ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି […]
ନୂଆଦିଲ୍ଲୀ: ସାମ୍ସଙ୍ଗ ଗ୍ୟାଲେକ୍ସି M51 (Samsung Galaxy M51)ର ର ଦାମ୍ କମ୍ ହୋଇଛି। ଆମାଜନ୍(Amazon) ରେ ଏହି ଫୋନ୍କୁ ଆପଣ ଶସ୍ତାରେ କିଣି ପାରିବେ। ପାୱାରଫୁଲ୍ ବ୍ୟାଟେରୀ ସହ ସାମ୍ସଙ୍ଗ ଭାରତରେ ଲଞ୍ଚ୍ କରିଥିବା 7000mAh ବ୍ୟାଟେରୀର Samsung Galaxy M51 ସ୍ମାର୍ଟଫୋନ୍କୁ ଆପଣ ଆମାଜନ୍ରେ ଡିସ୍କାଉଣ୍ଟରେ କିଣିପାରିବେ। 6GB RAM ଓ128GB ଷ୍ଟୋରେଜ୍ ଏହି ସ୍ମାର୍ଟ ଫୋନ୍ର ଦାମ୍ ୨୮,୯୯୯ ଟଙ୍କା ଥିବାବେଳେ Amazonରେ ଆପଣ ଏହାକୁ ୨୨,୯୯୯ ଟଙ୍କାରେ କିଣିପାରିବେ। ସେହିପରି 8GB […]
ବିଶାଖାପାଟଣା: ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଏସି ବସ୍। ଆଶ୍ୱସ୍ତିକର କଥା, ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆନ୍ଧ୍ରପ୍ରଦେଶ କାକିନାଡା ସହରରେ ଏହି ଅଘଟଣ ଘଟିଛି। ଇନ୍ଦ୍ରା ନାମକ ଏହି ବସ୍ଟି କାକିନାଡାରୁ ବିଜୟଓ୍ୱାଡା ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏହି ସମୟରେ ବସ୍ରେ ୧୫ ଜଣ ଯାତ୍ରୀ ଥିଲେ। ଗାଡ଼ି ଭିତରୁ କିଛି ପୋଡ଼ି ଯିବାର […]