• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kalapani
ଯୁକ୍ତିତର୍କ ଲାଗି ଦୁଇ ଭାଇଙ୍କ ଜୀବନ ଗଲା

ଯାଜପୁର: ସାମାନ୍ୟ ଘଟଣାରୁ ଯୁକ୍ତିତର୍କ। ଆଉ ଯୁକ୍ତତର୍କରୁ ଦୁଇ ଭାଇଙ୍କ ଡବଲ ମର୍ଡର ଭଳି ଜଘନ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହ୍ଲାର ସାହିର। ମୃତକ ହେଲେ ବଡ଼ ଭାଇ ନଣ୍ଡା ମାଙ୍କେଡ଼ାଇ ଓ ସାନ ଭାଇ ରସିକ ମାଙ୍କେଡ଼ାଇ। ମଜୁରି ଦିଆନିଆକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପ୍ରଥମେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ଜୀବନ ଯାଇଥିବା ବେଳେ ପରିବାରର ଅନ୍ୟ ଲୋକଙ୍କ ନିସ୍ତୁକ ମାଡ଼ରେ ସାନ ଭାଇର […]

  • Sunday, 04 July 2021
baijayanta panda
ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡ଼ା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  ଧୋୟା ଅଞ୍ଚଳର ମାନପୁର, ସଂସିଧା, ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁଗୁଡ଼ିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ପେତପଡ଼ା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ […]

  • Sunday, 04 July 2021
swargdwara
ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା

ପୁରୀ: ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା। ସେପ୍ଟେମ୍ବର ୩୦ ଯାଏ କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ।    ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବା ମନା କରାଯାଇଥଲା। ଏଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଉ ଆଜି ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ। କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ। ରାଜ୍ୟ ସରକାରଙ୍କ […]

  • Sunday, 04 July 2021
anubhab
ବନ୍ୟାଞ୍ଚଳ ଦେଖିବାକୁ ଯାଇଥିଲେ ଅନୁଭବ; ଘେରିଗଲେ ଲୋକେ

କେନ୍ଦ୍ରାପଡ଼ା; ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ସାଂସଦଙ୍କୁ ଦେଖିବା ପରେ ତାଙ୍କୁ ଘେରି ଯାଇଥିଲେ ବନ୍ୟା ପୀଡ଼ିତ। ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ପ୍ରକାଶ ମଧ୍ୟ […]

  • Sunday, 04 July 2021
coronavirus-1
ରାଜ୍ୟରେ ସୁସ୍ଥ ହେଲେ ୩୪୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩ ଓ ମୟୂରଭଞ୍ଜରୁ ୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ […]

  • Sunday, 04 July 2021
floood odisha
ନଈ ବଢ଼ି ଠାରୁ ବିପତ୍ତି ନାହିଁ: ବୁଡ଼ିଛି ଘରଦ୍ୱାର, ବନ୍ଦ ରହିଛି କାରବାର

ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି ରାସ୍ତା କଡ଼ରେ ଏକ ଅଟୋ ଡାଲା ପାଲଟିଛି ଅସ୍ଥାୟୀ ବାସ। ଯାହା ତଳେ ୫ ପ୍ରାଣୀ କୁଟୁମ୍ବଙ୍କ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। କାରଣ ତାଙ୍କ ଘରେ […]

  • Sunday, 04 July 2021
weather-odisha
ଘୂର୍ଣ୍ଣିବଳୟ ପ୍ରଭାବ; ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା। ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଅନୁଗୁଳ ଓ ବାଲେଶ୍ୱର। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ସମ୍ବଲପୁର, ଗଜପତି ଓ ବରଗଡରେ ବି […]

  • Sunday, 04 July 2021
VIGILANCE
IIC ଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଜଳେଶ୍ୱର: ଜଳେଶ୍ୱର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବେଆଇନ୍‌ ସମ୍ପତ୍ତି ଜବତ କରିବାକୁ ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରାଯାଇଥିଲା। ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ ସହିତ କଟକ […]

  • Sunday, 04 July 2021
pg-exam
UG ଅଫ୍‌ଲାଇନ୍‌ରେ ଓ PG ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର UG/PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। UG ପରୀକ୍ଷା ଅଫ୍‌ଲାଇନ୍‌ରେ ମଲ୍‌ଟିପଲ୍ ଚଏସ୍(OMR) ଦ୍ୱାରା ହେବାକୁ ଥିବା ବେଳେ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। UG ପରୀକ୍ଷା ୯ ଜିଲ୍ଲାର ୨୭୮ କଲେଜ୍‌ରେ ହେବ। ଏଥର ୫୦,୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି […]

  • Sunday, 04 July 2021
deadbdy
ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ; ଚାଲିଗଲା ମହିଳାଙ୍କ ଜୀବନ

ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ। ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ବି କରିଥିଲେ। କିନ୍ତୁ ଗତ ୫ ଦିନ ହେଲା ଗାଁକୁ ବନ୍ୟାଜଳ ଘେରି ରହିଛି । […]

  • Sunday, 04 July 2021
rani panda
ପାଣିରେ ପଶି ବନ୍ୟା ବିପନ୍ନଙ୍କ କଥା ବୁଝିଲେ ଅଭିନେତ୍ରୀ ରାନୀ ପଣ୍ଡା

ଯାଜପୁର: ବନ୍ୟା ଭଳି ବିପତ୍ତିରେ ବିପନ୍ନଙ୍କ ସହିତ ଠିଆ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା। ଏହା ସହିତ ପୀଡ଼ିତଙ୍କୁ ସେ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁକୁ ଯାଇ ବନ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ରାନି। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ବପିନ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି। ଲୋକଙ୍କୁ ଦୁର୍ଦ୍ଦଶା ଦେଖି ସେ ଭାବପ୍ରବଣ ହେବା ସହିତ ପୀଡ଼ିତଙ୍କୁ ରିଲିଫ ବଣ୍ଟନ କରିଥିଲେ ରାନୀ। ଯାତ୍ରାରେ […]

  • Sunday, 04 July 2021
rain
Weather Update In Odisha: ଏହିସବୁ ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଆଜି କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ,ଖୋର୍ଦ୍ଧା, ବଲାଙ୍ଗିର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, […]

  • Sunday, 04 July 2021
‘ଭତ୍ତା ଟଙ୍କା ନ ଦେବାରୁ ମାଡ଼ ମାରିଲେ ପୁଅ-ବୋହୂ’

କାମାକ୍ଷାନଗର: ବୃଦ୍ଧା ମାଆ ଓ ମାନସିକ ଅନଗ୍ରସର ଭଉଣୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ହୋଇଛି।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗାଁରୁ ଏଭଳି ଅଭିଯୋଗ ଆସିଛି। ୭୦ ବର୍ଷୀୟା ବୃଦ୍ଧା ରସ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମାନସିକ ଅନଗ୍ରସର ଝିଅ ପାଉଥିବା ଭତ୍ତା ଟଙ୍କା ଓ ମିଳୁଥିବା ୫ କେଜି ଚାଉଳକୁ ପୁଅ-ବୋହୂ ମାଡ଼ ମାରି ଜୋରଜବରଦସ୍ତ ନେଇଯିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ପୁଅ-ବୋହୂଙ୍କ ନାଁରେ ଅଭିଯୋଗ ଆଣି […]

  • Sunday, 04 July 2021
ଦୁର୍ଘଟଣାରେ ବିଜେଡି ନେତାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଦୁର୍ଘଟଣାରେ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କାଲି ରାତିରେ ଦୀପ୍ତିକାନ୍ତ କାର୍‌ରେ ଘରକୁ ଫେରୁ ଥିଲେ। ଏହି ସମୟରେ ଟିକନପୁର-ବେଉଳ ରାସ୍ତା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବନ୍ୟା ପାଣି ଭିତରକୁ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Sunday, 04 July 2021
ଭିଜିଲାନ୍ସ ଜାଲରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର

ଝାରସୁଗୁଡ଼ା/ଢ଼େଙ୍କାନାଳ: ଭିଜିଲାନ୍ସ ଜାଲରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କୋଅପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏହି ଚଢ଼ଉ କରିଛି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପଟେଲଙ୍କ ଝାରସୁଗୁଡା ସ୍ଥିତ କ୍ୱାର୍ଟର୍ସ ସମେତ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। କୁଲାବିରା ବ୍ଲକ ଅନ୍ତର୍ଗତ ସମାସିଙ୍ଘା ବେଲମୁଣ୍ଡାରେ ଥିବା ଦିଲୀପଙ୍କ ପୈତୃକ ଘର, ବ୍ରଜରାଜନଗରରେ ଥିବା ମ୍ୟୁନିସିପାଲଟି ଅଫିସ, ଝାରସୁଗୁଡା […]

  • Sunday, 04 July 2021
ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ବସ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା: ଚଣ୍ଡିଖୋଲ-ପାରଦୀପ ରାସ୍ତା ଏନ୍ଏଚ୍- ୫ (କ) ହଳଦିଆପଡ଼ା ରାଧାଭାଟି ନିକଟରେ  ଏକ ଦୁର୍ଘଟଣାରେ ଜଣେ ସ୍କୁଟି‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ ବସ୍‌କୁ ଜାଳି ଦେଇଛନ୍ତି। ବସ୍‌ଟି କୋଲକାତାରୁ ପାରାଦୀପ ଯାଉଥିଲା। ଏହି ସମୟରେ ହଳଦିଆପଡ଼ା ରାଧାଭାଟି ନିକଟରେ ବସ୍‌ଟି ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ମୃତକ ଜଣକ ସ୍ଥାନୀୟ ହଳଦିଆଗଡ଼ାରେ ଏକ […]

  • Sunday, 04 July 2021
rain in odisha
୨୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସକ୍ରିୟ ମୌସୁମୀ ଯୋଗୁ ୨୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ […]

ଝରଣା ପଥର ସନ୍ଧିରେ ଫସିଗଲା ୫ ବର୍ଷ ଶିଶୁର ଗୋଡ଼

ବୌଦ୍ଧ: ଝରଣା ପଥର ସନ୍ଧିରେ ଫସିଗଲା ୫ ବର୍ଷ ଶିଶୁର ଗୋଡ଼। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟରେ ଥିବା ଝରଣା ପଥର ସନ୍ଧିରେ ଜଣେ ୫ ବର୍ଷ ଶିଶୁର ଗୋଡ଼ ଫସି ଯାଇଥିବା ସୂଚନା ମିଳିଛି। ଶିଶୁଟିର ନାଁ ନୀଳମଣି ନାୟକ। ସୂଚନା ଅନୁସାରେ, ଆଜି ସକାଳେ ନୀଳମଣି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଗାଁ ପାଖ ଝରଣା ନିକଟକୁ ଯାଇଥିଲା। ଗାଧୋଇଲା ବେଳେ କୌଣସି କାରଣରୁ ତାଙ୍କ ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଖବର […]

  • Sunday, 04 July 2021
beach
ପୁରୀ ବେଳାଭୂମି 'ବ୍ଲୁ ଫାଗ୍' ମାନ୍ୟତା ପାଇଁ ମନୋନୀତ

ଭୁବନେଶ୍ୱର: ପୁରୀ ବେଳାଭୂମି ‘ବ୍ଲୁ ଫାଗ୍’ ମାନ୍ୟତା ପାଇଁ ମନୋନୀତ। ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରାଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। […]

  • Sunday, 04 July 2021
baijaynt-panda
ନଦୀବନ୍ଧ କାମ ଦୁର୍ବଳ ହୋଇଛି: ବୈଜୟନ୍ତ

କେନ୍ଦ୍ରାପଡ଼ା: ନଦୀବନ୍ଦ କାମ ଦୁର୍ବଳ ହୋଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ବେଣିପୁର ଘାଇର ନଦୀବନ୍ଧ କାମ ଦୁର୍ବଳ ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଓ ମହକାଳପଡ଼ାରେ ବନ୍ୟାଞ୍ଚଳ ପରିଦର୍ଶନ ଅବସରରେ ସେ ଏ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କିଛି ମାସ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବନ୍ଧ ହୋଇଥିବା କୁହାଯାଉଛି। ଲୋକଙ୍କ ଅଭିଯୋଗ ନେଇ ତଦନ୍ତ […]

  • Sunday, 04 July 2021
odissey
ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ। ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପ୍ରେସ୍ ମିଟ୍‌ରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ। ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ପାରିତ। ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବ ମଂଜୁର। ରାଜ୍ୟ […]

  • Sunday, 04 July 2021
fertlizer
'ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ସାର ରହିଛି'

ଭୁବନେଶ୍ୱର: ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବ। ଏଯାବତ ୬.୧୫ ଲକ୍ଷ ମେଟ୍ରିକ ଟନ୍ ଆସିଛି, ୟୁରିଆ ଅଭାବ ହେବନି। ଏନେଇ କୃଷି କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବିଭାଗୀୟ ସଚିବ ସୌରଭ ଗର୍ଗ। ସେ କହିଛନ୍ତି ଯେ, ଏ ବର୍ଷ ୯୯୬୫ କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯାଇଛି। ଧାନ ସହ ଅନ୍ୟ ଫସଲ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ନୂଆ ହେଲ୍ପଲାଇନ ନମ୍ବର ୧୫୫୩୩୩ରେ କୃଷି ପରାମର୍ଶ ମିଳିବ। ସେହିପରି […]

  • Sunday, 04 July 2021
university
ଏଣିକି ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବାକୁ ସ୍ଥିର ହୋଇଛି। ଏ ସଂକ୍ରାନ୍ତ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ […]

  • Sunday, 04 July 2021
ଭିଜିଲାନ୍ସ ଜାଲରେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ରମେଶ ଚନ୍ଦ୍ରଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଥିବା ଜଣାପଡ଼ିଛି। ସେ ପରିବାର ସଦସ୍ୟଙ୍କ ସହ ଅନେକ ଥର  ବିଦେଶ ଗସ୍ତ କରିଥିବା […]

  • Sunday, 04 July 2021
କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ହାଣିଲେ ଦୁର୍ବୃତ୍ତ

କଟକ: କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ୍ ହାଡ଼ିଆକୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସତୀଚଉରା ନିକଟ ଇପ୍‌ସାର୍‌ ଗଡ଼ା ନିକଟରେ ଗତକାଲି ଦୁଇରୁ ତିନି ଜଣ ଦୁର୍ବୃତ୍ତ ଆସି ହାଡ଼ି‌ଆ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡରେ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ଛାନଭିନ୍ ଆରମ୍ଭ କରିଛି। ମୃତ ହାଡ଼ିଆ ନାଁରେ ବିଭିନ୍ନ ଥାନାରେ […]

  • Sunday, 04 July 2021