• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

malkangiri
ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ସଡକ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି। ମାଲକାନଗିରି-କାଲିମେଳା ରାସ୍ତାର ବଦଳି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମେଘନାଦ  ଦାସ ଓ ସାମଲ ସେନ୍। ସେମାନଙ୍କ ଘର ଏମ୍‌ପିଭି ୧୩ ଗାଁରେ ବୋଲି ଜଣାପଡ଼ିଛି। ବଦଳି ଛକ ନିକଟରେ ବାଇକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ମେଘନାଦ ଓ ସାମଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ […]

  • Saturday, 10 July 2021
atm
ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ

ସୋର(ଶଶିକାନ୍ତ ବେହେରା): ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ୍ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ହୋଇଥିବା ଏଟିଏମ୍ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। […]

  • Saturday, 10 July 2021
banya
ବଡ଼ ବନ୍ୟାର ଭୟ ନାହିଁ-ଆଶ୍ୱାସନା ଦେଲେ ସଚିବ

ଭୁବନେଶ୍ୱର: ମହାନଦୀରେ ସୃଷ୍ଟି ହେବ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି। ଆଜି ବର୍ଷା ପରିମାଣ ହ୍ରାସ ପାଇଥିବାରୁ ନଦୀର ଜଳସ୍ତର କମିବାରେ ଲାଗିଛି। ତେଲନଦୀ ଜଳସ୍ତର ହ୍ରାସ ପାଉଛି। ବନ୍ୟାସ୍ଥିତିରେ ସୁଧାର ଆସୁଛି। ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା। ବର୍ଷାର ପରିମାଣକୁ ନେଇ କଟକ ମୁଣ୍ଡଳିରେ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ।  ଖଇରମାଳରେ ଗତକାଲି ମଧ୍ୟରାତ୍ରିରେ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।  ସେଠାରେ ଧୀରେ ଧୀରେ […]

  • Saturday, 10 July 2021
pm modi
ମୋଦିଙ୍କ ଫୋକସ୍‌ରେ ଓଡ଼ିଶା; କାଲି ପୁଣି ଆସିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୁଣି ଓଡ଼ିଶା ଗସ୍ତରେ ଆସିବେ। ପ୍ରଥମେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ […]

  • Saturday, 10 July 2021
fire
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଢିପସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିବା ପରେ ଏନେଇ ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେଇଥିଲେ। ଦଶପଲ୍ଲାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

  • Saturday, 10 July 2021
indipendence day-1
ରାଜ୍ୟସ୍ତରୀୟ ପରେଡ ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଦିନକ ପରେ ୭୩ତମ ସ୍ୱାଧୀନତା ଦିବସ।  ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରଥମଥର ପାଇଁ ହେଉଛି ରାଜ୍ୟସ୍ତରୀୟ ପରେଡ୍ । ଜୋରସୋରରେ ଚାଲିଛି ପ୍ରସ୍ତୁତି। ପରେଡ ପାଇଁ ବିଭିନ୍ନ ଟ୍ରୁପ୍ ଫୁଲଡ୍ରେସ ରିହରସାଲ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଖୋଦ ପୋଲିସ ଡ଼ିଜିଙ୍କ ଉପସ୍ଥିତିରେ ଆଜି ରିହରସାଲ ଚାଲିଛି । ଏଥର ମୋଟ ୪ଟି ଟ୍ରୁପସ୍ ପରେଡରେ ସାମିଲ ହେବେ।  ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ସାମିଲ ହେବେ। […]

  • Saturday, 10 July 2021
rukuna-rath
ଭାଙ୍ଗିଲା ପରମ୍ପରା, ଦ୍ୱିତୀୟ ଦିନରେ ବି ଅଟକିଲା ରୁକୁଣା ରଥ

ଭୁବନେଶ୍ୱର: ଭାଙ୍ଗିଲା ପରମ୍ପରା। ଦ୍ୱିତୀୟ ଦିନରେ ବି ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଦୁଇଦିନ ରଥଟଣା ପରେ ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିଲାନି ରୁକୁଣା ରଥ। ଅସୁର କିଆରୀ ନିକଟରେ ରୁକୁଣା ରଥ ଅଟକିଛି। ଶନିବାର ମାତ୍ର କିଛି ମିଟର ଆସିବା ପରେ ରଥଟି ଅଟକିଥିଲା। ତେବେ ଗତକାଲି ବି ରଥଟଣା ଶେଷ ହୋଇ ନ ପାରିବାରୁ ଆଜି ପୁଣି ରଥ ଟଣାଯିବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • Saturday, 10 July 2021
puri
ଶ୍ରୀମନ୍ଦିର ପରିସରରୁ ଲୁଟ୍‌ ଘଟଣାରେ ନାବାଳକ ଗିରଫ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ପରିସରରେ ହୋଇଥିବା ଲୁଟ୍‌ ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲିସ୍‌ ବ୍ରହ୍ମଗିରି ଅଞ୍ଚଳରୁ ଜଣେ ନାବାଳକଙ୍କୁ ଗିରଫ କରିଛି। ପୁଲିସ୍‌ ତା’ ନିକଟରୁ ୧୬ ହଜାର ୩୬୧ ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି। ନାବାଳକ ଜଣକ କୋଇଲି ବୈକୁଣ୍ଠ ନିକଟ ସୁଆରମହାସୁଆର ନିଯୋଗର ଅନ୍ନଦାନ ଆଟିକା କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର  ଦକ୍ଷିଣ ଦ୍ୱାର ନିକଟରେ ଥିବା ରାମ ମନ୍ଦିର ଲୁଟ ଘଟଣାରେ ସଂପୃକ୍ତି ଥିବା ଜଣାପଡ଼ିଛି। ତେବେ […]

  • Saturday, 10 July 2021
cjora-1
ଚୋର ଭାବି ଯୁବକଙ୍କୁ ଛେଚିଲେ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋର ଭାବି ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଯାତ୍ରୀ। ରେଳବାଇ ପୁଲିସ୍‌ ଉକ୍ତ ସମୟରେ ଉପସ୍ଥିତ ଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ସୂଚନା ଅନୁସାରେ, ଆଜି ଜଳେଶ୍ୱର ରେଳ ଷ୍ଟେସନରେ କେତେକ ଯାତ୍ରୀ  ଖଡ଼ଗପୁର-ଭଦ୍ରକ ଟ୍ରେନରେ ଚଢ଼ିଥିଲେ। ଏହି ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ ହଜି ଯାଇଥିଲା।  ଏହା ଦେଖି ନିକଟରେ ବୁଲୁଥିବା ଜଣେ ଯୁବକଙ୍କୁ ଅନ୍ୟ ଯାତ୍ରୀମାନେ ଚୋର ଭାବି କାବୁ କରି […]

  • Saturday, 10 July 2021
dadan
ମଧୁଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପତ୍ନୀ

କୋରାପୁଟ: କେରଳର ପାନିମାଟମରେ  ଓଡ଼ିଆ ଶ୍ରମିକ ମଧୁ କ୍ରିର୍ସାନୀଙ୍କ ମୃତ୍ୟୁ ଘଟିଛି । ଇତି ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର ମରଶରୀର ଗାଁକୁ ଆସି ପାରୁନାହିଁ। ଗୋଟିଏ ପଟେ ଘରର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ, ଅନ୍ୟ ପଟେ ଶବ ଆସିପାରୁ ନ ଥିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ବାପା ଆଉ ନାହାନ୍ତି ବୋଲି ଜାଣିଲେ ବି ତାଙ୍କ ଫେରିବା ବାଟକୁ ଚାହିଁ ବସିଛି କୁନି ପୁଅ। କୋରାପୁଟ ଜିଲ୍ଲା ଲମତାପୁଟ […]

  • Saturday, 10 July 2021
bjp
ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିବ। ଯୁବମାରଣ ନୀତି ଏବଂ ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଦଳ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି।

  • Saturday, 10 July 2021
series bomb blast
ପାତ୍ରପଡ଼ା ସିରିଜ୍ ବୋମାମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଏବେବି ଦୁଇ ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା ସିରିଜ୍ ବୋମାମାଡ଼ ଘଟଣାରେ କମିଶନରେଟ୍‌ ପୁଲିସ୍‌କୁ ସଫଳତା ମିଳିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁ ନାଏକକୁ ମଞ୍ଚେଶ୍ୱର ଥାନା ପୁଲିସ୍‌ ଗିରଫ କରିଛି। ଏହି ଘଟଣାରେ ବାବୁ ନାଏକ ମାଷ୍ଟର୍‌ମାଇଣ୍ଡ୍‌ ବୋଲି ପୁଲିସ୍‌ କହିଛି। ଏଥିସହ ପୁଲିସ୍‌ ହାତରେ ସିସିଟିଭି ଫୁଟେଜ୍ ମଧ୍ୟ ଲାଗିଛି। ଗତ କିଛି ଦିନ ତଳେ ପାତ୍ରପଡ଼ାର ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବାବୁ ଓ ତା’ର ସହଯୋଗୀ ବୋମାମାଡ଼ କରିଥିଲେ। ଘଟଣା ଦିନ ତିନି ଜଣ […]

  • Saturday, 10 July 2021
foni
‘ଫୋନି’ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ

ଭୁବନେଶ୍ୱର: ୨୦୧୯ ମେ ୩ ତାରିଖରେ ଆସିଥିଲା ପ୍ରଳୟଙ୍କରୀ ବାତ୍ୟା ‘ଫୋନି’। ଏଥିରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ବାତ୍ୟା ମାଡ଼ରୁ ବର୍ତ୍ତିନଥିଲା ରାଜଧାନୀ ଭୁବନେଶ୍ୱର। ବାତ୍ୟା ‘ଫୋନି’ ଉଜାଡ଼ି ଦେଇଥିଲା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସବୁଜିମା। ଆଜି ବାତ୍ୟା ‘ଫୋନି’ର କ୍ଷୟକ୍ଷତି ସଂପର୍କରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ‘ଫୋନି’ ଦ୍ୱାରା ରାଜ୍ୟରେ ୨୪ ହଜାର ୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର […]

  • Saturday, 10 July 2021
highcourt
ସ୍ୟାଟ୍‌ ଉଚ୍ଛେଦ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ, ଆସନ୍ତାକାଲି ଶୁଣାଣି

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ)କୁ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। ସ୍ୟାଟ୍‌ ବାର ଆସୋସିଏସନ ପକ୍ଷରୁ ଏହି ମାମଲା କରାଯାଇଛି। ଆସନ୍ତାକାଲି ଏହାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ସ୍ୟାଟ୍‌ ଉଚ୍ଛେଦ ପାଇଁ ଗତକାଲି କେନ୍ଦ୍ର ସରକାର ଗେଜେଟ୍‌ ନୋଟିଫିକେସନ ଜାରି କରିଥିଲେ। ନୂଆ ବିଜ୍ଞପ୍ତିରେ ୧୯୮୬ ଜୁଲାଇ ୪ ତାରିଖରେ ଓଡ଼ିଶା ପ୍ରଶାସନିକ […]

  • Saturday, 10 July 2021
bhubaneswar
ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ବାହାରେ ଅଗ୍ନିକାଣ୍ଡ। ରେଳ ଷ୍ଟେସନ୍‌ର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସକାଳ ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗିବା ପରେ ବିଶ୍ରାମ ଗୃହ ଭିତରେ ଧୂଆଁ ପଶି ଯିବାରୁ ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବିଶ୍ରାମ ଗୃହ ନିକଟରେ ଥିବା ପ୍ଲାଷ୍ଟିକ୍‌ ସାମଗ୍ରୀରୁ […]

  • Saturday, 10 July 2021
thana
ଅପହୃତା ମହିଳାଙ୍କୁ ଛାଡ଼ିବା ପାଇଁ ୨ ଲକ୍ଷ ଦାବି କଲେ

ନବରଙ୍ଗପୁର: ଜଣେ ବିବାହିତା ମହିଳାଙ୍କୁ ଅପହରଣ କରି ୨ ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହର୍ତ୍ତା। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନାରଙ୍ଗପୁର ଗାଁରୁ। ନାରଙ୍ଗପୁର ଗାଁର ପ୍ରତିମା ନାଇକ ନାମ୍ନୀ ମହିଳା ୪ ବର୍ଷ ତଳେ ବିବାହ କରିଥିଲେ। ହେଲେ ସେ ଦୀର୍ଘ ଦିନ ଧରି ବାପ ଘରେ ରହି ଆସୁଥିଲେ। ତେବେ ତାଙ୍କୁ କେହି ଅପହରଣ କରି ୨ ଲକ୍ଷ ଟଙ୍କା ଦାବି କରୁଥିବା ପ୍ରତିମାଙ୍କ ବାପା ଚାନ୍ଦୁ ଘସିପୁରା […]

  • Saturday, 10 July 2021
jami
ଗାଁ ମଶାଣିରେ ଜାଗା ଦେବାକୁ ମନାକଲେ ମୁଖିଆ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଗାଁ ମଶାଣିରେ ଶବ ଦାହ କରିବାକୁ ମନାକଲେ ଗାଁ ମୁଖିଆ। ଉପାୟ ନ ପାଇ ଗାଁ ଠାରୁ ୧୦ କିଲୋମିଟର ଦୂର ନଦୀ ପଠାରେ ପରିବାର ଲୋକେ କଲେ ଶବ ଦାହ । ଏଭଳି ଅଭିଯୋଗ ଅସିଛି ବାଲେଶ୍ୱର ଜଳେଶ୍ୱର ବ୍ଲକ ଆମ୍ବଳିଅଠା ଗାଁରୁ। ଅଭିଯୋଗ ଅନୁସାରେ କିଛିମାସ ତଳେ ଗାଁର ଗିରିଜା ଜେନାଙ୍କ ସହ ଗାଁ ମୁଖିଆ ଓ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା । ସୋମବାର […]

  • Saturday, 10 July 2021
aug-15
ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ ଉତ୍ସବ

ଭୁବନେଶ୍ୱର: ଏଥର ଗାନ୍ଧୀ ମାର୍ଗ ନୁହେଁ, ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ଏହି ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ସତ୍ୟଜିତ ମହାନ୍ତି । ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ପରେଡ଼ ହେବ । ରାଜ୍ୟସ୍ତରୀୟ ପରେଡ଼ରେ ଭାଗନେବେ ମୋଟ ୪ଟି ଟ୍ରୁପ୍ । ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ ମଧ୍ୟ ଚଳିତ ପରେଡରେ ଭାଗ ନେବେ। ଏଥି ସହିତ ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ […]

  • Saturday, 10 July 2021
kalia
କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ବାଦ୍‌ ପଡ଼ିବେ କାଳିଆ ଅଯୋଗ୍ୟ ହିତାଧିକାରୀ। କାଳିଆ ଯୋଜନାରେ ଚାଷୀଙ୍କ ତାଲିକାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କୃଷି ସଚିବ ସୌରଭ ଗର୍ଗ। ରାଜ୍ୟରେ ଏହି ଯୋଜନାରେ ସାମିଲ ହୋଇଥିବା ୫୧ ଲକ୍ଷ ହିତାଧିକାରୀଙ୍କ ନାଁ ୱେବ୍‌ସାଇଟରେ ଅଛି। ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି। ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ସାମିଲ ହୋଇଛନ୍ତି। ତେବେ ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ଏବଂ ସେମାନଙ୍କୁ ଯୋଜନାରୁ ବାଦ […]

  • Saturday, 10 July 2021
snake
କୁକୁଡ଼ା ଘରେ ୧୦ ଫୁଟର ଅଜଗର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସେରପାଲୀ ଗାଁରେ ଅଜୟ ବୁରୁଦାଙ୍କ ଘର।  ଅଜୟ ତାଙ୍କ ଘରେ ଏକ କୁକୁଡ଼ା ଫାର୍ମ କରିଥିଲେ।  ଆଜି ସକାଳେ ହଠାତ୍‌ କୁକୁଡାମାନେ ଜୋରରେ ରାବି ଉଠିଥିଲେ। କ’ଣ ହେଲା ବୋଲି ପରିବାର ଲୋକେ କୁକୁଡ଼ା ଘରକୁ ଦୌଡ଼ି ଯାଇଥିଲେ। ହେଲେ ସେଠାରେ ଯାହା ଦେଖିଲେ ସେମାନଙ୍କର ହୋସ୍‌ ଉଡ଼ିଗଲା। ବିରାଟ ଏକ ଅଜଗର କୁକୁଡ଼ା ଘରେ ପଶିଯାଇଛି। କୁକୁଡ଼ା ଖାଇବା ପାଇଁ ସାପଟି ପଶି ଆସିଥିବା ଅନୁମାନ କରାଯାଉଛି। ଅଜଗରର ଲମ୍ବ ପ୍ରାୟ ୧୦ […]

  • Saturday, 10 July 2021
Capture
ହୀରାକୁଦ ଜଳଭଣ୍ଡାର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପରିଚାଳନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଛତିଶଗଡ଼ର ନିୟୁ ରାୟପୁରରେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ହେଉଛି । ଏହି ଅନ୍ତଃରାଜ୍ୟ ବୈଠକରେ ହୀରାକୁଦ ଜଳ ଭଣ୍ଡାରରେ ବନ୍ୟା ଜଳ ପରିଚାଳନା ଓ ନିୟନ୍ତ୍ରଣ ନେଇ ଆଲୋଚନା ହେବ। ଜଳଭଣ୍ଡାରରେ ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନ ନେଇ ଦୁଇ ରାଜ୍ୟର ଅଧିକାରୀ ତଥ୍ୟ ଆଦାନ ପ୍ରଦାନ କରିବେ । ଏହାସହ ବନ୍ୟାଜଳ ନିୟନ୍ତ୍ରଣ ଓ ନିଷ୍କାସନ […]

  • Saturday, 10 July 2021
accident
ଟ୍ରକ୍‌-ବୋଲେରୋ ମୁହାଁମୁହିଁ ଧକ୍କା; ୪ ମୃତ, ୬ ଗୁରୁତର ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର କାତ୍ତିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ […]

  • Saturday, 10 July 2021
yogesh
କଂଗ୍ରେସ ଛାଡ଼ିଲେ ଯୋଗେଶ ସିଂହ

ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି କହିଛନ୍ତି। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ଗତକାଲି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିଲା। ବୁଧବାର ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫିୟତ୍‌ ଦେବା ପାଇଁ ୨୪ […]

  • Saturday, 10 July 2021
1234567
ପର କରିଦେଲେ ପୁଅ, ପାଇଖାନାରେ କଟୁଛି ଜୀବନ

ପୁରୀ:ବୋଝ ପାଲଟି ଯାଇଛି ମାତୃତ୍ୱ। ଚାରି ପୁଅ ଥାଇ ମଧ୍ୟ ମା’କୁ ରହିବାକୁ ଘର ଟିଏ ମିଳୁନି।  ଟଏଲେଟେରେ କଟୁଛି ଜୀବନ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ସାଉଲିଆ ଗାଁରେ।  ଧନୀ ମଲ୍ଲିକ । ବୟସ  ୮୨ ବର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ୪ ପୁଅଙ୍କୁ ମଣିଷ କରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ। ନିଜେ ଖଟି ପିଲାଙ୍କ ମୁହଁରେ ଆହାର ଦେଇଥିଲେ। ଏବେ ପିଲାମାନେ ବଡ଼ ହୋଇ ଯାଇଛନ୍ତି ଆଉ ନିଜେ […]

  • Saturday, 10 July 2021
Capture-1
କାର୍‌ରେ ରହିଗଲା ଭ୍ୟାନିଟି, ଡ୍ରାଇଭର ଗାଡ଼ି ନେଇ ପଳାଇଲା

ଯାଜପୁର:ଯାଜପୁରରେ ଅଭିନବ ଉପାୟରେ ଲୁଟ୍। କାର ଭଡ଼ାକରି ଯାଉଥିବାବେଳେ ରାସ୍ତାରେ ମହିଳାଙ୍କୁ ଛାଡ଼ି ତାଙ୍କ ଭ୍ୟାନିଟ୍‌ ବ୍ୟାଗ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟ୍ କରି ନେଇଛନ୍ତି ଦୁର୍ବୃତ୍ତ।  ଏଭଳି ଘଟଣା ଘଟିଛି ଯାଜପୁରର ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ। ଲୁଟ୍‌ର ଶିକାର ହୋଇଛନ୍ତି ନିରୁପମା ବିଶ୍ୱାଳ ନାମ୍ନୀ ଜଣେ ମହିଳା। ବାପାଙ୍କ ମୃତ୍ୟୁ ଖବର ପାଇ ସେ ଅନୁଗୁଳରୁ ବସ୍ ଯୋଗେ ମଙ୍ଗୁଳି ଛକକୁ ଆସିଥିଲେ। ପରେ ଏକ କାର ବୁକ୍ କରି ନିଜ ଘର ବାଲେଶ୍ୱର […]

  • Saturday, 10 July 2021