ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା ୨୦୨୧। ତେବେ ଏହି ମେଲାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ ।
ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ ଜାରି ରହିଥିବା ବେଳେ ଭୁବନେଶ୍ୱର ରାଜଭବନ ଆଗରେ ବି ଗର୍ଜିଛି ବିଜେପି । ପରୀକୁ ନ୍ୟାୟ ଦାବିରେ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି
ନୟାଗଡ଼ ପରୀ ହତ୍ୟା ମାମଲାରେ ବଳି ଥିଓରୀ ଦୋହରାଇଲେ ଶିଶୁ ଅଧିକାର ସୁରକ୍ଷା ଆୟେଗର ଅଧ୍ୟକ୍ଷ। ସଂଧ୍ୟାବତୀ ପ୍ରଧାନ। ପରୀକୁ ବଳି ଦିଆଯାଇଥିବ ବୋଲି ପୁଣି କହିଛନ୍ତି ସଂଧ୍ୟାବତୀ । ପୁରୁଣା କଥାକୁ ଦୋହରାଇବା ସହ ପରୀକୁ ବଳି ଦିଆଯାଇଥିବା ମଧ୍ୟ ସେ ଆଶଙ୍କା କରିଛନ୍ତି
ପରୀ ପରିବାର ପାଇବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟେ।ଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି । ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ଆଶଙ୍କା ମଧ୍ୟ କରିଛନ୍ତି
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ତେବେ ଏପରି ସମୟରେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ
କପିଳାସ ବନାଂଚଳରେ ଢେଙ୍କାନାଳ ବନବିଭାଗର ଚଢାଉ। ବିଭିନ୍ନ ଜଙ୍ଗଲ ବନ୍ୟ ଜନ୍ତୁଙ୍କର ଦେହା ବଶେଷ ଜବତ କରାଯାଇଛି । ଏଥିସହ ବନବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିକ୍ଷକ
ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ କାଳିଆ ଠାକୁର । ତେବେ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଗଲା ଅଷ୍ଚମୀ ଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରୁ ପରମ୍ପରା ଅନୁଯାୟୀ ଭାର ନିଆଯାଇଛି ।
ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲେ।କାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା । ତେବେ କେବଳ ହେମନ୍ତ ନୁହେଁ ବରଂ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ହାଜର ହୋଇଛନ୍ତି
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ୫ ବର୍ଷ ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି
ଭୁବନେଶ୍ୱର : ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ପ୍ରଭାରୀ ଚେଲ୍ଲାକୁମାରା । ସେ କହିଛନ୍ତି ଯେ, ସରକାରଙ୍କ ଉପରେ କଂଗ୍ରେସ ହିଁ ଚାପ ସୃଷ୍ଟି କରିଥିଲା । SIT ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା । ହେଲେ ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ ଘୋଡ଼ା ଯାଉଛି ବୋଲି ଚେଲ୍ଲାକୁମାର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରିଛି । ବିଜେପି ଜାଣିଶୁଣି କଂଗ୍ରେସ ଉପରେ ଅଭିଯୋଗ କରି […]
ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆରଏମ । ତେବେ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ପରେ ଖୋଳତାଡ଼ ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ । କାହିଁକି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସାରା ରାଜ୍ୟରେ ଜାରି ରହିଛଇ ଶୀତ ଲହରୀ । ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ । ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି । କହିବାକୁ ଗଲେ ବିଶେଷ କରି କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକେ।ପ ଅଧିକ ରହିଛି
ରାଜପଥରେ ବଢିଚାଲିଛି ରାହାଜାନୀ । ଜାତୀୟ ରାଜପଥରୁ ମହିଳାଙ୍କଠାରୁ ଚେନ୍ ଲୁଟି ଫେରାର ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲେ।କେ । ତେବେ ଫାଙ୍କା ଗୁଳିଚାଳନା କରି ଅନ୍ୟ ଜଣେ ଫେରାର ହେ।ଇଥିବା ସୂଚନା ରହିଛି
ଥମିବାରେ ନା ନେଉନାହିଁ ପରୀ ମୃତ୍ୟୁ ପ୍ରସଙ୍ଗ । ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ ଜେ।ରଦାର କରିଛି SIT । ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଯାଞ୍ଚ ଏଜେନ୍ସି
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଇତି ମଧ୍ୟରେ ରଥ ନିର୍ମାଣ ପ୍ରସଙ୍ଗକୁ ନେଇ କାଦୁଅଫିଙ୍ଗା ଚାଲିଲାଣି। କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ। ଲକ୍ ଡାଉନ୍ ଥିବାରୁ ରଥ କାମ ହେବ କି ନାହିଁ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ଅନୁମତି ଲୋଡ଼ିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଲୋଡ଼ିଥିଲା। ରାଜ୍ୟ ସରକାରଙ୍କ ଅନୁମତି […]
ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? ଓଟିଭି ସୋସିଆଲ ମିଡିଆରେ କରାଯାଇଥିବା ସର୍ଭେରେ ବହୁସଂଖ୍ୟାରେ ଫଲୋଅର ଭାଗ ନେବା ସହ ନିଜର ମତାମତ ରଖିଛନ୍ତି। ତେବେ ଆମ ସୋସିଆଲ ମିଡିଆର ଅଧିକାଂଶ ଫଲୋଅର ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି। ଓଟିଭି ଫେସବୁକ୍ରେ କରାଯାଇଥିବା ସର୍ଭେରେ ଏବେ ସୁଦ୍ଧା ୨୭ ହଜାରରୁ ଅଧିକ ଫଲୋଅର ନିଜ ନିଜ ମତ ରଖିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କହିଛନ୍ତି ଯେ, ଏବେ […]
କେନ୍ଦ୍ରାପଡା: ପୋଲିସ ସାମ୍ନାରେ ମହିଳାଙ୍କୁ ନିର୍ଯାତନା। ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଆଣ୍ଠେଇ ଭୁଲ ମାଗାଇଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ରଙ୍କାଳ ଗାଁରେ। ଅଭିଯୋଗ ଅନୁସାରେ, ପିଲାଙ୍କୁ ଖାଦ୍ୟ ଯୋଗାଇବା ନାଁରେ ରଙ୍କାଳ ଗାଁରେ ଲୋକଙ୍କ ଠାରୁ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏହି ମହିଳା କୌଣସି ଏକ ଏନଜିଓ ସଂସ୍ଥା ପକ୍ଷରୁ ଏଭଳି ଏକ ସର୍ଭେ କରାଯାଉଥିବା ମହିଳା ଜଣକ କହିଥିଲେ ବୋଲି […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓ୍ୱାର୍ଡ ପ୍ରତିନିଧିମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଥିବା ଅଭିଯୋଗ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ମହାନଗର ନିଗମ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ ସହାୟତା ନିମନ୍ତେ ପ୍ରତିନିଧିମାନେ ଫର୍ମ ଦେବା ସହ ସେମାନଙ୍କଠାରୁ ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସଂଗ୍ରହ କରୁଥିବା ମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ପାଇଛନ୍ତି। ଏହା ବେଆଇନ, ରାଜ୍ୟ ସରକାର […]
ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ତେବେ ଏହି ସସ୍ପେନ୍ସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଲକ୍ଷଣ ଜଣାପଡିବା ପରେ ତାଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଗତ ଏପ୍ରିଲ ୨୭ରେ ଭୁବନେଶ୍ୱର […]
ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ […]
ଢେଙ୍କାନାଳ: ନିଜ ସନ୍ତାନର ଜୀବନ ରକ୍ଷା ପାଇଁ ତାର ମା ମୃତ୍ୟୁ ଆଗକୁ ଡେଇଁପଡେ। କିନ୍ତୁ ଶେଷରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ। ଏକ ୩ ବର୍ଷର ପୁଅ ପିଲା ଖେଳୁଥିବା ବେଳେ କୌଣସି କାରଣରୁ କୂଅ ଭିତରେ ଖସି ପଡ଼ିଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କ ମା ମଧ୍ୟ ତତକ୍ଷଣାତ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ କୂଅରୁ ଉଭୟଙ୍କ […]
ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ମେ ୭ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୱେଲମାର୍କଡ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆଜି ଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ମେ ୩ରୁ ୭ […]
ଭୁବନେଶ୍ୱର: ଆଜି ବିଶ୍ୱ ପ୍ରେସ୍ ଫ୍ରିଡ୍ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି। ଆଜି ବାତ୍ୟା ଫନୀକୁ ବର୍ଷେ ପୁରିଛି। ସେହି ସମୟରେ ଫନୀର ତାଣ୍ଡବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ବାଲୁଖଣ୍ଡ ଅଭୟାରଣ୍ୟର ହଜାର ହଜାର ଗଛ। ଏନେଇ ଖବର ସଂଗ୍ରହ […]
ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍ରେ ଥିବା […]
ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସରେ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। କିନ୍ତୁ କରୋନା ମୁକାବିଲାରେ ସରକାର ଏବେ ବ୍ୟସ୍ତ ରହିଥିବାରୁ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସରେ ୪ଟି ବିଶ୍ୱବିଦ୍ୟାଳୟ ଓ ଅଗଷ୍ଟରେ ଆଉ […]