• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi
ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେ ଆଉ ଇହ ଜଗତରେ ନାହାନ୍ତି ସେ କଥା ବର୍ତ୍ତମାନ ଯାଏ ତାଙ୍କ ମନ ଭିତରକୁ ଆସୁନାହିଁ। ଦେଶର ପ୍ରତିଟି ବ୍ୟକ୍ତିଙ୍କ ହୃଦୟରେ […]

  • Friday, 16 July 2021
death
ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟିଲେ ବେଇମାନ

ଗୁରୁଗ୍ରାମ : ଅଙ୍ଗ ରକ୍ଷକ ସାଜିଲେ ଶତ୍ରୁ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଚଲାଇଲା ଗୁଳି। ଏପରି କିଛି ଘଟଣା ଏବେ ଚାଞ୍ଚଳ୍ୟ ଖେଳାଇ ଦେଇଛି ଗୁରୁଗ୍ରାମରେ। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୯ ଅଞ୍ଚଳରେ ଅତିରିକ୍ତ ସେସନ୍ ଜଜ୍‌ଙ୍କ ପରିବାରକୁ ଗୁଳିମାଡ଼ ହୋଇଛି। ଜଜ୍‌ଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ବିଚ୍ ରାସ୍ତା ଉପରେ ଗୁଳି ମାରିଛନ୍ତି ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଚାରପତି ସ୍ତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା […]

  • Friday, 16 July 2021
guwahati
ଗୌହାଟି ସହରରେ ବିସ୍ଫୋରଣ,୪ ଅାହତ

ଅାସାମ : ଅାସାମର ଗୌହାଟି ସହରରେ ବିସ୍ଫୋରଣ। ଶୁକ୍ଲେଶ୍ୱର ଘାଟ ନିକଟରେ ହୋଇଛି ଏହି ବିସ୍ଫୋରଣ । ଫଳରେ ୪ ଜଣ ଅାହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଅାରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁତ୍ର ନଦୀ ନିକଟ ରାସ୍ତାରେ ଥିବା ଏକ କାନ୍ଥ ନିକଟରେ କିଛି ବିସ୍ଫୋରକ ଥିବା […]

  • Friday, 16 July 2021
rahul-up
ହାଲ୍‌ର ପୂର୍ବତନ କର୍ମଚାରୀଙ୍କ ସହ ରାହୁଲଙ୍କ ଅାଲୋଚନା

ବେଙ୍ଗାଲୁରୁ  : ବେଙ୍ଗାଲୁରୁ ଗସ୍ତରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଅାଜି ବେଙ୍ଗାଲୁରୁରେ ପହଞ୍ଚି ରାହୁଲ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେ୍ଡ-HALର ପୂର୍ବତନ କର୍ମଚାରୀଙ୍କୁ ଭେଟିଛନ୍ତି । ହାଲ୍ କର୍ମଚାରୀଙ୍କ ସହ ଅାଲୋଚନା କରିଛନ୍ତି କଂଗ୍ରେସ ସଭାପତି ।   ଏହି ଅବସରେ ଭାରତୀୟ ବାୟୁ ସେନାରେ ହାଲ୍‌ର ଉଲ୍ଳେଖନୀୟ ଅବଦାନକୁ ପ୍ରଂଶସା କରିଛନ୍ତି ସେ । ତେବେ ରାଫେଲ୍ ଫାଇଟର୍ ଜେଟ୍ ବିବାଦକୁ ନେଇ ଏଠି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । କେବଳ ହାଲ୍ ନିକଟରେ […]

  • Friday, 16 July 2021