• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

savarimala-up
ସବରିମାଳା ସ୍ୱାମୀ ଅାୟପ୍ପାଙ୍କ ମନ୍ଦିର ଅଭିମୁଖେ ୨ ଜଣ ମହିଳା

କେରଳ : ସବରିମାଳା ସ୍ୱାମୀ ଅାୟପ୍ପାଙ୍କ ମନ୍ଦିର ଅଭିମୁଖେ ୨ ଜଣ ମହିଳା । ଜଣେ ମହିଳା ସାମ୍ବାଦିକଙ୍କ ସହ ଅନ୍ୟ ଜଣେ ମହିଳା ଭକ୍ତ ସବରିମାଳା ସ୍ୱାମୀ ଅାୟପ୍ପାଙ୍କ ଦର୍ଶନ କରିବା ପାଇଁ ଯାତ୍ରା ଅାରମ୍ଭ କରିଛନ୍ତି। ଅାନ୍ଦୋଳନାକୀରଙ୍କ କଡ଼ା ବିରୋଧ ସତ୍ତ୍ୱେ ଏହି ଦୁଇ ମହିଳାଙ୍କୁ ପୁଲିସ ସୁରକ୍ଷା ଦେଇଛି। ପ୍ରାୟ ଶହେ ଜଣ ପୁଲିସ ଅଧିକାରୀ ୨ ଜଣ ମହିଳାଙ୍କ ସୁରକ୍ଷା ଦାୟୀତ୍ୱରେ ଅଛନ୍ତି। ସବରିମାଳା ମନ୍ଦିର ଖୋଲିବାର ତୃତୀୟ ଦିନରେ ଅାଜି […]

  • Friday, 16 July 2021
11
ତ୍ୱରାନିତ ହେବ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରାଯିବ ବୋଲି ମେଘାଳୟ ସରକାର କହିଛନ୍ତି। ତେବେ ଦୁର୍ଘଟଣାସ୍ଥଳରୁ ଦୁର୍ଗନ୍ଧ ବାହାରିବା ପରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଖଣିରେ ଫସି ରହିଥିବା ଶ୍ରମିକଙ୍କ ଗଳିତ ମୃତଦେହରୁ ଏହି ଦୁର୍ଗନ୍ଧ ଆସୁଥିବା ସନ୍ଦେହ କରାଯାଉଛି। ତେବେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶ୍ରମିକଙ୍କ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍ ପକ୍ଷରୁ ଉଦ୍ୟମ କରାଯାଉଥିଲା। କିନ୍ତୁ […]

  • Friday, 16 July 2021
nd tiwari
ଏନ୍.ଡି. ତିଓ୍ୱାରୀଙ୍କ ପରଲୋକ

ନୂଆଦିଲ୍ଲୀ : ଜନ୍ମଦିନରେ ପରଲୋକ। ଏପରି ଅଦ୍ଭୁତ ସଂଯୋଗ ଘଟିଛି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କଂଗ୍ରେସ ନେତା ଏନ୍‌.ଡି ତିଓ୍ୱାରିଙ୍କ କ୍ଷେତ୍ରରେ । ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଅାଜି ତାଙ୍କର ୯୩ତମ ଜନ୍ମଦିନ ଥିଲା। ସେ ନିମୋନିଅାରେ ପୀଡ଼ିତ ଥିଲେ। ମଲ୍‌ଟିପୁଲ ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କୁ ଗତ ଜୁଲାଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଅାଜି ଅପରାହ୍ନ ୨ଟା ୩୦ରେ ତାଙ୍କର ଦେହାନ୍ତ ହୋଇଛି। କଂଗ୍ରେସର […]

  • Friday, 16 July 2021