
ନୂଆଦିଲ୍ଲୀ: ଅମ୍ପନ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ମୁକାବିଲା କରିବାକୁ କଣ କଣ ପଦକ୍ଷେପ ନିଆଯାଇଛି, ଆଉ କଣ କରାଯିବା ଦରକାର, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବାତ୍ୟା ପୂର୍ବରୁ ପ୍ରାକ ସଜାଗ ଓ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ […]
ନୂଆଦିଲ୍ଲୀ: ବିଆର ଚୋପଡାଙ୍କ “ମହାଭାରତ”ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଟିଭି କଳାକାର ସତୀଶ କୌଲ ଆଉ ଆମ ଗହଣରେ ନାହାନ୍ତି। ଲୁଧିଆନାରେ ୭୨ ବର୍ଷ ବୟସରେ କରୋନାରେ ତାଙ୍କର ପରଲୋକ ହୋଇଛି। ସତୀଶ ଅନେକଗୁଡ଼ିଏ ଟିଭି ସୋ’ରେ କାମ କରିଥିବା ବେଳେ ତାଙ୍କର ଅନେକ ହିନ୍ଦି ଓ ପଞ୍ଜାବୀ ସିନେମା ମଧ୍ୟ ରହିଛି। ତାଙ୍କ ପରଲୋକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶୋକ ବ୍ୟକ୍ତ କରିଛନ୍ତି। ସତୀଶ ପ୍ରାୟ ୩୦୦ ସିନେମାରେ କାମ କରିଥିବା […]
ନୂଆଦିଲ୍ଲୀ: ଶାହିଦ୍ କପୁରଙ୍କ ପତ୍ନୀ ମୀରା କପୁରଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ସେଲିବ୍ରିଟିଙ୍କ ଠାରୁ ବି କମ୍ ନୁହେଁ। ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ମୀରାଙ୍କର ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହୋଇଥାଏ। ସେ କେବଳ ନିଜ ଫଟୋ ଓ ଭିଡିଓ ଯେ କରନ୍ତି ତାହା ନୁହେଁ, ଏହା ଛଡା ନିଜ ପିଲା ଓ ପରିବାର ସହିତ ମଧ୍ୟ ସେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି। ନିକଟରେ ମୀରା ତାଙ୍କ ସୋସିଆଲ୍ ମିଡିଆ ପେଜରେ […]
କଟକ: ୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା, ଖାଇବା ବ୍ୟବସ୍ଥା କର। ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଷ୍ଟା ପକ୍ଷରୁ ହୋଇଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟ ମ୍ୟାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ରରେ ଲକଡାଉନ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଖାତା ଦେଖା ବେଳେ ସାମାଜିକ ଦୂରତ୍ୱ ମାନବାକୁ କୁହାଯାଇଛି। […]
ଭୁବନେଶ୍ୱର: ନବମ ଏବଂ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ CBSE ନିର୍ଦ୍ଦେଶ ଦେଇଛି। ଅନଲାଇନ/ଅଫଲାଇନ/ଇନୋଭେଟିଭ ପଦ୍ଧତିରେ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛି CBSE। ପୂର୍ବରୁ ସୁଯୋଗ ଦିଆଯାଇଥିଲେ ବି ପୁଣି ଥରେ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛି CBSE। ପୁଣି ଥରେ ଟେଷ୍ଟ ପାଇଁ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପାଇଁ ପରାମର୍ଶ ଦେବା ସହ କରୋନା ଯୋଗୁଁ ଏହି ସୁଯୋଗ କେବଳ ଏ ବର୍ଷ ପାଇଁ। ଆଗକୁ […]