• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

k1
ଗଡ଼ିଲା ‘କାଳିଆ ରଥ’

ଭୁବନେଶ୍ୱର: ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ରଥ’ର ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ କାଳିଆ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ୍‌ ୧୫୦ଟି ‘କାଳିଆ ରଥ’ କାଳିଆ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ।  ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ ମାସ […]

  • Friday, 16 July 2021
paika
ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି

ଖୋର୍ଦ୍ଧା : ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି। ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ସରକାର ବରୁଣେଇରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ଜମି ଦେବା ଦାବିକୁ ଜୋରଦାର କରିଛନ୍ତି ବିଭିନ୍ନ ପାଇକ ସଂଗଠନ। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସଂଗଠନର ଟିମ୍‌ କେନ୍ଦ୍ର ସଂସୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟି ରାଜ୍ୟ ଉପରେ ଚାପ ପକାଇବାକୁ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସରକାର ଜାଣିଶୁଣି ଜମି ଦେଉନଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ […]

  • Friday, 16 July 2021
congress-up
ତେଜୁଛି ଶ୍ରୀକାନ୍ତ-ନିରଞ୍ଜନ କଳି ; ଶୃଙ୍ଖଳା କଥା କହି ଶ୍ରୀକାନ୍ତଙ୍କୁ ଟାର୍ଗେଟ୍ କଲେ ତାରା

ଭୁବନେଶ୍ୱର : ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି କଂଗ୍ରେସ କନ୍ଦଳ। ତାରା-କୃଷ୍ଣ କଳି ପରେ ଏବେ ଶ୍ରୀକାନ୍ତ-ନିରଞ୍ଜନ ବିବାଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀକାନ୍ତଙ୍କୁ ଆଜି ପୁଣି ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଶ୍ରୀକାନ୍ତ କରିଥିବା ଅପିଲ୍‌କୁ ଦଳ ବିରୋଧୀ କହିବା ସହ ଦଳୀୟ ନିୟମ ନ ମାନିଲେ ପାର୍ଟିରୁ ବିଦା ହେବା ଦରକାର ବୋଲି କହିଛନ୍ତି। […]

  • Friday, 16 July 2021
brown sugar
ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ !

ଭୁବନେଶ୍ୱର : ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ। ଆଜି ଅବକାରୀ ବିଭାଗ ପ୍ରାୟ ୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ରାଉନ୍‌ସୁଗାର ସବ୍‌ଡିଲର ହୋଇଥିବା ବେଳେ ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀ। ସବ୍‌ଡିଲର ଟୁକୁନା ଦାସ ଖୋର୍ଦ୍ଧା ଅଞ୍ଚଳର ଜଲେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ବ୍ୟବସାୟ କରୁଥିଲା। ସେ ଖଣ୍ଡଗିରି ଅଞ୍ଚଳରେ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। ପୂର୍ବରୁ ଅବକାରୀ ବିଭାଗ ସାଲିଆ […]

  • Friday, 16 July 2021
Orissa-High-Court
ଓଟିଭି ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର :  ହକି ବିଶ୍ୱକପ୍‌ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲା। FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। OTV ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟ ସୁନ୍ଦର ଦାସ ଏନେଇ ସୂଚନା ଦେଇଛନ୍ତି। ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ବାହାନାରେ OTV ପ୍ରତିନିଧିଙ୍କ ଆକ୍ରିଡିଟେସନ ରଦ୍ଦ କରାଯାଇଥିଲା। ଯାହାକୁ ନେଇ […]

  • Friday, 16 July 2021
baijayanta
ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

କଟକ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବୈଜୟନ୍ତ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଘରକୁ ଘର ବୁଲି ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଏଥିସହ ବୈଜୟନ୍ତ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ରେଲୱେ ଓଭରବ୍ରିଜ୍ କାମକୁ ତଦାରଖ କରିଥିଲେ। ଏଠାରେ ଥିବା ୧୭୪ ନମ୍ବର ରେଲ୍‌ୱେ ଫାଟକ ଦୀର୍ଘ ସମୟ ପଡି […]

  • Friday, 16 July 2021
meeting
କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା

ଭୁବନେଶ୍ୱର : କୋଣାର୍କ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ […]

  • Friday, 16 July 2021
tara
ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ୍‌

ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍‌ନୀ ଛଟ୍‌ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ତାରା। ସରକାରୀ କର୍ମଚାରୀ-ମନ୍ତ୍ରୀ-ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଲର୍‌ଙ୍କ ପାଇଁ ନା ଚାଷୀଙ୍କ […]

  • Friday, 16 July 2021
fire
ନିଆଁରେ ଜିଅନ୍ତା ପୋଡିଗଲେ ମହିଳା

 ମୟୂରଭଞ୍ଜ : ନିଆଁରେ ଜିଅନ୍ତା ପୋଡିଗଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ପାଂଚଟା ସମୟରେ ଗାଁର ଦିନକୃଷ୍ଣ ଗିରିଙ୍କ ଘରେ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା। ଘରେ କେହି ନଥିବାବେଳେ, ଗ୍ରାମବାସୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଏହି ସମୟରେ ଜଣେ ମହିଳାଙ୍କ ଦେହରେ ନିଆଁ ଜଳୁଥିବା ଦେଖିଥିଲେ। ତେବେ ସେ ପ୍ରାଣ ହରାଇଥିବାରୁ ଗ୍ରାମବାସୀ ସଙ୍ଗେସଙ୍ଗେ ଦମକଳ […]

  • Friday, 16 July 2021
deadbody
ଦମ୍ପତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ବାମେବାରୀ ରୁଙ୍ଗଟା ଖଣି ଅଫିସର୍ସ କଲୋନୀର ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସୁଜିତ ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିଥିବାବେଳେ ବିଛଣାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡିଥିଲା। ସୁଜିତ୍ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ସୁଜିତଙ୍କୁ ତାଙ୍କ ସହକର୍ମୀ ଫୋନ୍‌ କରିଥିଲେ। ହେଲେ ସୁଜିତ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରି ଘରକୁ ଆସିଥିଲେ। […]

  • Friday, 16 July 2021
rice field burn
ଜଳିଗଲା ୨୫ ଏକର ଧାନ ଜମି

ବାଲେଶ୍ୱର : ଜଳିଗଲା ଏକର ଏକର ଧାନ ଫସଲ। ବାଲେଶ୍ୱର ବସ୍ତା ବ୍ଲକ୍‌ ଧୂଳିଉଡା ଗାଁରେ ଥିବା ଧାନ ଜମିରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ନିଆଁରେ ପ୍ରାୟ ୪୦ ଏକରରୁ ଅଧିକ ଜମିରେ ଫସଲ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ତେବେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ଏ ନେଇ ଖବର ପାଇବା ପରେ ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ। ବସ୍ତା […]

  • Friday, 16 July 2021
satya-prakash-up
CMOକୁ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକଙ୍କ ଟାର୍ଗେଟ

ଭୁବନେଶ୍ୱର : CMO କୁ କଂଗ୍ରେସର ଟାର୍ଗେଟ। CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ। ବିଜେଡି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପାଇଁ  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ  CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଥିବା ଅଭିଯୋଗ କରିଛନ୍ତି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ। ଏହା ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ନିୟମ ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଓଡ଼ିଶାର IAS, IPSମାନେ ବିଜେଡି ନେତା ଓ […]

  • Friday, 16 July 2021
naveen
ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି। ୧୧ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ।  ବିଜେଡିର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହୋଇଥିବା ବୈଠକ ପରେ ପ୍ରତାପ ଦେବ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ସହିତ ସଂସଦରେ ୯ଟି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରାଯାଇଛି। ଲୋକସଭା, ବିଧାନସଭାରେ ମହିଳାଙ୍କ ଲାଗି ୩୩% […]

  • Friday, 16 July 2021
srikant
ଶ୍ରୀକାନ୍ତ ଜେନା ପିସିସିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ୱର : ତେଜିଲା କଂଗ୍ରେସ କନ୍ଦଳ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ। ଏ ସମସ୍ତ କମିଟି ସଦସ୍ୟ ପଦରୁ ଶ୍ରୀକାନ୍ତ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ଶ୍ରୀକାନ୍ତ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ପୂର୍ବରୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ରୂପେ ଦାୟିତ୍ୱ […]

  • Friday, 16 July 2021
k1
ଗାଡ଼ି ଚୋରି ରାକେଟ୍‌ରେ କିରାଣି!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ତହସିଲ ଅଫିସ୍‌ ର ଜଣେ କିରାଣିଙ୍କୁ ଗାଡ଼ି ଚୋରି ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ୍‌ ଅଟକ ରଖିଛି। କିରାଣିଙ୍କ ନିକଟରୁ ପୁଲିସ୍‌ ୨ଟି ବାଇକ୍‌ ଜବତ କରିଛି। ଜବତ ବାଇକ୍‌ ଗୁଡ଼ିକ ଚୋରା ଗାଡ଼ି ବୋଲି ପୁଲିସ୍‌ ସୂଚନା ଦେଇଛି। ଗାଡ଼ି ଚୋରି ରାକେଟ୍‌ ନେଇ ପୁଲିସ୍‌ ସୂଚନା ପାଇବା ପରେ ସଂପୃକ୍ତ କିରାଣିଙ୍କୁ ଅଫିସରୁ ଉଠାଇ ନେଇଥିଲା। ତେବେ ରାଜନଗର, ରାଜକନିକା ଅଞ୍ଚଳରେ ଏହି ରାକେଟ୍‌ ସକ୍ରିୟ ଥିବା ପୁଲିସ୍‌ […]

  • Friday, 16 July 2021
murder
ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା !

ଗଞ୍ଜାମ  : ଝିଅ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସମୁଦୁଣୀକୁ ହତ୍ୟା କଲେ ସମୁଦି। ଅଭିଯୋଗ ଆସିଛି ଗଞ୍ଜାମ ବୁଗୁଡ଼ା ଥାନା ଅନ୍ନପୂର୍ଣ୍ଣା ସାହିରୁ। ଯୌତୁକ ପାଇଁ ଝିଅକୁ ଗତବର୍ଷ ହତ୍ୟା କରାଯାଇଥିବା ବାପା ପଦ୍ମ ସାହୁ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା ଥିବାବେଳେ ଝିଅର ଶାଶୁଘର ଲୋକେ ଜେଲ ବି ଯାଇଥିଲେ। ତେବେ ନିକଟରେ ଶାଶୁ କନକ ସାହୁ ଜେଲ୍‌ରୁ ମୁକୁଳିଥିଲେ। ଜେଲ୍‌ରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ପଦ୍ମ ସାହୁ ନିଜ […]

  • Friday, 16 July 2021
c1
ବିଦେଶରେ ଚାକିରି କରାଇ ଦେବା ନାଁରେ ୧୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ବିଦେଶରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ଯୁବକ ମାନଙ୍କୁ କୁଏତ୍‌ରେ ଚାକିରି କରାଇଦେବା କହି ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ଠକି ନେଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ବିଶ୍ୱଜିତ୍‌ ସ୍ୱାଇଁଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବିଶ୍ୱଜିତ୍‌ ୧୨ଜଣ ଯୁବକଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏ ନେଇଥିଲେ। ଏହାପରେ […]

  • Friday, 16 July 2021
maneka
ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ମାନେକା ଗାନ୍ଧି

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖିଛନ୍ତି। ଜିଲ୍ଲା ହେଡ୍‌କ୍ୱାର୍ଟରରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଜଘନ୍ୟ ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଘଟଣାରେ ଶିଶୁ ସୁରକ୍ଷା ଯୋଜନାର ବଡ଼ ଧରଣର ଉଂଲଘନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଆଡ଼କୁ […]

  • Friday, 16 July 2021
b2
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ପିଟିଲେ ଲୋକେ

ବାରିପଦା: ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଲୋକେ ନିସ୍ତୁକ ପିଟିବା ସହ ପ୍ରଧାନ ଶିକ୍ଷକଙ୍କୁ ଲଣ୍ଡା କରି ଲହୁଲୁହାଣ ମଧ୍ୟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ମୋରଡାର ଏକ ବିଦ୍ୟାଳୟରେ କିଛି ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ଗତ ୨୯ ତାରିଖରେ ଅସଦାଚରଣ କରିଥିବା ଛାତ୍ରୀମାନେ ସେମାନଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସଂପୃକ୍ତ ପ୍ରଧାନଶିକ୍ଷକ ଅସୁସ୍ଥତା କାରଣ […]

  • Friday, 16 July 2021
baijayanta-up
ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ : ବୈଜୟନ୍ତ

ନୂଆପଡ଼ା : ନୂଆପଡ଼ା ଉଦ୍ୟାନବନ୍ଧରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢିଛି, ଚାଷୀଙ୍କୁ ନ୍ୟାୟ ମିଳୁନି। ପ୍ରତିବର୍ଷ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ ବୋଲି ମତ ଦେଇଛନ୍ତି ବୈଜୟନ୍ତ। ତାସହ ‘ହେଇଯାଉ’ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ବଢିଛି ଓ ଏହା ଏବେ ସ୍ଲୋଗାନରେ ପରିଣତ […]

  • Friday, 16 July 2021
b1
ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ଆତ୍ମହତ୍ୟା!

ଅନୁଗୁଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେଲା ପରେ ଲୋକଲଜ୍ଜାରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗତ କିଛି ବର୍ଷ ପୂର୍ବେ ଜଣେ ଯୁବକଙ୍କ ସହ ଉକ୍ତ ଯୁବତୀଙ୍କ ଫୋନ୍‌ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପ୍ରେମିକ ଜଣକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ସହ ଭାଇରାଲ କରିଥିବା ସନ୍ଦେହ କରାଯାଉଛି। ବନ୍ତଳା ଅଞ୍ଚଳରେ ଭିଡିଓ ଭାଇରାଲ […]

  • Friday, 16 July 2021
loot
ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ

ଯାଜପୁର: ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ ନେଇଛନ୍ତି ୩ଜଣ ଦୁର୍ବୁତ୍ତ। ବସ୍‌ଷ୍ଟପ୍‌ରେ  ଏହି ଦମ୍ପତି ଛିଡା ହୋଇଥିବା ବେଳେ ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଅଭିଯୁକ୍ତମାନେ ଲୁଟ୍ଟି‌ କରିଛନ୍ତି। ଯାଜପୁର ରୋଡ୍ ଥଆନା ଦଳା ଅଞ୍ଚଳରେ ଏହି ଘଟଣା ଘଟିଛି। ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସେମାନେ ଘରକୁ ଫେରିବା […]

  • Friday, 16 July 2021
arrest
କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ

କଟକ : କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ। ୩ ଅଭିଯୁକ୍ତକୁ ଗିରଫ କଲା ପୁରୀଘାଟ ପୁଲିସ। ତାଙ୍କ ଠାରୁ ଗୋଟିଏ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ସୋନୁ, ଶେଖ ଆସ୍ରଫ ଓ ମିର ଆଫ୍ରଜ ଅଲ୍ଳୀ। କେଶରପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘର ତିଆରି ପୂର୍ବରୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ବଟି ନ ଦେବାରୁ ତାଙ୍କ ଘର ଉପରକୁ […]

  • Friday, 16 July 2021
p11
ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଡାକ ଘରେ ଉତ୍ତେଜନା

ମୟୂରଭଞ୍ଜ: ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଗ୍ରାହକମାନେ ତାତିଛନ୍ତି।  ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର୍‌ କାଟିଥିଲେ ସୁଦ୍ଧା ତାଙ୍କୁ ମିଳି ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଗ୍ରାହକମାନେ […]

  • Friday, 16 July 2021
polioce
ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ

ଜୟପୁର  : ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ। ଡକାୟତ ଉଦ୍ୟମ ପାଇଁ ଯୋଜନା କରୁଥିବା ୮ଜଣ ଡକାୟତଙ୍କୁ କାବୁ କଲା ଜୟପୁର ଟାଉନ ପୁଲିସ। ସେମାନଙ୍କ ଠାରୁ ଗୋଟିଏ ଏରଟିଗା କାର, ୧୨ଟି ମୋବାଇଲ ସହ ମାରଣାସ୍ତ୍ର ଓ ପୁଲିସ ଡ୍ରେସ ଜବତ କରାଯାଇଛି। ଏମାନେ ମଧ୍ୟପ୍ରଦେଶ ସମେତ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ ଅଟକାଇ ଲୁଟ ଉଦ୍ୟମ ପାଇଁ ଯୋଜନା କରୁଥିଲେ। ହେଲେ ଯୋଜନା ବିଫଳ ହେବାରୁ ଟାଉନ ପୁଲିସ ଗିରଫ […]

  • Friday, 16 July 2021