• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

no-permisiion
ରାସ୍ତାରେ ଗଡ଼ିବନି ୧୫ବର୍ଷରୁ ଅଧିକ ପୁରୁଣା ଯାନ !

ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ […]

  • Thursday, 15 July 2021
naravane
ଚୀନ୍‌କୁ ଖୋଲାଖୋଲି ଚେତାବନୀ ଦେଲେ ନରଓ୍ୱାଣେ

ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍ ସମୂହ ସ୍ୱୟଂଚାଳିତ ଭାବେ ସୀମାର ୫୦ କିଲୋମିଟର ଭିତରକୁ ଯାଇ ଶତ୍ରୁ ଶିବିରରେ ଆତଙ୍କ ଖେଳାଇପାରିବେ ଓ ଭୟଙ୍କର ତାଣ୍ଡବ ରଚିପାରିବେ। ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡ୍‌ରେ ସେନା […]

  • Thursday, 15 July 2021

ଂମପୱିଉସ

  • Thursday, 15 July 2021
bird-flu
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ

କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି ଯାକ ସାମ୍ପଲ ପଜିଟିଭ୍ ବାହାରିଛି। ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ଉଦ୍ୟାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ […]

  • Thursday, 15 July 2021
rama
ଗିରଫ ଭୟରେ ନାମ ଓ ଧର୍ମ ବଦଳାଇ ଦେଇଥିଲେ, ୧୧ ବର୍ଷ ଧରି ଖୋଜୁଥିଲା ପୋଲିସ୍

ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍‌କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ ଡିସେମ୍ବରରେ କୁର୍ଲା ଠାରେ ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ନିର୍ମାଣ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ନେହରୁ ନଗର ପୋଲିସ୍। କିନ୍ତୁ […]

  • Thursday, 15 July 2021
Vaccine-Khabar
ଦେଶବାସୀଙ୍କ ପାଇଁ ଖୁସି ଖବର ! ମହାମାରୀ ବିରୋଧରେ ଐତିହାସିକ ସଫଳତା

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ପୁନେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ମିଳିଲା ଅନୁମତି। ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି। ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବାର ଯୋଜନା କରାଯାଇଛି। ପ୍ରତ୍ୟେକଙ୍କୁ ୨ଟି ଡୋଜ୍ ଦିଆଯିବାର ଯୋଜନା କରାଯାଇଛି। ୟୁକେ, ଆର୍ଜେଣ୍ଟିନା […]

  • Thursday, 15 July 2021
leaker
ମଦ ନ ପିଇବା ଓ ଘରେ ରହିବାକୁ କହିଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍‌ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା […]

soni
ବିଦ୍ରୋହକୁ ପ୍ରଶମିତ କରିବା ଲାଗି ନେତାଙ୍କ ସହ କଥା ହେବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ। ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ସୋନିଆ ଶନିବାର ଦିନ ସାକ୍ଷାତ କରିବେ। ଉଭୟ ପକ୍ଷରୁ ଉଦ୍ୟମ ପରେ କାଲି ସେମାନଙ୍କୁ ଭେଟିବା ଲାଗି ସୋନିଆ ସ୍ଥିର କରିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ତଥା ବିରୋଧୀ ଦଳ ନେତା ଗୁଲାମନବୀ […]

  • Thursday, 15 July 2021
lekhasree
ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ: ଲେଖାଶ୍ରୀ

ନୟାଗଡ଼: ନୟାଗଡ଼ ଜିଲ୍ଲା ଯଦୁପୁର ପରୀ ହତ୍ୟା ଘଟଣାରେ ଗାଁର ଯୁବକ ସରୋଜ ସେଠୀଙ୍କ ବୟାନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ। ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସଂପର୍କରେ ସରୋଜ ଯେଉଁ ଅଭିଯୋଗ କରିଛନ୍ତି, ଯଦି ତାହା ସତ ହୋଇଥାଏ, ତା ହେଲେ ସାଂଘାତିକ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି ଯେ, ବୋଥ୍ରାଙ୍କୁ ପ୍ରଥମେ ଏସ୍ଆଇଟିରୁ ବିଦା କରାଯାଉ। ମନ୍ତ୍ରୀ ଅରୁଣ […]

  • Thursday, 15 July 2021
tomar
୮ ପୃଷ୍ଠାର ଲମ୍ବା ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀଙ୍କୁ ମନାଇବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ। ଚାଷୀ ସଂଗଠନ ସହ ୬ଟି ପର୍ଯ୍ୟାୟରେ ଆଲୋଚନା ପରେ ବି କୌଣସି ନିଷ୍କର୍ସ ନଆସିବାରୁ ଆଜି ଚାଷୀମାନଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ନୂଆ କୃଷି ଆଇନ୍ ଦେଶର କୃଷି ଓ କୃଷକଙ୍କୁ ଶସକ୍ତ କରିବ ବୋଲି ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି କୃଷି ମନ୍ତ୍ରୀ। ୮ ପୃଷ୍ଠାର ଏହି ଲମ୍ବା ଚିଠିରେ ଏମ୍ଏସ୍‌ପି ସହ କୃଷକଙ୍କ […]

  • Thursday, 15 July 2021
plsv
ମହାକାଶ ଗଲା କମ୍ୟୁନିକେସନ୍ ସାଟେଲାଇଟ୍

ନୂଆଦିଲ୍ଲୀ: ଇସ୍ରୋର ସଫଳତାରେ ଯୋଡି ହେଲା ଆଉ ଏକ ଅଧ୍ୟାୟ। କରୋନା ମହାମାରୀ ଭିତରେ ସଫଳତାର ସହ ମହାକାଶକୁ କମ୍ୟୁନିକେସନ ସାଟେଲାଇଟ୍ ଉତକ୍ଷେପଣ କରିଛି। ଇସ୍ରୋ ସିଏମଏସ୍-୦୧ ନାମକ ଏହି କମ୍ୟୁନିକେସନ ସାଟେଲାଇଟ୍‌କୁ ଅପରାହ୍ଣ ୩ଟା ୪୧ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଲଂଚ୍ କରାଯାଇଛି। ସିଏମଏସ-୦୧କୁ ମହାକାଶକୁ ନେଇଛି ପିଏସ୍ଏଲଭି-ସି୫୦ ଯାନ। ଭାରତର କେନ୍ଦ୍ରସ୍ଥଳ ସମେତ, ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଉପରେ ନଜର ରଖିବ ଏହି ସାଟେଲାଇଟ। ଏଥିସହ […]

  • Thursday, 15 July 2021
farm-sc
ଚାଷୀ ଆନ୍ଦୋଳନକୁ ନେଇ କଣ କହିଲେ ସୁପ୍ରିମ୍‌କୋର୍ଟ ?

ନୂଆଦିଲ୍ଲୀ: ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ ଚାଷୀମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। ତେବେ ଆନ୍ଦୋଳନ ଯେଉଁ ଢଙ୍ଗରେ ହେଉଛି, ଆମେ ନଜର ରଖିଛୁ। ଏହାର ତରିକା ବଦଳାଯାଉ, ଯେମିତିକି ସାଧାରଣ ଲୋକ ହଇରାଣ ହେବେନି। ଯେ ପର୍ଯ୍ୟନ୍ତ ଧନଜୀବନକୁ ହାନୀ ନପହଞ୍ଚାଇଛି, ସେଯାଏ ଆନ୍ଦୋଳନ ସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଦୋଳନରତ ଚାଷୀମାନଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ଯେ ଏକ ନିରପେକ୍ଷ […]

  • Thursday, 15 July 2021
home-minystry
୩ IPSଙ୍କୁ କାହିଁକି ଡାକିଲା କେନ୍ଦ୍ର ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ। ଜେପି ନଡ୍ଡାଙ୍କ ସୁରକ୍ଷାରେ ଅବହେଳା ପାଇଁ ତିନି ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେସନରେ ଦିଲ୍ଲୀ ଡକାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏହି ତିନି ଅଧିକାରୀ ହେଲେ ଡାଇମଣ୍ଡ ହାର୍ବର ଏସ୍ପି ଭୋଲାନାଥ ପାଣ୍ଡେ, ପ୍ରେସିଡେନ୍ସ ରେଞ୍ଜ ଡିଆଇଜି ପ୍ରବୀଣ ତ୍ରିପାଠୀ ଓ ସାଉଥ ରେଞ୍ଜ ଏଡିଜି ରାଜୀବ ମିଶ୍ରା। ଦୁଇ ଦିନ ତଳେ ରାଲି ପାଇଁ ଯାଇଥିବା […]

  • Thursday, 15 July 2021
farmer-protest
୩ଟି ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଆନ୍ଦୋଳନକାରୀ ଆସନ୍ତାକାଲି ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରିବା କାର୍ଯ୍ୟକ୍ରମ ରହିଛି। ଏଣେ ବିବଦାୟୀ ୩ଟି ଯାକ ଆଇନକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତୀୟ କିଷାନ ମୋର୍ଚ୍ଚା। ସଂଗଠନର ସଭାପତି ଭାନୁ ପ୍ରତାପ ସିଂହ ଏହି ପିଟିସନ ଦାଖଲ କରିଛନ୍ତି। ନୂଆ ଆଇନଦ୍ୱାରା ଚାଷୀମାନେ ଶିଳ୍ପପତିଙ୍କ ଦ୍ୱାରା ଶୋଷିତ ହେବେ ବୋଲି ପିଟିସନରେ ଦର୍ଶାଯାଇଛି। ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ହୋଇଥିବା […]

  • Thursday, 15 July 2021
Gift
ବାହାଘରରେ ଗିପ୍ଟ ନୁହେଁ, ରଖିଲେ ଦାନ ବାକ୍ସ

ମୁକ୍ତସର: ବାହାଘର ଗିପ୍ଟ ନେବା ବଦଳରେ ରଖିଲେ ଦାନ ବାକ୍ସ। ଏହି ବାକ୍ସ ଆଉ କାହା ପାଇଁ ନୁହେଁ ବରଂ କୃଷକଙ୍କ ପାଇଁ। ଏକଥା ହୁଏତ ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଏହି ନିଆରା ଘଟଣା ଘଟିଛି ଏଭଳି ଘଟଣା ଘଟିଛି ଚଣ୍ଡିଗଡ଼ ଠାରୁ ୨୫୦ କିମି ଦୂର ପଞ୍ଜାବ ମୁକ୍ତସରର ଏକ ବିବାହ ଉତ୍ସବରେ। ପଞ୍ଜାବର ଜଣେ ପରିବାର ବିରାଟ ବିବାହ ଉତ୍ସବ ଆୟୋଜନ କରିଥିଲେ। ସାଙ୍ଗସାଥୀ, ବନ୍ଧୁ ସମ୍ପର୍କୀୟଙ୍କୁ ଡାକିଥିଲେ। କିନ୍ତୁ […]

  • Thursday, 15 July 2021
jawan
ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଲୱାମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ପୁଲୱାମା ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସେନେଇ କିଛି ସ୍ପଷ୍ଟ ହୋଇନି।  ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି […]

  • Thursday, 15 July 2021
tika
୨୫୦ ଟଙ୍କାରେ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ: ୨୫୦ ଟଙ୍କାରେ ମିଳିପାରେ କରୋନା ଟିକାର ଗୋଟିଏ ଡୋଜ୍।  ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିପାରେ ସିରମ ଇନଷ୍ଟିଚ୍ୟୁଟ। ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ମିଳିତ ଟିକା କୋଭିସିଲଡର ଜରୁରୀକାଳୀନ ବ୍ୟବହାର ନେଇ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆବେଦନ କରିସାରିଛି।  ଟିକା ବିତରଣ ନେଇ ଖୁବଶୀଘ୍ର କେନ୍ଦ୍ର ସରକାର ସହ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏପରିକି ସରକାର ଏବଂ ସିରମ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାରେ ପହଁଚିଥିବା ଉଭୟ ସରକାର […]

  • Thursday, 15 July 2021
bharat-bandh
ଅଖ-ଚକ ବନ୍ଦ ସମର୍ଥନରେ ଦେଶର ୯ ବିରୋଧୀ ଦଳ

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଚାଷୀ ଭାରତ ବନ୍ଦ ଡାକରା ବି ଦେଇଛନ୍ତି। ଭାରତ ବନ୍ଦକୁ ବିରୋଧୀଦଳଗୁଡ଼ିକ ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି। ଚାଷୀଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛି। ସେହିପରି ସିପିଆଇ, ସିପିଆଇ(ଏମ୍), ଆରଏସ୍‌ପି, ଡିଏମ୍‌କେ, ଆରଜେଡି, ଏସ୍‌ପି, ଫରୱାର୍ଡ ବ୍ଲକ, ପିପୁଲ୍ସ ଆଲାଏନ୍ସର ସମର୍ଥନ କରିବ। ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବାରମ୍ବାର ଆଲୋଚନା ପରେ ବି ବାହାରି ପାରିନି ସମାଧାନର ବାଟ। ତେବେ ଆସନ୍ତା ୯ […]

  • Thursday, 15 July 2021
farmer
ସଙ୍କଟ କାଳରେ ଚାଷୀଭାଇଙ୍କୁ ଆଶ୍ୱସ୍ତି : କୃଷକଙ୍କ ୫୯୦ କୋଟିର ଋଣ ଛାଡ଼ ଘୋଷଣା କଲେ ସରକାର

ଗତକାଲି ଅମରିନ୍ଦର ସିଂ ’କୃଷି ଋଣ ଛାଡ ଯୋଜନ” ଅଧୀନରେ ୫୯୦ କୋଟି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ ଘୋଷଣା କରିଛନ୍ତି

Narendra Modi
ସ୍ୱତନ୍ତ୍ର ପ୍ୟାକେଜ୍‌ ନେଇ ଆସନ୍ତାକାଲି ୟୁପି ଗସ୍ତ କରିବେ ମୋଦି

କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍‌ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିଛନ୍ତି

Sharad Pawar
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ ଶରଦ ପାୱାର?

ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍‌ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍‌ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।