ଭୁବନେଶ୍ୱର: ବିମୁଦ୍ରାକରଣ ପ୍ରତିବାଦରେ ଆଜି କଂଗ୍ରେସ ସାରା ଦେଶରେ କଳା ଦିବସ ପାଳନ କରୁଛି। ବିଭିନ୍ନ ରାଜ୍ୟରେ ଥିବା ରିଜର୍ଭ ବ୍ୟାଙ୍କର ଶାଖା ଅଫିସ୍ ଆଗରେ ଦଳ ପକ୍ଷରୁ ପ୍ରତିବାଦ ସଭା କରିବା ସହିତ ଧାରଣା ମଧ୍ୟ ଦିଆଯାଇଛି। ମୁମ୍ବାଇ, ଚେନ୍ନାଇ ସହିତ ଦେଶର ସବୁ ବଡ଼ ବଡ଼ ସହରରେ ଦଳର ବରିଷ୍ଠ ନେତାଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇଛନ୍ତି। ଓଡ଼ିଶା କଂଗ୍ରେସ ମଧ୍ୟ ଏହାର ପ୍ରତିବାଦରେ ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଆଗରେ ଧାରଣା ଦେଇଛି। […]
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କିନ୍ତୁ ଏହା ମଧ୍ୟରେ ଗୁଗଲ୍ ବଡ଼ ପଦକ୍ଷେପ ଉଠାଇ ଭାରତରେ ୧୦ ବିଲିୟନ୍ ଡଲାର୍ ଅର୍ଥାତ୍ ୭୫ହଜାର କୋଟି ଟଙ୍କାର ନିବେଶ କରିବା ନେଇ ଘୋଷଣା କରିଛି। ଗୁଗଲର ସିଇଓ ସୁନ୍ଦର ପିଚାଇ ସୋମବାର ‘ଗୁଗଲ୍ ଫର୍ ଇଣ୍ଡିଆ’ ବାର୍ଷିକ କାର୍ଯ୍ୟକ୍ରମରେ ଏହି ବଡ଼ ଘୋଷଣା କରିଛନ୍ତି। Today at #GoogleForIndia we announced a new $10B digitization fund to […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା […]
ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଛି ହାଇ ପଲିଟିକାଲ ଡ୍ରାମା। ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଚିନ ପାଇଲଟ ସାକ୍ଷାତ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ୪୦ ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହି ସାକ୍ଷାତକାରର ଅନେକ ଅର୍ଥ ବାହାରିବାରେ ଲାଗିଛି। କୁହାଯାଉଛି ଯେ କ’ଣ ସଚିନ୍ ପାଇଲଟ୍ ସିନ୍ଧିଆଙ୍କ ବାଟରେ ଚାଲିବେ କି ଏବଂ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ୍ ହେବେ କି? ତେବେ ଏହା ତ କେବଳ ଚର୍ଚ୍ଚାର […]