ଲକ୍ଷ୍ନୌ: ହାଇଦ୍ରାବାଦ୍ ଘଟଣା ଭଳି ମୋ ଝିଅର ଜୀବନ ନେଇଥିବା ଦୁଷ୍କର୍ମକାରୀଙ୍କୁ ଗୁଳି ମାରିଦିଅ। ଏମିତି ଦାବି ରଖିଛନ୍ତି ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ବାପା। ୯୦ ପ୍ରତିଶତ ପୋଡ଼ିଯାଇଥିବା ପୀଡ଼ିତା ଦିଲ୍ଲୀ ସବ୍ଦରଜଙ୍ଗ ହସପିଟାଲରେ ଆଖିବୁଜିବା ପରେ ପୁଲିସ ଓ ପ୍ରଶାସନ ଊୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଉନ୍ନାଓ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ […]
ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତା ନ୍ୟାୟ ବ୍ୟବସ୍ଥା ପାଖରେ ଗୁହାରି କରି କରି ଶେଷରେ ହାରିଯାଇଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଆଜି ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାରକୁ ନଗଦ ୨୫ ଲକ୍ଷ ଟଙ୍କା କ୍ଷିତପୂରଣ ଓ ପ୍ରଧାନମନ୍ତ୍ରୀ ଆୱାସ୍ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ମାମଲାର ବିଚାର ପାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର। ଉନ୍ନାଓ […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହା ସହିତ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀକୁ କଠିନରୁ କଠିନ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ସେପଟେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ନହେଲେ ହାଇଦ୍ରାବାଦ ଘଟଣା ପରି ଅଭିଯୁକ୍ତଙ୍କୁ ଗୁଳି […]
ନୂଆଦିଲ୍ଲୀ: ଓକିଲଙ୍କ ଆନ୍ଦୋଳନ ନେଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଇନଜୀବୀଙ୍କୁ ରୋକ୍ଠୋକ୍ ଭାବେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ କୋର୍ଟ କାମକୁ ସ୍ୱାଭାବିକ କର, ତାପରେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବାକୁ ଆସ। ଏଭଳି ଭାବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବିରେ ଏହି ଦୁଇ ଅଞ୍ଚଳର ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ […]
ହାଇଦ୍ରାବାଦ: ହାଇଦ୍ରାବାଦ୍ ଲେଡି ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ଏନ୍କାଉଣ୍ଟର୍ କରିଛି ପୁଲିସ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ତେବେ ସେଦିନ ସେଇ ପଶୁମାନେ ଘଟାଇଥିବା ଜଘନ୍ୟ ଘଟଣା କ’ଣ ଥିଲା ବୁଲେଟ୍ ପଏଣ୍ଟ୍ରେ ଜାଣନ୍ତୁ। ନଭେମ୍ବର ୨୭, ସନ୍ଧ୍ୟା ୬ଟା: ମହିଳା ଡାକ୍ତରଙ୍କ ସ୍କୁଟି ପମ୍ପଚର୍ ହୋଇଯାଇଥିବାରୁ ସେ ତାଙ୍କ ସ୍କୁଟିକୁ ଟୋଣ୍ଡିପାଲ୍ଲୀ ଜଙ୍କନସନ ନିକଟରେ ପାର୍କ କରିଥିଲେ। > ରାତି ୯.୨୦ ସମୟରେ ସେ ତାଙ୍କ […]
ହାଇଦ୍ରାବାଦ: ଆଜି ସକାଳୁ ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହାକୁ ଜାଣିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଆସିଥିଲା। ଯାହାକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। କିଏ ହାକୁ ସପୋର୍ଟ କରୁଥିବା ବେଳେ ତ ଆଉ କିଏ ଏହାକୁ ନିନ୍ଦା କରୁଛି। ତେବେ […]
ହାଇଦ୍ରାବାଦ: ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଭିସି ସଜ୍ଜନାର। ୧୯୯୬ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ହାଦ୍ରାବାଦ୍ର ଏନକାଉଣ୍ଟର ମ୍ୟାନ ଭାବେ ପରିଚିତ। ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟରରେ ତାଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି। ତେବେ ଏହା ତାଙ୍କର ପ୍ରଥମ ଏନ୍କାଉଣ୍ଟର୍ ନୁହେଁ, ପୂର୍ବରୁ ମଧ୍ୟ ୨୦୦୮ରେ ଜଣେ ମହିଳାଙ୍କୁ ଏସିଡ ଆକ୍ରମଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲେ […]
ନୂଆଦିଲ୍ଲୀ: ହାଇଦ୍ରାବାଦ୍ ପୁଲିସ୍ ଏନ୍କାଉଣ୍ଟର୍ରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ବଲିଉଡ୍ ଷ୍ଟାର୍ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏହି ଘଟଣାକୁ ପ୍ରଶଂସା କରୁଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧି। ସେ ଏହି ଘଟଣାକୁ ଦେଶ ପାଇଁ ସବୁଠୁ ବଡ଼ ଭୟଙ୍କର ଘଟଣା ବୋଲି କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନେକା କହିଛନ୍ତି, “ଯାହା ହେଲା, ତାହା […]
ମୁମ୍ବାଇ: ସାରାଦେଶକୁ ଦୋହଲାଇ ଦେଇଥିବା ଡାକ୍ତରପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଏନ୍କାଉଣ୍ଟର୍ କରି ମାରିବା ପରେ ସାରାଦେଶରେ ତେଲେଙ୍ଗାନା ପୁଲିସର ବାଃ ବାଃ ହେଉଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ୍, ଟଲିଉଡ୍ ତଥା ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ ଏହି ଘଟଣାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଆସନ୍ତୁ ଜାଣିବା କେଉଁ ଷ୍ଟାର୍ କ’ଣ ପ୍ରତିକ୍ରିୟା ଦେଇଛନ୍ତି। Bravo Telangana Police. My congratulations! — Rishi […]
ନୂଆଦିଲ୍ଲୀ: ଭାରତ ସମଗ୍ର ଏସିଆ ମହାଦେଶରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଅର୍ଥାତ ବିଭିନ୍ନ ଦେଶର ଲୋକେ ବିଭିନ୍ନ ଭାରତୀୟ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ରିଟେନ୍ର ଏକ ଗ୍ଲୋବାଲ ମାର୍କେଟ୍ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ସାଂସ୍କୃତିକ ସମ୍ପଦ ଏବଂ ଅନୁଭୂତିରେ ବିଭିନ୍ନତା ଆଦି ଏହାର ପ୍ରମୁଖ କାରଣ। ଆଉ ଏହି ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଶ୍ରେଷ୍ଠ ଲୋକପ୍ରିୟ ସହର ତାଲିକାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ […]
ନୂଆଦିଲ୍ଲୀ: ଟୟୋଟା ଏକ ନୂଆ କାର୍ ବାହାର କରିଛି। ଏହି କାର୍ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍ରେ ଏହି ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି ସେ କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି-“ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍ ପରିବେଶ […]
ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ମିଳିଲା ଜାମିନ୍। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଏହି ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କାର ମୁଚାଳିକା ଏବଂ ୨ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ଜାମିନ ପରେ ଚିଦାମ୍ବରମ ତିହାର ଜେଲରୁ ବାହାରିବା ବାଟ ସଫା ହୋଇଛି। ଦୀର୍ଘ ୧୦୫ ଦିନ ପରେ ଜେଲରୁ ମୁକୁଳିବେ ଚିଦାମ୍ବରମ। ସେ ଆଇଏନ୍ଏକ୍ସ ମାମଲାରେ ଛନ୍ଧି […]
ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ବସ୍ତରର କଡେନାର୍ କ୍ୟାମ୍ପରେ ITBP(ଇଣ୍ଡୋ-ତିବତିଆନ ବର୍ଡର ପୋଲିସ) ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍ପିଟ୍ ହୋଇଛି। ଝଗଡ଼ା ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଯବାନଙ୍କର ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ଯବାନଙ୍କ ମାର୍ପିଟ୍ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସ୍ପି ମୋହିତ ଗର୍ଗ। ତେବେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଯବାନମାନଙ୍କୁ କ୍ୟାମ୍ପ ବାହାରକୁ ଆଣୁଛି। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁର୍କୁ ସ୍ଥାନାନ୍ତର […]