ଭୋପାଳ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ସହାୟକ(ପର୍ସନାଲ ଆସିଷ୍ଟାଣ୍ଟ) ଅନିଲ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ରିପୋର୍ଟ ଆସିବା ପୂର୍ବରୁ ଅନିଲ୍ ସିନ୍ଧିଆଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। କେବଳ ସିନ୍ଧିଆ ନୁହଁନ୍ତି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସଂସ୍ପର୍ଶରେ ବି ଆସିଛନ୍ତି ଅନୀଲ। ସୂଚନାନୁସାରେ, ଜୁଲାଇ ୨ ତାରିଖରେ ସିନ୍ଧିଆ ବିଧାୟକଙ୍କୁ ଭେଟିବା ସହିତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏହି ସମାରୋହରେ ଅନୀଲ ମଧ୍ୟ ତାଙ୍କ […]
ନୂଆଦିଲ୍ଲୀ: ଭାରତ ପରେ ଆମେରିକା ମଧ୍ୟ ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇବ। ଟିକ୍ଟକ୍ ସମେତ ଅନ୍ୟ କେତେକ ଆପ୍ ଉପରେ ବ୍ୟାନ୍ ଲଗାଇବା ଉପରେ ବିଚାର କରାଯାଉଥିବା ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି “ ଆମେ ବର୍ତ୍ତମାନ ଟିକ୍ଟକ ସହ ଆମେରିକାରେ ଚାଲିଥିବା ଚାଇନିଜ୍ ସୋଶାଲ ମିଡିଆ ଆପ୍କୁ ବ୍ୟାନ କରିବାକୁ ଚିନ୍ତା କରୁଛୁ। ଏହା କେବେ କରାଯିବ ଓ କେଉଁଭଳି କରାଯିବ, ସେ ବିଷୟରେ ଖୁବ୍ଶୀଘ୍ର […]
ୱାଶିଂଟନ: ପ୍ରଥମେ ବିଦେଶୀ ବୃତ୍ତିଧାରୀଙ୍କୁ ଛାଟ ମାରିବା ପରେ ଟ୍ରମ୍ପ ପ୍ରଶାସନ ଏବେ ବିଦେଶୀ ଛାତ୍ରଙ୍କୁ ଟାର୍ଗେଟ କରିଛି। କରୋନା ସଂକ୍ରମଣ ଆଳରେ ଆମେରିକାରୁ ବିଦେଶୀ ଛାତ୍ରଙ୍କୁ ତଡ଼ିବା ଲାଗି ପଦକ୍ଷେପ ନେଇଛି ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନ୍ଫୋର୍ସମେଣ୍ଟ ବିଭାଗ। କରୋନା ପାଇଁ କଟକଣା ଲାଗିଥିବାରୁ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନରେ ପାଠପଢ଼ା ହେଉଛି। ଏହାକୁ ନେଇ ଆଇସିଇ କହିଛି ଯେ, ଯେଉଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେଉଛି। ସେମାନଙ୍କୁ ଆଉ ଆମେରିକାରେ […]
ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ପାକିସ୍ତାନ ଓ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟବାସିନ୍ଦା। ନୀଲମ୍ ଓ ଝେଲମ ନଦୀ ଉପରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଶହ ଶହ ସଂଖ୍ୟାର ଲୋକ ପ୍ଲାକାର୍ଡ ଧରି ଜୋରଦାର ବିକ୍ଷୋଭ କରିବା ସହ ନିର୍ମାଣ ବନ୍ଦ ପାଇଁ ଦାବି କରିଛନ୍ତି। ନୀଲମ ଓ ଝେଲମ ନଦୀରେ ଡ୍ୟାମ ନିର୍ମାଣ କରିବା ଲାଗି ପାକିସ୍ତାନ ଓ ଚୀନ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହେବା ପରେ ଚୀନ୍ […]
ଶ୍ରୀନଗର: ସାମାନ୍ୟ ଯୁକ୍ତିତର୍କରୁ ଉତ୍କ୍ଷିପ୍ତ ହୋଇ ସଶସ୍ତ୍ର ସୀମା ବଳର ଜଣେ କନଷ୍ଟେବଲ୍ ପାରାମିଲଟାରୀ ଫୋର୍ସର ଜଣେ ଏଏସ୍ଆଇଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର କାଶ୍ମରୀର କୁଲଗାମ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଏଏସ୍ଆଇ ସନ୍ଦୀପ କୁମାର ଓ କନଷ୍ଟେବଲ୍ ହେମନ୍ତ ଶର୍ମାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଖୁବ୍ଜୋର୍ରେ ଯୁକ୍ତିତର୍କ ହୋଇଥିଲା। ଏସ୍ଏସ୍ବିର ୪୯ ବାଟାଲିୟନ୍ର କାର୍ଯ୍ୟରତ ଥିବା ଉଭୟ ଯବାନ ଗୋଟିଏ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ଉଭୟଙ୍କ […]
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ମିଳିଲା କେନ୍ଦ୍ରର ଗ୍ରୀନ୍ ସିଗ୍ନାଲ। ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରୀକ୍ଷା କରିବା ପାଇଁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି। ଏନେଇ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଗୃହ ମନ୍ତ୍ରାଳୟ ଚିଠି ଲେଖିଛନ୍ତି। ଫାଇନାଲ ପରୀକ୍ଷା ନିଶ୍ଚିତ ଭାବେ କରିବାକୁ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୟୁଜିସି ଗାଇଡଲାନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ମାନି ପରୀକ୍ଷା ହେବ ବୋଲି ଚିଠିରେ ଉଲ୍ଲେଖ ଅଛି। ସେପ୍ଟେମ୍ବରରେ ଶେଷ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ […]
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୧ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ ୧୭ତାରିଖ ଭିତରେ ଚଳାଚଳ କରିବ ପ୍ରାୟ ୩୬ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ। ଏୟାର ଇଣ୍ଡିଆ ୱେବସାଇଟରୁ କାଲି ରାତି ୮ଟା ପରଠୁ ଟିକେଟ୍ ଉପଲବ୍ଧ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଏୟାର ଇଣ୍ଡିଆ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବନ୍ଦେ ଭାରତ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଜିଆବାଦ ମୋଦିନଗରରେ ଥିବା ମହମବତୀ କାରଖାନାରେ ଘଟିଛି ବିସ୍ଫୋରଣ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ମଧ୍ୟ ଉଡ଼ିଯାଇଛି। କିଭଳି ସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ଛାନ୍ଭିନ୍ ଚଳାଇଛି। ପ୍ରାଥମିକ ଭାବେ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ […]
ବେଙ୍ଗାଲୁରୁ: କରୋନା ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଆଣିଲେ କେରଳ ସରକାର। ଏପିଡେମିକ୍ ଡିଜିଜ୍ ଆକ୍ଟରେ ସଂଶୋଧନ ଆଣି ପୂରା ବର୍ଷେ ପାଇଁ କଟକଣା ଜାରି କଲା କେରଳ। ଗାଇଡଲାଇନ୍ ଭାଙ୍ଗିଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ବି ଦେବାକୁ ପଡ଼ିବ। କେରଳ ସରକାର ଜାରି କରିଥିବା ନୂଆ ଗାଇଡଲାଇନ୍ରେ ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ତା ସହିତ ଦୋକାନ ଓ ବ୍ୟବସାୟ […]
ନୂଆଦଲ୍ଲୀ: କରୋନା ମହାମାରୀ ବେଳେ ଶହେ ଦିନରେ ୨ କୋଟି ଲୋକଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାରେ ଷ୍ଟାର୍ ସେଫ୍ ବିକାଶ ଖାନ୍ନା। ବଡ଼ କଥା ହେଉଛି ନ୍ୟୁୟର୍କରେ ଥାଇ ସେ କୋଟି କୋଟି ଭାରତୀୟଙ୍କ ପାଖରେ ଖାଦ୍ୟ ପହଞ୍ଚାଇ ପାରିଛନ୍ତି। ଫିଡ୍ ଇଣ୍ଡିଆ କ୍ୟାମ୍ପେନ୍ ଜରିଆରେ ଲକ୍ଡାଉନ୍ ବେଳେ ସେ ଗରିବ ଅସହାୟଙ୍କୁ ଖାଇବା ଯୋଗାଇଛନ୍ତି। ଏକ ସାକ୍ଷାତକାରରେ ସେ ଏଭଳି ନିଆରା ପ୍ରୟାସର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ତେବେ ତାଙ୍କର ଏଭଳି ପ୍ରୟାସ ପଛରେ ତାଙ୍କ […]
ମୁମ୍ବାଇ: ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ବୁଲଡାନା ଜିଲ୍ଲା ନାନ୍ଦୁରା ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ଘଟଣାର କୌଣସି କ୍ଷୟକ୍ଷତି ହୋଇନାହିଁ କି ଧନଜୀବନ ନଷ୍ଟ ହୋଇନାହିଁ। ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ଦୁଇଦିନ ହେଲା ବର୍ଷା ଜାରି ରହିଛି। ରାସ୍ତାଘାଟ ପ୍ରବଳ ପାଣି ଜମିବା ସହିତ ଟ୍ରାଫିକ୍ ସମସ୍ୟା ଉପୁଜିଛି। କାଲି ସକାଳଠାରୁ ମହାରାଷ୍ଟ୍ରରେ ବୁଲଡାନା ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇଥିଲା। […]
ପ୍ରଧାନମନ୍ତ୍ରୀ: ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ଆମ ପାଇଁ ସଂଗଠନର ଅର୍ଥ ହେଉଛି ସେବା। ସଂଗଠନର ଅର୍ଥ ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି। ବିଜେପି ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏଭିଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତା […]
ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ। ସେପଟେ ନିଟ୍ ସେପ୍ଟେମ୍ବର ୧୩ରେ ହେବ ବୋଲି ନିଷ୍ପତ୍ତି ହୋଇଛି। ନିଟ୍ ଓ ଜେଇଇ ପରୀକ୍ଷା କେବେ ହେବ, ସେନେଇ ମାନବ ସମ୍ବଳ […]