ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା […]
କୋଲକତା : କୋଲକତାର ମାଜେରହାଟ୍ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ, କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି ଭଗ୍ନାବଶେଷ ଭିତରେ ଅାହୁରି କିଛି ଗାଡି ଫସି ରହିଯାଇଥିବା ଅାଶଙ୍କା କରାଯାଉଛି। ସେପଟେ ଏହି ଘଟଣାର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ମଳୟ ଦେଙ୍କ ଅଧ୍ୟକ୍ଷତାରେ […]
କଟକ : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା । ଯୁବକ ଜଣଙ୍କ ୨ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଅାଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରେ ଦେଖିବାକୁ ମିଳିଥିଲା । ତାଙ୍କ […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କନ୍ଧମାଳ। …
ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ ଭବନ ଭିତରେ ଥିବା ବାବା ସାହେବଙ୍କ ସ୍ମୃତି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବି ଉପସ୍ଥିତ […]
ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବ। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ ତାରିଖରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅାଯାଇଛି । କିନ୍ତୁ ଅନୁଦାନ ଅାଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଜଗନ୍ନାଥ ମନ୍ଦିର ଅାଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଅାଯାଇପାରିନାହିଁ । […]