• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

biden
ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାଁ ଘୋଷଣା କଲା ଇଲେକ୍ଟୋରାଲ କଲେଜ

ୱାଶିଂଟନ:ଆନୁଷ୍ଠାନିକ ଭାବେ ଜୋ ବାଇଡେନଙ୍କୁ  ଆମେରିକାର ନୂଆ ରାଷ୍ଟ୍ରପତି ଘୋଷଣା କରିଛି  ଇଲେକ୍ଟୋରାଲ କଲେଜ ।   ଗତମାସରେ ହୋଇଥିବା ନିର୍ବାଚନରେ ବାଇଡେନ୍ ୩୦୬ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମିଳିଥିଲା ମାତ୍ର ୨୩୨ ଇଲେକ୍ଟୋରାଲ ଭୋଟ୍। ଟ୍ରମ୍ପ ପୂର୍ବରୁ ନିର୍ବାଚନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବାଇଡେନଙ୍କ  ବିଜୟକୁ ଗ୍ରହଣ କରୁନଥିଲେ। ଏବେ ଇଲେକ୍ଟୋରାଲ କଲେଜ ଆନୁଷ୍ଠାନିକ ଭାବେ ବାଇଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବା ପରେ ଆମେରିକା ରାଜନୀତିରେ […]

  • Tuesday, 13 July 2021
odisha
ମିଳିଲାନି ଜାଗା, ୟୁପିରୁ ଫେରି ଶ୍ମଶାନରେ ରହିଲେ ୫ ପ୍ରବାସୀ ଓଡ଼ିଆ

ବାଲେଶ୍ୱର: କ୍ୱାରେଣ୍ଟିନ୍‌ ସେଣ୍ଟରରେ ମିଳିଲାନି ଜାଗା, ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରବାସୀଙ୍କୁ  ଶ୍ମଶାନରେ ରହିବାକୁ ପଡ଼ିଛି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଜୁଣୁଦା ଗାଁରେ। ସୂଚନା ଅନୁସାରେ, କାମ ପାଇଁ ଉତ୍ତରପ୍ରଦେଶ ଯାଇଥିବା ୫ ଜଣ ଶ୍ରମିକ ଗତକାଲି ଗାଁକୁ  ଫେରିଥିଲେ। ସେଠାରୁ ଫେରିବା ପରେ ଗାଁ ଲୋକେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ ଏବଂ ସେମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିବାକୁ ପରାମର୍ଶ […]

  • Tuesday, 13 July 2021
lpg
ପୁଣି ମହଙ୍ଗା ହେଲା LPG ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ:ପୁଣି ବଢିଲା ଏଲପିଜି ଦାମ୍‌। ୧୪.୨ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି। ସେହିପରି  ୫ କିଲ ସିଲିଣ୍ଡରର ଦାମ ୧୮ ଟଙ୍କା ବଢିଛି। ସେହିପରି ୧୯ କିଲ ସିଲିଣ୍ଡରର ଦାମ ୩୬.୫୦ ପଇସା ବୃଦ୍ଧି ପାଇଛି। ଦେଶର ସବୁଠାରୁ ବଡ ତୈଳ କମ୍ପାନୀ ଆଇଓସିଙ୍କ କହିବା ଅନୁଯାୟୀ, ଦିଲ୍ଲୀରେ ବିନା ସବ୍‌ସିଡିରେ ମିଳୁଥି ୧୪.୨ କିଲ  ସିଲିଣ୍ଡରର ଦାମ୍ ୬୪୪ ହୋଇଥିବାବେଳେ ଚେନ୍ନାଇରେ ଏହାର ଦାମ୍ ୬୬୦ ହୋଇଛି। ସେହିପରି […]

  • Tuesday, 13 July 2021
EXioZwPX0AEaCbf
କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ୩୮ ବର୍ଷୀୟ ମହିଳା ବୋଲି ସୂଚନା ମିଳିଛି। ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ସୋରିଆସିସ୍ ପାଇଁ ଦୀର୍ଘଦିନରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ତେବେ ସେପ୍ଟିକ୍‌ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ […]

  • Tuesday, 13 July 2021
flash flood
ନାଳ ପାର୍‌ ହେଉଥିଲେ ୪ ଶିଶୁ, ହଠାତ୍‌ ମାଡ଼ି ଆସିଲା ପାଣି...

ଚାମ୍ବା: ପାଣି ସୁଅରୁ ଉଦ୍ଧାର ହେଲେ ୪ ଶିଶୁ। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ଭଟିୟାତ୍‌ ଅଞ୍ଚଳ ଦେଇ ଯାଇଥିବା ଏକ ନାଳରେ ହଠାତ୍‌ ପାଣି ମାଡ଼ି ଆସିବାରୁ ୪ଜଣ ଶିଶୁ ଫସି ଯାଇଥିଲେ। ପରେ  ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ବୁଧବାର ଦିନ ଭଟିୟାତ୍‌ ଅଞ୍ଚଳର ୪ଜଣ ଶିଶୁ କୁଡ୍ଡୀ ଗାଁରେ ଥିବା ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାହାରି ଥିବାବେଳେ ଏଭଳି କିଛି ଘଟଣା ଘଟିଥିଲା। ଭଟିୟାତ୍‌ ଅଞ୍ଚଳ ଦେଇ […]

  • Tuesday, 13 July 2021