• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

putin
ରାଷ୍ଟ୍ରପତି ପୁଟିନଙ୍କର କ’ଣ ହୋଇଛି ? କାହିଁକି ତାଙ୍କର ଗୋଡ ଥରୁଛି ?

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ ମିଳିଛି । ଖବର ମୁତାବକ ପୁଟିନ ପାର୍କିନସନ୍ସ ରୋଗ (Parkinsons disease)ରେ ପୀଡ଼ିତ ହୋଇଛନ୍ତି। ପରିସ୍ଥିତି ଏପରି ହେଉଛି ଯେ, ସେ ଜାନୁଆରୀରେ ରାଷ୍ଟ୍ରପତି ପଦ ଛାଡି ପାରନ୍ତି । ଏହି ରିପୋର୍ଟ ଅନୁଯାୟୀ, ୬୮ ବର୍ଷିୟ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା  ଦେଖି ତାଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଆଲିନା କାବାଭା ତାଙ୍କୁ ଅବସର ନେବା ପାଇଁ ଅନୁରୋଧ କରିଛନ୍ତି। ନିକଟରେ […]

  • Thursday, 01 July 2021
arnaba
ଜେଲ୍ ହାଜତକୁ ଗଲେ ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି । ଗତ ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୧୪ ଦିନିଆ ହେପାଜତକୁ ପଠାଯାଇଥିଲା। ତେବେ ଗିରଫ ପରେ କରୋନା ଦୃଷ୍ଟିରୁ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ […]

  • Thursday, 01 July 2021
movie
ଆଜି ରିଲିଜ୍‌ ହେବ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍‌ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍‌ପେନ୍ସ। ଏବେ ବି ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି […]

  • Thursday, 01 July 2021