• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vote-eng
ପିପିଲି ଉପନିର୍ବାଚନ: ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ହେବେ ମୁତୟନ

ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି।

  • Wednesday, 14 July 2021
school'
ଭୟଙ୍କର ହେଉଛି କରୋନା: ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ସରକାର

ଭୟଙ୍କର ହେଉଛି କରୋନା। ମହାମାରୀ ବ୍ୟାପୁଥିବାରୁ ସ୍କୁଲକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ନିଷ୍ପତ୍ତି ଅନୁସାରେ,  ନବମ, ଏକାଦଶ କ୍ଲାସ୍ ବନ୍ଦ ରହିବ। କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି  ରାଜ୍ୟ ସରକାର।

  • Wednesday, 14 July 2021
corona
ବେକାବୁ କରୋନା: ରାଜଧାନୀରେ ୧୦୩ ପଜିଟିଭ୍‌ ଚିହ୍ନଟ

ଚିନ୍ତା ବଢାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ganjam
ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ୍‌ ଖାଦ୍ୟ ଦେବାକୁ ଜାରି ହେଲା ନିର୍ଦ୍ଦେଶ

କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। କହିବାକୁ ଗଲେ ଗଞ୍ଜାମ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ

  • Wednesday, 14 July 2021
cm-naveen
ପିପିଲି ପାଇଁ ପ୍ରଚାର ମୈଦାନକୁ ଯିବେ ନବୀନ

ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

COVASILD
କରୋନା ବଢୁଛି: ଏପଟେ ରାଜ୍ୟରେ ଦେଖାଗଲାଣି ଟିକାର ଅଭାବ

ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ।

  • Wednesday, 14 July 2021
Jagannath_Temple
ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି?

ତେବେ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି

  • Wednesday, 14 July 2021
post-mottom
ମୃତ ଶରୀରର ସରିଥିଲା ପୋଷ୍ଟମର୍ଟମ, କିନ୍ତୁ ବଞ୍ଚିଥିବା କହି ମରଶରୀରର ରାତିସାରା ପୂଜାର୍ଚ୍ଚନା କଲେ ଗାଁ ଲୋକେ

ପୋଷ୍ଟମର୍ଟମ ପରେ ମୃତଦେହକୁ ବଞ୍ଚାଇବାକୁ ଉଦ୍ୟମ। ରାତିତମାମ ପୂଜାପାଠ ବି ଚାଲିଲା। ନୟାଗଡ ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅନ୍ଧବିଶ୍ୱାସର ଘଟଣା। ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା

  • Wednesday, 14 July 2021
road
ଗାଁକୁ ରାସ୍ତା ନାହିଁ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଦ୍ୱିତୀୟ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା

  • Wednesday, 14 July 2021
bbsr
ଭୁବନେଶ୍ୱର ରେଳ ଷ୍ଟେସନରୁ ଚିହ୍ନଟ ହେଲେ ଏତିକି କରୋନା ଆକ୍ରାନ୍ତ

ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି।

bjp 1
"ବିନା ଆଲୋଚନାରେ ପାରିତ ବିଲ୍‌କୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ"

ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି କଲା ପ୍ରେସମିଟ୍। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ପ୍ରଦୀପ୍ତ ନାୟକ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି କଲେ ଅଭିଯୋଗ।

  • Wednesday, 14 July 2021
bjp
ଧାରଣାରୁ ଉଠିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଂଜୁର ନକରିବାକୁ ଅନୁରୋଧ କରିବୁ। ବିନା ଆଲୋଚନାରେ ପାରିତ ବିଲକୁ […]

  • Wednesday, 14 July 2021
election
ପିପିଲି ରଣକ୍ଷେତ୍ରରେ ୧୦ ଯୋଦ୍ଧା, କିନ୍ତୁ ବିଜୟ ମୁକୁଟ ପିନ୍ଧିବ କିଏ?

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।

  • Wednesday, 14 July 2021
similipala
ପୁଣି ଶିମିଳିପାଳରେ ଜଙ୍ଗଲରେ ଲାଗିଛି ନିଆଁ

ପୁଣି ଜଳୁଛି ଶିମିଳିପାଳ। ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଛି, ଫଳରେ ପରିବେଶ ଧୂଆଁମୟ ହୋଇଯାଇଛି। ସେହିପରି ଜଙ୍ଗଲ ନିଆଁ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଛି

  • Wednesday, 14 July 2021
AIIMS
ସୁନ୍ଦରଗଡ଼ରେ ନିର୍ମାଣ ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ?

ସୁନ୍ଦରଗ଼ଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ? ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମିର ଅନୁସନ୍ଧାନ କରି ଗତକାଲି ଫେରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାଙ୍କ ୫ ଜଣିଆ ବୈଷୟିକ ଟିମ୍ ସୁନ୍ଦରଗଡ଼ରେ ଏନ୍ଟିପିସି ନିର୍ମାଣ କରିଥିବା ମେଡିକାଲ କଲେଜ ବିଲ୍ଡିଂକୁ ବୁଲି ଦେଖିଛନ୍ତି

  • Wednesday, 14 July 2021
Fire
ତାତି ଟେନସନକୁ ଦ୍ୱିଗୁଣିତ କରୁଛି ରାଜ୍ୟରେ ଘଟୁଥିବା ଅଗ୍ନିକାଣ୍ଡ

କଥାରେ ଅଛି ଘରପୋଡ଼ିଠୁ ବିପତ୍ତି ନାହିଁ। ନିଆଁର ଲେଲିହାନ ଜିହ୍ୱା ଆଗରେ କି ଧନୀ, କି ଗରିବ କେଇ ଘଣ୍ଟା ଭିତରେ ନିଃସ୍ୱ କରିଦେଇପାରେ ଅଗ୍ନିକାଣ୍ଡ

  • Wednesday, 14 July 2021
corona
କରୋନା ବଢାଇଲା ଚିନ୍ତା, ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇଲେ ସରକାର

ତିଶଗଡ଼ ସୀମାକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ।

  • Wednesday, 14 July 2021
puri-sunday-off
ଏଣିକି ସକାଳ ୬ଟା ରୁ ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ନୂଆ ଏସଓପି। ଏଣିକି ସକାଳ ୬ଟାରୁ ଜଗା ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ରବିବାର ମନ୍ଦିର ସାନିଟାଇଜ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।  ଅନ୍ୟ ବାରରେ ସକାଳ ୬ଟାରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ବରଂ ସପ୍ତାହରେ ୨ ଥର ରାତିରେ ମନ୍ଦିର ବନ୍ଦ ପରେ […]

  • Wednesday, 14 July 2021
Bjp-Mla
ମହଙ୍ଗା ପଡ଼ିଲା ଚପଲ ଫିଙ୍ଗା: ୩ ବିଧାୟକ ହେଲେ ସସ୍‌ପେଣ୍ଡ

ଗୃହରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ମହଙ୍ଗା ପଡ଼ିଲା। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ସସପେଣ୍ଡ୍ ହୋଇଛନ୍ତି।

  • Wednesday, 14 July 2021
surya narayan..
ଜୋତାଫିଙ୍ଗା ଘଟଣା: ଗୃହର ସମସ୍ତ ଭିଡ଼ିଓ କ୍ଲିପ୍‌ ମାଗିଲେ ବାଚସ୍ପତି

ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମକୁ ଜୋତାଫିଙ୍ଗା ଘଟଣାରେ ବିଧାନସଭାର ସମସ୍ତ ଭିଡିଓ କ୍ଲିପିଂ ମାଗିଲେ ବାଚସ୍ପତି। କହିଲେ, ଭିଡିଓ କ୍ଲିପିଂ ଦେଖି ଅନୁଧ୍ୟାନ କରିବି।

  • Wednesday, 14 July 2021
corona virus
ଟେନସନ୍‌ ଦେଲାଣି ନୂଆପଡ଼ା, ହୁ ହୁ ହୋଇ ଏଠାରେ ବଢୁଛି ସଂକ୍ରମଣ

ସେପଟେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। ସେପଟେ, କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି।

  • Wednesday, 14 July 2021
naba das
"ଅନ୍ୟ ରାଜ୍ୟ ଅପେକ୍ଷା କରୋନା ସ୍ଥିତି ଓଡ଼ିଶାରେ ଭଲ ଅଛି"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଆଉ ଏହାକୁ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାର। କରୋନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ସେ କହିଛନ୍ତି ଯେ, ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି

  • Wednesday, 14 July 2021
assembly
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ପିଙ୍ଗିଲେ ବିଧାୟକ

ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ହୋଇଛି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ।

  • Wednesday, 14 July 2021
puri srimandir
ବଡଦାଣ୍ଡ ବ୍ୟାରିକେଡ଼୍‌ରେ ଫସିଲା ନାବାଳିକାର ମୁଣ୍ଡ

ପୁରୀ(ମଧୂସୁଦନ ମିଶ୍ର): ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ଫସି ଯାଇଥିଲା। ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡରେ ରହି ଯାଇଥିଲା। ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଉଦ୍ଧାର କରିଥିଲା ଶିଶୁକୁ। ସୂଚନା ଅନୁସାରେ ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ। […]

  • Wednesday, 14 July 2021
kaliya
ମଣ୍ଡି ଅସନ୍ତୋଷ ଓ ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବାକୁ ଦିଆଗଲା କି କାଳିଆ ମଲମ?

ପୁଣି ଫେରିଲା କାଳିଆ ଯୋଜନା। କାଳିଆ ଥୋପ ପକାଇ ଚାଷୀଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଭରପୁର ଉଦ୍ୟମ ଜାରି ରହିଛି। ରବି ଫସଲ ପାଇଁ ୩୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଦେବାକୁ ହୋଇଛି ଘୋଷଣା ହୋଇଛି। ତେବେ ହଠାତ୍ କାହିଁକି ଚାଷୀଙ୍କ ପ୍ରତି ଏତେ ଦରଦ?

  • Wednesday, 14 July 2021