• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cm
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ୭୨ତମ #ସ୍ଵାଧୀନତାଦିବସ ର ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଶାନ୍ତି, ମୈତ୍ରୀ ଓ […]

  • Tuesday, 20 July 2021
pm modi
ପ୍ରତି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପାଇଁ ଦେଶର ସବୁଠୁ ବଡ ଜନ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ । ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି। […]

  • Tuesday, 20 July 2021
vlcsnap-error922
ଲୋକଙ୍କ ପସନ୍ଦର ବାସୋପଯୋଗୀ ସହର ତାଲିକାରେ ୧୮ତମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ଲୁକ୍, ସ୍ମାର୍ଟସିଟି ମନ୍ଦିରମାଳିନୀ ଏଇ ସହର ମୁକୁଟରେ ଏବେ ଲାଗିଛି ଆଉ ଏକ ପର ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ। ଅର୍ଥାତ ଲୋକଙ୍କ ପସନ୍ଦର ବାସପଯୋଗୀ ସହର ତାଲିକାରେ ଦେଶର ବଡ଼ ବଡ଼ ସହରକୁ ବହୁ ପଛରେ ପକାଇ ଦେଇଛି ଭୁବନେଶ୍ୱର। ୧୧୧ ସହରକୁ ନେଇ ହୋଇଥିବା ସୂଚୀରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୧୧୧ ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଓ ଭିତ୍ତିଭୂମିକୁ […]

  • Tuesday, 20 July 2021
independence day ..
ଆଜି ୭୨ତମ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା, ଶୁଭକାମନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। आप सभी को स्वतंत्रता के इस महान पर्व पर मेरी बहुत-बहुत शुभकामनाएं। देश इस समय नवनिर्माण के आत्मविश्वास से सराबोर […]

  • Tuesday, 20 July 2021
vlcsnap-error954
ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବକୁ ନେଇ ସେବାୟତଙ୍କ ଅସହମତି

ପୁରୀ: ହଜାର ହଜାର ବର୍ଷ ଧରି ଶ୍ରୀମନ୍ଦିରରେ ଚାଲିଛି ଠାକୁରଙ୍କ ପୂଜା ନୀତି ଓ ସେବା ପରମ୍ପରା। ବର୍ଷ ତମାମ ମହାପ୍ରଭୁଙ୍କ ୧୧୯ ପ୍ରକାର ସେବାରେ ବଂଶାନୁକ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ବିଭିନ୍ନ ନିଯୋଗର ସେବାୟତ। ହେଲେ ଏବେ ସେ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ସହ ସେବାୟତ ନେଉଥିବା ଦାନ ଦକ୍ଷିଣା, ଅନ୍ନଦାନ ଆଟିକା ବନ୍ଦ ଏବଂ ଶ୍ରୀମନ୍ଦିର ଆଇନ-୧୯୫୪ରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ନେଇ ତେଜିଛି ବିବାଦ। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟ […]

  • Tuesday, 20 July 2021
vlcsnap-error518
ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ? ଏହା ସପକ୍ଷରେ ଗତକାଲି ଲ’ କମିଶନ୍‌ଙ୍କୁ ବିଜେପି ପ୍ରସ୍ତାବ ଦେବା ପରେ ଜୋର୍ ଧରିଛି ଚର୍ଚ୍ଚା। ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ବିଧାନସଭା ଓ ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ସାଧାରଣ ନିର୍ବାଚନ ସହିତ ଏକାସାଙ୍ଗରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହା […]

  • Tuesday, 20 July 2021
Balramji
ଛତିଶଗଡ଼ ରାଜ୍ୟପାଳ ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ପରଲୋକ

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କୁ ନିକଟସ୍ଥ ଭୀମ୍‌ରାଓ ଆମ୍ବେଦକର ସ୍ମାରକୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହୋଇ ଆଜି  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରାଜଭବନ ପକ୍ଷରୁ କୁହାଯାଇଛି। ଜନସଂଘର ଅନ୍ୟତମ ପ୍ରତିଷ୍ଠାତା […]

  • Tuesday, 20 July 2021
football
ହଠାତ୍‌ ବ୍ୟକ୍ତି ଜଣଙ୍କ ଉପରକୁ ଉଠି ପବନରେ ବସିପଡ଼ୁଛନ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମ୍ୟାଜିକ୍‌ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ମ୍ୟାଜକ୍‌ର ଟ୍ରିକ୍‌ କୁ ମଧ୍ୟ ଜାଣିଦେଇଥାନ୍ତି। ଏଥର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ୍‌ ଏକ ଯାଦୁ ଭିଡିଓ ଶେୟାର କରିଛନ୍ତି। ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ ହଠାତ୍‌ ଉପରକୁ ଉଠି ହାୱାରେ ବସି ପଡ଼ୁଛନ୍ତି। Come for the magic — stay til the end to see a guy get […]

  • Tuesday, 20 July 2021