• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

murder
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା ; ୩ଜଣ ଗିରଫ

ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ  ଓ ବାଇକକୁ ପୁଲିସ ଜବତ କରିଛି। ଗତ ୨୪ ତାରିଖରେ ବିଭିଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ  ହତ୍ୟାକାରୀଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ […]

  • Friday, 16 July 2021
chiranjiv
ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି : ଚିରଂଜୀବ ବିଶ୍ୱାଳ

ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ସେ। ଏହାସହ ସେ କହିଛନ୍ତି, ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢିବ। ୨୦୧୯ରେ […]

  • Friday, 16 July 2021
pump
ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍ ସହ ଆକ୍ରମଣ

ଭଦ୍ରକ : ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍‌ କରିବା ସହ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗରରୁ ଆସିଛି ଏଭଳି ଅଭିଯୋଗ। ଧାନନଗରର ଗୁହାଳିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁବୃର୍ତ୍ତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ଟାଙ୍କିରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। […]

  • Friday, 16 July 2021
child marriage
ମୟୂରଭଂଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଉଦଳା ପୁଲିସ ଗାଁରେ ପହଞ୍ଚି ବାହାଘରକୁ ରୋକିଥିଲା। ନାବାଳିକା ଓ ତାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଜନ୍ମ ପ୍ରମାଣ […]

  • Friday, 16 July 2021
dadan--1
ଆନ୍ଧ୍ରରୁ ଉଦ୍ଧାର ହେଲେ କୋରାପୁଟ୍ ଜିଲ୍ଲାର ୧୭ ଯୁବତୀ

କୋରାପୁଟ : ଦୀର୍ଘ ତିନିମାସ ପରେ ଭିଟାମାଟିକୁ ଫେରିଲେ ଆନ୍ଧ୍ରରେ ଦାଦନ ଖଟୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୧୭ ଜଣ ଯୁବତୀ। ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୬ଜଣ ନାବାଳିକା ହୋଇଥିବାରୁ ସେମାନଙ୍କୁ ଶିଶୁ ସୁରକ୍ଷା ସେଲ୍‌କୁ ହସ୍ତାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେଲେଙ୍ଗାନା ପୁଲିସ ସହାୟତାରେ ଲକ୍ଷ୍ମୀପୁର ପୁଲିସ ଓ ଶ୍ରମ ବିଭାଗ, ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଭିଟାମାଟିକୁ ଆଣିଥିଲେ। ଅଧିକ ଟଙ୍କା ଉପାର୍ଜନ […]

  • Friday, 16 July 2021
zero
ଟ୍ୱିନ୍ ସିଟିରେ ଜିରୋ ନାଇଟ୍‌ ସେଲିବ୍ରେସନ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ଦିନକ ପରେ ନୂଆବର୍ଷ। ବିଦାୟ ନେବ ପୁରୁଣା ବର୍ଷ। ୨୦୧୮ ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଉତ୍ସାହ। ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ବିଭିନ୍ନ ହୋଟେଲରେ ଆୟୋଜନ ହେଉଛି ଜିରୋ ନାଇଟ୍‌ ସେଲିବ୍ରେସନ୍। ହୋଟେଲ ସହ କ୍ଲବ, ରେଷ୍ଟୁରାଣ୍ଟ ସବୁଆଡ଼େ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ  ଜୋରଦାର ପ୍ରସ୍ତୁତି ଚାଲିଛି। ହୋଟେଲ ଗୁଡିକରେ ସଂଗୀତ କାର୍ଯ୍ୟକ୍ରମ ସହ ନୂଆବର୍ଷ ଉତ୍ସବ ପାଳନ ଆୟୋଜନ ହେଉଥିବାରୁ ତତ୍ପର ହୋଇ […]

  • Friday, 16 July 2021
s11
ଓଡ଼ିଶା ଫେରିବେନି ରାଜସ୍ଥାନରୁ ଉଦ୍ଧାର ହୋଇଥିବା ନାବାଳିକା

ରାଉରକେଲା: ରାଉରକେଲାରୁ ଚାଲାଣ ହୋଇ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକାଙ୍କୁ ରାଜ୍ୟକୁ ଫେରାଇ ଆଣିବାରେ ଓଡ଼ିଶା ପୁଲିସ୍‌ ବିଫଳ ହୋଇଛି। ରାଜସ୍ଥାନର ଝୁନ୍‌ଝୁନୁ ଜିଲ୍ଲାରୁ ଉଦ୍ଧାର ହୋଇଥିବା ପୀଡ଼ିତାଙ୍କ ବାପା ନିଜ ଘରକୁ ଫେରିବାକୁ ଲିଖିତ ଭାବେ ମନା କରିଛନ୍ତି। ଏଥିସହ ପ୍ରଶାସନର ଆଇନଗତ ସହାୟତାକୁ ମଧ୍ୟ ଗ୍ରହଣ କରିବାକୁ ପୀଡ଼ିତାଙ୍କ ବାପା ମନା କରିଛନ୍ତି। ନାବାଳିକାଙ୍କ ବାପା ଓଡ଼ିଶା ଆସିବାକୁ ମନା କରିବା ପରେ ତାଙ୍କୁ ଅନ୍ୟ ରାଜ୍ୟରେ ରଖିବାକୁ ଦିଲ୍ଲୀ CWC ପଦକ୍ଷେପ ନେଇଛି। […]

  • Friday, 16 July 2021
dharmendra
ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ପୁଣି ଟାର୍ଗେଟ। ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ସରକାର କହିଥିବା କଥା କୁଆଡ଼େ ଗଲା ? ବନ୍ଧୁମାନେ କାଳିଆଙ୍କୁ ଓପାସ ରଖି କାଳିଆର ଆଶ୍ରୟ ନେଇଛନ୍ତି। ଭୋଟ ହାତେଇବା ଲାଗି ଏହି ଯୋଜନା କରୁଛି ଶାସକ ଦଳ […]

  • Friday, 16 July 2021
farmer
ଧାନ ମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଧାରଣା

 ମାଲକାନଗିରି : ମଣ୍ଡିରେ ଧାନ କିଣା ଯାଉନଥିବାରୁ ମାଲକାନଗିରିରେ ତାତିଲେ ଚାଷୀ। ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ମେଳି କରିଛନ୍ତି। ଧାନମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଥିଲେ। ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀଙ୍କ ସହ ଧାରଣାରେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ବି ସାମିଲ ହୋଇଛନ୍ତି। ତେବେ ପ୍ରଶାସନର ଧାନ କିଣା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି।

  • Friday, 16 July 2021
mm
‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ’

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍. ସିଂଦେଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ। ଏଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ବିଜେଡି ସରକାର କ୍ଷମା ମାଗିବା ଦରକାର। କେବଳ ନିର୍ବାଚନ ସମୟରେ ହିଁ ବିଜେଡି ସରକାରର ମହାନଦୀ କଥା ମନେପଡୁଛି’ ବୋଲି ଟି.ଏସ୍. ସିଂଦେଓ କହିଛନ୍ତି। ଜନମତ ସଂଗ୍ରହ ପାଇଁ ଗତକାଲି ନିରଞ୍ଜନ […]

  • Friday, 16 July 2021
dg
ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା। ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏ ବର୍ଷ ୧୯ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ୨୭ ଜଣ ମାଓବାଦୀ କହିଛନ୍ତି […]

  • Friday, 16 July 2021
odisha cabinet
ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ଦରମା ବଢିବ

ଭୁବନେଶ୍ୱର :  ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ। ସେହିଭଳି ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନାରେ ପାଣ୍ଠି ଯୋଗାଡ଼ ପାଇଁ […]

  • Friday, 16 July 2021
girl misbehaving
ଅଭିଯୁକ୍ତ କନଷ୍ଟେବଲ ଛୁକେଶ ମେହେର ସସ୍‌ପେଣ୍ଡ

ପୁରୀ : ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରି ପୁଲିସ କର୍ମଚାରୀ ନିଲମ୍ବିତ। ସିସିଟିଭି ଫୁଟେଜ୍ ଯାଞ୍ଚ୍ ପରେ ଅଭିଯୁକ୍ତ ଛୁକେଶ ମେହରକୁ ନିଲମ୍ବନ କରାଯାଇଛି। କଳାହାଣ୍ଡିସ୍ଥିତ IRB ନବମ ବାଟାଲିୟନରେ କାର୍ଯ୍ୟରତ ଛୁକେଶ ପୁରୀ ଶ୍ରୀମନ୍ଦିରେ ଡ୍ୟୁଟି କରୁଥିଲେ। ଆଜି ବାହାରକାଠ ନିକଟରେ ଜଣେ ନାବାଳିକା ଠାକୁର ଦର୍ଶନ କରୁଥିବା ବେଳେ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଯାଜପୁର ଅଞ୍ଚଳର […]

  • Friday, 16 July 2021
farmer
ଋଣ ବୋଝ ଓ ଫସଲ ନଷ୍ଟ ପାଇଁ ଚାଷୀଙ୍କ ଆତ୍ମହତ୍ୟା

 କଟକ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଶୀତ ଋତୁରେ ପନିପରିବା ଚାଷରେ କ୍ଷତି ସହ ହାତ ଉଧାରି ଋଣ ଶୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ଡମପଡ଼ା ବ୍ଲକ କୁସୁପଙ୍ଗି ଗାଁର ଚୈତନ୍ୟ ପରିଡ଼ା। ଗତ ୨୧ତାରିଖରେ ସେ କୀଟନାଶକ ପିଇଥିଲେ। ପ୍ରଥମେ ତାଙ୍କୁ ବାଙ୍କୀ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ପରେ ବଡ଼ ମେଡ଼ିକାଲରୁ […]

  • Friday, 16 July 2021
dharmendra
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଜମି ଯୋଗାଣ ନେଇ ଚିଠି ଲେଖାଯାଇଛି। ଜମି ହସ୍ତାନ୍ତରଣରେ ଅସହଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ‘ଲୋକଙ୍କ ସ୍ୱାର୍ଥ ତଥା ଅର୍ଥନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ’। ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ପରିବେଶ ମଞ୍ଜୁରୀ ସହ ଟେଣ୍ଡର ସରିଛି, ଜମି ମିଳିଲେ ପ୍ରକଳ୍ପ କାମ ହେବ, ଚିଠିରେ ଉଲ୍ଲେଖ […]

  • Friday, 16 July 2021
image
ବିଜେପି ଓ କଂଗ୍ରେସର ଜନ ଅଦାଲତ ଓ ଜନ ଆଶୀର୍ବାଦ ଯାତ୍ରା

ଭୁବନେଶ୍ୱର : ବିଜେଡି ସରକାର ବିରୋଧରେ ବିଜେପି ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜନ ଅଦାଲତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ ପଚାରିବେ। ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଅଦାଲତକୁ ଡକାଯିବ। ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ପ୍ରଶ୍ନ କରିବେ। ଆଜି ପ୍ରଥମ ଦିନରେ ବ୍ରହ୍ମପୁର, […]

  • Friday, 16 July 2021
s1
ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାରିପଦା: ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବାରିପଦା ସଦର ବ୍ଲକ୍‌ର ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଗତକାଲି ପିଲାମାନଙ୍କୁ ଚୁଡ଼ା, କଦଳୀ, ଫଳ ଭୋଗ ଦିଆଯାଇଥିଲା। ପିଲାମାନେ ଘରକୁ ଯିବା ପରେ ଜଣେ ପରେ ଜଣେ ଅସୁସ୍ଥ ହେବାରୁ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ଅବସ୍ଥା ନସୁଧୁରିବାରୁ ସମସ୍ତଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

  • Friday, 16 July 2021
gajapti
'ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର' : ଗଜପତି ମହାରାଜା

ପୁରୀ : ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଗତକାଲିର ବିଭ୍ରାଟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ।। ସେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୯୬୦ମସିହା ଠାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ ନିଆଯାଇଛି। ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା। ଗଜପତି ନିଜେ ମହାପ୍ରଭୁଙ୍କ ସେବାରେ ସମର୍ପିତ ଥିଲେ। ସେହି ପରମ୍ପରାକୁ ଏବେ ସ୍ମରଣ କରିବା ବାଞ୍ଛନୀୟ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

  • Friday, 16 July 2021
minor rape
୨ ନାବାଳିକାଙ୍କୁ ଦୁଷ୍କର୍ମ !

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା। ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୨ ଜଣ ନାବାଳିକା ପୀଡ଼ିତା। ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରୁଛି ଚାନ୍ଦିପୋଷ ପୁଲିସ।

  • Friday, 16 July 2021
homo
ଦୁଇ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ବାରିପଦା : ଝାଡ଼ଖଣ୍ଡର ସଢେଇକେଲା ଖରସୁଆଁ ଜିଲ୍ଲା ଗହ୍ମରିଆ ଥାନା ବୋଲାୟାଡ଼ିହରେ ଦୁଇ ଜଣ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ମୟୁରଭଞ୍ଜ ଜିଲ୍ଲାର କୁଲିଓରାବ ଥାନାର ବୋଲି ଜଣାପଡ଼ିଛି। ଏହି ଦୁଇ ଯୁବତୀଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲ। ପୁଲିସର କହିବା ଅନୁସାରେ, ଦୁଇ ଯୁବତୀ ସମଲିଙ୍ଗୀ ବିବାହ କରି ସପ୍ତାହେ ହେବ ସେଠାରେ ରହୁଥିଲେ। ପୁଲିସ ଖବର ପାଇବାପରେ ଦୁଇଜଣ ଯୁବତୀଙ୍କ […]

  • Friday, 16 July 2021
rto9
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ  ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି। ପୂର୍ବରୁ ଢେଙ୍କାନାଳରେ ଆର୍‌ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।

  • Friday, 16 July 2021
sivraj
ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

କୋଣାର୍କ  : ଓଡ଼ିଶା ଗସ୍ତରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ଶିବରାଜ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଶିବରାଜ ନିଜ ସପରିବାର ମନ୍ଦିର ବୁଲିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ୍‌ ତାଙ୍କୁ ମନ୍ଦିରର ମାହାତ୍ମ ଏବଂ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ମନ୍ଦିର ପରିଦର୍ଶନ ବେଳେ ଶିବରାଜଙ୍କୁ ଦେଖିବାକୁ ପର୍ଯ୍ୟଟକ ଏବଂ ସ୍ଥାନୀୟଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଶିବରାଜଙ୍କ ସହ ସେଲ୍‌ଫି ନେବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ […]

  • Friday, 16 July 2021
bus
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ

ରାଇରଙ୍ଗପୁର : ମୟୂରଭଂଜ ରାଇରଙ୍ଗପୁରରେ ଓଲଟିଲା ବସ୍ । କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

  • Friday, 16 July 2021
school
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

 କଟକ : ସ୍କୁଲ ଗୁଡ଼ିକ ଛୁଟିଥିବାବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। କଟକ ଜିଲ୍ଲା ଟାଙ୍ଗୀ ଭଟିମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ରାତିରେ ଚାଉଳ ଚୋରି ହେଉଥିବାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଏହି ଚାଉଳ ଚୋରି ଘଟଣାରେ ଗାଁର କିଛି ଯୁବକଙ୍କ ସହ ସ୍କୁଲ ପିଅନ ବି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ […]

  • Friday, 16 July 2021
pu
ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ : ଆରମ୍ଭ ହେଲା ନୀତିକାନ୍ତି

ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁଁ  ଆଜି ଭୋର୍‌ରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]

  • Friday, 16 July 2021