• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odia-puanku-guru-daitya
ଦେଶରେ ବଢ଼ୁଛି ଓଡ଼ିଆଙ୍କ ପତିଆରା, ଏଲଆଇସି MD ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର : ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ ଏକ ଗୌରବାନ୍ୱିତ କଲାପରି ଖବର ମିଳିଛି । ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ […]

  • Tuesday, 13 July 2021
collage (7)
ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର ପାରାଦ୍ୱୀପ(ରମାକାନ୍ତ ନାୟକ) : ରାଗରେ ପୋଲିସ ଗାଡି ଉପରେ କୋଇଲା ବୋଝେଇ ଟ୍ରକ ଚଢାଇ ଦେଲା ଡ୍ରାଇଭର । ଫଳରେ ପିସିଆର ଗାଡ଼ି ଓ ଗୋଟିଏ ବାଇକ କ୍ଷତିଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ପାରାଦ୍ୱୀପ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଭିଡ ନିୟନ୍ତ୍ରଣ କରୁଥିବା ବେଳେ କଟକ-ପାରାଦୀପ ପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ […]

patato
ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପାରାଦ୍ୱୀପ (ରମାକାନ୍ତ ନାୟକ) : ପ୍ରକୃତିର ଚମତ୍କାର । ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି ।  ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ […]

  • Tuesday, 13 July 2021
corona-tika
ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା

ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ […]

sulia-ptha
ଶୁଲିଆ ପୀଠରେ ପୁଣି ପଡ଼ିଲା ବଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ଭିତରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡ଼ିଛି । ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି ବଳି । ପରମ୍ପରା ଅନୁସାରେ ପୂଜା ପାଠ ପରେ ପ୍ରଥମେ ପାଟ ବୋଦାକୁ ବଳି ଦିଆଯାଇଛି । ତା ପରେ ମାନସିକଧାରୀମାନେ ନିଜେ ଆଣିଥିବା ପଶୁ ପକ୍ଷୀ […]

  • Tuesday, 13 July 2021
collage (6)
ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ଧାନ ମଣ୍ଡିରେ ଅବ୍ୟବସ୍ଥା . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ମୟୂରଭଞ୍ଜ : ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଳମଗାଡ଼ିଆ ପଞ୍ଚାୟତ ନାକଚିଡା ଗାଁରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଭଲ ନଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଆଣି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି ।  ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା […]

  • Tuesday, 13 July 2021
1pm-usuna-cauala
ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର

ଭୁବନେଶ୍ୱର : ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶାରୁ ଉତ୍ପାଦନ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ ନେବ କେନ୍ଦ୍ର । ୨୦୧୯-୨୦ରେ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ  ରବିରେ ୭୦ […]

  • Tuesday, 13 July 2021
accident
ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଗୋଡ଼ାପଦା ଗାଁର […]

  • Tuesday, 13 July 2021
coronavirus
କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି ।  ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।  […]

  • Tuesday, 13 July 2021
amanianku-jagiba-cctv
ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା

ଭୁବନେଶ୍ୱର( ଅତୁଲ୍ୟ ବାଉତ) : ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରା ଲଗାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି,  ଏଥିପାଇଁ ଟେଣ୍ଡର ଆବେଦନ ଶେଷ […]

winter
୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ନାହିଁ, କେଉଁ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ?

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହି ।  ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ତେବେ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ । ଝାରସୁଗୁଡ଼ା ଓ କନ୍ଧମାଳ […]

  • Tuesday, 13 July 2021
Live-loot
ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ, ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ଲୁଟେରା

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ)  : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି । ଅଭିଯୋଗ ଅନୁସାରେ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।  ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର […]

  • Tuesday, 13 July 2021
134109353_3820168034670336_8861673869264240414_n
ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ, ଘରୁ ତଡ଼ିଦେଲେ ପୁଅବୋହୂ

ସୋର (ଶଶିକାନ୍ତ ବେହେରା) : ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ । ଜୀବନର ସଞ୍ଜ ନଇଁ ଆସିଛି ।  ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଛିଡ଼ା ହେବା କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତିନାତୁଣୀଙ୍କ ସହ ଖେଳିବା କଥା, ସହି ସମୟରେ ବୁଢ଼ା ବରଗଛ ପାଲଟିଛି ସାହାଭରସା ।  ପରିଣତ ବୟସରେ ଅଲୋଡା ହୋଇପଡିଛନ୍ତି ବାପା ମାଆ । ରକ୍ତକୁ ପାଣି କରି ଗଢ଼ିଥିବା ସୁନାର ସଂସାର […]

  • Tuesday, 13 July 2021
news_210116_COLOUR_CAULI_FLOWER_PKG_SK
ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ

ବଣାଇ (ରଞ୍ଜିତ ଚୌଧୁରୀ)  : ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଧଳା ସବୁଜ ସହ ହଳଦିଆ ଓ ବାଇଗଣୀ ରଙ୍ଗର କୋବି ଚାଷ କରି ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ ସାହୁ । ଭିନ୍ନ ରଙ୍ଗର କୋବି ଦେଖିବାକୁ ସବୁଦିନ ତାଙ୍କ ବାଡ଼ିରେ ଲୋକଙ୍କ ଗହଳି ଲାଗୁଛି । ଯିଏ ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏବେ […]

  • Tuesday, 13 July 2021
collage (3)
ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ରେଳଧରଣାରେ କାମ କରୁଥିବା ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ଶ୍ରମିକ ଗୁରୁତର ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

  • Tuesday, 13 July 2021
bbsr-vaccine
କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ, ସଫେଇ କର୍ମଚାରୀ ବିରଞ୍ଚି ନାଏକଙ୍କୁ ଦିଆଗଲା ପ୍ରଥମ ଟିକା

ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର […]

hacked to death
ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ

ସୁନ୍ଦରଗଡ଼ : ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ। ଦୁଇଟି ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ସୁନ୍ଦରଗଡ଼ ତଳସରାରେ ଏଭଳି କିଛି ଘଟଣା ଘଟିଛି । ଗତକାଲି ଦୁଇ ବାଇକ୍ ଆରୋହୀଙ୍କୁ ଏକ ବୁଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ  ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ […]

  • Tuesday, 13 July 2021
supreme court
ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା : ଘଟଣାର ସିବିଆଇ ତଦନ୍ତ ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ମା’

ନୟାଗଡ଼ : ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।  ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମାଆ । ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି । ତେବେ ଏଥିରେ ପ୍ରଥମ […]

  • Tuesday, 13 July 2021
brain-maping
ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲା : ବ୍ରେନ୍ ମ୍ୟାପିଂ ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କଲା ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ନାବାଳକ ଅଭିଯୁକ୍ତ ଅମଙ୍ଗ ହେଉଛି । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି […]

TALENTED-GIRL
କୁନି ଓଠରେ ଶିବ ତାଣ୍ଡବ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ପ୍ରତିଭା କେବେ ଲୁଚି ରହେନା । କଅଁଳ ବୟସରେ କମାଲ କରୁଛନ୍ତି ବାଲେଶ୍ୱର କୁନି ଝିଅ ଅୟାନା ରାଉତରାୟ । ବୟସ ତାଙ୍କର ମାତ୍ର ୮ ବର୍ଷ, କିନ୍ତୁ ମନେ ରଖିଛନ୍ତି ଏକାଧିକ ଶ୍ଲୋକ ଓ ମନ୍ତ୍ର ।  ଅନର୍ଗଳ ଭାବେ ଗାଇ ପାରୁଛନ୍ତି ଶିବ ତାଣ୍ଡବ, ବିନାୟକଙ୍କ ଶ୍ଲୋକ ସମେତ ଅନେକ କିଛି । ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି  । ଇଣ୍ଟରନେଟ୍ […]

  • Tuesday, 13 July 2021
arnapurna
’ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ’

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣା‌ରେ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ପଡ଼ିବ ।  ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ୧ ଟଙ୍କାରେ ଖାଦ୍ୟ ଦିଆଯିବାରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ । କାହାକୁ ମାଗଣାରେ ଖାଦ୍ୟ ଦିଆଯାଉନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ତା ଛଡ଼ା ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ଦିଆଯିବା ଭୁବନେଶ୍ୱର ମହାନଗର ନିଗମର କଟକଣା ଭିତରେ ଆସୁନାହିଁ । ଗତକାଲି ବିନା ଅନୁମତିରେ ମାଗଣା […]

  • Tuesday, 13 July 2021
1
ସମାଜର ଟାହିଟାପରାକୁ ଖାତିର ନାହିଁ, ବାଇକରେ ଗାଁ ଗାଁ ବୁଲି ମାଛ ବିକ୍ରି କରି ପରିବାର ଚଳାଉଛନ୍ତି ମହିଳା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ । ଯୁଦ୍ଧଭୂମିରେ ହେଉ ଅବା କର୍ମଭୂମିରେ ମହିଳା ସବୁବେଳେ ଆଗରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି  ମଞ୍ଜୁ । ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି । ବୃତ୍ତି ଏ ମୋ ପୋଷେ କୁଟୁମ୍ବ ଭଳି ମୋଟର ସାଇକେଲରେ ମାଛ ବିକ୍ରି କରି ନିଜେ ସ୍ୱାବଲମ୍ବି ହୋଇ ପାରିଛନ୍ତି । ରୋଗିଣା ସ୍ୱାମୀର ଭରଣପୋଷଣ ଏବଂ ଦୁଇ ପୁଅଙ୍କୁ ଶିକ୍ଷିତ କରିବା […]

  • Tuesday, 13 July 2021
Sulia-Yatra
ପୁଣି ରକ୍ତରଞ୍ଜିତ ହେବ ସୁଲିଆ ପୀଠ, ଆସନ୍ତା ୧୯ରେ ବଲାଙ୍ଗିରରେ ପାଳନ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗୀରରେ  ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ଆସନ୍ତା ୧୯ରେ ପ୍ରସିଦ୍ଧ ସୁଲିଆ ଯାତ୍ରା ସମ୍ପନ୍ନ ହେବ । ଏ ନେଇ ଆଜି ଶୁଲିଆ ଯାତ୍ରା କମିଟୀ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ । ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟ‌ାରେ ପଶୁପକ୍ଷୀଙ୍କୁ ବଳି ପଡ଼ିଥାଏ […]

  • Tuesday, 13 July 2021
vaccine
ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ଟିକା !

ଭୁବନେଶ୍ୱର :  ମହମାରୀରୁ ମିଳିବ ମୁକ୍ତି, ରାଜ୍ୟକୁ ଆଜି ଆସୁଛି କରୋନା ସଞ୍ଜିବନୀ। ଆଜ ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ  ପହଞ୍ଚିବ ସିରମ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା । ତେବେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମେ ଟିକା ଦିଆଯିବ। ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ […]

  • Tuesday, 13 July 2021
high-crt
ପୁରୀ ହାଜତ ମୃତ୍ୟୁ ଘଟଣାକୁ ଅସ୍ୱୀକାର କଲେ ରାଜ୍ୟ ସରକାର

କଟକ(ଗୌତମ ପଣ୍ଡା) : ପୁରୀ ବାସେଳି ସାହି ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାରଙ୍କ ଅସ୍ୱୀକାର କରିଛନ୍ତି। ବାସେଳି ସାହି ଥାନା ମୃତ୍ୟୁ ଘଟଣା ହାଜତ ମୃତ୍ୟୁ ନୁହଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସରକାର କୋର୍ଟରେ ଦାଖଲ କରିଛନ୍ତି  । ତେବେ  ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି […]

  • Tuesday, 13 July 2021