• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maharastara
ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି : ଏକ ହଷ୍ଟେଲର ୧୯୦ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବାପରେ ରାଜ୍ୟରେ ହଇଚଇ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ କୋଭିଡ ପଜିଟିଭ ବାହାରିଥିବା ମହାରାଷ୍ଟ୍ରର ସେହି […]

  • Tuesday, 13 July 2021
modi cabinet
ମାଗଣା ନୁହେଁ, ଟଙ୍କା ଦେଲେ ମୋଦିଙ୍କ ମନ୍ତ୍ରୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀଙ୍କୁ ମିଳିବନି ମାଗଣା କରୋନା ଟିକା। ଟଙ୍କା ଦେଇ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ମନ୍ତ୍ରୀ। ମହାମାରୀ ସଙ୍କଟ ମଧ୍ୟରେ ଦେଶରେ ଜୋରସୋର ଚାଲିଛି ଟିକାକାରଣ କାମ। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। ମାର୍ଚ୍ଚ ପହିଲାରୁ ବୟସ୍କକଙ୍କୁ ମାଗଣା ଟିକା ଦିଆଯିବ। ଆଉ ଏହି ସମୟରେ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ।  ସେ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟର ସମସ୍ତଙ୍କ ମନ୍ତ୍ରୀଙ୍କୁ କରୋନା ଭ୍ୟାକ୍ସିନ ପାଇଁ ମୂଲ୍ୟ ଦେବାକୁ […]

  • Tuesday, 13 July 2021
mamata
ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି । ‌ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ […]

stunt in train
ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍

ମୁମ୍ବାଇ: ଜୀବନକୁ ବାଜି ଲଗାଇ ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ୍‌। ମୁମ୍ବାଇରେ ଏକ ଦ୍ରୁତଗାମୀ ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଟ୍ରେନ୍‌ରେ ଉପସ୍ଥିତ ଥିବା ଯାତ୍ରୀମାନେ ଯୁବକଙ୍କୁ ବାରଣ ସତ୍ତ୍ୱେ, ଏହାକୁ ସେ ଖାତିର ନକରି ଗୋଟିଏ ପରେ ଗୋଟିଏ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ନଜର ଆସିଥିଲା। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ର ଫୁଟ୍‌ରେଷ୍ଟ ଉପରେ ଠିଆ ହୋଇ […]

  • Tuesday, 13 July 2021
gold
ପୁଣି ଶସ୍ତା ହେଲା ସୁନା, ରୂପା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୪ ଟଙ୍କା ହ୍ରାସ ସହ ୪୭,୧୫୨ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ପ୍ରତି କିଲୋଗ୍ରାମକୁ ୧୯୨ ଟଙ୍କା ହ୍ରାସ ସହ ୬୮,୫୪୬ ଟଙ୍କାରେ କାରବାର ଚାଲିଥିଲା। ଗତବର୍ଷ ଅଗଷ୍ଟରେ ସୁନା ଦର ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ […]

  • Tuesday, 13 July 2021
Twitter
୧ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲା ଭାରତ

ନୂଆଦିଲ୍ଲୀ: ହଜାରେରୁ ଅଧିକ ଆକାଉଣ୍ଟ ବନ୍ଦ କରିବାକୁ ଭାରତ ସରକାର ଟ୍ୱିଟରକୁ ନୋଟିସ୍‌ କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ଭୁଲ୍‌ ତଥ୍ୟ ଦେବା ସହ ଆନ୍ଦୋଳନକୁ ଆହୁରି ଉସୁକାଉଛନ୍ତି। ଏହି ସବୁ ଆକାଉଣ୍ଟ ପାକିସ୍ତାନୀ ଓ ତଥାକଥିତ ଖଲିସ୍ତାନୀଙ୍କ ସମର୍ଥକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଭାରତ ସଙ୍ଗୀନ ଅଭିଯୋଗ କରିଛି। ତେଣୁ ତୁରନ୍ତ ଏହି ସବୁ ଆକାଉଣ୍ଟ ଗୁଡ଼ିକ ବ୍ଲକ୍‌ କରିବା ପାଇଁ କୁହାଯାଇଛି। ଚଳିତ ମାସରେ, ଆଇଟି ମନ୍ତ୍ରଣାଳୟ […]

  • Tuesday, 13 July 2021
delhi-corona
କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ୫ ରାଜ୍ୟବାସୀଙ୍କୁ ରାଜଧାନୀ ପ୍ରବେଶ ମନା

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନନେଲେ ଦିଲ୍ଲୀ ମନା। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀକୁ ୫ ରାଜ୍ୟର ଜନତାଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଥିବା ସୂତ୍ର ଅନୁସାରେ ଜଣାପଡ଼ିଛି। କିଛି ରାଜ୍ୟରେ ଲଗାତାର କରୋନା ସଂକ୍ରମବଣ ବଢ଼ୁଥିବାରୁ କେଜ୍ରିୱାଲ ସରକାର ରାଜ୍ୟର ଜନତାଙ୍କ ହିତ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରେଦଶ ଓ ପଞ୍ଜାମରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ […]

  • Tuesday, 13 July 2021
uttarakhand
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ ନିଖୋଜ

ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇଟିବିପି, ଏନଡିଆରଫ୍, […]

nasa
ନାସାର ମଙ୍ଗଳ ମିଶନରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା : ସ୍ୱାତୀ ମୋହନଙ୍କ ପରେ ଚର୍ଚ୍ଚାରେ ବବ୍ ବଳରାମ

ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ  ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ ଭାରତୀୟଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ବବ୍ ବଳରାମ। ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା, ଆଉ […]

  • Tuesday, 13 July 2021
Dhananjay-Mahadik
ବିନା ମାସ୍କରେ ବୁଲିଲେ ନେତା: ବିଜେପିର ପୂର୍ବତନ ସାଂସଦଙ୍କ ପୁଅ ବାହାଘରରେ ଖୋଲାଖୋଲି କୋଭିଡ଼୍ ନିୟମ ଉଲ୍ଲଂଘନ

ମୁମ୍ବାଇ: ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ? ନିୟମ କ’ଣ ଖାଲି ସାଧାରଣ ଲୋକଙ୍କ ପାଇଁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନେତା କିନ୍ତୁ କରୋନା କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅଙ୍କ ବିବାହ ସମାରୋହରେ ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି। ଭିଡ଼ ଭିତରେ ମଧ୍ୟ ପ୍ରାୟ ଲୋକଙ୍କ ମୁହଁରେ ନଥିଲା ମାସ୍କ। ପୂର୍ବତନ […]

  • Tuesday, 13 July 2021
missile
ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମାରେ ଚୀନ ମିଜାଇଲ୍ ବେସ୍ !

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍ ? ଭିଏତନାମ୍ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟ୍ୱିଟ୍‌ କରିବା ପରେ, ଚୀନ୍‌ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ୍ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍‌କ୍ସି ପ୍ରଦେଶରେ ଏହି ମିଜାଇଲ୍ ବେସ୍ […]

  • Tuesday, 13 July 2021