• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

363362-p-chidambaram
ସିବିଆଇର ଏହି ଅଫିସରଙ୍କୁ ମିଳିବ ରାଷ୍ଟ୍ରପତି ମେଡାଲ୍‌, କାନ୍ଥ ଡେଇଁ ଚିଦାମ୍ବରଙ୍କୁ ଗିରଫ କରିଥିଲେ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗତକାଲି ରାଷ୍ଟ୍ରପତି ପୁଲିସ୍‌ ମେଡାଲ୍‌ ଘୋଷଣା କରାଯାଇଛି। ୨୮ ଜଣ ସିବିଆଇ ଅଫିସରଙ୍କୁ ଏହି ମେଡାଲ୍‌ ପ୍ରଦାନ କରାଯିବ। ଏହି ସିବିଆଇ ଅଫିସରଙ୍କ ମଧ୍ୟରେ ଡିଏସ୍‌ପି ରାମାସ୍ୱାମୀ ପାର୍ଥସାରଥୀଙ୍କ ନାଁ ମଧ୍ୟ ଅଛି। ଏ ହେଉଛନ୍ତି ସେଇ ସିବିଆଇ ଅଫିସର ଯିଏ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରିବା ପାଇଁ କାନ୍ଥ ଡେଇଁ ଘର ଭିତରକୁ ପଶିଥିଲେ। ତାଙ୍କୁ(ରାମାସ୍ୱାମୀ ପାର୍ଥସାରଥୀ) ଏହି […]

  • Thursday, 22 July 2021
phone
ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ଲଞ୍ଚ୍‌ ହେବାକୁ ଥିବା Vivoର ଏହି ନୂଆ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ iQOOରେ ଲାଟେଷ୍ଟ୍‌ ପ୍ରୋସେସର୍‌ snapdragon 865 ରହିଛି। ସୂଚନା ଅନୁସାରେ, ଭାରତରେ Vivo  ଏହାର ୨ ଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯୋଜନା କରିଛି। ଏଥିମଧ୍ୟରୁ ଗୋଟିଏ 5G କନେକ୍ଟିଭିଟି ଓ ଅନ୍ୟ ଏକ 4G। ୨ଟି ଯାକ ସ୍ମାର୍ଟଫୋନ୍‌ରେ ଗୋଟିଏ ପ୍ରକାରର Hardware […]

  • Thursday, 22 July 2021
paytm
ସାବାଡ୍‌ ହେବେ ହ୍ୟାକର୍ସ ! ସରକାରଙ୍କୁ ସ୍କାମ୍‌ କଲ୍‌ ଲିଷ୍ଟ୍‌ ଦେଲା Paytm

ନୂଆଦିଲ୍ଲୀ: ଗୋଟିଏପଟେ ଲୋକେ ଡିଜିଟାଲ୍‌ ହେଉଥିବାବେଳେ ଅନ୍ୟପଟେ ବ୍ୟାଙ୍କିଂ ପ୍ରଡ୍‌ ଘଟଣା ଲଗାତାର ଭାବେ ସାମ୍ନାକୁ ଆସୁଛି। ଫେକ୍‌ କଲ୍‌ ଓ ମେସେଜ୍‌ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ଠକମାନେ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଚୋରି କରି ନେଉଛନ୍ତି। ହ୍ୟାକର୍ସଙ୍କ ନିକଟରୁ ବଞ୍ଚିବା ପାଇଁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ବାରମ୍ବାର ଗ୍ରାହକଙ୍କୁ ସତର୍କ କରାଯାଉଛି। କିଭଳି ଭାବରେ ଫ୍ରଡ୍‌ର ଶିକାର ନ ହେବେ ଓ ନିଜକୁ କେମିତି ଏଥିରୁ ରକ୍ଷା କରିବେ ସେନେଇ ଅନ୍‌ଲାଇନ୍‌ […]

  • Thursday, 22 July 2021
Earthquake
ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତୁର୍କୀ, ଚାଲିଗଲା ୧୮ ଜୀବନ

ଇଷ୍ଟାନ୍‌ବୁଲ୍‌: ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ତୁର୍କୀ। ପୂର୍ବ ତୁର୍କୀରେ ଏକ ବଡ଼ ଧରଣର ଭୂକମ୍ପରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏହି ଭୂକମ୍ପ ପରେ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଇଲାଜିଗ୍‌ର ପୂର୍ବ ପ୍ରଦେଶ ସ୍ଥିତ ସିଭ୍‌ରିସ୍‌ […]

  • Thursday, 22 July 2021
china 1
ଭୟଙ୍କର ହେଉଛି କୋରୋନା ଭାଇରସ୍‌; ଗଲାଣି ୨୫ ଜଣଙ୍କ ଜୀବନ

ବେଜିଂ: ଏବେ ବିଶ୍ୱବାସୀଙ୍କୁ ଘାରିଛି କୋରୋନା ଭାଇରସ୍‌। ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ସ୍କଟ୍‌ଲାଣ୍ଡ୍‌, ହଙ୍ଗ୍‌କଙ୍ଗ୍‌ ଓ ସିଙ୍ଗାପୁରରେ ପହଞ୍ଚିଲାଣି। ଏହି ଭୟଙ୍କର ଭାଇରସ୍‌ ଯୋଗୁ ଚୀନରେ ଏଯାଏ ୨୫ ଜଣଙ୍କ ଜୀବନ ଯାଇ ସାରିଲାଣି। ସେହିପରି ୮୦୦ରୁ ଅଧିକ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚୀନର ଉହାନ୍‌ ସହରରେ ପ୍ରଥମେ କୋରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। ଏଠାରେ ୨୫ ଜଣ ଭାରତୀୟ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ କେରଳରୁ ୨୦ ଜଣ […]

  • Thursday, 22 July 2021
aadhar
ଆଧାର କାର୍ଡ ସହ ଲିଙ୍କ୍‌ ହେବ ଭୋଟର୍‌ ଆଇଡି !

ନୂଆଦିଲ୍ଲୀ: ପାନ୍‌ କାର୍ଡ ପରେ ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ କରିବା ପାଇଁ ଆବଶ୍ୟକ ପଡ଼ିପାରେ। ସୂଚନା ଅନୁସାରେ, ଭୋଟର କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍‌ କରିବା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଥିଲା। ଯେଉଁଥିରେ ଆଇନ୍‌ ମନ୍ତ୍ରାଳୟ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ହେଲେ ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି, ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଏହି […]

  • Thursday, 22 July 2021
money
ଦିନ ମଜୁରିଆରୁ କୋଟିପତି

ଭୋପାଳ: ରାତାରାତି କୋଟିପତି ହେବାକୁ କିଏ ବା ନ ଚାହେଁ ? ସମସ୍ତେ ଏଭଳି ସ୍ୱପ୍ନ ଦେଖିଥାନ୍ତି। ହେଲେ ଅଳ୍ପ ଲୋକଙ୍କ ଭାଗ୍ୟରେ ଏଭଳି ଘଟିଥାଏ ଓ ସେମାନଙ୍କର ସ୍ୱପ୍ନ ପୂରଣ ହୋଇଥାଏ। ଏମିତିରେ ବି ଭାଗ୍ୟ କେତେବେଳେ କାହାର ସାଥ୍‌ ଦେବ ତାହା କେହିବି କରିପାରିବେ ନାହିଁ। ପଶ୍ଚିମବଙ୍ଗରେ ଏମିତି ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସିଲିଗୁଡ଼ି ଜିଲ୍ଲାରେ ରହୁଥିବା ଏହି ଦିନ ମଜୁରିଆ ଗୁରୁବାର ଦିନ […]

  • Thursday, 22 July 2021
Capture
ସୋଶାଲ୍‌ ମିଡିଆରେ ଚର୍ଚ୍ଚାରେ ଏହି ଫଟୋ, ଚିହ୍ନିଲେ ଦେଖି ଇଏ କିଏ ?

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏବେ ଏମିତି ଏକ ଫଟୋକୁ ନେଇ ଚର୍ଚ୍ଚା ହେଉଛି, ଯେକେହିବି ଏହି ଫଟୋଟିକୁ ଦେଖିଲେ ହଠାତ୍‌ ଚିହ୍ନି ପାରିବେ ନାହିଁ। କେହି କେହି ତାଙ୍କୁ ହ୍ୟାଣ୍ଡଶମ୍‌ କହୁଛନ୍ତି ତ ଆଉ କେହି ହଲିଉଡ୍‌ ହିରୋ। ପ୍ରକୃତରେ ଇଏ କିଏ ? କ’ଣ ଜଣେ ଅଭିନେତା? ନା ଆଉ କିଏ ? ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ସେ ଅଭିନେତା ନୁହନ୍ତି। ପ୍ରକୃତରେ ସେ ହେଉଛନ୍ତି ବିଜ୍‌ନେସ୍‌ ଟାଇକୁନ୍‌ ତଥା ପୂର୍ବତନ ଟାଟା ଗ୍ରୁପ୍‌ର […]

  • Thursday, 22 July 2021
kashmir 1
କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ, ରୋକଠୋକ ମନା କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆଜି ଭାରତ ରୋକଠୋକ ମନା କରି ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା ସାଜିବାକୁ ପ୍ରସ୍ତାବ ଦେଇଥିବାରୁ ଭାରତ ପକ୍ଷରୁ ଏଭଳି କୁହାଯାଇଛି। ଡାଭୋସରେ ଚାଲିଥିବା ୱାର୍ଲ୍ଡ ଇକୋନୋମିକ ସମ୍ମିଳନୀ ସମୟରେ ଟ୍ରମ୍ପ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଟ୍ରମ୍ପ କଶ୍ମୀର […]

  • Thursday, 22 July 2021
pm modi
ପ୍ରଥମ ଥର ପାଇଁ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନର ପରମ୍ପରାରେ ଯୋଡ଼ି ହେବ ଏକ ନୂଆ ପୃଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଇଣ୍ଡିଆ ଗେଟ୍‌ଠାରେ ଥିବା ଅମର ଯବାନ ଜ୍ୟୋତିଠାରେ ମଧ୍ୟ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ମାନ ପ୍ରଦାନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ୩ ସେବାର ମୁଖ୍ୟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଦିନ […]

  • Thursday, 22 July 2021
Sanjeev Balyan
ଜେଏନ୍‌ୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଧମକ

ମିରଟ: ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ଜେଏନ୍‌ୟୁ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଖୋଲା ଧମକ ଦେଇଛନ୍ତି। ଯେଉଁଠି ନିକଟରେ ନାଗରିକତା ଆଇନ୍‌କୁ ନେଇ ସଂଘର୍ଷ ହୋଇଥିଲା। ସେ କହିଛନ୍ତି, “ମୁଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅନୁରୋଧ କରୁଛି କି ସେ ମୋ କଥାକୁ ଗୁରୁତ୍ୱ ଦିଅନ୍ତୁ। ଜେଏନୟୁ ଓ ଜାମିଆରେ ଯେଉଁମାନେ ଦେଶ ବିରୋଧରେ ନାରା ଦେଉଛନ୍ତି ସେମାନଙ୍କୁ ସାବାଡ କରିବା ପାଇଁ ଗୋଟିଏ […]

  • Thursday, 22 July 2021
jaundice
ନବଜାତ ଶିଶୁଙ୍କୁ କାହିଁକି ହୋଇଥାଏ ଜଣ୍ଡିସ୍‌ ?

ସାଧାରଣତଃ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ହେଲେ ବାପାମା’ ଟିକେ ଚିନ୍ତାରେ ପଡ଼ି ଯାଆନ୍ତି। ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ। ଯଦିଓ ଏହାକୁ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ କୁହାଯାଏ ତେବେ ଏ ରୋଗ ହେବାର ଆହୁରି ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ଜଣ୍ଡିସ୍‌ର ଲକ୍ଷଣ, କାରଣ ଓ ଏହାର ଉପଚାର ସମ୍ପର୍କରେ… କାହିଁକି ହୋଇଥାଏ ନବଜାତ ଶିଶୁଙ୍କୁ ଜଣ୍ଡିସ୍‌ ? ଯଦି ନବଜାତ ଶିଶୁଙ୍କୁ ଠିକ୍‌ […]

  • Thursday, 22 July 2021
Assam
୬୪୪ ଜଣ ଉଗ୍ରବାଦୀଙ୍କ ଆତ୍ମସମର୍ପଣ

ଗୌହାଟୀ: ଆସାମ ସରକାରଙ୍କୁ ବଡ଼ ସଫଳତା ମିଳିଛି। ଅସିଦ୍ଧ ଘୋଷଣା ହୋଇଥିବା ୮ଟି ବିଦ୍ରୋହୀ ସଂଗଠନ ସହ ଜଡ଼ିତ ଥିବା ୬୪୪ ଜଣ ସଦସ୍ୟ ଆଜି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆସାମରେ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ୟୁଏଲ୍‌ଏଫଏ, ଏନ୍‌ଡିଏଫବି, ଆରଏନ୍‌ଏଲ୍‌ଏଫ, କେଏଲ୍‌ଓ, ସିପିଆଇ(ମାଓବାଦୀ) ଓ ଏନ୍‌ଏଲ୍‌ଏଫବିର ବିଦ୍ରୋହୀ ସଂଗଠନର ସଦସ୍ୟମାନେ ଆଜି ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଗୌହାଟୀରେ ଥିବା ଜିଏମଚିଏଚ୍‌ ଅଡିଟୋରିୟମରେ […]

  • Thursday, 22 July 2021
Yogi Adityanath
‘ଆଜାଦୀ’ ସ୍ଲୋଗାନ୍‌କୁ ନେଇ ବିକ୍ଷୋଭକାରୀଙ୍କୁ ଯୋଗୀଙ୍କ ଚେତାବନୀ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିକ୍ଷୋଭକାରୀଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସିଏଏ ବିରୋଧ ପ୍ରଦର୍ଶନ କରୁଥିବା ରାଜ୍ୟର ପ୍ରାୟ ୧୨ ଶହ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ଦାଏର କରିଛି ଉତ୍ତରପ୍ରଦେଶ ପୁଲିସ୍‌। ଧାରା ୧୪୪ର ଉଲ୍ଲଂଘନ ଅଭିଯୋଗରେ ଏହି ମାମଲା ଦାଏର ହୋଇଛି। ଏମାନଙ୍କ ମଧ୍ୟରୁ ଅନେକ ମହିଳା ମଧ୍ୟ […]

  • Thursday, 22 July 2021
water tank
ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି

ଭୋପାଳ: ଚାହୁଁ ଚାହୁଁ ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି। ଆଉ ସ୍ଥାନୀୟ ଅଞ୍ଚଳରେ ପାଣିର ସୁଅ ଛୁଟିଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ। ସୂଚନା ଅନୁସାରେ, ବୁଧବାର ଦିନ ଅପରାହ୍ଣ ୩ଟାରେ ସାରେଙ୍ଗା ଥାନା ଅନ୍ତର୍ଗତ ଫତେଦଙ୍ଗା ଅଞ୍ଚଳରେ ଏହି ପାଣି ଟାଙ୍କିଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଟ୍ୟାଙ୍କି ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯାଇଛି। ତେବେ ନିମ୍ନାମାନର କାମ ଯୋଗୁ […]

  • Wednesday, 21 July 2021
Nirbhaya Convicts
ଶେଷ ଇଚ୍ଛାକୁ ନେଇ ଚୁପ୍‌ ରହିଲେ ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ? ଏହା ସେମାନଙ୍କୁ ପଚରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ତିହାର ଜେଲ୍‌ରେ ଥିବା ଏହି ୪ ଦୋଷୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ସମ୍ପର୍କରେ ପଚରା ଯାଇଥିଲା। ଶେଷଥର ପାଇଁ ଘର ଲୋକଙ୍କୁ କେବେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା। ହେଲେ ଏନେଇ ସେମାନେ ଚୁପ୍‌ ଥିବା ଜଣାପଡ଼ିଛି। କାହିଁକି ନା ୪ ଜଣଙ୍କୁ ମଧ୍ୟରୁ […]

  • Wednesday, 21 July 2021
AT Chief
ଜେଲ୍‌ର ଟଏଲେଟ୍‌ ଭିତରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେଲ୍‌ରେ ଥିବା ଟଏଲେଟ୍‌ ଭିତରେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୫ରେ ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ଅଫିସକୁ କୌଣସି କାମ ପାଇଁ ପ୍ରଦୀପ ଯାଇଥିଲେ।  ସେହି ସମୟରେ ଅଫିସ ପିଅନ୍ […]

  • Wednesday, 21 July 2021
nokia 4.2
ମାତ୍ର ୬ ହଜାରରେ କିଣନ୍ତୁ ୧୩ ହଜାର ଟଙ୍କାର ଫୋନ୍‌, ଆଜି ଶେଷ ଦିନ

ନୂଆଦିଲ୍ଲୀ: ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଥିବା ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ର (Amazon Great Indian Sale) ଆଜି ଶେଷ ଦିନ। ଏହି ସେଲ୍‌ରେ ନୂଆ-ପୁରୁଣା ସମସ୍ତ ବ୍ରାଣ୍ଡ୍‌ ଜିନିଷରେ କମ୍ପାନୀ ଅଫର୍‌ ଦେଉଛି। ଯଦି ଆମେ ଅଫର୍‌ କଥା କହିବା ତେବେ Nokia 4.2 ମୋବାଇଲ୍‌ ଫୋନ୍‌ରେ ଆପଣଙ୍କୁ ଭଲ ଅଫର୍‌ ମିଳିବ। ଯାହାର ଫାଇଦା ଆପଣ ଉଠାଇ ପାରିବେ। ଆମାଜନ୍‌ର ଏହି ସେଲ୍‌ରେ ଆପଣ Nokia 4.2 ଫୋନ୍‌କୁ ୭ ହଜାର ଟଙ୍କା […]

  • Wednesday, 21 July 2021
pregnancy
ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ?

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର […]

  • Wednesday, 21 July 2021
dsp
ଡେରିରେ କବାଟ ଖୋଲିଲେ ପତ୍ନୀ, ଗୁଳି ମାରିଦେଲେ ଡିଏସ୍‌ପି ସ୍ୱାମୀ !

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍‌ରେ ସିଂଘମ ନାଁରେ ପରିଚିତ ଡିଏସ୍‌ପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ (Attempt to murder) ଓ Arms Act ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଛି ଯେ, ଡିଏସ୍‌ପି ତାଙ୍କ ପତ୍ନୀଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏକ ପାର୍ଟିରୁ ଅତୁଲ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେ […]

  • Wednesday, 21 July 2021
odisha
ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ବେଟିଂ କାରବାର

ଜଳେଶ୍ୱର: ସେପଟେ ଚାଲିଥିଲା ମ୍ୟାଚ୍‌, ଆଉ ଏପଟେ ହେଉଥିଲା ବେଟିଂ କାରବାର। ଗତକାଲି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବେଟିଂ କାରବାର ଚାଲିଥିବା ନେଇ ଜଳେଶ୍ୱର ପୁଲିସ୍‌କୁ ଖବର ମିଳିଥିଲା। ଖବର ପାଇ ପୁଲିସ୍‌ ଜଳେଶ୍ୱର ଗ୍ୟାରେଜ ବଜାରରେ ଚଢ଼ାଉ କରି ବେଟିଂ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରାସପୁର ଅଞ୍ଚଳର ଶେଖ୍ ଅମିରୁଦ୍ଦିନ। ତା’ଙ୍କ ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା […]

  • Wednesday, 21 July 2021
flight
ବିମାନରେ ଏମିତି ଶୁଖାଇଲେ ଜୋତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଜୋତା ଶୁଖାଇବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଆପଣଙ୍କୁ ଅଜବ ଲାଗିବ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ନିଜ ଜୋତା ଶୁଖାଇବା ପାଇଁ ଏୟାର ଭେଣ୍ଟ୍‌ରୁ ବାହାରୁଥିବା ପବନର ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯାତ୍ରୀଙ୍କ ଜଣକ ସିଟ୍‌ରେ ବସିଛନ୍ତି ଓ ଗୋଟିଏ ହାତରେ ଏକ ଜୋତା ଧରିଛନ୍ତି। ଜୋତାଟିକୁ […]

  • Wednesday, 21 July 2021
Poster
“ନୋ କ୍ୟାସ୍‌, ନୋ ପେଟିଏମ୍‌” ପୋଷ୍ଟର ଲଗାଇଲେ ଲୋକେ

ନୂଆଦିଲ୍ଲୀ: “ନୋ କ୍ୟାସ୍‌, ନୋ ପେଟିଏମ୍‌…ନୋ ଆକାଉଣ୍ଟ୍‌”। ପୋଷ୍ଟରରେ ଏମିତି କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି ଦିଲ୍ଲୀର ଶାହିନ୍‌ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ। ଅଭିଯୋଗ ଆସିଛି ଯେ, ବିକ୍ଷୋଭ ପ୍ରଦର୍ଶନ ପାଇଁ ଏଠାକୁ ଆସିଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆ ଯାଇଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ବିକ୍ଷୋଭରେ ସାମିଲ ହୋଇଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆଯାଇଥିବା ନେଇ […]

  • Wednesday, 21 July 2021
Shirdi
ଆଜିଠୁ ଶିରିଡି ବନ୍ଦ

ଶିରିଡି: ଆଜିଠୁ ଶିରିଡି ବନ୍ଦ। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଆଜି ଶିରିଡିରେ ବନ୍ଦ ଡାକରା ଦିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜିଠୁ ଶିରିଡିରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ। ଫଳରେ ପ୍ରତିଦିନ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମନ୍ଦିର […]

  • Wednesday, 21 July 2021
marriage invitation card
ବାହାଘର କାର୍ଡରେ CAA ସଚେତନତା, ଯୁବକ କହିଲେ...

ଭୋପାଳ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ସମର୍ଥନ ଓ ସଚେତନତା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ ନିଜ ବିବାହ କାର୍ଡରେ ‘I Support CAA’ ଲେଖିଛନ୍ତ।। ଏହି ବାହାଘର କାର୍ଡକୁ ନେଇ ଏବେ ସହରରେ ବେଶ ଚର୍ଚ୍ଚା।  ଲୋକମାନେ ସିଏଏକୁ ଭଲ ଭାବରେ ଜାଣନ୍ତୁ ଏବଂ ବୁଝନ୍ତୁ ବୋଲି ଯୁବକ ଜଣକ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି  ଅଭିନବ ପ୍ରୟାସ କରିଥିବା କହିଛନ୍ତି। ଯୁବକ ଜଣକ ହେଲେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର […]

  • Wednesday, 21 July 2021