• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

arrest
ଡାକ୍ତର ବେଶରେ ଲୁଟେରା, ବାନ୍ଧିଲା ପୋଲିସ୍‌

ଭୁବନେଶ୍ୱର: ପୋଲିସ୍‌ ହାତରେ ଧରାପଡ଼ିଲେ ନକଲି ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର କହି ଚିକିତ୍ସା କରିବା ସହ ଘରେ ପଶି ଲୁଟ୍‌ କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ନକଲି ଡାକ୍ତରଙ୍କ ନାଁ ସୂର୍ଯ୍ୟକାନ୍ତ ପଲେଇ। ପୁରୀ ଜିଲ୍ଲା ବଳଙ୍ଗାରୁ ସେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଦୀର୍ଘ ୩୩ ବର୍ଷ ଧରି ସୂର୍ଯ୍ୟକାନ୍ତ ଚୋରି କରି ଖସି ଯାଉଥିଲେ। ପୂର୍ବରୁ ମଧ୍ୟ ସେ ଭଦ୍ରକ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ତେବେ ବଳଙ୍ଗାରେ […]

  • Tuesday, 13 July 2021
ali
ସହରରେ ନୁହେଁ, ପଞ୍ଚାୟତ ହୋଇଥିବା ଶିଶୁ ଉଦ୍ୟାନକୁ ଦେଖି ଘଡ଼ିଏ ଅଟକି ଯାଉଛନ୍ତି ଲୋକେ

ଆଳି(ବନମାଳୀ ସାହୁ): ଫୁଲକୁ ଦେଖି ଯେ କେହି ଖୁସି ହେବା ସ୍ୱାଭାବିକ। ଫୁଲର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନପ୍ରାଣରେ ଅପୂର୍ବ ଆନନ୍ଦ ଭରିଦିଏ । ଆଉ ଶିଶୁ ଉଦ୍ୟାନରେ ବୁଲିବା ପାଇଁ କିଏ ବା ଭଲ ନପାଏ। ଅବସର ବିନୋଦନ ହେଉ ବା ଅବସାଦରୁ ମୁକ୍ତି। ଶିଶୁ ଉଦ୍ୟାନରେ ଟିକିଏ ବୁଲି ଆସିଲେ ସବୁ କ୍ଳାନ୍ତ ଆପଣା ଛାଏଁ ମେଣ୍ଟିଯାଏ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ବରୁଣା ପଂଚାୟତରେ ନିର୍ମିତ ହୋଇଥିବା ଶରତ ଦେବ ଶିଶୁ ଉଦ୍ୟାନର ଦୃଶ୍ୟ ଦେଖିଲେ […]

  • Tuesday, 13 July 2021
bijaya-panigrahi
’ତୁଳନାତ୍ମକ ଭାବେ ଅଧିକ ସଂକ୍ରମଣକାରୀ ବର୍ତ୍ତମାନର ଷ୍ଟ୍ରେନ୍’

ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ବର୍ତ୍ତମାନ ଯେଉଁ ଷ୍ଟ୍ରେନ୍ ଆସିଛି, ତାହା ଅଧତ୍କ ବେଗରେ ସଂକ୍ରମଣ କରୁଛି ରାଜ୍ୟରେ ୨୮ ଲକ୍ଷ ୬୬ ହଜାର ୨୫୨ ଜଣ ଟିକା ନେଇ ସାରିଲେଣି ଏବେ ଯେତିକି ଟିକା ଅଛି ଆଉ ୪ ଦିନ ଟିକାକରଣ କରିହେବ ଟିକା ନେବା ପରେ କେତେ ଜଣ ସଂକ୍ରମିତ ହୋଇଛନ୍ତି, ସେନେଇ ସର୍ଭେ ହେବ ରାଜ୍ୟରେ ଲୋକଙ୍କ ଭିତରେ ଆଣ୍ଟିବଡି ଡେଭଲପ୍ ହୋଇଛି ଭୁବନେଶ୍ୱର: ବର୍ତ୍ତମାନ […]

  • Tuesday, 13 July 2021
ginger
ବଢ଼ୁଛି ଅଦା ଚାଷୀଙ୍କ ଅସନ୍ତୋଷ : ୧୦୦ ଟଙ୍କାରେ ବିହନ କିଣି ୧୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ରୋଜଗାର ବୃଦ୍ଧି ଓ ଅଧିକ ଲାଭକୁ ଲକ୍ଷ୍ୟ ରଖି କୋରାପୁଟ ଜିଲ୍ଲାର ଚାଷୀ ଅଦା ଚାଷ କରିଥିଲେ । ଏଠାକାର ମାଟି ଅଦା ଚାଷ ପାଇଁ ଉପକୂଳ ହୋଇଥିବାରୁ ଏଠାରେ  ଅଦା ଚାଷ କରାଯାଏ । ଅଦା ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ କୌଣସି ବଜାର ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଅଦା ଚାଷୀ । ଅଧିକ ଟଙ୍କାରେ ଅଦା ବିହନ କିଣୁଥିବା ବେଳେ କମ୍ ଦାମରେ […]

  • Tuesday, 13 July 2021
assembly odisha
ଧାନ କିଣା ପ୍ରସଙ୍ଗରେ ପୁଣି ବିଧାନସଭାରେ ହୋହଲ୍ଲା

ଗୃହରେ ଉଠିଲା ଧାନ, ସୀମା ଓ ଖଣି ପ୍ରସଙ୍ଗ ୧୪ ଲକ୍ଷ ୭୨ ହଜାର ଚାଷୀଙ୍କ ପଂଜୀକରଣ ହୋଇଛି କିନ୍ତୁ କାଳିଆ ଟଙ୍କା ପାଇଛନ୍ତି ୩୪ ହଜାର ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର ଖଣି ସଂପର୍କିତ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସର ହୋହାଲ୍ଲା ସୀମାବର୍ତ୍ତୀ ଜିଲ୍ଲାରେ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ ଦାବି ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଛି ଧାନ କିଣା ପ୍ରସଙ୍ଗ । ଗୃହରେ ଏହି ପ୍ରସଙ୍ଗ ଉତଥାପନ କଲେ କଂଗ୍ରେସ ବିଧାୟକ ଦଳ ନେତା […]

  • Tuesday, 13 July 2021
electric-supply
ଆଲୋକୀକରଣ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ମୋହନା(ମିହିର ଜତି): ଜଳରୁ ବିଦ୍ୟୁତ ଉତ୍ପାଦନ କରି ଆଲୋକୀକରଣ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଏବେ ନଦୀ, ନାଳ ହେଉ ଅବା ପୋଖରୀ, ଯେଉଁଠି ଜଳ ଉତ୍ସ ରହିଛି ସେଠାରୁ ସହଜରେ ବିଦ୍ୟୁତ ଉତ୍ପାଦନ କରି ବିନା ଖର୍ଚ୍ଚରେ ବିଦ୍ୟୁତ ବିନିଯୋଗ କରିହେବ । ଏଭଳି ଏକ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଆରମ୍ଭ ହୋଇଛି ମୋହନାର ଜିରାଙ୍ଗ ବୌଦ୍ଧ ମନ୍ଦିରରେ । ତେବେ ଏନେଇ ସ୍ଥାନୀୟ ଲୋକେ ଖୁବ୍ ଖୁସି […]

  • Tuesday, 13 July 2021
Venkaiah_Naidu
ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର ପ୍ରଥମ ପାହାଚ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସଂଗଠିତ କରିଥାଏ ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତିଦାତା ହେବାକୁ  ଆହ୍ୱାନ ଦେଲେ ଶୃଙ୍ଖଳା, ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କଲେ ପୂର୍ବ ଏସୀୟ ଦେଶ ସହ ନୌବାଣିଜ୍ୟ ଥିଲା ମହାନ ପରମ୍ପରା   ଭୁବନେଶ୍ୱର : ଚରିତ୍ର ଗଠନ ସହ ଶିକ୍ଷା, ସଫଳ […]

  • Tuesday, 13 July 2021
temple
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି । ବଳଗଣ୍ଡି ସ୍ଥିତ ମାଉସୀ ମା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । […]

  • Tuesday, 13 July 2021
odisha
କାର୍ ଭିତରୁ କଙ୍କାଳ ମିଳିବା ଘଟଣା: ଆସିଲା ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ ଏକ ଜବତ କାର୍ ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା। ଏହାପରେ କଙ୍କାଳ ଦେଖି ଅଙ୍କା ଯାଇଥିବା ମହିଳାଙ୍କ ପ୍ରଥମ ସ୍କେଚ୍ ହସ୍ତଗତ ହୋଇଛି। ବେଙ୍ଗାଲୁରର ବିଶେଷଜ୍ଞଙ୍କ ଦ୍ୱାରା ମହିଳାଙ୍କ ସ୍କେଚ୍ ଅଙ୍କା ଯାଇଛି। ଏହି ସ୍କେଚ୍‌କୁ ଦେଖି ମହିଳାଙ୍କ ପରିଚୟ ହାସଲ ଲାଗି ପୋଲିସ୍ ଚେଷ୍ଟା କରିବ ବୋଲି ଜଣାପଡ଼ିଛି। କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇ […]

  • Tuesday, 13 July 2021
aparajita
ଭୁବନେଶ୍ୱରର ସମସ୍ୟା ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ବିଭିନ୍ନ ଅଭିଯୋଗ ଏବଂ ପ୍ରସ୍ତାବ ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରର ୫ ମନ୍ତ୍ରାଳୟକୁ ୧୦ଟି ପ୍ରସ୍ତାବ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଯାହାର ସବିଶେଷ ତଥ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ରଖିଛନ୍ତି। ଦେଶର ୯ଟି ସହରରେ ବାୟୋଟେକ୍‌ URJIT(University Research Joint Industry Translational) କ୍ଲଷ୍ଟର ସ୍ଥାପନ ହେବ। ସେଥିରୁ ଭୁବନେଶ୍ୱରରେ ଏକ URJIT କ୍ଲଷ୍ଟର୍ ସ୍ଥାପନ କରିବାକୁ ନେଇ କେନ୍ଦ୍ର ବିଜ୍ଞାନ ଓ […]

  • Tuesday, 13 July 2021
police-foundation-day
’ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ’

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ । ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା ପୋଲିସ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ପ୍ରୟାସ ପ୍ରଶଂସନୀୟ । ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସରେ ଏପରି କହିଛନ୍ତି ପୋଲିସ ଡିଜି ଅଭୟ । ପ୍ରତିଷ୍ଠା ଦିବସ ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦ ପୋଲିସ […]

  • Tuesday, 13 July 2021
jungle fire
ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

ଜଳୁଛି ଜଙ୍ଗଲ ।  ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗିଛି ନିଆଁ। ବାଲେଶ୍ୱର ରେମୁଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଗୋବିନ୍ଦପୁର, ପଚାଶଟି, ଖମଟଣା ଗାଁରେ ପ୍ରାୟ ୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗ୍ରାମବାସୀ ନିଆଁ ଆୟତ୍ତ କରିଥିବା ବେଳେ କିଛି ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି  । ସେହିପରି ବାଲେଶ୍ୱର ନୀଳଗିରି କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ଦେବଗିରି ପାହାଡ଼ରେ ଦୁଇ ଦିନ […]

  • Tuesday, 13 July 2021
died
ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଞ୍ଚଳରେ ଆଜି ଏକ ଅଘଟଣ ଘଟିଛି। ସ୍ୱେରେଜ୍‌ କାମ ଚାଲି ଥିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ‌ଆଜି ସକାଳେ ସ୍ୱେରେଜ୍‌ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କାମ କରିବାକୁ ଭିତରକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କୌଣସି ଅଘଟଣ ଘଟି ଶ୍ୱାସରୁଦ୍ଧ ହୋଇଥିଲା। […]

  • Tuesday, 13 July 2021
accident
ବାଇକ୍‌ରେ ଘରକୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ଜୀବନ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ୩ ଜଣ ହେଲେ- ଜଗନ୍ନାଥପୁର ଭୋଇସାହିର କୃଷ୍ଣଚନ୍ଦ୍ର ନାୟକ, ମୁନା ନାୟକ ଓ ଶ୍ୟାମ ସୁନ୍ଦର ସେଠୀ। ଦିଲ୍ଲୀପ ସେଠୀ ଓ ତାଙ୍କର ଜଣେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର […]

  • Tuesday, 13 July 2021
sarapanch
ଓଡ଼ିଆ ଜାଣି ନଥିବାରୁ ପୁଣି ଜଣେ ସରପଞ୍ଚଙ୍କ ହାତରୁ ଗଲା ପଦ

ବ୍ରହ୍ମପୁର: ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମରେ ଆଉ ଜଣେ ସରପଞ୍ଚଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ଓଡ଼ିଆ ଲେଖି ପଢ଼ି ଜାଣି ନଥିବା ସହ ପ୍ରାର୍ଥୀପତ୍ର ଦାଖଲ ସମୟରେ ସରପଞ୍ଚ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌. ଲଷ୍ମୀଙ୍କ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ ଜଜ୍। ୨୦୧୭ ମାର୍ଚ୍ଚରେ ସରପଞ୍ଚ ଏମ୍. ଲକ୍ଷ୍ମୀଙ୍କ ବିରୋଧରେ ଛତ୍ରପୁର […]

  • Tuesday, 13 July 2021
heat wave
ତାତିରେ ସିଝିବ ଓଡ଼ିଶା:୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା । ଝାଞ୍ଜି ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମପ୍ରବାହ ନେଇ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା,ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲା […]

fake journalist
ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ନିଜେ ଫସିଗଲେ

ଭୁବନେଶ୍ୱର: ଯେଉଁ ପ୍ଲାନ୍‌ରେ ଲୋକଙ୍କୁ ଠକୁଥିଲେ, ସେଇ ପ୍ଲାନ୍‌ରେ ଫସିଗଲେ ଯୁବକ। ଲୋନ୍‌ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ସାମ୍ବାଦିକଙ୍କୁ ସହିଦ ନଗର ପୋଲିସ୍ ଗତକାଲି‌ ଗିରଫ କରିଛି। ସମ୍ପୃକ୍ତ ଯୁବକ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ। ଏଥିରେ ତାଙ୍କୁ ୨ ଜଣ ଯୁବତୀ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନେ ମଧ୍ୟ ଲୋକଙ୍କୁ ଠକୁଥିଲେ। ହେଲେ ସେମାନଙ୍କର ଏହି ଠକାମି ଶେଷରେ ଧରାପଡ଼ି ଯାଇଥିଲା। ସୂଚନା […]

  • Tuesday, 13 July 2021
reena
ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହେଲେ ରୀନା ନାୟକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଘରେ ସାତ ବର୍ଷର ଝିଅ। କିନ୍ତୁ ମନ ଦେଶ ସେବା ପାଇଁ । ଶତ୍ରୁକୁ କଡ଼ା ଜବାବ ଦେବାକୁ ଯେପରି ପଣ କରିଛନ୍ତି। ଏଥିପାଇଁ ବିବାହର ୭ ବର୍ଷ ପରେ ବି ସବୁ ଶାରୀରିକ ଚାଲେଞ୍ଜକୁ ଅତିକ୍ରମ କରି ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଆଉ ସେଥିପାଇଁ ଦିନ ରାତି କଠିନ ପରିଶ୍ରମ କରିବାରେ ଲାଗି ପଡ଼ିଛନ୍ତି । ଶ୍ୱଶୁର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ହୋଇଥିବା […]

  • Tuesday, 13 July 2021
assembly
ଶୂନ୍ୟକାଳରେ ଉଠିଲା ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ : ପ୍ରତ୍ୟାହାର କରିବାକୁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ଶୂନ୍ୟକାଳରେ ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରସଙ୍ଗ ଉଠାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏ ନେଇ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ବିରୋଧୀ । ତେବେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ୧୫ ମିନିଟ ପାଇଁ […]

  • Tuesday, 13 July 2021
School-Drop
ପିଲା ଅଧାରୁ ସ୍କୁଲ୍‌ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ

ଭୁବନେଶ୍ୱର: ପିଲା ଅଧାରୁ ସ୍କୁଲ ଛାଡ଼ିବା ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ । ନବରଙ୍ଗପୁର ତଳକୁ ମାଲକାନଗିରି ରହିଥିବା ବେଳେ ଗଜପତି ରହିଛି ୩ୟ ସ୍ଥାନରେ । ଗତବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ଥିଲା ୧୧.୨୧ । ଆଉ ଏବର୍ଷ ନବରଙ୍ଗପୁରରେ ଡ୍ରପଆଉଟ ହାର ରହିଛି ୧୩.୩୫% । ସେହିଭଳି ମାଲକାନଗିରିରେ ୧୩% ଓ ଗଜପତି ଜିଲ୍ଲାରେ ୯.୩୮% ଡ୍ରପଆଉଟ ହାର ରହିଛି  । ରାଜ୍ୟର ଚଳିତ ବର୍ଷ ଡ୍ରପଆଉଟ୍ ହାର ୪.୭୫ ପ୍ରତିଶତ ରହିଥିବା […]

  • Tuesday, 13 July 2021
mushroom
ପରିବାର ପୋଷୁଛି ଛତୁ ଚାଷ,ଗାଁରେ ଘରେ ଘରେ ସଫଳ ଛତୁ ଚାଷୀ

କାମାକ୍ଷାନଗର(ବିଦ୍ୟାଧର ବରାଳ): ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଲୋକଙ୍କୁ ସ୍ୱାବଲମ୍ବୀ  କରିବା ସହ  ଗୁଜୁରାଣମେଣ୍ଟାଇ ପାରୁଛି ଛତୁ ଚାଷ । ସମଗ୍ର ଗାଁ ପାଲଟିଛି ଛତୁ ଚାଷର ସଫଳ ଗାଁ ।  ପ୍ରଥମେ ସଂଘର୍ଷ ଆଉ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଗାଁ ଲୋକେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁ । ଗାଁର ୬୦ ଭାଗ ଲୋକଙ୍କ ପ୍ରଧାନ ଜୀବିକା ହେଉଛି ଛତୁଚାଷ । ଖରିପ୍ ଋତୁରେ ଧାନ ଚାଷ […]

  • Tuesday, 13 July 2021
bjp
କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ? ନବୀନଙ୍କୁ ଖୋଜିବାକୁ ବାହାରିଲା ବିଜେପି, ପଛେପଛେ ଗଲା ବିଜେଡି

ଭୁବନେଶ୍ୱର: ୬ ଦିନ ହେଲା ହେଲା ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ବିଜେପି ନେତାମାନେ ହାତରେ ପ୍ଲାକାର୍ଡ ଧରି  ବିଧାନସଭାରୁ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିବାବେଳେ ବିଜେପି ସଦସ୍ୟଙ୍କ ପଛରେ ବିଜେଡି ନେତାମାନେ ମଧ୍ୟ ନବୀନ ନିବାସ ଯାତ୍ରା କରିଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି, ତାଙ୍କୁ ଖୋଜିବାକୁ ଯାଉଛୁ। […]

  • Tuesday, 13 July 2021
soumya ranjan patnaik
ବିଧାନସଭାକୁ ଯଦି ଚଲାଇ ପାରୁନୁ, ତା’ହେଲେ ଏଠି ରହିବା ପାଇଁ ଆମେ ଯୋଗ୍ୟ ନୁହେଁ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଶାସକ ଦଳ ନେତାଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଆଜି ବିଧାନସଭା ଅଚଳ ହେବା ପରେ ଶାସକ ଦଳର ୫୦ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ଅଚଳ ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଲୋକସେବା ଭବନରେ ଆମର ଅନ୍ୟ ବିଭାଗୀୟ କାମ ଥିଲା, […]

  • Tuesday, 13 July 2021
nilagiri
ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

ନୀଳଗିରି(ବିଶ୍ୱମ୍ବର ଦାସ): ସ୍ୱାମୀସ୍ତ୍ରୀର ପବିତ୍ର ସମ୍ପର୍କରେ ଧୋକାଦାରୀର କଳାଦାଗ ।  ହାତ ଧରି ସାତ ଜନମର ସାଥୀ ହେବ ବୋଲି କଥା ଦେଇଥିଲା । ହେଲେ ଅନ୍ୟ ରାଜ୍ୟରେ ସ୍ତ୍ରୀକୁ ଏକା ଛାଡ଼ି ଲୁଚିକି ବାହା ହେଉଥିଲା ସ୍ୱାମୀ । ଆଉ ଠିକ ସମୟରେ ଗାଁରେ ପହଞ୍ଚି ଯାଇଥିଲା ସ୍ତ୍ରୀ । ଫଳରେ ସ୍ୱାମୀର ଦ୍ୱିତୀୟ ବିବାହ ଯୋଜନା ଭଣ୍ଡୁର ହୋଇଛି । ନୀଳଗିରି ଥାନା ଜୁରିଆପାଟଣା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ବଡୁଆଁ ଗ୍ରାମର […]

  • Tuesday, 13 July 2021
nayagarh
ଘରଚଟିଆ ପ୍ରେମରେ ଇଞ୍ଜିନିୟର ଦମ୍ପତି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କିଚିରିମିଚିରି ଘର ଚଟିଆ। ଏ ଅଗଣାରୁ ସେ ଅଗଣାକୁ ନିର୍ଭୟରେ ବୁଲୁଛନ୍ତି। ମନ ହେଲେ ଖାଉଛନ୍ତି, ଆଉ ମନ ହେଲେ ଖେଳୁଛନ୍ତି । ବାଧା ଦେବାକୁ କେହି ନାହିଁ।  ଘର ଚଟିଆ ପ୍ରେମରେ ପଡ଼ି ତାଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି କରିଛନ୍ତି ଇଞ୍ଜିନିୟର ଦମ୍ପତି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ । ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବୁଲୁପ୍ତ ହେଲେଣି । […]

  • Tuesday, 13 July 2021