ପ୍ୟାରିସ: ପ୍ୟାରିସରେ ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ୟାରିସର ଏକ ସର୍କସରୁ ଜେବ୍ରା ଏବଂ ଦୁଇଟି ଘୋଡା ଖସିଯାଇ ବାହାରକୁ ଚାଲି ଆସିଥିଲେ। ଏମାନେ ରାସ୍ତାରେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଲୋକମାନେ ରାସ୍ତାରେ ଘୋଡା ଏବଂ ଜେବ୍ରାକୁ ଦୌଡୁଥିବାର ଦେଖିଲେ, ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ପଶୁମାନେ କାହିଁକି ଖୋଲା ସ୍ଥାନରେ ବୁଲୁଛନ୍ତି, କେହି କିଛି ବୁଝି ପାରୁନଥିଲେ? y’a […]
ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ଦେଶ ଏବେ ଲକ୍ଡାଉନ୍। ସବୁକିଛି ଠପ୍ ହୋଇଯାଇଛି। ପ୍ରାୟ ମାସେ ପରେ ଆଜିଠୁ ନିଜ ନିଜ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଅଫିସିଆଲ ଗାଡି ଥିବା ଅଧିକାରୀଙ୍କୁ ଆଜିଠୁ କାର୍ଯ୍ୟରେ ଯୋଗ ଦେବାକୁ ଗତ ଶୁକ୍ରବାର ନିର୍ଦ୍ଦେଶ ଜାରି ହୋଇଥିଲା। ସେହି ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରାସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର, କ୍ରୀଡ଼ା ରାଷ୍ଟ୍ର […]