• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

viral photo
ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଫଟୋ। ଆଉ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ୱ ଫଟୋ। ହାଇଦ୍ରାବାଦର ଆନନ୍ଦ ଗିନ୍‌କିଣ୍ଟ୍‌ଲା ନାମକ ଜଣେ ପର୍ଯ୍ୟଟକ ତାଙ୍କ ଫେସ୍‌ବୁକ୍‌ରେ ଏହି ଫଟୋ ଅପ୍‌ଲୋଡ଼ କରିଥିବା ଜଣାପଡିଛି। ସନ୍ଧ୍ୟା ସମୟରେ କୀର୍ତ୍ତନ ଚକଡ଼ାରୁ ଏହି ଫଟୋ ଉଠାଯାଇଛି। ତେବେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଗଲା, ସେ ବ୍ୟକ୍ତି ଜଣଙ୍କୁ କିଏ ଫଟୋ ଉଠାଇବାକୁ ଅନୁମତି ଦେଲା, ଆଉ ସେ […]

  • Monday, 19 July 2021
car accident
କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଗୋଟିଏ ପରିବାରର ୩ ମୃତ, ୨ ଆହତ

ଭୁବନେଶ୍ୱର: ଝାଡ଼ଖଣ୍ଡ ନୂଆମୁଣ୍ଡି-ଜଗନ୍ନାଥପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ନେସ୍କୋ ବିଭାଗରେ କାର୍ଯ୍ୟରତ ରବୀନ୍ଦ୍ରନାଥ ମହାପାତ୍ର, ତାଙ୍କ ପତ୍ନୀ ଓ ଝିଅ, ଜ୍ୱାଇଁଙ୍କ ସହ ଦେଢବର୍ଷର ନାତୁଣୀ ଏକ କାରରେ ସଢେଇକଳାରୁ ବଡବିଲ ଫେରୁଥିଲେ। ଗତକାଲି ମଧ୍ୟାହ୍ନରେ ଏକ ଟ୍ରକ୍ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା।  […]

  • Monday, 19 July 2021
representational image
ଜନ୍ମ ପରେ କଅଁଳ ଛୁଆକୁ ଅଳିଆ ଗଦାରେ ପୋତିଦେଲା ମାଆ

ଉଦଳା: ଯିଏ ସନ୍ତାନର ଭବିଷ୍ୟତ ଓ ଜୀବନକୁ ଆଲୋକିତ କରିବା ପାଇଁ ଦୀପ ପରି ପ୍ରତ୍ୟେକ ଦିନ ଜଳେ ସେ ହେଉଛି ମାଆ। ଆଉ ମାଆର ମମତା ଆଗରେ ସବୁକିଛି ଫିକା ପଡ଼ିଯାଏ । ତେବେ ଏ କେମିତିକା ମାଆ? ଯିଏ କି ତା’ର ନବଜାତ ଶିଶୁକୁ ଅତି ନିର୍ଦ୍ଦୟ ଭାବେ ଅଳିଆ ଗଦାରେ ପୋତିଦେଲା। ପଢ଼ନ୍ତୁ ପୂରା ଘଟଣା… ମୟୂରଭଞ୍ଜ ଜିଲ୍ଲା ଉଦଳା ଢିପାସାହି ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ପ୍ରସବ ପରେ ନିଜର […]

  • Monday, 19 July 2021
modi-mamata
ଦିଲ୍ଲୀରେ ମୋଦି-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ମୋଦି-ମମତା ଭେଟାଭେଟି।  ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସକାରାତ୍ମକ ଉତ୍ତର ମିଳିଥିବା କହିଛନ୍ତି ମମତା।  ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ମଧ୍ୟ ମୋଦିଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ମୋଦି ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ସମାଲୋଚନା କରିଆସୁଥିବା ମମତା, ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଟ୍ୱିଟ୍ କରି ଶୁଭେଚ୍ଛା ବାର୍ତ୍ତା […]

  • Monday, 19 July 2021
representationl image
ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

ଗଜପତି: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ବା ଥାନା ଅନ୍ତର୍ଗତ ଡୁମିଗୁଡ଼ା ଗାଁର ଜଣେ ୨୩ବର୍ଷାୟ ଯୁବତୀଙ୍କ ସହ ଚିତ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଉକ୍ତ ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଜଣକ  ଗାଁ […]

  • Monday, 19 July 2021
earthquake
ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍‌କା

ସିମ୍‌ଲା: ପୁଣି ହିମାଚଳ ପ୍ରଦେଶରେ ଭୂମିକମ୍ପର ଝଟ୍‌କା। ରାତି ପ୍ରାୟ ୨ଟା ୩୭ ମିନିଟ୍‌ରେ ଏହା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩ ରହିଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏହାର କେନ୍ଦ୍ରସ୍ଥଳ ଚାମ୍ବା ଅଞ୍ଚଳ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶରେ ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ୩ୟ ଭୂମିକମ୍ପ। ଏହାପୂର୍ବରୁ ଜୁନ୍‌ ୧୭ ଓ ୧୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

  • Monday, 19 July 2021
heavy rainfall
ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍‌ ୨୩ରୁ ୨୫ ମଧ୍ୟରେ ମୌସୁମୀ ସକ୍ରିୟ ହେବବୋଲି ଜଣାପଡ଼ିଛି। ଫଳରେ ୨୫ ତାରିଖ ପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ୪ଟି ଜିଲ୍ଲାରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ଜିଲ୍ଲା ହେଉଛି- ସମ୍ବଲପୁର, କେଉଁଝର, ମୟୂରଭଞ୍ଜ […]

  • Monday, 19 July 2021
amit shah
ନୋଟ୍‌ବନ୍ଦୀ ପରେ ବ୍ୟାଙ୍କରେ ବିଜେପି ଜମା କରିଥିଲା ୩, ୧୧୮ କୋଟି: କଂଗ୍ରେସ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୋଟ୍‌ବନ୍ଦୀ ଘୋଷଣାର ୫ଦିନ ଭିତରେ ବିଜେପି ବ୍ୟାଙ୍କରେ ୩ ହଜାର ୧୧୮ କୋଟିରୁ ଅଧିକ ଟଙ୍କା ଜମା କରିଛି।  ଗୁଜରାଟ  ଡିଷ୍ଟ୍ରିକ୍ଟ୍‌ କୋ-ଅପରେଟିଭ୍ ବ୍ୟାଙ୍କର ୧୧ଟି ଶାଖାରେ ଏହି ପରିମାଣର ଟଙ୍କା ଜମା ହୋଇଥିବା ଆରଟିଆଇ ତଥ୍ୟକୁ ଆଧାର କରି ବିଜେପିକୁ ଘେରିଛି କଂଗ୍ରେସ। ଏମିତିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ଦ୍ଦେଶକ ଥିବା ଅହମଦାବାଦ ଡିଷ୍ଟ୍ରିକ୍ଟ୍‌ କୋ-ଅପରେଟିଭ୍ ବ୍ୟାଙ୍କରେ ସର୍ବାଧିକ ୭୪୫ କୋଟି ୫୮ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଥିବା ଦର୍ଶାଇଛି କଂଗ୍ରେସ। अमित […]

  • Monday, 19 July 2021
vigilance
ଭିଜିଲାନ୍ସ ଜାଲରେ ଡିଏଫ୍‌ଓ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଡିଏଫ୍‌ଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଭଞ୍ଜନଗର ସ୍ଥିତ ଘୁମୁସର ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ଚଢ଼ାଉ। ଆଜି ସକାଳୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ୱାଇଁଙ୍କ ନେତୃତ୍ୱରେ ବିଜୟଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏହି ଚଢ଼ାଉ ଜାରି ରହିଛି। ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର […]

  • Monday, 19 July 2021
kunduli commission
ପୁଣି ବଢ଼ିଲା କୁନ୍ଦୁଲି କମିଶନର କାର୍ଯ୍ୟକାଳ

ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ତଦନ୍ତ କମିଶନ୍‌ଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଦ୍ୱିତୀୟ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାରା ଆସନ୍ତା ଜୁନ୍ ୨୫ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। କିନ୍ତୁ ଏହାକୁ ରାଜ୍ୟ ସରକାର ଆଉ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ୨୦୧୭ ମସିହା ଡିସେମ୍ବର ୨୬ରେ ଗଠନ ହୋଇଥିଲା କୁନ୍ଦୁଲି କମିଶନ। ଗତ ମାର୍ଚ୍ଚରେ ପ୍ରଥମ ଥର ପାଇଁ କମିଶନଙ୍କ କାର୍ଯ୍ୟକାଳ […]

  • Monday, 19 July 2021
malkangir heltrh problem
ବିଚ୍ଛିନ୍ନାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଏଠି କ୍ୱାକ୍‌ଙ୍କ ହାତରେ ଜୀବନ

ମାଲକାନଗିରି: କ୍ୱାକ୍‌ଙ୍କ ହାତରେ ଜୀବନ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଲୋକଙ୍କ ଭରସା ପାଲଟିଛନ୍ତି ନକଲିଡାକ୍ତର ବା କ୍ୱାକ୍। ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଯାହାର ଫାଇଦା ନେଉଛନ୍ତି କ୍ୱାକ୍। ଆଉ ଉପଯୁକ୍ତ ଚିକିତ୍ସା ଅଭାରୁ ଅକାଳରେ ଯାଉଛି ଅନେକ ଅମୂଲ୍ୟ ଜୀବନ। ପଢ଼ନ୍ତୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଓଟିଭିର ବିଶେଷ ରିପୋର୍ଟ। ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି କ’ଣ ମାଲକାନଗିରି ଚିତ୍ରକୋଣ୍ଡା ଦୃଶ୍ୟ ଦେଖିଲେ ତାହା ସ୍ପଷ୍ଟ ଜାଣିହେବ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତ […]

  • Monday, 19 July 2021
odisha house committee
ବିଧାନସଭା ଗୃହ କମିଟିକୁ ବେଖାତିର: ଶକ୍ତି ଓ ସୀମା ବିବାଦ ଆଲୋଚନାକୁ ଆସିଲେନି ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସରକାର ବିଧାନସଭା ଗୃହ କମିଟି ଗଠନ କରିଥିଲେ। କିନ୍ତୁ ଏହା ନିୟମିତ ବ୍ୟବଧାନରେ ବସୁ ନାହିଁ। ଯଦି ବା କେତେବେଳେ କେମିତି ବସୁଛି କିନ୍ତୁ ସଦସ୍ୟ ଆସୁ ନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳୁଛି। ଆଜି ବିଜୁଳି ଉତ୍ପାଦନ ଓ ସୀମା ବିବାଦ ଭଳି ଦୁଇଟି ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଗୃହ କମିଟିର ବୈଠକ ଥିଲା। ଏଭଳି ଏକ ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ଥିବା ସତ୍ତ୍ୱେ […]

  • Monday, 19 July 2021
12
ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ବାଲେଶ୍ୱର : ପୁଲିସକୁ ଦେଖି ଘରୁ ଛୁ’ ମାରିଛି ଡ୍ରଗ୍ସ ମାଫିଆ ସେକ ରାଜାର ଭାଉଜ ସନଓ୍ୱାର ବିବି। ତେଣୁ ଖାଲି ହାତରେ ରାଜାର ଭାଉଜ ସନଓ୍ୱାର ବିବିଙ୍କ ବାଲେଶ୍ୱର ସ୍ଥିତ ଅରଡବଜାର ଘରୁ ଫେରିଛି ପୁଲିସ। ଏହି ଚଢ଼ଉ ବେଳେ ପୁଲିସକୁ କିଛି ସିସିଟିଭି ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଥିଲା ବ୍ରାଉନସୁଗାର ମାଫିଆ ସେକ୍ ରାଜା। ଆଜି ସ୍ପେଶାଲ ସ୍କ୍ୱାଡର ଏକ ଟିମ୍‌ ବାଲେଶ୍ୱର ଅରଡ଼ବଜାର ସ୍ଥିତ […]

  • Monday, 19 July 2021
bande utkala janani
'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମାନ୍ୟତା ମିଳୁ

ଭୁବନେଶ୍ୱର: ହକି ବନାମ ବନ୍ଦେ ଉତ୍କଳ ଜନନୀ। ହକିକୁ ହକ୍ ଦେବା ପାଇଁ ଜାତୀୟ ସ୍ତରରେ ନବୀନଙ୍କ ଗୋଟିଚାଳନା ପରେ ଏବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠିଛି। ନବୀନ ସରକାର ପ୍ରଥମ ପାଳିରୁ ଏଥିପାଇଁ ଉଦ୍ୟମ କରିଥିଲେ ବି, ଶୀତଳଭଣ୍ଡାରରେ ପଡ଼ିଛି ରାଜ୍ୟ ସଂଗୀତ ମାନ୍ୟତାର ନିଷ୍ପତ୍ତି। ଯାହାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ବିଧାନସଭା ହେଉ କି ରାଜ୍ୟ ଉତ୍ସବ ଅନୁଷ୍ଠାନ,ସବୁଠି ଆଗ ବନ୍ଦେ ଉତ୍କଳ […]

  • Monday, 19 July 2021
puri
ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା ପରିଷଦ ବୈଠକ

ପୁରୀ: ଆସନ୍ତାକାଲି ଦିନ ୧୧ ବେଳେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା ପରିଷଦର ଏକ ବୈଠକ ବସିବ। ଏଥିରେ ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ.ପି ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା ପରିଷଦର ସଦସ୍ୟ ମାନେ ଯୋଗ ଦେବେ। ଏଥିରେ ବିଶେଷ କରି ଗତ ଛତିଶା ନିଯୋଗରେ ପାରିତ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଉପରେ ଆଲୋଚନା କରାଯାଇ […]

  • Monday, 19 July 2021
dhananjaya datta
ମହଙ୍ଗା ପଡ଼ିଲା ମହିମା ମୋହ: ଗିରଫ ପରେ ନିଲମ୍ବିତ ହେଲେ ହାବିଲ୍‌ଦାର ଧନଞ୍ଜୟ

ଭୁବନେଶ୍ୱର: ମହଙ୍ଗା ହେଲା ମହିମା ମୋହ। ଗିରଫ ପରେ ନିଲମ୍ବିତ ହେଲେ କଟକ ଏପିଆର ହାବିଲଦାର ଧନଞ୍ଜୟ ଦତ୍ତ। ବେନିୟମ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ କଟକ ଡିସିପି ନିଲମ୍ବିତ କରିଛନ୍ତି। କେଉଁ ପରିସ୍ଥିତିରେ ୨୦ ରାଉଣ୍ଡ ସର୍ଭିସ ଗୁଳି ଧରି ଧନଞ୍ଜୟ ଏୟାରପୋର୍ଟ ଯାଉଥିଲେ ? ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନ୍ୟ ଜଣଙ୍କ ନାଁ କହିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? ଏସବୁ ଦିଗକୁ ନେଇ ଖୋଳତାଡ଼ କରାଯିବ ବୋଲି ପୋଲିସ […]

  • Monday, 19 July 2021
Panthera_tigris_tigris
ଏଯାଏଁ ଖାଇନି ସାତକୋଶିଆକୁ ଆସିଥିବା ମହାବଳ ବାଘ

ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ସ୍ୱାଭାବିକ ବିଚରଣ କରୁଛି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ।  ସିସିଟିଭି, ରେଡିଓ ଫ୍ରିକ୍ୱେନ୍ସି ଓ ସାଟେଲାଇଟ୍ ମନିଟରିଂ ଜରିଆରେ ବାଘ ଉପରେ ନଜର ରଖାଯାଇଛି। ତେବେ ବାଘ ଏ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିନାହିଁ। ବାଘ ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ବାରାହା ରଖାଯାଇଛି। ଯଦି  ବାଘ ତାକୁ ନ ମାରେ ତେବେ ବନବିଭାଗ ପକ୍ଷରୁ ବାରାହାକୁ ମାରି ବାଘକୁ ଖାଇବାକୁ ଦିଆଯିବ। କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଏହି ବାଘକୁ ସାତକୋଶିଆରେ […]

  • Monday, 19 July 2021
rukshana
୨୦ ବର୍ଷ ପରେ ବି ମିଳିନି ନ୍ୟାୟ ; ଦିଲ୍ଲୀରେ ଘୁରି ବୁଲୁଛନ୍ତି କଳାହାଣ୍ଡିର ଯୁବତୀ

ନୂଆଦିଲ୍ଲୀ :  ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ। ୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ ଓ ରାଜ୍ୟ ପୁଲିସ ପାଖରେ ନିବେଦନ କରି ବିଫଳ ହେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା […]

  • Monday, 19 July 2021
rider
ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଯାଇଛି ୪୩,୬୦୦ ଜୀବନ

ନୂଆଦିଲ୍ଲୀ : ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍‌ ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି କ’ଣ ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ବୟାନ କରୁଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୮ରେ ୪୩,୬୦୦ ଜଣ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୭ରେ ବିନା ହେଲମେଟ୍‌ରେ ୩୫,୯୭୫ […]

  • Monday, 19 July 2021