• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ବିନା ଦୋଷରେ ଭୋଗିଲେ ଜେଲ୍‌, ଏବେ ପାଞ୍ଚ ଲକ୍ଷ ଗଣିବେ ପୋଲିସ୍‌ ଅଧିକାରୀ

ଭୁବନେଶ୍ୱର: ବିନା ଅପରାଧରେ ହତ୍ୟାକାରୀ ସାଜି ଜେଲ ଦଣ୍ଡ ଭୋଗିଥିବା ଦୁଇ ନିର୍ଦ୍ଦୋଷଙ୍କୁ ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ। ମିଥ୍ୟା ମାମଲାରେ ୨ ନିର୍ଦ୍ଦୋଷଙ୍କୁ ଅପରାଧୀ ସଜାଇ ଥିବା ତତ୍କାଳୀନ ଥାନା ଆଇଆଇସି ଗଣିବେ ତଣ୍ଡ। ୨୦୧୬ ମସିହାରେ ବରଗଡ଼ ପାଇକମାଳର ନିଖୋଜ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିଲା ପୋଲିସ। ହେଲେ ୨୦୧୮ରେ ସଂପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ପରେ ଘଟଣା ନେଇ OHRCଙ୍କ ଦ୍ୱାରସ୍ଥ […]

  • Thursday, 01 July 2021
ଲଣ୍ଡନ: କରୋନାକୁ ନେଇ ପୁଣି ଏକ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି।

ଲଣ୍ଡନ: କରୋନାକୁ ନେଇ ପୁଣି ଏକ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ବାହାରିଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୧୦ ମାସ ହେଲା ସେ ପଜିଟିଭ…

  • Thursday, 01 July 2021
kangana
କଙ୍ଗନାଙ୍କ ଲେହେଙ୍ଗା ପାଇଁ ଲାଗିଥିଲା ବର୍ଷେରୁ ଅଧିକ ସମୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଭାଇ ଅକ୍‌ସଦ୍‌ଙ୍କ ବିବାହ ହୋଇଛି। ନିକଟରେ ସୋଶାଲ୍‌ ମିଡିଆରେ ଭାଇଙ୍କ ବିବାହର ଫଟୋ ଶେଆର କରି କଙ୍ଗନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ବିବାହରେ ପିନ୍ଧିଥିବା ଡ୍ରେସ୍‌ର ଫଟୋ ଶେଆର କରିଥିଲେ। କଙ୍ଗନା ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍‌ ‌ଅଳଙ୍କାର ପିନ୍ଧିଥିଲେ। ତେବେ କଙ୍ଗନାଙ୍କର ଏହି ରାଜପୁତ ଲୁକ୍‌ ଡିଜାଇନ୍‌ କରିବା ପାଇଁ କେତେ ସମୟ ଲାଗିଥିଲା ଜାଣନ୍ତି? ଏହି ଲେହେଙ୍ଗା ତିଆରି କରିବାକୁ […]

  • Thursday, 01 July 2021
pr
ଭାଣିଜୀ ସହ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା!

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ […]

  • Thursday, 01 July 2021
ayodhya
ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା

ଲକ୍ଷ୍ନୌ: ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଦୀପାବଳି ପୂର୍ବରୁ ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକିତ ହୋଇଛି ଅଯୋଧ୍ୟା। ଯୁଆଡ଼େ ଦେଖିବେ ସିଆଡ଼େ ରାମଙ୍କ ସ୍ମୃତି ଚାରଣ, ବୀରତ୍ୱର ପ୍ରତିକ। ରାମ ଚରିତ ମାନସର ବିଭିନ୍ନ କାହାଣୀକୁ ଆଲୋକରେ ଲୋକଙ୍କୁ ଦର୍ଶା ଯାଇଛି। ସରଯୁ ନଦୀ କୂଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ନଦୀରେ ସ୍ୱତନ୍ତ୍ର ଅଳତୀ ଓ ଦୀପତ୍ସୋବ ପାଇଁ ବିଶେଷ ଆୟୋଜନ ହୋଇଛି। ଏଥର ସରଯୁ ନଦୀ କୂଳ ରାମ୍‌ କି ପେଡ଼ିରେ ୫ ଲକ୍ଷ ୫୧ […]

  • Thursday, 01 July 2021