• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

odiya death
କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

କୁର୍ଣ୍ଣୁଲ  : ଅାନ୍ଧ୍ର କୁର୍ଣ୍ଣୁଲ ବିସ୍ପୋରଣରେ ଅାଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧିନ ଅବସ୍ଥାରେ ରମ୍ଭା ଡିଆଁଡେଇଁ ଅଞ୍ଚଳର ଶ୍ରମିକ ରାଜେନ୍ଦ୍ର ନାହାକଙ୍କ  ଅାଜି ମୃତ୍ୟୁ ଘଟିଛି। ରମେଶଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ସୋମବାର ତାଙ୍କ ଶରୀରର ପୋଡ଼ିଯାଇଥିବା ବେକ, ପିଠି, ଛାତ ଅାଦି ଜାଗାରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଇଥିଲା। ତେବେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ଅାଜି ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ କୁର୍ଣ୍ଣୁଲ ଘଟଣାରେ ମୃତ୍ୟୁସଂଖ୍ୟା […]

  • Monday, 19 July 2021
imran khan
ଇମ୍ରାନ୍‌ କହିଲେ, ଭାରତର ଗରିବଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, ଟ୍ୱିଟରରେ ହେଲେ ଏମିତି ଟ୍ରୋଲ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରତ୍ୟେକ ଦେଶ ପାଇଁ ସଙ୍କଟ ଡାକି ଆଣିଥିବାବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ଗରିବ ଲୋକଙ୍କୁ ସହାଯ୍ୟ କରିବା ପାଇଁ କହିଛନ୍ତି। ଇମ୍ରାନ୍‌ ଏହି ଇଚ୍ଛା ଟ୍ୱିଟରେ ସେୟାରେ କରିବା ପରେ ଖୁବ୍ ଟ୍ରୋଲ ହୋଇଛନ୍ତି। ବିଶେଷକରି ଭାରତୀୟ ଟ୍ୱିଟର ୟୁଜର୍ସମାନେ ତାଙ୍କୁ ଥଟ୍ଟାମଜା କରିବା ସହା ମଜାଦାର ମେମେସ୍‌ କରି ଶେୟାର କରିଛନ୍ତି। ଇମ୍ରାନ ଟ୍ୱିଟରରେ ଏକ ଖବର ସହ ଏକଥା ମଧ୍ୟ ଶେୟାର କରିଥିଲେ ଯେ ସେ ଭାରତର […]

  • Monday, 19 July 2021
navernn
ନବୀନଙ୍କ ସହିତ କଥା ହେଲେ ନୀତିଶ କୁମାର

ମୁମ୍ବାଇ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଥା ହୋଇଛନ୍ତି। ଜେଡ଼ିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିବାକୁ ନୀତୀଶ ଅନୁରୋଧ କରିଛନ୍ତି। ଏ ନେଇ ବିଜେଡ଼ି ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେବ। ଏନ୍‌ଡ଼ିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ହରିବଂଶ ନାରାୟଣ ସିଂହଙ୍କ […]

  • Monday, 19 July 2021
fish
ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା

ମୁମ୍ବାଇ: ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମୁମ୍ବାଇ- ପଲ୍‌ଘର ସମୂଦ୍ରକୂଳ ଅଂଚଳରୁ ଏକ ମାଛ ଧରାଯାଇଛି। ପଲ୍‌ଘର ଅଂଚଳର ଦୁଇ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ୩୦କେଜି ଓଜନର ଏକ ମାଛ ଜାଲରେ ପଡିଥିଲା। ଏହା ପରେ ଦୁଇ ମତ୍ସଜୀବୀଙ୍କ ଖୁସି କହିଲେ ନସରେ। କାରଣ ଜାଲରେ ପଡିଥିବା ମାଛ ସୁସ୍ୱାଦୁ ହେବା ସହ ସେଥିରେ ଅନେକ ଔଷଧୀୟ ଗୁଣଥିଲା। ସ୍ଥାନୀୟ ଅଂଚଳରେ ସେ ମାଛକୁ […]

  • Monday, 19 July 2021
Indian-soldier
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ମେଜର ଓ ତିନି ଯବାନ ସହିଦ

ଜାମ୍ମୁକାଶ୍ମୀର: ଜାମ୍ମୁ ଓ କାଶ୍ମୀରରେ ବଡ ଧରଣର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଆଜି ସକାଳେ ଆତଙ୍କବାଦୀମାନେ ଗୁରେଜ ସେରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସେନା ବାହିନୀ ପକ୍ଷରୁ ଏହାର କଡ଼ା ଜବାବ ଦେଇଥିଲେ। ଗୁଳିବିନିମୟରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ମେଜର ଓ ତିନିଜଣ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ସେନା ପକ୍ଷରୁ ଅପରେସନ ଜାରିରହିଛି।

  • Monday, 19 July 2021
Moumita B pune chemistry teacher
ଏମିତି ଅଭିନବ ଉପାୟରେ ପାଠ ପଢ଼ାଇଲେ ଶିକ୍ଷୟିତ୍ରୀ, ଫଟୋ ଭାଇରାଲ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି। ଏନେଇ ଶିକ୍ଷକମାନେ ଡିଜିଟାଲ ଲର୍ନିଂକୁ ବ୍ୟବହାର କରି ଅନଲାଇନ୍‌ କ୍ଲାସ୍‌ କରି ପିଲାମାନଙ୍କୁ ପାଠପଢ଼ାଉଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ଭିଡିଓ କଲିଂକରି ପାଠପଢ଼ାଉଥିବାବେଳେ, ଅନ୍ୟକେତେକ ସ୍ଥାନରେ ରେକର୍ଡିଂ ମାଧ୍ୟମରେ ପାଠପଢ଼ାଯାଉଛି। ଅନ୍‌ଲାଇନ୍‌ରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ଶିକ୍ଷୟିତ୍ରୀ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହାକି କୌଣସ ସମସ୍ୟା ସୃଷ୍ଟି କରୁନାହିଁ। ତାଙ୍କର ଏଭଳି […]

BMC-650x430
BMCର ତତ୍ପରତା, ହେଲ୍‌ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀ ଜଳାର୍ଣ୍ଣବ ହେବା ପରେ BMC ହେଲ୍‌ପ ଲାଇନ୍ ନମ୍ବର ଜାରି କରିଛି I BMCର ଟୋଲ ଫ୍ରି ନମ୍ବର- 18003450061 ଜରୁରୀ କଣ୍ଟ୍ରୋଲ ରୁମ୍ ନମ୍ବର-: 0674-2432281 ଜଳପ୍ଲାଵିତ ଅଂଚଳର ଲୋକେ ସହାୟତା ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି I

  • Monday, 19 July 2021
vlcsnap-error791
ଜଳକା ନଦୀରେ ବନ୍ୟା ଜଳ ବିପଦ ସଂକେତ ଟପିଲା

ରାଞ୍ଚି / ଜଳେଶ୍ୱର : ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର ମଥାନିରେ ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫ ଥିବାବେଳେ ଜଳସ୍ତର ୬.୦୧ ମିଟର ରହିଛି। ଝାଡ଼ଖଣ୍ଡର ଗାଲୁଢି ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସନ ହୋଇଛି। ୫ଟି ଗେଟ୍ ଦେଇ ୧ ଲକ୍ଷ ୨୮ ହଜାର କ୍ୟୁସେକ୍ ଘନଫୁଟ ପାଣି ନିଷ୍କାସନ ହୋଇଛି। ଏହି ପାଣି ଆଜି ଅପରାହ୍ନ ୨ଟାରୁ ୩ଟା ଭିତରେ ଜଳେଶ୍ୱର ବ୍ଲକ ରାଜଘାଟରେ ପହଞ୍ଚିବ। ରାଜଘାଟରେ ସତର୍କ […]

  • Monday, 19 July 2021
disha44444
ପୂର୍ବତନ ମ୍ୟାନେଜରଙ୍କ ଅକାଳ ବିୟୋଗକୁ ନେଇ ଏମିତି କହିଲେ ସୁଶାନ୍ତ ସିଂ ରାଜପୁତ

ନୂଆଦିଲ୍ଲୀ: ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଅକାଳ ବିୟୋଗ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ସୋମ‍ଶଣ ଦିଶା ତାଙ୍କର ମୁମ୍ବାଇସ୍ଥିତ କୋଠାରୁ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦିଶା କାହିଁକି ଏପରି ଚରମ ପଦକ୍ଷେପ ନେଲେ ଜଣାପଡ଼ି ନାହିଁ। ତାଙ୍କର ମୃତ୍ୟୁ ଖବର ବଲିଉଡ ଅଭିନେତା ବରୁଣ ଶର୍ମା ତାଙ୍କ ଟ୍ୱିଟ୍‌ର […]

  • Monday, 19 July 2021
touch
ଏଣିକି ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ମୁମ୍ୱାଇ:ଛୁଇଁଦେଲେ ରହିଛି କରୋନା ଭାଇରସର ଭୟ। ଏପରି ପରିସ୍ଥିତିରେ ଏଟିଏମ୍‌ରୁ ଟଙ୍କା ଉଠାଇବାବେଳେ ହାତ ଯାଉନି। ହେଲେ ଟଙ୍କା ପାଇଁ ଛୁଇଁବାକୁ ତ ପଡ଼ିବ !  ହେଲେ ଏ ସଙ୍କଟର ସମୟ ଶେଷ ହେବାକୁ ଯାଉଛି। ଆସୁଛି ଟଚ୍‌ ଫ୍ରି ଏଟିଏମ୍‌। ଆଗାମୀ ଦିନରେ ଯଦି ଆପଣ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଚାହିଁବେ, ତେବେ ଏଟିଏମ୍‌ ମେସିନ୍‌କୁ  ଛୁଇଁବାର ଆବଶ୍ୟକତା ନାହିଁ। କ୍ୟାସ ଓ ଡିଜିଟାଲ ପେମେଣ୍ଟ କରୁଥିବା କମ୍ପାନୀ ଏଜିଏସ୍‌ ଟ୍ରାନଜାକ୍ଟ ଟେକ୍ନୋଲୋଜି ପକ୍ଷରୁ ଗତକାଲି […]

  • Monday, 19 July 2021
prenet
ଗର୍ଭବତୀ ପତ୍ନୀଙ୍କର ହୋଇପାରୁନି କରୋନା ଟେଷ୍ଟ; ବୁଲିବୁଲି ହତାଶ ହେଲେ ସ୍ୱାମୀ

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ମୋଦିନଗରରେ ରହୁଥିବା ସୌରଭ ଖାନ୍ନାଙ୍କର ପତ୍ନୀ ୯ମାସର ଗର୍ଭବତୀ ଅଛନ୍ତି। ତାଙ୍କୁ ଯେ କୌଣସି ସମୟରେ ବି ମେଡିକାଲରେ ଭର୍ତ୍ତି କରିବାକୁ ପଡିବ। ଡାକ୍ତର କହିଛନ୍ତି ଯେ, ମେଡକାଲରେ ଭର୍ତ୍ତି କରିବା ପୂର୍ବରୁ କରୋନା ପରୀକ୍ଷା କରିବା ଆବଶ୍ୟକ। ଏନେଇ ସୌରଭ ଖାନ୍ନା ବିଭିନ୍ନ ମେଡିକାଲ ବୁଲୁଥିବାବେଳେ କରୋନା ପରୀକ୍ଷା ପାଇଁ କୌଣସି ସୁବିଧା ହୋଇପାରୁ ନାହିଁ। ଖବର ଅନୁଯାୟୀ, ମୋଦିନଗରରେ ପରୀକ୍ଷା କରିବା ପାଇଁ କୌଣସି ସୁବିଧା ନାହଁ। ସେଠାରୁ ୩୦ […]

  • Monday, 19 July 2021
old-man
ବିଲ୍‌ ଦେଇ ନପାରିବାରୁ ମେଡିକାଲ ବେଡ୍‌ରେ ବନ୍ଧାହେଲେ ବୃଦ୍ଧ

ଶାଜାପୁର: ବିଲ୍ ଦେଇନପାରି ବେଡ୍‌ରେ ବନ୍ଧା ହେଲେ ବୃଦ୍ଧ। ବୃଦ୍ଧଙ୍କୁ ବେଡ୍‌ରେ ବାନ୍ଧି ବନ୍ଧକ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ କୋଭିଡ୍ ଯୋଦ୍ଧା କୁହାଯାଉଥିବା ବେଳେ, ହସ୍ପିଟାଲର ଏଭଳି ଅମାନବୀୟ କାଣ୍ଡ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ଶାଜାପୁରରୁ ହସ୍ପିଟାଲ କର୍ମଚାରୀମାନେ ବୃଦ୍ଧଙ୍କ ହାତ ଗୋଡ଼ ଦଉଡ଼ିରେ ବାନ୍ଧିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। शाजापुर में एक अस्पताल में बुजुर्ग मरीज को बिल जमा नहीं करने पर कथित […]

  • Monday, 19 July 2021
sonu
କୁନି ଝିଅର କଥା ଶୁଣି ଆଲିଙ୍ଗନ କରିବାକୁ ନିବେଦନ କଲେ ସୋନୁ ସୁଦ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ବଲିଉଡ ଅଭିନେତା ସୋନୁ ସୁଦ ସାହାଯ୍ୟ କରି ସମସ୍ତଙ୍କ ନିକଟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ରାଜ୍ୟପାଳ ପର୍ଯ୍ୟନ୍ତ ସମସ୍ତେ ସୋନୁଙ୍କୁ ପ୍ରଂଶସା କରୁଛନ୍ତି। ଏବେ ଏକ ଛୋଟ  ଝିଅର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁନି ଝିଅଟି ତା’ର ଥଙ୍ଗେଇ ଥଙ୍ଗେଇ ପାଟିରେ ସୋନୁ ସୁଦଙ୍କୁ ପ୍ରଶଂସା କରୁଛି। ସୋନୁ ମଧ୍ୟ କୁନି ଝିଅକୁ ଖୁବ୍‌ ଭଲପାଇବା […]

  • Monday, 19 July 2021
tier
ମାଙ୍କଡକୁ ଶିକାର କରିବା ପାଇଁ ଗଛ ଉପରକୁ ଚଢ଼ିଗଲା ଚିତାବାଘ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି ଯେ ‘ଆଗରୁ ଏହି ଭିଡିଓକୁ ଦେଖିଥିବେ’। Size, strength & reputations takes a back seat many times in Nature.. Rarely seen, leopard […]

  • Monday, 19 July 2021
truck
କାର-ଟ୍ରକ ମୁହାଁମୁହିଁ ଧକ୍କା; ଚାଲିଗଲା ୯ ଜୀବନ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଯୁବକ, ୩ଜଣ ମହିଳା ଓ ଦୁଇଜଣ ଶିଶୁ ଥିବା ଜଣାପଡିଛି। ଆଜି ସକାଳ ସାଢେ ୫ଟାରେ ଏକ ଟ୍ରକ୍‌ ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ , ଗ୍ୟାସ କଟର ସାହାଯ୍ୟରେ ସ୍କର୍ପିଓକୁ କଟା ହୋଇ ମୃତକମାନଙ୍କୁ ବାହାର କରାଯାଇଥିଲା। ଏଥିରେ ସ୍କର୍ପିଓ ଡ୍ରାଇଭର ଗୁରୁତର […]

  • Monday, 19 July 2021