ନିମନ୍ତ୍ରଣ ରକ୍ଷା କଲେ ବୋରିସ ଜନସନ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ବୋରିସ
ନୂଆଦିଲ୍ଲୀ : ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷିୟ ନାବାଳକ ନିଜ ମାଆକୁ ୧୧୮ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । କେବଳ ହତ୍ୟା କରିଛି ତାହା ନୁହେଁ ବରଂ ହତ୍ୟା ପରେ ପୋଲିସକୁ ବଡ ବ୍ୟାଗ ଆଣିବାକୁ କହିଥିଲା । ତେବେ ସ୍କୁଲରୁ ପାଠ ପଢି […]
ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । ପ୍ରତ୍ୟେକଦିନ ଚାଷୀଙ୍କ ସମ୍ପର୍କରେ ସରକାରୀ ଓ ବିରୋଧୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଉଛି । ତେବେ ଏହାରି ମଧ୍ୟରେ ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗସ୍ତ ସମୟରେ ପୁଣି ଥରେ ଚାଷୀଙ୍କ ସମ୍ପର୍କରେ ବଡ କଥା କହିଛନ୍ତି ମୋଦି
ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ। ଛତିଶଗଡ଼ କିସ୍ତରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ CRPFର ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି । କିଛି ବର୍ଷ ତଳେ ସିଆରଏଫର କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଥିଲେ
ବୁଥରେ ଦିଆଯିବ କରୋନା ଟିକା । ଲୋକଙ୍କୁ କରୋନା ଟିକା ଦେବାକୁ ଭୋଟ୍ ସମୟରେ ପୋଲିଂ ବୁଥ ଭଳି ବୁଥ୍ ପ୍ରସ୍ତୁତ କରାଯିବ । ଏହି ବୁଥରେ କରୋନା ଟିକା ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ
ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି। ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି
ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Delhi: Former Prime Minister Dr Manmohan Singh has been admitted to All India Institute of Medical Sciences (AIIMS) after complaining about chest pain (File pic) pic.twitter.com/a38ajJDNQP — ANI (@ANI) May 10, 2020 ରାତି ୮. ୪୫ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର […]
ନୂଆଦିଲ୍ଲୀ: ୟୋନୋ ମୋବାଇଲ୍ ଆପ୍ ଜରିଆରେ ଇମର୍ଜେନ୍ସି ଲୋନ୍ ସ୍କିମ୍ ସଂପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସଙ୍ଗ। ବର୍ତ୍ତମାନ ସ୍ଥିତିରେ ଏଭଳି କୌଣସି ଋଣ ଦିଆଯାଉନଥିବା ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଉପଭୋକ୍ତାଙ୍କୁ ନିବେଦନ କଲା SBI। ତେବେ କୋଭିଡ୍ ଯୋଗୁଁ ଅର୍ଥ ସମସ୍ୟାରେ ପଡ଼ିଥିବା ବେତନଭୋଗୀ ଉପଭୋକ୍ତାଙ୍କ ପାଇଁ ଏକ ପ୍ରି-ଆପ୍ରୁଭ୍ଡ ପର୍ସନାଲ୍ ଲୋନ୍ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଉଛି। […]
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଆଇନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ବିରୋଧୀ । ଭ୍ରମ ସୃଷ୍ଟି କରି ନିଜ ଫାଇଦା ହାସଲ କରିବାକୁ ଚେଷ୍ଟା କରାଯାଉଛି । ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀଙ୍କ ଜମି ଆଦୌ ଯିବ ନାହିଁ, ଶିଳ୍ପ ଭଳି କଣ୍ଟ୍ରା ଫାର୍ମି ଦ୍ୱାରା ଲାଭବାନ ହେବେ । କୋରାପୁଟର ଚାଷୀ ମୁମ୍ବାଇରେ ଫସଲ ବିକ୍ରି କରିପାରିବ । ତିନିଟି […]
କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ । ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା […]
ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ କେବେବି ଭୁଲିବ ନାହିଁ ଭାରତ । ଆଜିକାର ଦିନରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇବା ସହ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇବା ସହ ଏହି ବଳିଦାନ ପାଇଁ ଦେଶ ସେମାନଙ୍କୁ ସବୁବେଳେ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପାର୍ଲାମେଣ୍ଟ ପରିସରରେ ସହିଦ ପୋଲିସ୍ […]
ନୂଆଦିଲ୍ଲୀ: ଏଣିକି ମେସିନରେ ସାନିଟାଇଜ ହେବ ମୋବାଇଲ, ଲାପଟପ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ। ଏଭଳି ଏକ ମେସିନ ପ୍ରସ୍ତୁତ କରିଛି ଡିଆରଡିଓ। ଏହି ମେସିନ୍ ସାହାଯ୍ୟରେ ମୋବାଇଲ ଫୋନ, ଆଇପଡ୍, ଲାପଟପ୍, ଟଙ୍କା, ଚେକ୍, ଚାଲାଣ, ପାସବୁକ, ପେପର, ଏନଭଲପ୍ ଆଦି ସାନିଟାଇଜ ହୋଇପାରିବ। ହାଇଦ୍ରାବାଦ ସ୍ଥିତ ଡିଆରଡିଓ ଏହି ମେସିନ୍ ପ୍ରସ୍ତୁତ କରିଛି। ଏହାକୁ ଡିଫେନ୍ସ ରିସର୍ଚ ଅଲଟ୍ରା ଭାଓଲେଟ ସାନିଟାଇଜର କୁହାଯାଉଛି। ଏହି ମେସିନ ସାହାଯ୍ୟରେ ଏହି ସାମଗ୍ରୀକୁ ନ ଛୁଇଁ ସାନିଟାଇଜ […]
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଆମେରିକା ୱାସିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । ଆଜି କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ।
ନୂଆଦିଲ୍ଲୀ : କର୍ଣ୍ଣେଲ ପୃଥୀପାଲ ସିଂ ଗିଲ । ଯିଏ କି ନିଜ ଜୀବନରେ ଦେଶର ୩ ସେନାରେ କାର୍ଯ୍ୟ କରିଛନ୍ତି । ନୌସେନା, ବାୟୁସେନା ଏବଂ ସେନାରେ କାମ କରି ନିଜର ଦକ୍ଷତା ଦେଖାଇଛନ୍ତି । ପ୍ରୀତିପାଲଙ୍କୁ ଏହାରି ମଧ୍ୟରେ ୧୦୦ ବର୍ଷ ପୂରିଛି । ମିଳିଥିବା ସୂଚନା ଅନୁସାରେ, ପୃଥୀପାଲ ସିଂ ଗିଲ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ ଅଧୀନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ପରେ ପରେ […]
ନୂଆଦିଲ୍ଲୀ: ସେପଟେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ୩ ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ବଡ ନିଷ୍ପତ୍ତି । ଏଣିକି ବର୍ଷକୁ ଥରେ ନୁହେଁ ବରଂ ୪ ଥର ପରୀକ୍ଷା ହେବ JEE । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଛାତ୍ରମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷା ମନ୍ତ୍ରଣାଳୟର ଏପରି ପଦକ୍ଷେପ ପରେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ । ପୂର୍ବ ଅପେକ୍ଷା JEE ପରୀକ୍ଷାରେ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଉପଲବ୍ଧ ହେବ […]