• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

petrol
ରାଜ୍ୟରେ ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ। ଡିଜେଲ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା […]

  • Wednesday, 14 July 2021
next
ବାତ୍ୟାର ରୂପ ନେଲା ଅବପାତ, କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି। […]

  • Wednesday, 14 July 2021
cyclone
କିଛି ସମୟର ଅପେକ୍ଷା, ବାତ୍ୟାର ରୂପ ନେବ ଅବପାତ!

ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଦିନ ସାଢ଼େ ୧୧ଟା […]

  • Wednesday, 14 July 2021
cyc
ଆସୁଛି ବାତ୍ୟା! ୭ଲକ୍ଷ ଲୋକ ହେବେ ପ୍ରଭାବିତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ଅଛି। ୮୦୯ରୁ ୨୪୨ଟି ବାତ୍ୟା ଆଶ୍ରୟସ୍ଥଳିରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି। ଆଶ୍ରୟସ୍ଥଳି ପାଇଁ ଜିଲ୍ଲାପାଳ ଆଉ ୭୦୯୨ କୋଠା ଚିହ୍ନଟ କରିଛନ୍ତି। ପ୍ରତି ଆଶ୍ରୟସ୍ଥଳିରେ […]

  • Wednesday, 14 July 2021
medical
ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ, ହସ୍ପିଟାଲର ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: କୌଣସି ହସ୍ପିଟାଲ ଆଳ ଦେଖାଇ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ରୋଗୀଙ୍କୁ ଆଳ ଦେଖାଇ ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।  ଏପରିକି ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ଚେତାବନୀ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବ। ଏଯାବତ ରାଜ୍ୟକୁ ୧ ଲକ୍ଷ ୩୩ ହଜାର ପ୍ରବାସୀ ପହଞ୍ଚିଲେଣି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୫୫୬୭ ଜଣ ପ୍ରବାସୀ ଶ୍ରମିକ ଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ […]

  • Wednesday, 14 July 2021
bolero
୨ ମାସର ଦରମା ଦେଲାନି କମ୍ପାନୀ, ଶତାଧିକ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ରାଉରକେଲା ଉପକଣ୍ଠ କଲୁଙ୍ଗା ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ଇଏଫଜିଏଲ କମ୍ପାନୀରେ ଶ୍ରମିକ ଉତ୍ତେଜନା। ସାରା ଦେଶରେ ଯେତେବେଳେ କରୋନା ମହାମାରୀ ପାଇଁ ଲକଡାଉନ ହୋଇଛି। ସେଠି ଗରିବ ଠାରୁ ଧନୀ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ୩ ମାସ ଶ୍ରମିକମାନଙ୍କ ଦରମା କାଟ କରାଯିବ ନାହିଁ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଥିଲେ କିନ୍ତୁ ଆଇଏଫଜିଏଲ କମ୍ପାନୀ ତାର ଠିକା କର୍ମଚାରୀମାନଙ୍କୁ ୨ ମାସର ଦରମା ଦେଇ ନ ଥିବା […]

  • Wednesday, 14 July 2021
police-attack
ସୁରତରୁ ଫେରିଥାନ୍ତେ, 'ଆଖି ଆଗରେ ପୋଲିସ ପିଟି ପିଟି ମାରିଦେଲା'

ବ୍ରହ୍ମପୁର: ପୋଲିସ୍ ମାଡ଼ରେ ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ। ସୁରତର ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଗଞ୍ଜାମ ବାରୁଡ଼ା ଗାଁର ସତ୍ୟବ୍ରତ ସ୍ୱାଇଁ। ଗତକାଲି କିଛି ସହକର୍ମୀଙ୍କ ସହ ସୁରତର ଆମରୋଲି ନିକଟ କମ୍ପାନି ପାଖରେ ବସିଥିଲେ। ରାସ୍ତାକଡ଼ରେ ବସିଥିବା ସମୟରେ ପୋଲିସ୍ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିଥିଲା। ହେଲେ ଏହି ସମୟରେ ସତ୍ୟବ୍ରତ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ନିଜ ରୁମରେ କବାଟ ବନ୍ଦ କରି […]

  • Wednesday, 14 July 2021
class
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲାଙ୍କୁ ପାସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଓ ଲକଡାଉନ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲାଙ୍କୁ ପାସ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ସବୁ ପିଲା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ। ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ କରାଯିବ। ବାର୍ଷିକ […]

  • Wednesday, 14 July 2021
cyclone
ମାଡ଼ି ଆସୁଛି ବାତ୍ୟା! ୪ ଜିଲ୍ଲାକୁ ଅଧିକ ବିପଦ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାରେ ୪ ଜିଲ୍ଲାକୁ ବିପଦ। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକକୁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଡିପ୍ରେସନର ରୂପ ନେବ। ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ। ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଏସଆରସି କହିଛନ୍ତି। ଏନେଇ ରାଜ୍ୟ […]

  • Wednesday, 14 July 2021
cyclone
ସାମୁଦ୍ରିକ ଝଡ଼ର ରୂପ ନେବ ଲଘୁଚାପ: ୧୮ରୁ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା ପବନ!

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୧୬ ତାରିଖ ସଂଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ୧୮ ତାରିଖରୁ  ସ୍ୱଳ୍ପରୁ ମଧ୍ୟମ ଏବଂ ୧୯ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ୧୭ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ସ୍ୱଳ୍ପରୁ […]

  • Wednesday, 14 July 2021
temple
ମନ୍ଦିରରେ ଖାଇବେ ପ୍ରବାସୀ ଶ୍ରମିକ!

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ଘରକୁ ମୁହାଁଇଛନ୍ତି। ଏମାନେ ଏମିତି ଅସହାୟ ହୋଇପଡିଛନ୍ତି ଯେ, ଖାଇବା ତ ଦୂରର କଥା, କେବେ ପହଞ୍ଚିବେ ସେକଥା ଜାଣିନାହାନ୍ତି। ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ଧାରଣ କରୁଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଦେବୋତ୍ତର କମିଶନର। ରାସ୍ତାରେ ଯାଉଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ଦେବୋତ୍ତର କମିଶନରଙ୍କ ଚିନ୍ତା। ରାସ୍ତାରେ ଅସହାୟ ଅବସ୍ଥାରେ ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା […]

  • Wednesday, 14 July 2021
bara-death
ବରଗାଡ଼ିରେ ବସି ଥାଆନ୍ତେ ହେଲେ କୋକେଇରେ ଶୋଇଲେ....

ବିବାହ ଦିନ ଚାଲିଗଲା ବରଙ୍କ ଜୀବନ। ଯେଉଁଦିନ ବିବାହ କରିଥାନ୍ତେ, ବର ବେଶରେ କନ୍ୟା ପାଖକୁ ଯାଇଥାନ୍ତେ ସେ ଦିନ ଉଠିଲା କୋକେଇ। ଶୁଣିବାକୁ ଯେତେ ହୃଦୟବିଦାରକ ଘଟଣା ବି ସେତେ କଷ୍ଟଦାୟକ ।

  • Wednesday, 14 July 2021
vaccination
ଟିକା ନେବାକୁ ମନା କରୁଛନ୍ତି ଡଙ୍ଗାରିଆ କନ୍ଧ

ପୁଣି ନିରାଶ ପ୍ରଶାସନ, ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲିରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍‌-୧୯ ଟିକା କରଣ କରିବାର ଥିଲା। କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।

flood water
ଫୁଲୁଛି ବୈତରଣୀ: ୟାସ୍‌ ପ୍ରଭାବରେ ଅନେକ ଲୁଣା ବନ୍ଧ ଡ୍ୟାମେଜ୍‌

ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷା ଯୋଗୁଁ ବଢିଛି ବିଭିନ୍ନ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

  • Wednesday, 14 July 2021
flood water
ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଯାଜପୁର ଓ ଭଦ୍ରକ

ବାତ୍ୟା ୟାସ୍ ପ୍ରଭାବରେ ବୈତରଣୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ପ୍ରଦୀପ ଜେନା। ଆନନ୍ଦପୁର ଏବଂ ଆଖୁଆପଦାଠାରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି।

Modi
କାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ୟାସ୍‌ ପ୍ରଭାବିତ ଅଂଚଳ ବୁଲି ଦେଖିବେ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

Journalist
ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି।

Cyclone
ତାଣ୍ଡବ କରୁଛି ବାତ୍ୟା: ପ୍ରକୋପ ରହିବ ଆହୁରି ୩ ଘଣ୍ଟା

ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC।  ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି

imd
୩ ଘଣ୍ଟା ପର୍ଯ୍ୟନ୍ତ ଜୋରସୋରରେ ବହିବ ପବନ: କାଲି ଅପରାହ୍ଣରୁ ପାଗରେ ଆସିବ ସୁଧାର

ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ଧରି ଚାଲିବ।

hard-yaas
ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟା ୟାସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
Cyclone-Yaas-
ଧାମରାରୁ ୬୦ କିମି ଦୂରରେ ବାତ୍ୟା: ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଆସିବ ବଡ଼ ଜୁଆର

ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ।

  • Wednesday, 14 July 2021
SRC
ଆକଳନ ସମୟଠାରୁ ଡେରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ସାମାନ୍ୟ ଡେରି ହେବ। ବିଳମ୍ବ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି ଯେ, ବାତ୍ୟା ଏବେ ସମୁଦ୍ରରେ ୧୧ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

  • Wednesday, 14 July 2021
rain
ଧାମରାରୁ ୭୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବାତ୍ୟା

ଭଦ୍ରକର ଧାମରାଠାରୁ ମାତ୍ର ୭୦ କିମି ଦୂରରେ ବାତ୍ୟା ୟାସ ରହିଛି। ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୩୦ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍।

  • Wednesday, 14 July 2021
cyclone-Eye
ବାତ୍ୟା ପ୍ରଭାବରେ ସମୁଦ୍ରରେ ୧୩୦ ରୁ ୧୪୦ କିମିରୁ ବହୁଛି ପବନ: ଦିନ ୧୧ଟାରୁ କରିବ ଲ୍ୟାଣ୍ଡଫଲ୍‌

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ବର୍ତ୍ତମାନ ସମୟରେ ଧାମରାଠାରୁ ୮୫ କିମି ଦୂରରେ ରହିଛି ବାତ୍ୟା। ଏହାସହ ବାତ୍ୟା ଏବେ ପାରାଦୀପରୁ ୯୦ ଓ ବାଲେଶ୍ୱରରୁ ୧୪୦ କିମି ଦୂରରେ ବାତ୍ୟା ରହିଛି

  • Wednesday, 14 July 2021