ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଟ୍ରାଫିକ୍ ଉଲ୍ଲଂଘନ କରୁଥିବା ଜଣେ ବ୍ୟକ୍ତିଙ୍କ ଦାଦାଗିରି। ବିଧାନସଭା ପରିସର ବାହାରେ ପୁଲିସ ପକ୍ଷରୁ ନିୟମିତ ଚେକିଂ କରାଯାଉଥିବା ବେଳେ ଜଣେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ପୁଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବୋଲି ପରିଚୟ ଦେଇ ସେମାନଙ୍କୁ ଧମକ ଦେଇଥିଲେ। ଏପରକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ସେ ବାରମ୍ବାର ଦୋହରାଇଥିଲେ। ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଏଭଳି ଅାଚରଣ ପରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ୨୦୧୯ ପାଇଁ ଆଜି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ମିରଟରେ ଏକ ସାଧାରଣ ସଭାକୁ ସେ ଉଦବୋଧନ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣାର ୧୮ ଦିନ ପରେ ମୋଦି ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ମୋଦି କଡ଼ା ଭର୍ତ୍ସନା କରିଛନ୍ତି। ଏହାସହ ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କବାଦୀ ପ୍ରସଙ୍ଗ ସେ ଉଠାଇଛନ୍ତି। ଏନ୍ଡିଏର ଜନ ଧନ ଆକାଉଣ୍ଟକୁ ମୋଦି ପ୍ରଶଂସା କରିବା ସହିତ […]
ପାଟନା : ପୁଣି ଜେଲ ଯିବେ ଅାରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ଅାବେଦନକୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୩୦ସୁଦ୍ଧା ରାଞ୍ଚିର ଜେଲ ଅଧିକାରୀଙ୍କ ନିକଟରେ ଅାତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଲାଲୁଙ୍କ ଜାମିନ ଅବଧିକୁ ଦୁଇଥର ବୃଦ୍ଧି କରାଯାଇଥିଲା। ଲାଲୁ ଯାଦବ ନିୟମିତ ଜାମିନ ସହ ଅାଉ ତିନିମାସ ଅତିରିକ୍ତ ସମୟ ଜାମିନ ପାଇଁ କୋର୍ଟରେ ଅାବେଦନ କରିଥିଲେ। ଲାଲୁ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ବ୍ଲାକ୍ ଲିଷ୍ଟେଡ୍ କରିବାକୁ ପୁଣି ପ୍ରୟାସ ଆରମ୍ଭ ହୋଇଛି। ବ୍ରିଟେନ ଓ ଫ୍ରାନ୍ସ ସହାୟତାରେ ଆମେରିକା ଏହି ଚେଷ୍ଟା କରୁଛି। ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ମସୁଦ ବିରୋଧରେ ଭ୍ରମଣ କଟକଣା ଓ ଆର୍ଥିକ କଟକଣା ଲଗାଇବାକୁ ଏଥିରେ ଉଲ୍ଲେଖ କରାଯାଇଛି। ତା’ ସଂପତ୍ତି ବ୍ୟାଜ୍ୟାପ୍ତି କରିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। କେବଳ ଏତିକି ନୁହେଁ, […]
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ ବିଜୟକୁ ନାକଚ କରିବା ପାଇଁ ଅାଗତ ଅାବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ପଂଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ଶାସକ ତୃଣମୂଳ କଂଗ୍ରେସର ବୋଲି ଅଭିଯୋଗ ହୋଇଥିଲା। ନିର୍ବାଚନ ବେଳେ ଅନ୍ୟମାନଙ୍କୁ ନାମାଙ୍କନ ଦାଖଲ କରିବା ପାଇଁ ସୁଯୋଗ ଦିଅାଯାଇ ନଥିଲା। ଏନେଇ ବିଜେପି ଓ ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣିଅା […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋପିଆନ ଏବଂ ହନ୍ଦଓ୍ୱାଡାରେ ସେନାର ଅପରେସନ ଅଲଆଉଟ୍ ଜାରି ରହିଛି। ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋପିଆନର କେଲେରରେ ମିଳିତ ଅପରେସନ କରାଯାଇଥିଲା। ଏବେ ବି ସେହି ଅଞ୍ଚଳରେ ୪ରୁ ୬ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ତଲାସୀ ଜାରି ରହିଛି। ହଣ୍ଡଓ୍ୱାରାରେ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ […]
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା। ବିଜେପି ପକ୍ଷରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଅାୟୋଜିତ ହେଉଛି ଏହି ପ୍ରାର୍ଥନା ସଭା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସଭାରେ ଯୋଗ ଦେଇଛନ୍ତି। ଏଥିରେ ବିଜେପି ବ୍ୟତୀତ ବିଜେଡି, କଂଗ୍ରେସ ସହ ଅନ୍ୟ ଦଳର ପ୍ରମୁଖ ନେତା ଓ ବିଧାୟକ ମାନେ ଯୋଗ ଦେଇଛନ୍ତି। ଗତକାଲି ବିଜେପି ପକ୍ଷରୁ ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ […]
ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ମଞ୍ଚେଶ୍ୱର ସ୍ଥିତ ଏକ ହୋଟେଲ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁ ଫେରାର ଅଛନ୍ତି। ସୂଚନା ଅନୁସାରେ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ୨ ଦିନ ଧରି ହୋଟେଲ୍ରେ ରହି ଆସୁଥିଲେ। ଯୁବକ ଜଣକ ଫେକ୍ ଆଧାର କାର୍ଡରେ ଆଦିତ୍ୟ ନାଁରେ ହୋଟେଲ୍ରେ ରୁମ୍ ବୁକ୍ କରି ରହୁଥିଲେ। ହେଲେ ଆଜି ସକାଳେ ହୋଟେଲ୍ […]