• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

a1
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ଲୋକେ

ମୟୂରଭଞ୍ଜ: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ଛକ ନିକଟରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଉଦଳାରୁ ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିଲା। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାକଡ଼ରେ ଥିବା ଏକ ଟ୍ରଲିକୁ ଆମ୍ୱୁଲାନ୍ସଟି ଧକ୍କା ଦେଇଥିଲା। ଏହା ପରେ […]

  • Friday, 16 July 2021
suicide
ଛାତ୍ରୀ ନିବାସରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଯାଜପୁର: ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ଏକ ଛାତ୍ରୀ ନିବାସରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ କଟକ ଟାଙ୍ଗୀ ସ୍ଥିତ ଘରୋଇ କଲେଜରେ ପାଠ ପଢୁଥିଲେ। ତାଙ୍କ ଘର ମଙ୍ଗଳପୁର ଥାନା ଇଛାପୁରରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବୁଧବାର ଛାତ୍ରୀ ଜଣକ କଲେଜ ନ ଯାଇ ଏକୁଟିଆ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ରୁମ୍‌ମେଟ୍ […]

  • Friday, 16 July 2021
oas
ଓଏଏସ୍‌-୨୦୧୭ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)-୨୦୧୭ ବର୍ଷର ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆୟୂଷୀ ମହାପାତ୍ର ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଝୋଡିଆ ସଂପ୍ରଦାୟର ପ୍ରଥମ ଝିଅ ଭାବେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଟିକିରି ଅଞ୍ଚଳର ପ୍ରଭାତୀ ଝୋଡିଆ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କୃତିତ୍ୱ ହାସଲ କରିଥିବା ୧୦୬ଜଣଙ୍କ ମଧ୍ୟରୁ ୬୪ ଜଣ ପୁରୁଷ ଓ […]

  • Friday, 16 July 2021
1
ସୋରରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଟେଣ୍ଟୋଇ ଗାଁରେ ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ କ୍ରାଇମ୍‌ବ୍ରାଞ୍ଚ୍‌ର ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୦ ତାରିଖରେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଦୁଇ ଛାତ୍ରୀ ହେଲେ ଲକ୍ଷ୍ମୀପ୍ରିୟା ଦାସ ଓ ପ୍ରିୟଙ୍କା ଦାସ। ଟିଉସନ୍‌ ସାରି ରାତିରେ ପ୍ରିୟଙ୍କା ଟେଣ୍ଟୋଇ ଗାଁରେ ଲକ୍ଷ୍ମୀପ୍ରିୟାଙ୍କ ଘରେ ରହିଥିଲେ। ହେଲେ ସକାଳୁ ଦୁଇଜଣଙ୍କ ସନ୍ଦେହଜନକ […]

  • Friday, 16 July 2021
1
ଓଡ଼ିଶାରେ ପ୍ରତିଷ୍ଠା ହେବ ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟ

ସୁନ୍ଦରଗଡ଼: ସାରା ଦେଶରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ନୂଆ ୪୬୨ଟି ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ। ସେଥି ମଧ୍ୟରୁ କେବଳ ଓଡ଼ିଶାରେ ୯୨ଟି ମଡେଲ୍‌ ସ୍କୁଲ୍‌ ପ୍ରତିଷ୍ଠା ହେବ। ଏନେଇ ସୁନ୍ଦରଗଡ଼ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସୂଚନା ଦେଇଛନ୍ତି। ପ୍ରତି ମଡେଲ୍‌ ସ୍କୁଲ ନିର୍ମାଣ ଲାଗି ୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ ପ୍ରତି […]

  • Friday, 16 July 2021
puri
ପୁରୀ ସମୁଦ୍ରରେ ବୁଡ଼ିଗଲେ ଛାତ୍ର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ। ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ଶ୍ରୀକ୍ରିଷ୍ଣା। ଶ୍ରୀକ୍ରିଷ୍ଣା ରାଞ୍ଚି ମେସ୍‌ରା ସ୍ଥିତ BIT ଛାତ୍ର ବୋଲି ଜଣାପଡ଼ିଛି। ସେ ଛୁଟି ମନାଇବାକୁ ସାଙ୍ଗମାନଙ୍କ ସହିତ ରାଞ୍ଚିରୁ ପୁରୀ ଆସିଥିଲେ। ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଶ୍ରୀକ୍ରିଷ୍ଣା ବୁଡ଼ି ଯାଇଥିଲେ। ପେତାଇ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର […]

  • Friday, 16 July 2021
gajapati
ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଲେ ଗଜପତି

ପୁରୀ : ଧାଡ଼ି ଦର୍ଶନ ଯୋଗୁଁ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । OTVକୁ ଦେଇଥିବା ପ୍ରତିକ୍ରିୟାରେ ଗଜପତି ମହାରାଜା, ସେ ଦିନର ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଅାଶା ରଖିଛନ୍ତି। ତା ସହ ବାସ୍ତବିକ ଯିଏ ଦୋଷୀ, ତାର ଉପଯୁକ୍ତ ତଦନ୍ତ ହୋଇ ଦଣ୍ଡ ବିଧାନ ହେଉ ଏବଂ ଘଟଣାର […]

  • Friday, 16 July 2021
baijayanta-up 8
ଦୁବାଇରେ ପ୍ରାଣ ହରାଇଥିବା ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଦୁବାଇରେ ପ୍ରାଣ ହରାଇଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଯୁବକ ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଅାଜି ଦୁବାଇରୁ ଦେବାଶିଷଙ୍କ ମୃତଦେହ ଅାସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଦେବାଶିଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ମାତାପିତା ପୂର୍ବରୁ ବୈଜୟନ୍ତଙ୍କୁ ଜଣାଇଥିଲେ। ଏହାପରେ ବୈଜୟନ୍ତ ଦୁବାଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଦେବାଶିଷଙ୍କ ମୃତ୍ୟୁର ପୁଲିସ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ସେହିପରି ମୃତଦେହ ଭାରତ ଫେରାଇ […]

  • Friday, 16 July 2021
srimandir
ଫଟୋ ଭାଇରାଲ ପାଇଁ ସସ୍‌ପେଣ୍ଡ ହେଲେ ସବ୍ ଇନ୍ସପେକ୍ଟର

ପୁରୀ : ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ ଘଟଣାରେ ପୁଲିସ ଅଫିସର ସସ୍‌ପେଣ୍ଡ। ସଂପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡାଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ଅାଜି ସକାଳେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସ୍‌ବୁକ୍ ଅାକାଉଣ୍ଟରେ ଏହି ଫଟୋ ସବୁକୁ ଅପଲୋଡ଼ କରିଥିଲେ। ଏପରିକି ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ସେ ଭାଇରାଲ କରିଛନ୍ତି। ଏହାକୁ […]

  • Friday, 16 July 2021
paradip-up 78
ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି

ପାରାଦୀପ  : ପାରାଦୀପ କୁଜଙ୍ଗ ବ୍ଲକ୍ ଖୋସାଲପୁରରେ ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି । ଗତ ସେପ୍ଟେମ୍ବର ୩୦ ତାରିଖରେ କୁଜଙ୍ଗରେ ଅାୟୋଜିତ ହୋଇଥିବା ବିଜେଡି ମହିଳା ସମାବେଶରେ ଯାଇନଥିବା ଖୋସାଲପୁର ବାରିକ ସାହିର ଲୋକଙ୍କୁ ହଂସୁରା ପଂଚାୟତର ସରପଞ୍ଚ ସ୍ମୃତିରେଖା ସ୍ୱାଇଁଙ୍କ ସ୍ୱାମୀ ଓ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି । ଖୋସାଲପୁର ବଜାରରେ ଥିବା ବିଭିନ୍ନ ଦୋକାନରେ ପଶି ଦୋକାନୀଙ୍କୁ ଅଭିଯୁକ୍ତମାନେ ନିର୍ଘାତ ପିଟିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ବି ହୋଇଛି । କେବଳ […]

  • Friday, 16 July 2021
puri up
ମହେଶ୍ୱରଙ୍କୁ କେ.ଭି ଓ ଦାମଙ୍କ ଟାର୍ଗେଟ

ପୁରୀ : ପୁରୀ ହିଂସା ପଛରେ ରହିଛି ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ହାତ । ଏଭଳି ଅଭିଯୋଗ ଅାଣିଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ। କେ.ଭି କହିଛନ୍ତି, ରାଜସ୍ୱମନ୍ତ୍ରୀ ପୁରୀବାସୀଙ୍କ ଅନୁକମ୍ପା ହାସଲ କରିବାକୁ ନିଜ ଲୋକଙ୍କ ଦ୍ୱାରା ଏଭଳି କାଣ୍ଡ ଭିଅାଇଛନ୍ତି। ତାସହ ଶାନ୍ତି କମିଟି ନାଁରେ ଗିରଫଦାରୀ ଠିକ୍ ନୁହେଁ। ଯଦି ପୁଲିସ ପାଖରେ ପ୍ରମାଣ ଥିଲା ପ୍ରଥମେ କାହିଁକି ଗିରଫ କରାଗଲାନି। ପୁଲିସ ଓ […]

  • Friday, 16 July 2021
monkey
'ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଘଟଣା ପରି ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା'

ଭୁବନେଶ୍ୱର : କର୍ଣ୍ଣାଟକରେ ଯାତ୍ରୀ ବସିଥିବା ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଭିଡିଓ ଭାଇରାଲ ହେବା ପରେ ଓଡ଼ିଶାରେ ତାର ସାଇଡ୍ ଇଫେକ୍ଟ । ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା ଠିକ୍ ସେଇ ବସ୍ ଭଳି ବୋଲି ଟୁଇଟ୍ କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସମସ୍ତେ ମାଙ୍କଡ଼କୁ ଦେଖି ଅାତଙ୍କିତ, ତେବେ କେହି ମୁହଁ ଖୋଲିବାକୁ ନାରାଜ ବୋଲି ସେ ଲେଖିଥିଲେ। ଏନେଇ ଜଣେ ଟୁଇଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା ଉପରେ ବୈଜୟନ୍ତ ସ୍ପଷ୍ଟୀକରଣ […]

  • Friday, 16 July 2021
college-up
କଲେଜ୍ ଭୋଟ୍‌କୁ ଅାଉ ତିନି ଦିନ

ଭୁବନେଶ୍ୱର: ଛୁଟିରେ ବି ପ୍ରାର୍ଥୀଙ୍କ ପ୍ରଚାର। ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଅାଶାୟୀ ପ୍ରାର୍ଥୀ । ପୁସିଂ କାର୍ଡ ସାଙ୍ଗକୁ ଚକ୍‌ଲେଟ୍ ଗିଫ୍ଟ ଦେଇ ପ୍ରଚାର କରୁଛନ୍ତି । ମହାଳୟା ଲାଗି ଅାସନ୍ତା କାଲି ବି ଛୁଟି।  ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକାଠି କରି କଲେଜ ବାହାର ହୋଟେଲ୍‌ରେ ଅାପ୍ୟାୟିତ କରାଯାଉଛି । ଖାଇବା ପିଇବା ଅାସର ସହ ପ୍ରଚାର ବି ହେଉଛି ଜୋରଦାର।  ଅାଉ ଯେଉଁମାନଙ୍କ ପାଖରେ ପହଞ୍ଚି ହେଉନି ସେମାନଙ୍କୁ ହ୍ୱାଟ୍ସ ଅାପ୍ […]

  • Friday, 16 July 2021
arrest-up
ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ; ଅାଉ ୧୫ ଜଣ ଗିରଫ

ପୁରୀ : ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଅାଉ ୧୫ ଜଣ ଗିରଫ । ରବିବାର ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଗିରଫ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ପ୍ରଥମେ ୧୧ ଜଣ ଓ ପରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ଗତ ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ୍ ଡାକରା ଦିଅାଯାଇଥିଲା । […]

  • Friday, 16 July 2021
bjd-up
ବରିଷ୍ଠ ନେତା ଦଳରୁ ଯିବା ପରେ ୧୯ରେ ଘାଟା ଖାଇବ କି ବିଜେଡ଼ି?

ଭୁବନେଶ୍ୱର : ବିଜେଡି ଛାଡିଲେ ଅାଉ ଜଣେ ପୁରୁଖା ନେତା। ମୟୁରଭଂଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦଳୀୟ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଛନ୍ତି । ବିଜେଡି ଛାଡ଼ିବା ପରେ ଲକ୍ଷ୍ମଣ ଟୁଡୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି । ଝାଡ଼ଖଣ୍ଡର ରାଞ୍ଚିଠାରେ ଅାଜି ଅନୁଷ୍ଠିତ JMMର କେନ୍ଦ୍ରୀୟ କମିଟି ବୈଠକ ଅବସରରେ ଟୁଡୁ ନୂଅା ଦଳରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ JMM ସୁପ୍ରିମୋ ଶିବୁ ସୋରନ୍, ଦଳର ଓଡ଼ିଶା ରାଜ୍ୟ […]

  • Friday, 16 July 2021
rain-up
୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ। ୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । ମୌସୁମୀ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତା ଅାଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅାସନ୍ତା ୧୨ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ ସହ […]

  • Friday, 16 July 2021
padmalochan
କଂଗ୍ରେସ ଦଳ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା

ବାଲେଶ୍ୱର : କଂଗ୍ରେସ ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ବାଲେଶ୍ୱର ସିମୁଳିଅାର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ଦଳର ପ୍ରାଥମିକ  ସଦସ୍ୟ ପଦର ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସଂପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡିଥିବା ସୂଚନା ମିଳିଛି । ତେବେ ଦଳରେ ଗୋଷ୍ଠୀ କନ୍ଦଳ ଓ ସମନ୍ୱୟର ଅଭାବ ରହିଛି […]

  • Friday, 16 July 2021
fever
ଅଜଣା ଜ୍ୱର ଅାତଙ୍କ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସାନତୁଳସୀପଲ୍ଲୀ ଗ୍ରାମରେ ଅଜଣା ଜ୍ୱରରେ ୩୬ ଜଣ ଅାକ୍ରାନ୍ତ ହୋଇଛନ୍ତି। ଗାଁରେ ପ୍ରାୟ ୩୦ ପରିବାର ବାସ କରୁଥିବା ବେଳେ ଅଧିକାଂଶ ଲୋକ ଗରିବ ଶ୍ରେଣୀର। ଅର୍ଥାଭାବରୁ ସେମାନେ ଚିକିତ୍ସା କରିପାରୁନଥିବା ବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ଖବର ପାଇବାପରେ ଏସ୍‌ଡିଏମଓ ଗାଁକୁ ଏକ ଟିମ୍ ପଠାଇ ପ୍ରାୟ ୨୭ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି।  ସମସ୍ତଙ୍କ ରକ୍ତ ନମୂନା ମ୍ୟାଲେରିଅା ନେଗେଟିଭ୍ […]

  • Friday, 16 July 2021
mao-police
ମାଓବାଦୀ-ପୁଲିସ୍ ମୁହାଁମୁହିଁ

କୋରାପୁଟ  : କୋରାପୁଟ ପଟାଙ୍ଗି ଓ ସୁଙ୍କି ଅଂଚଳରେ ମାଓବାଦୀ-ପୁଲିସ୍ ମୁହାଁମୁହିଁ । ଅାନ୍ଧ୍ର-ଓଡିଶା ସୀମାରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ ବେଳେ ଗୋଟିଏ ମାଓ କ୍ୟାମ୍ପ୍ ଠାବ ହୋଇଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି କେ.ଭି.ସିଂ . ତେବେ ଏସପିଙ୍କ ସୂଚନା ମୁତାବକ, ଏହି ସୀମାନ୍ତ ଅଂଚଳରେ ପ୍ରାୟ ୧୫ ଜଣ ମାଓବାଦୀ ଥିବାର ସୂଚନା ମିଳିବା ପରେ ଏହି ଅପରେସନ୍ କରାଯାଇଛି।

  • Friday, 16 July 2021
iimsar
ଗିରଫ ହେଲେ ଶିକ୍ଷାନୁଷ୍ଠାନର ମାଲିକ

ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଶିକ୍ଷାନୁଷ୍ଠାନର ମାଲିକ ତଥା ନିର୍ଦ୍ଦେଶକ କୋଦଣ୍ଡଧର ସାହୁଙ୍କ ଗିରଫ କରିଛି ପୁଲିସ। ଗତକାଲି ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଅାଣିଥିଲେ ପାରା ମେଡିକାଲ୍ ଛାତ୍ରୀ । ଭରତପୁର ଜିଏ କଲୋନୀରେ ଥିବା ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଅାଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ଅାଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଏନେଇ […]

  • Friday, 16 July 2021
face lubricant
ନକଲି ମୋବିଲ୍ କାରଖାନା ଠାବ

କଟକ : କଟକରେ ପୁଣି ନକଲି ମୋବିଲ୍ କାରଖାନା ଠାବ। ୩ଟି ନକଲି ମୋବିଲ୍ କାରଖାନା ଠାବ କରିଛି ପୁଲିସ। ଜଗତପୁର ଭଇରିପୁରରେ ପୁଲିସ ଏହି କାରଖାନା ଗୁଡିକ ଉପରେ ଚଢ଼ାଉ କରି ୨୦ ହଜାର ଲିଟରରୁ ଅଧିକ ମୋବିଲ୍ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି।

  • Friday, 16 July 2021
puri-up
ପୁରୀ ହିଂସାକାଣ୍ଡ ଘଟଣା

ପୁରୀ  : ପୁରୀ ହିଂସାକାଣ୍ଡ ମାମଲାରେ ୧୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଓଟିଭିକୁ ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ। ସେ କହିଛନ୍ତି, ସିସିଟିଭି ଫୁଟେଜ୍ ଅାଧାରରେ ୪୬/୪୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବୁଲୁ ଖୁଣ୍ଟିଅା, ବିନାୟକ ଦାସମହାପାତ୍ର ଓ ଦାମ ମହାସୁଅାର । ବୁଲୁ ଖୁଣ୍ଟିଅା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିଥିବା ଏସ୍‌ପି କହିଛନ୍ତି। ଶାନ୍ତି କମିଟି ସଦସ୍ୟଙ୍କ ନାଁରେ ମାମଲା କରାଯାଇଛି […]

  • Friday, 16 July 2021
smruti
ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନି

ଭୁବନେଶ୍ୱର : ନବୀନ ସରକାରକୁ ଗାଦିଚ୍ୟୁତ କରିବାକୁ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସଂକଳ୍ପ  ନିଅାଯାଇଛି। ୧୨୦ ପ୍ଲସ୍ ମିଶନ ଦୋହରାଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି। ସେ କହିଛନ୍ତି, ଏହି ମିଶନ ପୂରଣ ହୋଇ ସରକାର ଗଠନ କରିବ ବିଜେପି। ଏହା ସହିତ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ସ୍ମୃତି ଇରାନି। କହିଛନ୍ତି, ରାଜ୍ୟର ବିକାଶ ଏବଂ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ।  ୬୦ ପ୍ରତିଶତ ମହିଳା ଓ […]

  • Friday, 16 July 2021
paradip
ପାରାଦୀପରେ ପହଞ୍ଚିଲା ତଟରକ୍ଷୀ ବାହିନୀର ଜାହାଜ ବିଜୟ

ପାରାଦୀପ : ପାରାଦୀପରେ ପହଞ୍ଚିଲା ତଟରକ୍ଷୀ ବାହିନୀର ଜାହାଜ ବିଜୟ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଜାହାଜ ପରାଦୀପରେ ରହି ଓଡ଼ିଶା ଉପକୂଳର ସୁରକ୍ଷା କରିବ। ଉପକୂଳ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ, ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ସହାୟତା କରିବ। ଗୁରବାର ଏହି ଜାହାଜ ପାରାଦୀପରେ ପହଞ୍ଚିବା ପରେ କୋଷ୍ଟଗାର୍ଡ ଡିଅାଇଜି ରାଜେଶ ମକ୍ୱାନା ସ୍ୱାଗତ କରିଥିଲେ । ଏଥିରେ ୧୨ ଜଣ ଅଫିସର, ୯୧ ଯବାନ ଅଛନ୍ତି। ଜାହାଜର ଲମ୍ବ ୯୮ ମିଟର, […]

  • Friday, 16 July 2021
4
ସାତକୋଶିଅା କୋର୍ ଏରିଅାରେ ସୁନ୍ଦରୀ, ପାଖାପାଖି ବୁଲୁଛି ସାଥୀ ମହାବଳ

ଅନୁଗୁଳ : ସାତକୋଶିଅା କୋର ଏରିଅାରେ ରହୁଛି ବାଘୁଣୀ ସୁନ୍ଦରୀ। ପରିବେଶ ସହ ବି ଖାପ ଖୁଅାଇଲାଣି । ଏଣେ ସୁନ୍ଦରୀ ପାଖାପାଖି ବୁଲୁଛି କାହ୍ନାରୁ ଅାସିଥିବା ମହାବଳ । ଫଳରେ ଉଭୟଙ୍କ ଭିତରେ ମିଳନର ଯଥେଷ୍ଟ ସମ୍ଭାବନା ଦେଖୁଛି ବନ ବିଭାଗ । ତେଣୁ ସାତକୋଶିଅାରେ ବାଘ ବଂଶ ବିସ୍ତାର ହେବା ନେଇ ବନ ବିଭାଗର ଯୋଜନା ଅାଗକୁ ଫଳପ୍ରଦ ହେବାକୁ ଯାଉଛି । ଏଣେ ସୁନ୍ଦରୀ କୋର ଏରିଅାକୁ ଚାଲିଯିବା ପରେ ଅାଠମଲ୍ଲିକ ଅଞ୍ଚଳର […]

  • Friday, 16 July 2021