• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

r1
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇପାରନ୍ତି ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ

ନୂଆଦିଲ୍ଲୀ: ବ୍ୟବସାୟୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ଆଗରେ ହାଜର ହୋଇପାରନ୍ତି। ଏକ ମନି ଲଣ୍ଡରିଂ ମାମଲାରେ ଭଦ୍ରାଙ୍କୁ ସମନ ଜାରି କରାଯାଇଥିଲା। ଯଦି ଆଜି ଭଦ୍ରା ହାଜର ହୁଅନ୍ତି ତାଙ୍କୁ ଏହି ଜମି କିଣା, ନେଣଦେଣ ସହ ଲଣ୍ଡନରେ ଥିବା ଏକ ଜମି ସମ୍ପକରେ ମଧ୍ୟ ED ଜେରା କରିପାରେ। ଭଦ୍ରାଙ୍କ ନାଁରେ ୨୦୧୨ ଜମି ଦୁର୍ନୀତି ମାମଲା ରହିଛି। ହରିଆଣାର ଗୁରୁଗ୍ରାମରେ […]

  • Friday, 16 July 2021
sakun
ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ଘଟଣାରେ ଶକୁନ ପାଣ୍ଡେ ଗିରଫ

ନୋଇଡା: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ମାମଲାରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶକୁନ ପାଣ୍ଡେ ଗିରଫ ହୋଇଛନ୍ତି। ନୋଇଡାରେ ପ୍ରବେଶ ସମୟରେ ଆଲିଗଡ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଶକୁନଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏହି ମାମଲାରେ ପୁଲିସ୍‌ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୁଲିସ୍‌ ଗିରଫ କରିସାରିଲାଣି। ଗତ ୩୦ ତାରିଖ ମହାତ୍ମା ଗାନ୍ଧିଙ୍କ ତିରୋଧାନ […]

  • Friday, 16 July 2021
tej prata
ପୁଣିଥରେ ରାଜନୀତିରେ ସକ୍ରିୟ ହେଲେ ତେଜପ୍ରତାପ ଯାଦବ

ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍‌ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ ଗତକାଲି ଦ୍ୱିପହରରେ ହଠାତ୍ ପାଟଣାର ଆର୍‌ଜେଡି ପାର୍ଟି ଅଫିସ୍‌ରେ ପହଞ୍ଚି ସେଠାରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ଏକ ପ୍ରେସ୍‌ କନ୍‌ଫରେନ୍ସରେ ତେଜପ୍ରତାପ ପାର୍ଟିର ବିରୋଧିମାନଙ୍କୁ ଭୋଟ୍‌ର […]

  • Friday, 16 July 2021

Total Seats 70

BJP 46
AAP 24
INC 0
OTHERS 0

Delhi Vidhan Sabha Election Result