• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

corona new strain
ଏହି ଜିଲ୍ଲାର ଗୋଟିଏ ଗାଁରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଚିନ୍ତା ବଢାଇଲା ନୂଆପଡ଼ା ଜିଲ୍ଲା। ଗୋଟିଏ ଗାଁରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ପଜିଟିଭ ଚିହ୍ନଟ

marrage
ବିବାହ ଶୋଭାଯାତ୍ରା ଓ ରିସେପସନ୍‌‌ ଉପରେ କଟକଣା ଲଗାଇଲେ ଜିଲ୍ଲାପାଳ

ନବରଙ୍ଗପୁରରେ ଲାଗିଲା ନାଇଟ୍‌ କର୍ଫ୍ୟୁ। ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ମିଳିଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ। ନାଇଟ୍ କର୍ଫ୍ୟୁ ସହ ଆଉ କିଛି କଟକଣା ମଧ୍ୟ ଲଗାଇଲେ ଜିଲ୍ଲାପାଳ

  • Wednesday, 14 July 2021
0159-3
ରାଜଧାନୀର ରାଜରାସ୍ତାରେ ପିଟାପିଟି ହେଲେ ପୋଲିସ ଦମ୍ପତି

ରାଜଧାନୀ ବୁବନେଶ୍ୱରରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି। ଏନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ନାଁରେ ଅଭିଯୋଗ କଲେ ସ୍ୱାମୀ ଓ ସ୍ତ୍ରୀ। ଉଭୟେ କନଷ୍ଟେବଳ ଭାବେ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଉଭୟ ପରସ୍ପରଠାରୁ ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି ବୋଲି ଜଣାପଡିଛି

  • Wednesday, 14 July 2021
oil
ଗୃହରେ ତେଲ ତାତି, କଂଗ୍ରେସ କହିଲା ଉଭୟ ସରକାର କମାନ୍ତୁ ଦର...

ରାଜ୍ୟରେ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଯେଉଁଥି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ। ମୋଟ୍‌ ଉପରେ କହିବାକୁ ଗଲେ ଖାଇବା ତେଲର ଦାମ ଯେମିତି ଭାବରେ ବୃଦ୍ଧି ପାଉଛି ତାହାକୁ ନେଇ ଏବେ ଚିନ୍ତାରେ ଗୃହିଣୀ। କେମିତି ଓ କେତେ କମାଇବେ ସେ କଥା କିଛି ମୁଣ୍ଡରେ ପଶୁନାହିଁ

  • Wednesday, 14 July 2021
Pramila
ଏଇଟା ଛୋଟିଆ କଥା, ଗୃହରେ ଏହାକୁ ଉଠାଇବା ଠିକ୍‌ ନୁହେଁ: ପ୍ରମିଳା

ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡ଼ିଓ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଲେ,  ଏଇଟା ଗୋଟେ ଛୋଟିଆ କଥା। ଏହାକୁ ଗୃହରେ ଉଠାଇବା ଠିକ୍‌ କଥା ନୁହେଁ।

  • Wednesday, 14 July 2021
COVISHIELD
କୋଭିସିଲ୍ଡ ୨ୟ ଡୋଜ୍‌କୁ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS

ସ୍ୱାସ୍ଥ୍ୟ ବିଭାଗ ACS ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖି ଟିକାର ୨ୟ ଡୋଜ୍ ପୁନଃ ନିର୍ଦ୍ଧାରଣ ସଂପର୍କରେ ଜଣାଇଛନ୍ତି

  • Wednesday, 14 July 2021
DOctor-9am-up
ଅପରେସନ କରୁ କରୁ ପେଟରେ ଛୁଞ୍ଚି ଛାଡିଦେଲେ ଡାକ୍ତର

ଡାକ୍ତରଙ୍କ ଭୁଲ ଯୋଗୁଁ ଯମ ଯନ୍ତ୍ରଣା ସହିଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ। ଚାରି ଚାରିଟା ହସ୍ପିଟାଲ ବୁଲିବାକୁ ପଡ଼ିଲା।

  • Wednesday, 14 July 2021
assembly
ସବୁ ସରକାରୀ ହାଇସ୍କୁଲ ପିଲାଙ୍କୁ ମେଡ଼ିକାଲ୍ ଏବଂ ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ମିଳିବ ୧୫ ପ୍ରତିଶତ ରିଜର୍ଭେସନ

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ପାଇଁ ଆଗକୁ ବଢିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଆଡ଼ମିସନ ପାଇଁ ୧୫ % ସିଟ୍ ସଂରକ୍ଷଣ ପାଇଁ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂକଳ୍ପ।

  • Wednesday, 14 July 2021
naveen-pattniak
ସଂକ୍ରମଣ ବଢିଲେ ହେବ ମିନି କଂଟେନମେଂଟ ଜୋନ୍‌

କରୋନାକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଆରଟିପିସିଆର ଟେଷ୍ଟ୍‌ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍‌ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ

  • Wednesday, 14 July 2021
naveen
କରୋନାକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ଥିବା ସୂଚନା ରହିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି

  • Wednesday, 14 July 2021
Bmc-KO
କରୋନା: ଆଜିଠୁ ରାଜଧାନୀରେ ଜୋରଦାର ହେବ ଧରପଗଡ଼

ଆଜିଠୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ କରିବ। ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍‌ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର

  • Wednesday, 14 July 2021
vigilance-banaadhikari
ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ

ଭିଜିଲାନ୍ସ ଜାଲରେ ପଡିଛନ୍ତି ବନ ଅଧିକାରୀ। ନୟାଗଡ଼ ଛାମୁଣ୍ଡିଆ ବନପାଳ ଗୋଲକ ବିହାରୀ ବେହେରା ଭିଜିଲାନ୍ସ ରାଡାରରେ ପଡ଼ିଛନ୍ତି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଛି

  • Wednesday, 14 July 2021
gandhi-odisha
ଗାନ୍ଧିଜୀଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ଥିଲା ସ୍ୱତନ୍ତ୍ର : ଗାନ୍ଧିଜୀ

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନକୁ ଆଜି ପୁରିଛି ଶହେ ବର୍ଷ। ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ନେଇ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • Wednesday, 14 July 2021
cbk-mohanty
ସାମାଜିକ ଦୂରତା ଓ ମାସ୍କ ହିଁ ରୋକିବ କରୋନା ସଂକ୍ରମଣ: DMET

କରୋନାର ଦ୍ୱିତୀୟ ଲହର ଦେଖା ଦେଇଥିବାରୁ ସତର୍କ ରହିବାକୁ ଡିଏମ୍ଇଟି ନିର୍ଦ୍ଦେଶକଙ୍କ ଆହ୍ୱାନ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ଲୋକେ ଯଥା ସମ୍ଭବ ସତର୍କ ଓ କୋଭିଡ୍ ନିୟମାବଳୀ ମାନିବାକୁ ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି

  • Wednesday, 14 July 2021
ramnnath
ଶ୍ରୀ ଜୀଉଙ୍କୁ ଦର୍ଶନ କଲେ, କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କଲେ ରାଷ୍ଟ୍ରପତି

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସପରିବାରେ ଶ୍ରୀମନ୍ଦିର ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଦେଶର ପ୍ରଥମ ନାଗରିକ।

  • Wednesday, 14 July 2021
Crime
ସାଙ୍ଘାତିକ ଭାବରେ ବଢୁଛି ରାଜ୍ୟର ଅପରାଧ ସଂଖ୍ୟା, ମାତ୍ର ଗୋଟିଏ ଦିନରେ ହେଉଛି ୮ ଦୁଷ୍କର୍ମ

ଦିନକୁ ୮ ଦୁଷ୍କର୍ମ ହେଉଛି। ଆଉ ୪ ହତ୍ୟା ବି ହେଉଛି। ଏଭଳି ଆଖି ତରାଟିଲା ଭଳି ତଥ୍ୟ ଆଜି ଗୃହରେ ରଖିଛନ୍ତି ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବର୍ଷ ୨୦୨୦ରେ ଅଧିକାଂଶ ସମୟ ଲକ୍ଡାଉନ୍ ସତ୍ତ୍ୱେ ଏଭଳି ଉଦବେଗଜନ ହାରରେ ବଢ଼ିଛି ଅପରାଧ।

  • Wednesday, 14 July 2021
Assembly
ମାହାଙ୍ଗା ଡ଼ବଲ ମର୍ଡର ମାମଲାରେ କମ୍ପିଲା ଗୃହ

ବିଧାନସଭାରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ କଣ କରାଯିବ, ସେ ସଂପର୍କରେ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ

  • Wednesday, 14 July 2021
ganjam-collector
ବାହାର ଲୋକଙ୍କୁ ଗଞ୍ଜାମ ଜିଲ୍ଲା ମନା !

ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଏକ ବୈଠକ ମଧ୍ୟ ହୋଇଛି। ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି। ହଟସ୍ପଟ ଅଂଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି

  • Wednesday, 14 July 2021
corona
ବଢୁଛି ସଂକ୍ରମଣ: ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନସଚିବ

ରାଜ୍ୟରେ ପୁଣି କରୋନା ସଂକ୍ରମଣ ଭୟ ବଢ଼ିଲା। ସଂକ୍ରମଣ ବୃଦ୍ଧି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିବା ନେଇ ସୂଚନା ମିଳିଛି

  • Wednesday, 14 July 2021
nabin-corona
ଆଉ ଥରେ ହେବ କି ଲକଡାଉନ? ସେପଟେ ଆସନ୍ତାକାଲି କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁଣି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା। ତେବେ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି।

  • Wednesday, 14 July 2021
XIMB-45
ବିଗୁଡୁଛି ସ୍ଥିତି: ଭୁବନେଶ୍ୱର XIMB ରୁ ୪୫ କରୋନା ସଂକ୍ରମିତ ହେଲେ ଚିହ୍ନଟ

XIMBରେ ୪୫ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା।

  • Wednesday, 14 July 2021
Ligaraj-KO
ଲିଙ୍ଗରାଜ ମନ୍ଦିର ସେବାୟତ କରୋନା ପଜିଟିଭ: ସେପଟେ ରାଜ୍ୟ ଓ ଦେଶରେ ବଢିଲା ସଂକ୍ରମିତଙ୍କ ସଂଖ୍ୟା

ଲିଙ୍ଗରାଜ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାସହ ସେବାୟତଙ୍କ ସହ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

  • Wednesday, 14 July 2021
bridge
୪ ବର୍ଷ ହେଲାଣି ବ୍ରିଜ୍‌ କାମ ସରୁନି, ହିନସ୍ତା ହେଉଛନ୍ତି ଲୋକେ...

ଯାତାୟାତ ପାଇଁ ବାଉଁଶ ପୋଲ ପାଲଟିଛି ସାହାରା। ୪ ବର୍ଷ ବିତିଥିଲେ ବି ସ୍ଥାୟୀ ବ୍ରିଜ୍ କାମ ସରିପାରୁନାହିଁ। ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ।

  • Wednesday, 14 July 2021
igh
ରାଉରକେଲା #IGH ସୁପରସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ

ଉଦଘାଟନ ହେଲା ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି। ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ

odisha-corona
୨୪ ଘଣ୍ଟାରେ ୯୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଲଗାତାର ଭାବରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଗତ ୨୪ ଘଂଟାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021