• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nd tiwari
ଏନ୍.ଡି. ତିଓ୍ୱାରୀଙ୍କ ପରଲୋକ

ନୂଆଦିଲ୍ଲୀ : ଜନ୍ମଦିନରେ ପରଲୋକ। ଏପରି ଅଦ୍ଭୁତ ସଂଯୋଗ ଘଟିଛି ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କଂଗ୍ରେସ ନେତା ଏନ୍‌.ଡି ତିଓ୍ୱାରିଙ୍କ କ୍ଷେତ୍ରରେ । ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ଅାଜି ତାଙ୍କର ୯୩ତମ ଜନ୍ମଦିନ ଥିଲା। ସେ ନିମୋନିଅାରେ ପୀଡ଼ିତ ଥିଲେ। ମଲ୍‌ଟିପୁଲ ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କୁ ଗତ ଜୁଲାଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଅାଜି ଅପରାହ୍ନ ୨ଟା ୩୦ରେ ତାଙ୍କର ଦେହାନ୍ତ ହୋଇଛି। କଂଗ୍ରେସର […]

  • Friday, 16 July 2021
jaga
ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଅଞ୍ଚଳ ବୁଲି ଦେଖିଲା ଜଗା

ନୂଆଦିଲ୍ଲୀ : ଦଶହରା ଅବସରରେ ଅାସିଲା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କୁ ନେଇ ଖୁସି ଖବର । ପ୍ରଥମ ଥର ପାଇଁ ଏମ୍‌ସ କ୍ୟାମ୍ପସ ବାହାରେ ବୁଲିଲା ଜଗା । ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଅଞ୍ଚଳ ବୁଲାବୁଲି କରିବା ସହ ନିକଟସ୍ଥ ଶିଶୁ ଉଦ୍ୟାନରେ ବେଶ୍ କିଛି ସମୟ ବିତାଇଛି ଜଗା । ଜଗାକୁ ବୁଲାଇବା ବେଳେ ବେଶ୍ ଅାଶ୍ୱସ୍ତି ଲାଭ କରିଛନ୍ତି ତା ମାଆ। ବୁଲାବୁଲି ସମୟରେ ଜଗା ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ଚଲାଉଥିବା ଦେଖିବାକୁ […]

  • Friday, 16 July 2021
maneka
ମହିଳାମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ଅାମର ଦାୟିତ୍ୱ : ମାନେକା ଗାନ୍ଧି

ନୂଆଦିଲ୍ଲୀ : ମହିଳାମାନଙ୍କୁ ଯୌନ ନିର୍ଯାତନା, ଅସଦାଚରଣ ଓ ଅଶ୍ଳୀଳ ବ୍ୟବହାର ଘଟଣା ସୋଶାଲ ମିଡିଅାରେ ନଜରକୁ ଅାସୁଥିବା ବେଳେ ରାଜନୈତିକ ଦଳଗୁଡିକୁ ମଧ୍ୟ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ସବୁ ରାଜନୈତିକ ଦଳକୁ ଏଥିପାଇଁ ଅାଭନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ମାନେକା । ରାଜନୈତିକ ଦଳଗୁଡ଼ିକ ଅନେକ ମହିଳାଙ୍କୁ ସେମାନଙ୍କ ଅଫିସରେ ନିଯୁକ୍ତି ଦେଉଛନ୍ତି।  ତେଣୁ ସେମାନେ […]

  • Friday, 16 July 2021