• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

space
ଆଜି ଭାରତର ଏଇ ତିନି ସହରରେ ଦୃଶ୍ୟମାନ ହେବ ସ୍ପେଶ ଷ୍ଟେଶନ

ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍‌ମିକ୍‌ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ?  ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ।   ଭାରତର ୩ ଭିନ୍ନ ଭିନ୍ନ ସହରରେ ଆଜି ରାତିରେ ଏଇ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ଦେଖାଯିବ। ଅବଶ୍ୟ ଖୁବ୍‌ କମ୍‌ ସମୟ ପାଇଁ ଏହା ଦୃଶ୍ୟ ହେବ। […]

  • Tuesday, 13 July 2021
debdutta
କରୋନା ଯୁଦ୍ଧରେ ଆଗରେ ଥିଲେ, ହେଲେ ହାରିଗଲେ ଏଇ ଯୁବା ଅଫିସର

କୋଲକାତା:କରୋନା ଭାଇରସ୍‌ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍‌ ଡାଉନ୍‌ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର। ୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍‌ଲି […]

  • Tuesday, 13 July 2021
sachin pilot
ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି।  ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ […]

  • Tuesday, 13 July 2021
cbse
ଆସନ୍ତାକାଲି ବାହାରିବ CBSE  ୧୦ମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)  ୧୦ମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ସିବିଏସ୍‌ଇ ପକ୍ଷରୁ କୁହାଯାଇ ନାହିଁ। ପରୀକ୍ଷା ଫଳ cbse.nic.in ଏବଂ cbseresults.nic.inରେ ଦେଖି ପାରିବେ। ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବା ପାଇଁ ପୂର୍ବରୁ CBSE ପକ୍ଷରୁ କୁହାଯାଇଥିଲା । ଗତକାଲି  ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ […]

  • Tuesday, 13 July 2021
2344
ବାଃ ବିଧାୟକ ! ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କୁ ଉଦ୍ଧାର କଲେ-ଭିଡିଓ ଭାଇରାଲ

ରାଜନେତାଙ୍କ ନାଁ ଶୁଣିଲେ ମନକୁ ଆସିଯାଏ ଏକ ନକାରାତ୍ମକ ଚିନ୍ତାଧାରା। ଯେମିତି ନେତାମାନେ କ୍ଷମତା ଲୋଭି, କ୍ଷମତା ପାଇଁ ଯେ କୌଣସି କାମ କରିପାରନ୍ତି…ଇତ୍ୟାଦି ଇତ୍ୟାଦି। ହେଲେ ଏପରି ଭାବନା, ଚିନ୍ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଜଣେ ବିଧାୟକ। ପ୍ରଳୟଙ୍କରୀ ବନ୍ୟାରେ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଲୋକଙ୍କୁ ଉଦ୍ଧାର କରୁଛନ୍ତି। ବିଧାୟକ ଜଣକ ଆସାମ୍‌ର। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆସାମ ସରକାରର ଜଣେ ବିଧାୟକ ମୃଣାଳ […]

  • Tuesday, 13 July 2021
divyansi
ଦ୍ୱାଦଶ ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ଚର୍ଚ୍ଚାରେ ଦିବ୍ୟାଂଶୀ

ଲକ୍ଷ୍ନୌ: ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିବ୍ୟାଂଶୀ ଜୈନ୍ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏଇ ସଫଳତା ପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ଦିବ୍ୟାଂଶୀ ପିଲାବେଳୁ ସେ ଭଲ ପାଠପଢନ୍ତି। ସ୍କୁଲରେ ସବୁବେଳେ ଭଲ ନମ୍ବର ରଖୁଥିଲେ। ସ୍କୁଲରେ ସେ ୯୭.୬ ପ୍ରତିଶତ ମାର୍କ ରଖିଥିଲେ। ଆହୁରି ଭଲ କରିବା ପାଇଁ ଖୁବ୍‌ ପରିଶ୍ରମ କରୁଥିଲେ। […]

  • Tuesday, 13 July 2021
Corona Vaccine Update
ଋଷର ଘୋଷଣା-ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା  ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ […]

corona-virus-w
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶା ପାଇଁ ଏକ ଖୁସି ଖବର। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଉ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଭୁବନେଶ୍ୱରର ହୋଇଥିବା ସୂଚନା । ଏହି ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ସମସ୍ତଙ୍କ ମିଳିତ ପ୍ରୟାସରେ, ଓଡିଶା କରୋନା ବିରୋଧୀ ଲଢ଼େଇରେ ବିଜୟ ଲାଭ କରୁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

  • Tuesday, 13 July 2021
corona who
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶା ପାଇଁ ଏକ ଖୁସି ଖବର। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା  କଳାହାଣ୍ଡିର ଏହି ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ  ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁଭେଚ୍ଛା ଜଣାଇଛି। Happy to share that […]

  • Tuesday, 13 July 2021
sushant
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଘଟଣା ପ୍ରାୟ ଏକ ମାସ ହୋଇଗଲା । ତଥାପି ଏ ପର୍ଯ୍ୟନ୍ତ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ସୁଚିନ୍ତିତ ଭାବେ କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ସୁଶାନ୍ତ ଜଣେ ହସଖୁସିର ମଣିଷ ଯିଏ କି  କମ୍‌ ସମୟ ଭିତରେ ବହୁତ  ବଡ଼ ସଫଳତା ପାଇ ପାରିଛନ୍ତି । ତେଣୁ ସେ ଯେ ଆତ୍ମହତ୍ୟା କରିଥିବେ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି।  ସୁଶାନ୍ତ ଡିପ୍ରେସନରେ […]

  • Tuesday, 13 July 2021
323232
ଡୋନାଲ୍ଡ ଟ୍ରମ୍ପଙ୍କ ପରେ ମାସ୍କ ପିନ୍ଧିଲେ ମେଲାନିଆ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ମେଲାନିଆ ଏବେ ସ୍ୱାମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି କାମ କରୁଛନ୍ତି । ଆମେରିକାରେ କରୋନା ସଂଗୀନ ସ୍ଥିତିରେ […]

  • Tuesday, 13 July 2021