• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kulbhusan
କୁଲଭୂଷଣଙ୍କୁ ମିଳିଲା ଦ୍ୱିତୀୟ କୂଟନୈତିକ ସହାୟତା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି କୂଟନୈତିକ ସହାୟତା ମିଳିଥିବା ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ କନସୁଲାର ଆକ୍ସେସ୍ ମିଳିଥିଲା। ଅର୍ଥାତ ଭାରତୀୟ ଦୂତାବାସର ଅଧିକାରୀ କୂଲଭୂଷଣଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ଭାରତୀୟ ଦୂତାବାସ ଅଧିକାରୀ କୁଲଭୂଷଣଙ୍କୁ ଭେଟିଥିବା ଖବର ମିଳିଛି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଅଧିକାରୀ […]

  • Thursday, 15 July 2021
jio5g
ଜିଓ ଲଞ୍ଚ୍ କରିବ ଦେଶର ପ୍ରଥମ ୫ଜି ନେଟୱାର୍କ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ଆର୍‌ଆଇଏଲ୍)ର ୪୩ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମେଡ୍ ଇନ୍ ଇଣ୍ଡିଆ ୫ଜି ସଲ୍ୟୁସନ୍ସ ସେବା ନେଇ ଘୋଷଣା କରିଛନ୍ତି, ଯାହା ଭାରତରେ ବିଶ୍ୱସ୍ତରୀୟ ୫ଜି ସର୍ଭିସ୍ ପ୍ରଦାନ କରିବ। ୫ଜି ନେଟୱାର୍କ ଆରମ୍ଭ ବ୍ୟତୀତ ଆଜିର ବୈଠକରେ କମ୍ପାନୀ ଆଉ କିଛି ବଡ଼ ଘୋଷଣା ମଧ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]

  • Thursday, 15 July 2021