• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rahul-ray
ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର ‘ଆଶିକୀ’ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି। ୫୨ ବର୍ଷୀୟ ରାହୁଲ ରୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର  ପାଇଁ କାର୍ଗିଲରେ ସୁଟିଂ କରୁଥିଲେ।  କାର୍ଗିଲର ଗାଲଭାନ ଭ୍ୟାଲି ଉପରେ ଆଧାରିତ […]

3
ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାରାଣସୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଦେବ ଦୀପାବଳି ମୋହତ୍ସବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀର ରାଜଘାଟ ଯାଇ ଦେବ ଦିପାବଳୀ ଉତ୍ସବର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଙ୍ଗା ନଦୀରେ ଏକ ସ୍ୱତନ୍ତ୍ର ଅଳତୀର ଆୟୋଜନ କରାଯାଇଥିଲା। ଦେବ ଦିପାବଳୀ ଉତ୍ସବ ଅବସରରେ ଗଙ୍ଗା ନଦୀର ଉଭୟ ପାର୍ଶ୍ୱରେ ୧୧ ଲକ୍ଷ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଦୀପ ଜଳି ଉଠିବା ପରେ ରଙ୍ଗୀନ ହୋଇ ଉଠିଥିଲା ଗଙ୍ଗାନଦୀର ବିଭିନ୍ନ […]

  • Wednesday, 30 June 2021
rahul roy
କେମିତି ଅଛି ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥା ?

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ହିଟ୍‌ ଫିଲ୍ମ ‘ଆଶିକୀ’ ହିରୋ ରାହୁଲ ରୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖିବାକୁ ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିିଗିଡ଼ିବାରେ ଲାଗିଛି। ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ପ୍ରତି ୬ ଘଣ୍ଟାରେ ଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଯାଞ୍ଚ କରିବା ସହ ବିଭିନ୍ନ ଥେରାପି ତାଙ୍କୁ ଦିଆଯାଉଛି। ୫୨ ବର୍ଷୀୟ ରାହୁଲ ତାଙ୍କ ଆଗାମୀ ଫିଲ୍ମ ‘LAC – Live The Battle in Kargil’ର ଶୁଟିଂ କରୁଥିବା ବେଳେ ବ୍ରେନ୍‌ […]

  • Wednesday, 30 June 2021
bookstore
ଆଇଏଏସଙ୍କ ମନକୁ ଛୁଇଁଲା ବହି ଦୋକାନୀଙ୍କ ଜୀବନ କାହାଣୀ, ସୋଶାଲ ମିଡିଆରେ କଲେ ଶେୟାର

ନୂଆଦିଲ୍ଲୀ: ମଣିଷ ଦୁଃଖ ମଣିଷ ହିଁ ବୁଝିପାରେ ?  ଏଠି  ଦିଲ୍ଲୀର ବାବା କା ଢାବା କଥା ମନେ ପକାଇଦେବୁ। ଜଣେ ମଣିଷର ସହାୟତାର ହାତ ବୃଦ୍ଧ ଦମ୍ପତ୍ତିଙ୍କର ଭାଗ୍ୟ ଖୋଲିଦେଲା।  ସୋସିଆଲ ମିଡିଆ ଯୋଗୁ ରାତାରାତି ବୃଦ୍ଧ ଦମ୍ପତିଙ୍କ ଅଭାବ ଦୂର ହୋଇଗଲା। ଏହା ପରେ ଲୋକମାନେ ସୋସିଆଲ ମିଡିଆରେ ଏପରି ଅଭାବୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରିବା ଆରମ୍ଭ କଲେ। ଏମିତି ଘଟଣାକୁ ନେଇ ଅନେକ ରୋଚକ କାହାଣୀ ଦେଖିବାକୁ ମିଳିଛି । […]

  • Wednesday, 30 June 2021