ନୂଆଦିଲ୍ଲୀ : ଅାଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅାଧାର ସାମ୍ବିଧାନିକ ଭାବେ ବୈଧ ବୋଲି ଦର୍ଶାଇଛନ୍ତି ସବୋର୍ଚ୍ଚ ଅଦାଲତ । ସ୍କୁଲ ଅାଡମିଶନ୍, ବ୍ୟାଙ୍କ, ମୋବାଇଲ୍ ନମ୍ବର ପାଇଁ ଅାଧାର ନମ୍ବର ଅାବଶ୍ୟକତା ନାହିଁ ବୋଲି କହିଛନ୍ତି ସବୋର୍ଚ୍ଚ ଅଦାଲତ । ବାୟୋମେଟ୍ରିକ୍ ଡାଟା କୌଣସି ସଂସ୍ଥାକୁ ପ୍ରଦାନ କରିହେବ ନାହିଁ । ଏନେଇ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି ଅଦାଲତ । ଅାଧାରକାର୍ଡ ତଥ୍ୟ ଲିକ୍କୁ ନେଇ ପ୍ରଶ୍ନ ଉଠିଥିଲା […]
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏବେ ବି ଜାରି ରହିଛି ବନ୍ୟାର ତାଣ୍ଡବ । ବିଭିନ୍ନ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଛି । ପ୍ରବଳ ବରଫପାତ ଯୋଗୁଁ ଥଣ୍ଡାର ପ୍ରଭାବ ବଢ଼ିଛି । ଫଳରେ ଲାହୁଲା-ସ୍ପିତି ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲିଠୁ ବର୍ଷାର ପରିମାଣ କମିଛି । ବିଭିନ୍ନ ଅଞ୍ଚଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖତଃ ଟ୍ରେକିଂ ପାଇଁ ଅାସିଥିବା ବିଦେଶୀ ପର୍ଯ୍ୟଟକ ବିଭିନ୍ନ ଅଞ୍ଚଳରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସିବିଆଇ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଲା। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଆଜି ଶୁଣାଣି ବେଳେ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସିଭିସି ଦେଇଥିବା ରିପୋର୍ଟ ଲିକ୍ ହେବା ନେଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ରିପୋର୍ଟ କିଭଳି ଲିକ୍ ହେଲା ବୋଲି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଫଲି ନରିମାନଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ସିଭିସି ଦେଇଥିବା ଏହି ରିପୋର୍ଟକୁ […]
ନୂଆଦିଲ୍ଲୀ : ଅାଧାର ବାଧ୍ୟତାମୂଳକ ମାମଲାରେ ଅାଜି ଅାସିବ ରାୟ । ସୁପ୍ରିମକୋର୍ଟଙ୍କ ଗଠିତ ସାମ୍ୱିଧାନିକ ଖଣ୍ଡପୀଠ ଏନେଇ ଚୂଡ଼ାନ୍ତ ରାୟ ଶୁଣାଇବେ । ବିିଭିନ୍ନ ସରକାରୀ ଓ ଲୋକାଭିମୁଖୀ ଯୋଜନାରେ ଅାଧାର ବାଧ୍ୟତାମୂଳକକୁ ନେଇ ରାୟ ଶୁଣାଇବେ ଅଦାଲତ । କେନ୍ଦ୍ର ସରକାର ଅାଧାରକୁ ବାଧ୍ୟତାମୂଳକ କରିଥିବାବେଳେ ଏହାକୁ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ବିଭିନ୍ନ ସଂଗଠନ । ଗତ ମାର୍ଚ୍ଚରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅାଧାର ଲିଙ୍କ୍ ସମୟ ସୀମା ବଢ଼ାଇଥିଲେ […]