• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

3
ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା...ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ମୁମ୍ବାଇ: ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଆଜିକାଲି ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀ ସାୱନ୍ତଙ୍କର ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ପାଖରେ ଆଜି ସବୁକିଛି ଅଛି। ଅର୍ଥ, ପରିଚୟ ସମ୍ମାନ…। ହେଲେ ତାଙ୍କ ବାଲ୍ୟକାଳ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ କଟିଥିଲା ଏକଥା ବହୁତ କମ୍‌ ଲୋକ ଜାଣନ୍ତି। ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜ୍‌ବାତ୍‌ରେ ରାଖୀ ନିଜ ପିଲାଦିନ ସମ୍ପର୍କରେ ଅନେକ ଦୁଃଖଦ ଅନୁଭୂତି ଶେୟାର କରିଥିଲେ। […]

  • Thursday, 01 July 2021
Capture
ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। ୨୦୦୮ ଆଜିର ଦିନରେ ମୁମ୍ବାଇ ଦେଖିଥିଲା ଆତଙ୍କବାଦୀଙ୍କ ସେହି ବର୍ବରୋଚିତ ଘଟଣା। ପାକିସ୍ତାନର ସଶସ୍ତ୍ର ୧୦ ଲସ୍କର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ଭିଆଇଥିଲେ ଆତଙ୍କର ତାଣ୍ଡବ। ଲିଓପାଡ୍ କାଫେ, ସିଏସ୍‌ଟି ଷ୍ଟେସନ୍, ତାଜ୍ ପ୍ୟାଲେସ୍, ଓବରୟ ହୋଟେଲ୍, କାମା ହସ୍ପିଟାଲ୍, ନରିମାନ୍ ହାଉସ୍ ଉପରେ ଆକ୍ରମଣ ହୋଇଥିଲା। ଆରଡିଏକ୍ସ, ଏକେ-୪୭, ଆଇଇଡି, ଗ୍ରେନେଡ୍ ଧରି ଆତଙ୍କବାଦୀ ଆଖିବୁଜା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। […]

  • Wednesday, 30 June 2021