• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bolangir-pathar---banam-dakayat
ପୋଲିସ୍-ଡକାୟତ ଲଢେଇ: ଦେଖନ୍ତୁ ଜିତିଲା କିଏ ?

ବଲାଙ୍ଗିର: ପ୍ରଥମେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ଆଉ ଶେଷରେ କିଛି ଘଣ୍ଟା ପରେ ୩ ଜଣଙ୍କୁ କାବୁ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତାରେ। ଫିଲ୍ମ ଷ୍ଟାଇଲରେ ଡକାୟତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଛି ପୋଲିସ। ଏକ ୫ ଜଣିଆ ଡକାୟତ ଦଳ ଆଜି ଲୋଇସିଂହା ନିକଟରେ ଜଣେ ଯୁବକଙ୍କଠାରୁ ଟଙ୍କା ଓ ଲ୍ୟାପଟପ ଲୁଟ କରି […]

  • Thursday, 15 July 2021
himanshu
କିଡ୍‌ନୀ ଦଲାଲ୍ ହିଂମାଶୁର ସମ୍ପତ୍ତି ହୋଇପାରେ ସିଜ୍

ଭୁବନେଶ୍ୱର: ଖୋଲିବ କିଡନୀ ଦଲାଲ୍ ହିଂମାଶୁ ଭୂଷଣ ନନ୍ଦର ନେଟୱର୍କ। ହିଂମାଶୁଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଆଜି ଝାରପଡ଼ା ଜେଲ୍‌ରୁ ଆଣି ନୟାପଲ୍ଲୀ ଥାନାରେ ଆଣି ପଚରାଉଚରା ଆରମ୍ଭ କରିଛି ପୋଲିସ୍। କିଡ୍‌ନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ। ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ। ହସ୍ପିଟାଲ, ଡାକ୍ତର ଓ କିଡ୍‌ନୀ ଡୋନର୍‌ଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ […]

  • Thursday, 15 July 2021
lady-wanted
ଲେଡି ୱାଣ୍ଟେଡ୍ ଗିରଫ, ଏବେ ସିବିଆଇର ପଞ୍ଝାରେ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ତାଙ୍କୁ ତଦନ୍ତକାରୀ ସଂସ୍ଥା କୋଲକାତାରୁ ଗିରଫ କରିଥିବା ସୂଚନା ମିଳିଛି। ଶୁଭ୍ରା ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଁ ଓ୍ୱାଣ୍ଟେଡ୍ ଥିଲେ। ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି। ଅଧିକ ସୁଧ ଲୋଭ ଦେଖାଇ ଏହି ସଂସ୍ଥା ଜମାକାରୀଙ୍କଠାରୁ ସାରା ଦେଶରୁ ୧୨ ହଜାର କୋଟିର ଠକେଇ କରିଥିବା ସିବିଆଇ ସୂତ୍ରରୁ […]

  • Thursday, 15 July 2021
Pampad
ଡକ୍ୟୁମେଣ୍ଟ ଦେବା ପୂର୍ବରୁ ଥରୁଟିଏ ପରଖନ୍ତୁ। ନଚେତ୍ ଫସିଯିବେ

ରାଉରକେଲା: ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଏଥର ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଠକେଇ ହୋଇଛି। ତ୍ରିନେତ୍ର ଟ୍ରେଡରସ୍ ନାମକ କମ୍ପାନୀ ଖୋଲାଯାଇ ୭୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପ୍ରକୃତରେ ଝୁନୁ ପ୍ରଧାନ ପାମ୍ପଡ଼, […]

  • Thursday, 15 July 2021
prajo
ନାଁ ନେବାକୁ ଏତେ ଇଚ୍ଛା ? ରାଜଭବନରେ ପହଞ୍ଚିଲା 'ପ୍ର.ଆ.ଯୋ'

ଭୁବନେଶ୍ୱର: ରାଜଭବନରେ ପହଞ୍ଚିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ। ରାଜ୍ୟରେ ଆବାସ ଯୋଜନାକୁ ନିଜ କବଜାକୁ ନେଇଯାଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗ୍ ସିପ୍ ସ୍କିମ୍‌କୁ ହଡ଼ପ କରିବାକୁ ଉଦ୍ୟମ ହେଉଛି। ସେହିପରି ଦଳୀୟ ଭିତ୍ତିରେ ଶାସକ ଦଳର ନେତା-ମନ୍ତ୍ରୀ, ଘର ଦେଉଥିବା ଅଭିଯୋଗ ନେଇ ଆଜି ରାଜଭବନ ଯାଇଥିଲା ବିଜେପି ଟିମ୍। ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେବା ସହ ଆବାସ ଯୋଜନା କାର୍ଯ୍ୟକାରିତାରେ ଓଡିଶା, ସାରା ଦେଶରେ ପଛରେ ରହିଥିବା କଥା ଅବଗତ […]

  • Thursday, 15 July 2021
maddda
ଇଞ୍ଜିନିୟର ବୋହୂ ମଦ ବେପାରୀ

ଭଦ୍ରକ: ଶିକ୍ଷିତଙ୍କ ଘରେ ମଦ ଵେପାର। ଶାଶୁ ଗୃହିଣୀ, ବୋହୂ ସିଭିଲ ଇଞ୍ଜିନିୟର। ଦୁଇ ପୁଅ ମଧ୍ୟ ଶିକ୍ଷିତ। କିନ୍ତୁ ତିଆରି କରି ବିକୁଥିଲେ ଦେଶୀ ମଦ। ମାଡି ବସିଲା ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ ଏହି ଶିକ୍ଷିତ ମଦ ଗୋଷ୍ଠୀକୁ ବାନ୍ଧିଛି। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁରେ ପୋଲିସ ଚଢ଼ାଉ କରିଛି। ଚଢ଼ାଉ ବେଳେ ଆଲାଦୀ ସିଂଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧି ବିକ୍ରି କରୁଥିଲେ। ପୋଲିସ ଖବର ପାଇ […]

  • Thursday, 15 July 2021
otv-vaccine
ଜେଡ୍‌ ପ୍ଲସ୍ ସୁରକ୍ଷାରେ ଆସୁଛି କରୋନା ଟିକା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ବହୁ ପ୍ରତୀକ୍ଷୀତ କରୋନା ଟିକା। ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ। ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍‌ରୁ ସ୍ୱତନ୍ତ୍ର ଟ୍ରକ୍‌ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା। ଏଥିପାଇଁ ଟିକା ଟ୍ରକ୍ ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଉଛି। ବିମାନବନ୍ଦରରେ ପହଞ୍ଚିବା ପରେ […]

  • Thursday, 15 July 2021
Khabar-Odia-Pua
ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୨ ବ୍ୟାଚ୍‌ର ଓଡ଼ିଆ IAS ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ IAS ସୁବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବ୍ରତ ସାହୁ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ […]

  • Thursday, 15 July 2021
khabar-murder
ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ମୋବାଇଲ ନମ୍ବର କହିଦେଲା ହତ୍ୟାକାରୀ କିଏ!

ଭଞ୍ଜନଗର: ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରମାଣ ନଷ୍ଟ ପାଇଁ ସାଂଘାତିକ ଷଡ଼ଯନ୍ତ୍ର। ମାସକ ତଳର ହତ୍ୟାକାଣ୍ଡରେ କେହି ପାଇପାରିଲେନି ଟେର୍। ନା ପରିବାର ଲୋକେ ନା ସମ୍ପର୍କୀୟ, ନା ସାଙ୍ଗସାଥୀ। ବାଲେଶ୍ୱର ଅଞ୍ଚଳରୁ ଆସିଥିବା ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରି ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମାସେ ତଳେ ଘଟିଥିବା ଏହି ଅପରାଧର ଏବେ ଖୁଲାସା କରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଗଞ୍ଜାମ ପୋଲିସ୍। ଭୁବନେଶ୍ୱର ଭରତପୁର ଅଞ୍ଚଳରେ ମାନସ ରଞ୍ଜନ ପାଇକରାୟ ଏବଂ ସରୋଜିନୀ ସାହୁଙ୍କ […]

  • Thursday, 15 July 2021
death-khabar
ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା କରି ଗଞ୍ଜାମରେ ଫିଙ୍ଗିଦେଲେ

ଭଂଜନଗର: ବାଲେଶ୍ୱରର ଯୁବତୀକୁ ଭୁବନେଶ୍ୱରରେ ହତ୍ୟା। ଭୁବନେଶ୍ୱରରେ ହତ୍ୟା କରି ଗଂଜାମ ଜିଲ୍ଲାରେ ଫିଙ୍ଗିଲେ ଦଂପତି। ହତ୍ୟା ଅଭିଯୋଗରେ ଦଂପତିଙ୍କୁ ଗିରଫ କରାଯାଇଛି। ବ୍ୟବହୃତ କାର୍ ଜବତ କରାଯାଇଛି। ଡିସେମ୍ବର ୨ରେ ଜଗନ୍ନାଥପ୍ରସାଦ ଭୂଷଣ୍ଡପାଳରୁ ମୃତଦେହ ମିଳଥିଲା। ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ତନାଘନା କାଳରେ ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜଣାପଡ଼ିଥିଲା। ଭୁବନେଶ୍ୱରରେ ଜଣଙ୍କ ଘରେ ଘରୋଇ ସହାୟିକା କାମ କରୁଥିଲେ। କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ପିଟିଥିଲେ ଦଂପତି। […]

  • Thursday, 15 July 2021
naveen-geeta
ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, ଭଉଣୀ ଠାରୁ ଧାର ଆଣିଥିଲେ ନବୀନ

ଭୁବନେଶ୍ୱର: ୨୦୧୯-୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ୭୧ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଥାତ୍ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬୪ କୋଟି ୯୮ଲକ୍ଷ ୧୯ହଜାର ୮୬୩ ଟଙ୍କା। ଯେଉଁଥିରୁ କେବଳ ସ୍ଥାବର ସମ୍ପତ୍ତି ୬୩ କୋଟି ୬୪ ଲକ୍ଷ ୧୫ ହଜାର ୨୬୧ ଟଙ୍କାର। ସେହିପରି ନବୀନ ନିଜ ପାଖରେ ରଖିଛନ୍ତି ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ତାଙ୍କର ଅଛି, ଯାହାର […]

  • Thursday, 15 July 2021
death
୧୦ ଦିନ ସାଇତି ରଖିଥିଲେ ଶବ, ଆଉ ତା' ପରେ...

ବରଗଡ଼: ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ ଏହା ସମସ୍ତଙ୍କୁ ଜଣା। ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ। ମୃତକର ଜୀବନ ଫେରି ପାଇବା ଆଶାରେ ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା। ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ ଶବକୁ ଦଶ ଦିନ ଧରି ଘରେ ରଖାଯାଏ, ତାହାବି ପୁଣି ମୃତକଙ୍କ ଜୀବନ ଫେରିବା ଆଶାରେ। ବୋଧ ହୁଏ ଏହାକୁ କେହି ବିଶ୍ୱାସ କରିପାରିବେ ନାହିଁ। […]

  • Thursday, 15 July 2021
bridge
କାମ ଚାଲୁଥିବା ବେଳେ ଭଶୁଡିଲା ପୋଲ, ଚାଲିଗଲା ଜୀବନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଉନ୍ନୟନ କମିଶନର। ସମ୍ପୃକ୍ତ ଠିକାଦାର ଓ […]

  • Thursday, 15 July 2021
lootera
ପ୍ରେମିକା ପାଇଁ ପାଲଟିଲା ପେଶାଦାର ଅପରାଧୀ

ଭୁବନେଶ୍ୱର: ଚୋର ହେଲେ ବି ଚରିତ୍ରରେ କିନ୍ତୁ ରହିଛି ପ୍ରେମିକ ପଣ। ସେଥିପାଇଁ ପ୍ରେମିକାକୁ ବୋଧହୁଏ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର। ହେଲେ ଜେଲ୍‌ରେ ରହି କଳା କାରନାମାର କାହାଣୀ କହୁ କହୁ ନିଜେ ଖୋଲିଦେଲା ନିଜ ଅପରାଧର କଳାଚିଠାା ଆଉ ଧରାପଡ଼ିଲା ପୁରା କାହାଣୀ। ତାସହ ନୟାପଲ୍ଲୀ ଆଇଆରସି ଭିଲେଜ୍‌ର ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଲା ଗୁମର। ଦେଖନ୍ତୁ ଜଣେ ଲୁଟେରା ଲଭର୍ର […]

  • Thursday, 15 July 2021
navin
ନବୀନଙ୍କ ପାଇଁ ଅଡୁଆ ସାଜିଛନ୍ତି ଏଇ ୪ ମନ୍ତ୍ରୀ

ଭୁବନେଶ୍ୱର: ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗନ୍ନାଥ ସାରକା। ନବୀନଙ୍କ ପଞ୍ଚମ ପାଳିରେ ସବୁଠୁ ଅଧିକ ବିବାଦରେ ଫସିଛନ୍ତି ଏହି ଚାରି ମନ୍ତ୍ରୀ। ଏମାନଙ୍କ ବିବାଦୀୟ କାର୍ଯ୍ୟକଳାପ, ବିରୋଧୀଙ୍କୁ ସରକାରଙ୍କ ଉପରେ ଶାଣିତ ଆକ୍ରମଣର ସୁଯୋଗ ଦେଇଛି। ତାସହିତ ନବୀନଙ୍କ ଭାବମୂର୍ତ୍ତିରେ ଆଣିଛି ଆଞ୍ଚ। (ପରୀ ମାମଲା-ଅରୁଣ ସାହୁ) ପରୀ ହତ୍ୟା ଘଟଣାରେ ବିବାଦ ଘେରକୁ ଟାଣି ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରି ରାଜ୍ୟବ୍ୟାପୀ ବିକ୍ଷୋଭ […]

  • Thursday, 15 July 2021
budhimaaku-dakila
'ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ'

ପୁରୀ: ଆଜି ଏକାଦଶୀ। ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ପହଞ୍ଚିଲିଣି ମତେ ଟିକେ ମୋ ଜଗା ପାଖକୁ ଛାଡିଦିଅ। ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସିଂହଦ୍ୱାର ସମ୍ମୁଖରେ। ଏ ହେଉଛନ୍ତି ପୁରୀ ଗୌଡବାଡ ସାହିର ୭୦ ବର୍ଷୀୟ ଲକ୍ଷ୍ମୀ ଦେ। ଆଜି ବଡ […]

  • Thursday, 15 July 2021
rich
ଧନୀ ଘରର ମହିଳାଙ୍କୁ ଖୁସି କରିବା ଚକ୍କରରେ ନିଜେ ଫସିଗଲେ

ଭୁବନେଶ୍ୱର: ଏପଟେ ହ୍ୱାଟ୍ସଆପ୍‌କୁ ଆସିଲା ଏକରୁ ବଳି ଆରେକ ସୁନ୍ଦରୀଙ୍କ ଫଟୋ। ଆଉ ସେପଟେ ଗୁଗୁଲ୍ ପେରୁ ଗାଏବ୍ ହୋଇଗଲା ୭ ହଜାର, ୯ ହଜାର, ୧୨ ହଜାର, ୧୪ ହଜାର, ଏମିତି ମୋଟ୍ ୯୪ ହଜାର ଟଙ୍କା।  ଏସକର୍ଟ ସର୍ଭିସ୍‌ର ପ୍ରଲୋଭନ ଦେଖାଇ ୨ଦିନରେ ପ୍ରାୟ ୯୪ ହଜାର ଟଙ୍କା ଲୁଟିନେଲେ ସାଇବର୍ ଠକ।  ଭୁବନେଶ୍ୱରରେ କାର୍ଯ୍ୟରତ ଉତ୍ତରପ୍ରଦେଶର ଜଣେ ଯୁବ ଇଞ୍ଜିନିୟର୍। ଏଭଳି ଅଭିଯୋଗ ଆଣିବା ସହ କମିଶନରେଟ୍ ପୋଲିସର ହେଲ୍ପ ଡେସ୍କକୁ ମଧ୍ୟ […]

  • Thursday, 15 July 2021
sit
ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ଆଉ ଏକ ଝଟ୍‌କା

ନୟାଗଡ଼: ନୟାଗଡ଼ର କୁନିଝିଅ ହତ୍ୟା ମାମଲାରେ SITକୁ ପୁଣି ଏକ ଝଟ୍‌କା। ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ଅରାଜି ହେବା ପରେ ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏସ୍‌ଆଇଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ଏସ୍‌ଆଇଟି ବ୍ରେନ୍ ମ୍ୟାପିଂ ପାଇଁ ପୁଣି ଥରେ ଆବେଦନ କରିଛି। ଆସନ୍ତା ୧୩ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରିବେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ। ସେପଟେ ଅଭିଯୁକ୍ତଠାରୁ ଜବତ ହୋଇଥିବା ମୋବାଇଲର ପରୀକ୍ଷା ପାଇଁ ଜୁଭେନାଇଲ ଜଷ୍ଟିସ୍ […]

  • Thursday, 15 July 2021
arrest
ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍

ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍। ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦଳର ଗର୍ଜନ। ଖୋଦ୍ ପୋଲିସ ମୁଖିଆଙ୍କ ଅଫିସ୍ ଆଗରେ ବିକ୍ଷୋଭ, ଧସ୍ତାଧସ୍ତି। ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ଆଜି କଟକରେ ଦେଖିବାକୁ ମିଳିଛି ବିଜେପିର ହୁଙ୍କାର। ଏତଲାରେ ନାଁଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ […]

  • Thursday, 15 July 2021
fraud
ଝିଅ ଦେବେ କହି ଆକାଉଣ୍ଟ ଖୋଳ କରିଦେଲେ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରେ ଉଚ୍ଚଶିକ୍ଷିତ। ଆଖି ପିଛୁଳାକେ ଆକାଉଣ୍ଟରୁ ଚଳୁ କରିଦେଲେ ସବୁତକ ଟଙ୍କା। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବ ଇଂଜିନିୟର।  ଯୁବତୀ ଯୋଗାଇ ଦେବାକୁ କହି ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ନେଇଛନ୍ତି ଏହି ଦୁର୍ବୃତ୍ତ। ଏହା ପରେ ଇଣ୍ଡିଆ ଏସ୍କର୍ଟ ସର୍ଭିସ ନାଁରେ ସେହି ଯୁବକ ଜଣକ ମାମଲା ରୁଜୁ କରିଛନ୍ତି। ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ଏତେ ଟଙ୍କା ନେଇ ଯାଇଥିବା […]

  • Thursday, 15 July 2021
123797835_3615970518489028_
ନାର୍କୋ ଟେଷ୍ଟ ପାଇଁ ମନା କଲେ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କଲେ ଅଭିଯୁକ୍ତ ନାବାଳକ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ନାବାଳକ ଅସହମତି ପ୍ରକାଶ କରିଛନ୍ତି। ନାର୍କୋ ଟେଷ୍ଟ ଲାଗି SIT ଆବେଦନ କରିଥିଲା। ଏ ନେଇ ଏସ୍‌ଆଇଟିର ଓକିଲ ଏବଂ ଅଭିଯୁକ୍ତ ନାବାଳକଙ୍କ ଓକିଲ ନିଜ ନିଜର ପକ୍ଷ ରଖିଥିଲେ। ତେବେ ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛନ୍ତି ଅଭିଯୁକ୍ତ ନାବାଳକ। ଉଭୟ ପକ୍ଷର ଶୁଣାଣି ଶେଷ ହୋଇଥିବା ବେଳେ […]

labor-killed
ଏମିତି ଭୟଙ୍କର ଅଘଟଣ ଆଗରୁ ୩ଥର ହୋଇଥିଲା, ତଥାପି ଚେତା ପଶିଲାନି

ରାଉଲକେଲା: ପୁଣି ଘାତକ ସାଜିଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କାମ କରୁ କରୁ ବିଷାକ୍ତ ଗ୍ୟାସ୍ ଶୋଷିନେଲା ୪ ଶ୍ରମିକଙ୍କ ଜୀବନ। RSPର କୋଲ୍ କେମିକାଲ ୟୁନିଟରେ ଘଟିଛି ଏହି ବଡ଼ ଧରଣର ଅଘଟଣ। ସକାଳ ପ୍ରାୟ ୯ଟା ପ୍ଲାଣ୍ଟର କୋଲ୍ କେମିକାଲ ୟୁନିଟରେ ଗ୍ୟାସ୍ ଚାମ୍ବର ମରାମତି କାମରେ ଲାଗିଥିଲେ ଶ୍ରମିକ। ହଠାତ ଲିକ୍ ହୋଇଥିଲା ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ୍ ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରାୟ ୧୦ରୁ ଅଧିକ ଶ୍ରମିକ। ଅଘଟଣ ପରେ ତୁରନ୍ତ […]

  • Thursday, 15 July 2021
khabar-odisha-boma
ଖାଦ୍ୟ ଦେବା ବଦଳରେ ବୋମା ଖୁଆଇଦେଲା ମଣିଷ !

ବ୍ରହ୍ମପୁର: ନିଜ ସ୍ୱାର୍ଥ ହାସଲ କରିବା ପାଇଁ ମଣିଷ କେତେ ତଳକୁ ଖସିପାରେ ! ନିରୀହ ପଶୁଙ୍କୁ ଶିକାର କରିବା ପାଇଁ ସେ ଯେକୌଣସି ଉପାୟ ବି ଆପଣେଇପାରେ। ଶିକାର କରିବା ପାଇଁ ଖାଦ୍ୟ ବଦଳରେ ମଣିଷ ରଖିଲା ବୋମା। ଆଉ ବିଚରା ନିରୀହ ପଶୁଟି ଖାଦ୍ୟ ଭାବି ବୋମାକୁ ଖାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି କାଳୁଆ ରୋଡ଼ ନିକଟରେ ବିଲ ରହିଛି। ନିତିଦିନ ସେଠାରେ ଗାଈ ଚରିଥାନ୍ତି। […]

  • Thursday, 15 July 2021
stf
ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ !

ଫୁଲବାଣୀ: ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚର STF ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ STF ର 7 ଜଣିଆ ଟିମକୁ ଉଦ୍ଧାର କରିଛି। ଉଦ୍ଧାର ପରେ STF ଟିମ ସଦସ୍ୟମାନଙ୍କୁ ଆଶୁ […]

  • Thursday, 15 July 2021