଏହି ସୂଚନା ଦେଇଛନ୍ତି । ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟ ସରକାରକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ସରକାର । ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷ ଦାବି କରିଥିଲେ । କେରଳ ବନ ବିଭାଗ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି […]

  • Tuesday, 13 July 2021
papper-spray
ସୁରକ୍ଷାକର୍ମୀଙ୍କ ଗୋଲମରିଚ ସ୍ପ୍ରେରେ ପୁଣି ଜଣେ କୃଷ୍ଣକାୟଙ୍କ ମୃତ୍ୟୁ

ନ୍ୟୁୟର୍କ: ପୋଲିସ ହେପାଜତ୍‌ରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କର ମୃତ୍ୟୁକୁ ନେଇ ସାରା ଆମେରିକା ଜଳୁଛି। ଏହି ସମୟରେ ଜମେଲ ଫ୍ଲୟଡ ନାମକ ଆଉ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କ ସହରରେ ଏକ ଫେଡେରାଲ ଜେଲ୍‌ରେ ଅଧିକାରୀମାନେ ଜଣେ କଏଦୀଙ୍କ ଉପରକୁ ନିର୍ଦ୍ଦୟ ଭାବେ ପେପର ସ୍ପ୍ରେ (ଗୋଲମରିଚ) କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବ୍ରୁକଲିନ୍‌ର ମେଟ୍ରୋପଲିଟାନ ନିରୋଧକ କେନ୍ଦ୍ରରେ ଜମେଲ ୨୦୧୯ ଅକ୍ଟୋବର […]

  • Tuesday, 13 July 2021
police
ମାସ୍କ ପିନ୍ଧି ନ ଥିଲେ ବୋଲି ନିଲମ୍ବିତ ହେଲେ ଏଏସ୍‌ଆଇ

ନୂଆଦିଲ୍ଲୀ:କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା କରାଯାଇଛି ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଫାଇନ। ଏହି ନିୟମରୁ ବାଦ ପଡ଼ି ନାହାନ୍ତି ପୋଲିସ ଅଫିସର । ମାସ୍କ ପିନ୍ଧି ନ ଥିବାରୁ ଦିଲ୍ଲୀର ଜଣେ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଡିସିପି। ଡିସିପିଙ୍କର ଏପରି କଡା କାର୍ଯ୍ୟାନୁଷ୍ଠାନକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। ଘଟଣା ହେଲା, କରୋନା ଗାଇଡଲାଇନ କିପରି ପାଳନ କରାଯାଉଛି କି ନାହିଁ, ସୋଶାଲ ଡିଷ୍ଟାନ୍ସିଂ ରହୁଛି କି ନାହିଁ ତାହା ଦେଖିବା ପାଇଁ […]

  • Tuesday, 13 July 2021