ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି । ଗତ ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୧୪ ଦିନିଆ ହେପାଜତକୁ ପଠାଯାଇଥିଲା। ତେବେ ଗିରଫ ପରେ କରୋନା ଦୃଷ୍ଟିରୁ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ […]
ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍ରେ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍ପେନ୍ସ। ଏବେ ବି ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି […]
ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି ଦିଏ, କିନ୍ତୁ ପର ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏା ଏଭଳି ସ୍ଥିତିରେ ଦୀପାବଳିକୁ ଶାନ୍ତି ଓ ସୁରକ୍ଷିତ ତଥା ପ୍ରଦୁଷଣମୁକ୍ତ ପାଳନ କରିବା ପାଇଁ […]