• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

timthumb
ଜମ୍ମୁ ଗ୍ରେନେଡ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ଦୁଇକୁ ବୃଦ୍ଧି

ଜମ୍ମୁ: ଜାମ୍ମୁ ଗ୍ରେନେଡ୍ ବିସ୍ଫୋରଣରେ ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଜାମ୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଶ୍ମୀର ବାସିନ୍ଦା ମହମ୍ମଦ ରିୟାଜ (୩୨)। ଗତକାଲି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କୁଲଗାମ ଜିଲ୍ଲାର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ୟାସିର ଜାଭେଦ ଭଟ୍ଟକୁ ପୁଲିସ ଗିରଫ କରିଥିଲା। ୟାସିର କୁଲଗାମରୁ ଆସି ଜାମ୍ମୁରେ ପହଞ୍ଚିବା […]

  • Tuesday, 20 July 2021
modi
ନିରବ ମୋଦିଙ୍କ ଘର ଭାଙ୍ଗିଲା ପ୍ରଶାସନ

ନୂଆଦିଲ୍ଲୀ; ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇ ମାମଲାର ଅଭିଯୁକ୍ତ ଥିବା ପଳାତକ ବ୍ୟବସାୟୀ ନିରବ ମୋଦିର ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି। ମହାରାଷ୍ଟ୍ରର ଆଲିବାଗରେ ଥିବା ୧୦୦ କୋଟି ଟଙ୍କାର ବିଳାସପୂର୍ଣ୍ଣ ବଙ୍ଗଳାକୁ ସିଆରଜେଡ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ଆଜି ଭାଙ୍ଗି ଦିଆଯାଇଛି। ୩୩ ହଜାର ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏହି ବଙ୍ଗଳା ବେଆଇନ ଭାବେ ନିର୍ମିତ ହୋଇଥିଲା। ବଙ୍ଗଳାର ଉପର ଭାଗ ଭଙ୍ଗା ଯାଇଥିବାବେଳେ, ତଳ ଭାଗ ଖୁବ୍ ମଜଭୁତ ଥିବାରୁ ଭାଙ୍ଗିବା […]

  • Tuesday, 20 July 2021
ajodhya
ଅଯୋଧ୍ୟା ମାମଲା: ଆପୋଷ ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପୋଷ ଆଲୋଚନାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ସପକ୍ଷରେ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସବୁ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଏକ ୩ ଜଣିଆ ମଧ୍ୟସ୍ଥି କମିଟି ନିଯୁକ୍ତ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଖଲ୍ଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଓକିଲ ଶ୍ରୀରାମ ପାଞ୍ଚୁ ବି […]

  • Tuesday, 20 July 2021
sena
ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିହତ

କଶ୍ମୀର : ପୁଲଓ୍ୱାମା ଆକ୍ରମଣ ପରେ କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀଙ୍କ ସଫେଇ କରିବା ପାଇଁ ସେନାର ଅପରେସନ ଅଲଆଉଟ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସୁରକ୍ଷାବାହିନୀର ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ କ୍ରାଲଗୁଣ୍ଡ ହଣ୍ଡଓ୍ୱାର ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କିନ୍ତୁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। […]

  • Tuesday, 20 July 2021
rahul
ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ଅଭିଯୋଗ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ରାଫେଲ ଫାଇଲ ଗାଏବର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପାଇଁ କହୁଥିବା ବେଳେ ୩୦ହଜାର କୋଟି ଟଙ୍କାର ଘୋଟାଲାକୁ ନେଇ ସରକାର ଚୁପ୍‌ ରହିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ରାଫେଲ ଚୁକ୍ତି ବେଳେ ସମାନ୍ତରାଳ ବୁଝାମଣା ହୋଇଥିଲେ ମଧ୍ୟ ତା ଉପରେ ତଦନ୍ତ ହେଉ ନାହିଁ। ଏହାସହ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Tuesday, 20 July 2021
mahanadi
ମହାନଦୀ ଜଳ ବିବାଦ ମାମଲା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ନୂଆଦିଲ୍ଲୀ (ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଆଜି ନୂଆଦିଲ୍ଲୀରେ ବୈଠକ ବସିବ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏହି ଆଲୋଚନା ଦ୍ୱିତୀୟ ଥର ପାଇଁ ହେବ। ଗତ ୨୫ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବାରୁ ପୁଣି ଥରେ ଉଭୟ ରାଜ୍ୟ ଏକାଠି ବସି ଏନେଇ ଆଲୋଚନା କରିବେ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ […]

  • Tuesday, 20 July 2021
train
ଚଳନ୍ତା ଟ୍ରେନ୍‌ରେ ନିଆଁ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଜାମସେଦପୁର ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ୨ଟା ବେଳେ ଟ୍ରେନଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାଦେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। କିନ୍ତୁ ଅଗ୍ନିକାଣ୍ଡରେ ଟ୍ରେନର ପ୍ୟାଣ୍ଟ୍ରି କାର ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସଟି ରାଜମନ୍ଦ୍ରୀ ନିକଟରେ ଥିବା ବେଳେ ଏହାର ପ୍ୟାଣ୍ଟ୍ରି ବଗିରେ ପ୍ରଥମେ […]

  • Tuesday, 20 July 2021