• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

amphan
୧୯୯୯ ପରେ ବଙ୍ଗୋପସାଗରରେ ଦ୍ୱିତୀୟ ମହାବାତ୍ୟା 'ଅମ୍ପନ'

ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ଗତ ୩ ଦଶନ୍ଧି ଧରି ବିଭିନ୍ନ ବାତ୍ୟାକୁ ନେଇ ଅଧିକ ତଥ୍ୟ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ୧୮୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୯୯ ସବୁଠୁ […]

  • Wednesday, 14 July 2021
police-mana
ଥାନା ଭିତରେ ଆଇଆଇସିଙ୍କ ଅମାନୁଷିକ ମାଡ଼, ଭିଡିଓ ଭାଇରାଲ

କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି। ଏତିକିରେ ମନ ଶାନ୍ତ ହେଉନି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି। ଆଇଆଇସିଙ୍କ ଏହି ମାଡ଼ର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୂର୍ବରୁ […]

  • Wednesday, 14 July 2021
cy
ସୁନ୍ଦରବନରେ ମାଡ଼ ହେବ ବାତ୍ୟା! ଧୂଳିସାତ ହୋଇଯିବ କଚ୍ଚା ଘର

ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ଅମ୍ପନ। ମହାବାତ୍ୟା ଅମ୍ପନ୍ ଅପଡେଟକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ୍। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ତେବେ ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ […]

  • Wednesday, 14 July 2021
cycloneee
କାଲିଠୁ ଆରମ୍ଭ ହୋଇଯିବ ବର୍ଷା ପବନ; କେଉଁଠି ମାଡ଼ ହେବ ବାତ୍ୟା, ଜାଣନ୍ତୁ

ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ। ସେ କହିଛନ୍ତି ଯେ ଅମ୍ପନ ଉତ୍ତର ଦିଗରେ ଗତି […]

  • Wednesday, 14 July 2021
batya
ଅମ୍ପନ ପାଇଁ ଓଡ଼ିଶା ସଜାଗ, ୧୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର!

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି। ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ […]

  • Wednesday, 14 July 2021
baby
ଆଉ ଚାଲିପାରିଲାନି, ଜନ୍ମ ପରେ ଛୁଆକୁ ଛାଡ଼ି ପଳାଇଲା ମା'

ରାଉଲକେଲା:  ପଥଶ୍ରମ ଆଗରେ ହାରିଗଲା ମାଆର ମମତା। ସଦ୍ୟଜାତ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ। ଲକଡାଉନରେ ଫସିଥିବା ଶ୍ରମିକଙ୍କ ବହୁ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେଳେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ। ଝାଡ଼ଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲେ କିଛି ଶ୍ରମିକ। ଏମାନଙ୍କ ମଧ୍ୟରେ ଥିବା ଜଣେ ଆସନ୍ନ ପ୍ରସବା ବି ଥିଲେ ବାଟରେ। ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବା ସହ ଏକ ଶିଶୁପୁତ୍ରକୁ […]

  • Wednesday, 14 July 2021
weather
ଅତି ଭୀଷଣ ରୂପ ନେଲା ଅମ୍ପନ, ଆଗକୁ ଆହୁରି ଭୟଙ୍କର ହେବ

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଲା ବାତ୍ୟା ଅମ୍ପନ। ଆସନ୍ତା ୨୪ ଘଣ୍ଟାରେ ଆହୁରି ଭୟଙ୍କର ରୂପ ନେବ। ଏବେ ପାରାଦୀପର ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ପନ। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୧୦ କିମି ଦୂରରେ ଏହା ରହିଛି। ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି ଅମ୍ପନ। ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ମୁହାଁ ହୋଇ ଗତି କରିବ। ଦିଘା ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ […]

  • Wednesday, 14 July 2021
pradipta
'ବାଟରେ ପ୍ରବାସୀ ମଲେ ଦାୟୀ ରହିବେ ସରକାର'

ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ବାଟରେ ମରିଗଲେ ସରକାର ଦାୟୀ ରହିବେ।  ଓଡ଼ିଶା ସରକାରଙ୍କୁ ଏହି କଡ଼ା ସତର୍କବାଣୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇରୁ ହଜାର ହଜାର ଶ୍ରମିକଙ୍କୁ ଟ୍ରେନରେ ଅଣାଯାଉଛି। ବର୍ତ୍ତମାନ ଆସିଥିବା ୫୩ଟି ଟ୍ରେନ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଛି କିନ୍ତୁ ପଶ୍ଚିମ ଓଡ଼ିଶାର ଶ୍ରମିକଙ୍କୁ ଆଣିବା ଲାଗି ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ […]

  • Wednesday, 14 July 2021
main
ସଙ୍କଟ ବେଳେ ବି ଗରିବଙ୍କ ପେଟରେ ନାତ, ପଦାକୁ ଆସିଲା ଡିଲରଙ୍କ କଳା କାରନାମା

ଭୁବନେଶ୍ୱର: କରୋନା ବିପତ୍ତି ବେଳେ ରାଜ୍ୟରେ ପୁଣି ଖୋଲିଲା ପିଡିଏସ୍ ମହାଘୋଟାଲାର ଗୁମର। ରାସନ୍ କାର୍ଡ ପିଛା ସରକାରଙ୍କ ହଜାରେ ଟଙ୍କାର କରୋନା ସହାୟତା ବଣ୍ଟା ଆରମ୍ଭ ହେବା ପରେ  ଏବେ ରାଜ୍ୟର ବହୁ ଅସାଧୁ ପିଡିଏସ ଡିଲରଙ୍କ କଳା କାରନାମା ପଦାକୁ ଆଣିଛି। ରାସନ କାର୍ଡ ଥାଇ ବି ହିତାଧିକାରୀଙ୍କୁ ମାସ ମାସ ଧରି ପିଡିଏସ ହରିଲୁଟର କଳା କାହାଣୀ ପଦାକୁ ଆସିଛି। ଉପକୂଳରୁ ଉପାନ୍ତ ଯାଏଁ ଲମ୍ବିଥିବା ଏ ଦୁର୍ନୀତି ସହ ଯୋଡ଼ି ହୋଇଛି […]

  • Wednesday, 14 July 2021
petrol
ରାଜ୍ୟରେ ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ। ଡିଜେଲ ଉପରେ ଭାଟ୍‌ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ଲିଟର ପିଛା […]

  • Wednesday, 14 July 2021
next
ବାତ୍ୟାର ରୂପ ନେଲା ଅବପାତ, କାଲି ସିଭିୟର ସାଇକ୍ଲୋନିକ ଷ୍ଟ୍ରର୍ମରେ ହେବ ପରିଣତ

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି। […]

  • Wednesday, 14 July 2021
cyclone
କିଛି ସମୟର ଅପେକ୍ଷା, ବାତ୍ୟାର ରୂପ ନେବ ଅବପାତ!

ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଦିନ ସାଢ଼େ ୧୧ଟା […]

  • Wednesday, 14 July 2021
cyc
ଆସୁଛି ବାତ୍ୟା! ୭ଲକ୍ଷ ଲୋକ ହେବେ ପ୍ରଭାବିତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ଅଛି। ୮୦୯ରୁ ୨୪୨ଟି ବାତ୍ୟା ଆଶ୍ରୟସ୍ଥଳିରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି। ଆଶ୍ରୟସ୍ଥଳି ପାଇଁ ଜିଲ୍ଲାପାଳ ଆଉ ୭୦୯୨ କୋଠା ଚିହ୍ନଟ କରିଛନ୍ତି। ପ୍ରତି ଆଶ୍ରୟସ୍ଥଳିରେ […]

  • Wednesday, 14 July 2021
medical
ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ, ହସ୍ପିଟାଲର ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: କୌଣସି ହସ୍ପିଟାଲ ଆଳ ଦେଖାଇ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ରୋଗୀଙ୍କୁ ଆଳ ଦେଖାଇ ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।  ଏପରିକି ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ଚେତାବନୀ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବ। ଏଯାବତ ରାଜ୍ୟକୁ ୧ ଲକ୍ଷ ୩୩ ହଜାର ପ୍ରବାସୀ ପହଞ୍ଚିଲେଣି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୫୫୬୭ ଜଣ ପ୍ରବାସୀ ଶ୍ରମିକ ଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ […]

  • Wednesday, 14 July 2021
bolero
୨ ମାସର ଦରମା ଦେଲାନି କମ୍ପାନୀ, ଶତାଧିକ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ରାଉରକେଲା ଉପକଣ୍ଠ କଲୁଙ୍ଗା ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ଇଏଫଜିଏଲ କମ୍ପାନୀରେ ଶ୍ରମିକ ଉତ୍ତେଜନା। ସାରା ଦେଶରେ ଯେତେବେଳେ କରୋନା ମହାମାରୀ ପାଇଁ ଲକଡାଉନ ହୋଇଛି। ସେଠି ଗରିବ ଠାରୁ ଧନୀ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ୩ ମାସ ଶ୍ରମିକମାନଙ୍କ ଦରମା କାଟ କରାଯିବ ନାହିଁ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଥିଲେ କିନ୍ତୁ ଆଇଏଫଜିଏଲ କମ୍ପାନୀ ତାର ଠିକା କର୍ମଚାରୀମାନଙ୍କୁ ୨ ମାସର ଦରମା ଦେଇ ନ ଥିବା […]

  • Wednesday, 14 July 2021
police-attack
ସୁରତରୁ ଫେରିଥାନ୍ତେ, 'ଆଖି ଆଗରେ ପୋଲିସ ପିଟି ପିଟି ମାରିଦେଲା'

ବ୍ରହ୍ମପୁର: ପୋଲିସ୍ ମାଡ଼ରେ ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ। ସୁରତର ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଗଞ୍ଜାମ ବାରୁଡ଼ା ଗାଁର ସତ୍ୟବ୍ରତ ସ୍ୱାଇଁ। ଗତକାଲି କିଛି ସହକର୍ମୀଙ୍କ ସହ ସୁରତର ଆମରୋଲି ନିକଟ କମ୍ପାନି ପାଖରେ ବସିଥିଲେ। ରାସ୍ତାକଡ଼ରେ ବସିଥିବା ସମୟରେ ପୋଲିସ୍ ଭିଡ଼ ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିଥିଲା। ହେଲେ ଏହି ସମୟରେ ସତ୍ୟବ୍ରତ ଓ ତାଙ୍କ ସହକର୍ମୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ନିଜ ରୁମରେ କବାଟ ବନ୍ଦ କରି […]

  • Wednesday, 14 July 2021
class
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସବୁ ପିଲାଙ୍କୁ ପାସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ଓ ଲକଡାଉନ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲାଙ୍କୁ ପାସ୍ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏଁ ସବୁ ପିଲା ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ। ତେବେ ନବମରୁ ଦଶମ ଶ୍ରେଣୀ ଯିବାକୁ ଥିବା ପିଲାଙ୍କୁ ସର୍ତ୍ତମୂଳକ ପାସ୍ କରାଯିବ। ବାର୍ଷିକ […]

  • Wednesday, 14 July 2021
cyclone
ମାଡ଼ି ଆସୁଛି ବାତ୍ୟା! ୪ ଜିଲ୍ଲାକୁ ଅଧିକ ବିପଦ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାରେ ୪ ଜିଲ୍ଲାକୁ ବିପଦ। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକକୁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଡିପ୍ରେସନର ରୂପ ନେବ। ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ। ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଆଡ଼କୁ ଗତି କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଏସଆରସି କହିଛନ୍ତି। ଏନେଇ ରାଜ୍ୟ […]

  • Wednesday, 14 July 2021
cyclone
ସାମୁଦ୍ରିକ ଝଡ଼ର ରୂପ ନେବ ଲଘୁଚାପ: ୧୮ରୁ ଆରମ୍ଭ ହୋଇଯିବ ପ୍ରବଳ ବର୍ଷା ପବନ!

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୧୬ ତାରିଖ ସଂଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ୧୮ ତାରିଖରୁ  ସ୍ୱଳ୍ପରୁ ମଧ୍ୟମ ଏବଂ ୧୯ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ୧୭ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ସ୍ୱଳ୍ପରୁ […]

  • Wednesday, 14 July 2021
temple
ମନ୍ଦିରରେ ଖାଇବେ ପ୍ରବାସୀ ଶ୍ରମିକ!

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ଘରକୁ ମୁହାଁଇଛନ୍ତି। ଏମାନେ ଏମିତି ଅସହାୟ ହୋଇପଡିଛନ୍ତି ଯେ, ଖାଇବା ତ ଦୂରର କଥା, କେବେ ପହଞ୍ଚିବେ ସେକଥା ଜାଣିନାହାନ୍ତି। ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ଧାରଣ କରୁଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଦେବୋତ୍ତର କମିଶନର। ରାସ୍ତାରେ ଯାଉଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ଦେବୋତ୍ତର କମିଶନରଙ୍କ ଚିନ୍ତା। ରାସ୍ତାରେ ଅସହାୟ ଅବସ୍ଥାରେ ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା […]

  • Wednesday, 14 July 2021
bara-death
ବରଗାଡ଼ିରେ ବସି ଥାଆନ୍ତେ ହେଲେ କୋକେଇରେ ଶୋଇଲେ....

ବିବାହ ଦିନ ଚାଲିଗଲା ବରଙ୍କ ଜୀବନ। ଯେଉଁଦିନ ବିବାହ କରିଥାନ୍ତେ, ବର ବେଶରେ କନ୍ୟା ପାଖକୁ ଯାଇଥାନ୍ତେ ସେ ଦିନ ଉଠିଲା କୋକେଇ। ଶୁଣିବାକୁ ଯେତେ ହୃଦୟବିଦାରକ ଘଟଣା ବି ସେତେ କଷ୍ଟଦାୟକ ।

  • Wednesday, 14 July 2021
vaccination
ଟିକା ନେବାକୁ ମନା କରୁଛନ୍ତି ଡଙ୍ଗାରିଆ କନ୍ଧ

ପୁଣି ନିରାଶ ପ୍ରଶାସନ, ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲିରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍‌-୧୯ ଟିକା କରଣ କରିବାର ଥିଲା। କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।

flood water
ଫୁଲୁଛି ବୈତରଣୀ: ୟାସ୍‌ ପ୍ରଭାବରେ ଅନେକ ଲୁଣା ବନ୍ଧ ଡ୍ୟାମେଜ୍‌

ବାତ୍ୟା ୟାସ ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷା ଯୋଗୁଁ ବଢିଛି ବିଭିନ୍ନ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

  • Wednesday, 14 July 2021