• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rajya sabha
ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ତେବେ ନଜର ରହିଛି ରାଜ୍ୟସଭା ଉପରେ। ଆଜି ରାଜ୍ୟସଭାରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍। ସେପଟେ କିନ୍ତୁ ଆଜି ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ  ଦୁଇଥର ମୁଲତବୀ କରିବାକୁ ପଡିଥିଲା। ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ […]

  • Friday, 16 July 2021
jnu
ପାହାଡ଼ରୁ ଖସିପଡିଲେ ରିସର୍ଚ୍ଚ ସହାୟକ

ନୂଆଦିଲ୍ଲୀ : ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ପରିସରରେ ଥିବା ପାହାଡ଼ ଚଢୁଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାଁ ପ୍ରବୀଣ ତିୱାରୀ। ସେ ଜେଏନୟୁରେ ରିସର୍ଚ୍ଚ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ପ୍ରବୀଣ ବିନା କୌଣସି ସୁରକ୍ଷା ଉପକରଣରେ ପାହାଡ଼ ଚଢୁଥିଲେ। ଏପରିକି ଏହି ଦୃଶ୍ୟର ରେକର୍ଡିଂ କରିବା ପାଇଁ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ। କିନ୍ତୁ ପାହାଡ଼ ଚଢୁଥିବା ବେଳେ ହଠାତ୍ ତାଙ୍କ ପାଦ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲେ […]

  • Friday, 16 July 2021
ujjala
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ହିତାଧିକାରୀ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍‌ପିଜି ସିଲିଣ୍ଡର ପ୍ରଦାନ କରିଥିଲେ। ଉତ୍ସବରେ ପୌରୋହିତ୍ୟ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଜଣେ ହେଲେ ଗରିବ ମହିଳାଙ୍କୁ ଉଜ୍ଜ୍ୱଳାରୁ ବଞ୍ଚିତ କରାଯିବନି। ଗ୍ୟାସ୍ ନେଉଥିବା ମହିଳାଙ୍କ ମଧ୍ୟରୁ ୮୦ ପ୍ରତିଶତ ରିଫିଲିଂ କରୁଛନ୍ତି ବୋଲି ଧର୍ମେନ୍ଦ୍ର […]

  • Friday, 16 July 2021
modi
ବିମୁଦ୍ରାକରଣ ଏକ ଝଟକା ନଥିଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିମୁଦ୍ରାକରଣ ନିଷ୍ପତ୍ତି ଦେଶବାସୀଙ୍କ ପାଇଁ ଝଟକା ନଥିଲା। ନୂଆବର୍ଷ ଅବସରରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣର ବର୍ଷକ ପୂର୍ବରୁ କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। ଯେଉଁମାନେ କଳା ଟଙ୍କା ରଖିଛନ୍ତି, ଧାର୍ଯ୍ୟ ଜରିମାନା ଦେଇ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲା। କିନ୍ତୁ ମୋଦିଙ୍କୁ ଲୋକେ ଅନ୍ୟ ସରକାର ଭଳି ଭାବିଲେ, ବହୁତ କମ୍ ଲୋକ ସ୍ୱେଚ୍ଛାକୃତ […]

  • Friday, 16 July 2021