• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

b1
ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ଆତ୍ମହତ୍ୟା!

ଅନୁଗୁଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେଲା ପରେ ଲୋକଲଜ୍ଜାରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗତ କିଛି ବର୍ଷ ପୂର୍ବେ ଜଣେ ଯୁବକଙ୍କ ସହ ଉକ୍ତ ଯୁବତୀଙ୍କ ଫୋନ୍‌ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପ୍ରେମିକ ଜଣକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ସହ ଭାଇରାଲ କରିଥିବା ସନ୍ଦେହ କରାଯାଉଛି। ବନ୍ତଳା ଅଞ୍ଚଳରେ ଭିଡିଓ ଭାଇରାଲ […]

  • Friday, 16 July 2021
loot
ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ

ଯାଜପୁର: ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ ନେଇଛନ୍ତି ୩ଜଣ ଦୁର୍ବୁତ୍ତ। ବସ୍‌ଷ୍ଟପ୍‌ରେ  ଏହି ଦମ୍ପତି ଛିଡା ହୋଇଥିବା ବେଳେ ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଅଭିଯୁକ୍ତମାନେ ଲୁଟ୍ଟି‌ କରିଛନ୍ତି। ଯାଜପୁର ରୋଡ୍ ଥଆନା ଦଳା ଅଞ୍ଚଳରେ ଏହି ଘଟଣା ଘଟିଛି। ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସେମାନେ ଘରକୁ ଫେରିବା […]

  • Friday, 16 July 2021
arrest
କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ

କଟକ : କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ। ୩ ଅଭିଯୁକ୍ତକୁ ଗିରଫ କଲା ପୁରୀଘାଟ ପୁଲିସ। ତାଙ୍କ ଠାରୁ ଗୋଟିଏ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ସୋନୁ, ଶେଖ ଆସ୍ରଫ ଓ ମିର ଆଫ୍ରଜ ଅଲ୍ଳୀ। କେଶରପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘର ତିଆରି ପୂର୍ବରୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ବଟି ନ ଦେବାରୁ ତାଙ୍କ ଘର ଉପରକୁ […]

  • Friday, 16 July 2021
p11
ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଡାକ ଘରେ ଉତ୍ତେଜନା

ମୟୂରଭଞ୍ଜ: ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଗ୍ରାହକମାନେ ତାତିଛନ୍ତି।  ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର୍‌ କାଟିଥିଲେ ସୁଦ୍ଧା ତାଙ୍କୁ ମିଳି ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଗ୍ରାହକମାନେ […]

  • Friday, 16 July 2021
polioce
ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ

ଜୟପୁର  : ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ। ଡକାୟତ ଉଦ୍ୟମ ପାଇଁ ଯୋଜନା କରୁଥିବା ୮ଜଣ ଡକାୟତଙ୍କୁ କାବୁ କଲା ଜୟପୁର ଟାଉନ ପୁଲିସ। ସେମାନଙ୍କ ଠାରୁ ଗୋଟିଏ ଏରଟିଗା କାର, ୧୨ଟି ମୋବାଇଲ ସହ ମାରଣାସ୍ତ୍ର ଓ ପୁଲିସ ଡ୍ରେସ ଜବତ କରାଯାଇଛି। ଏମାନେ ମଧ୍ୟପ୍ରଦେଶ ସମେତ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ ଅଟକାଇ ଲୁଟ ଉଦ୍ୟମ ପାଇଁ ଯୋଜନା କରୁଥିଲେ। ହେଲେ ଯୋଜନା ବିଫଳ ହେବାରୁ ଟାଉନ ପୁଲିସ ଗିରଫ […]

  • Friday, 16 July 2021
s1
ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଛାତ୍ରୀଙ୍କ ରାସ୍ତାରୋକ

ବାଲେଶ୍ୱର: ଶିକ୍ଷକଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବିରେ ଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତାରେ ବସିଛନ୍ତି। ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବା ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ସେମାନଙ୍କ ଦାବି ରହିଛି। ପୁଲିସ୍‌ ସ୍କୁଲ୍‌ରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିଛି।

  • Friday, 16 July 2021
ashwin
ପୂଜାହାରୀଙ୍କୁ ସୋ’କଜ୍ ନୋଟିସ୍‌

ଭୁବନେଶ୍ୱର : ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଅାଜି ସୋ’ କଜ୍ ନୋଟିସ ଜାରି ହୋଇଥିବା ବେଳେ ନୋଟିସ ଉତ୍ତର ମିଳିବା ଏବଂ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଅାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’କୋଜ୍ ଜାରି ହୋଇଛି। […]

  • Friday, 16 July 2021
puri
ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ଘୋଷଣା ଅନୁସାରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଥିବାବେଳେ ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୁର୍ଗା ପ୍ରସାଦ ଦାସ ମହାପାତ୍ର ନିଯୋଗ ସଂପାଦକ ଓ ଅମିତ ଦାସ ମହାପାତ୍ର ସହସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତିମାହାପାତ୍ର […]

  • Friday, 16 July 2021
t1
ରାସ୍ତାରେ ବୁଲୁଛି ବାଘ: ଲୋକେ ଆତଙ୍କିତ

ବଲାଙ୍ଗିର: ରାସ୍ତାରେ ବୁଲୁଛି ବାଘ। ରାତି ଅଧରେ କଳରାପତରିଆ ବାଘ ସହର ମୁହାଁ ହୋଇଛି। ଯାହାକୁ ନେଇ ଏବେ ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଘଟି ଗତ କିଛି ଦିନ ଧରି ସଇଁତଲା ଅଞ୍ଚଳର ଗୋଳାବାରୁଦ କାରଖାନା ନିକଟରେ ବୁଲୁଥିବା ଦେଖିବାକୁ ମିଳିଛି। ଏମିତିକି ବାଘର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ଘଟଣା ପରେ ଲୋକଙ୍କ ସୁରକ୍ଷା ନେଇ ବ୍ୟବସ୍ଥା କରାଯାଉଛି ବୋଲି ଟିଟିଲାଗଡ଼ […]

  • Friday, 16 July 2021
biju
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ। ଏଥର ରାଜ୍ୟ ସରକାରଙ୍କ ବିଜ୍ଞାପନର ପୋଷ୍ଟର ବୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ନୂଅାପଡା ଭେଲ ଗାଁର ଲକ୍ଷ୍ମଣ କୁମାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ପାଇଥିବା ନେଇ ସରକାର ଦେଇଥିବା ବିଜ୍ଞାପନକୁ, ନିଜେ ଲକ୍ଷ୍ମଣ ଖଣ୍ଡନ କରିବା ପରେ ଏହାକୁ ନେଇ ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା। ହୃଦରୋଗରେ ପୀଡ଼ିତ ଲକ୍ଷ୍ମଣ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ […]

  • Friday, 16 July 2021
sex racket
ରାଜଧାନୀରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର : ରାଜଧାନୀରେ ସେକ୍ସ ରାକେଟ ଠାବ। ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି।  ସେମାନଙ୍କ ଠାରୁ କାର,ନଗଦ ଟଙ୍କା ଅାଦି ପୁଲିସ ଜବଜ କରିଛି। ଅାପାର୍ଟମେଣ୍ଟରେ ଘରଭଡ଼ା ନେଇ ସେକ୍ସ କାରବାର ଚାଲିଥିଲା।କମିଶନରେଟ ପୁଲିସର କୁଇକ୍‌ ଅାକ୍‌ସନ ଟିମ୍ ଓ ଖଣ୍ଡଗିରି ମିଳିତ ଭାବେ ଏହି ରେଡ୍‌ କରିଥିଲେ। ବହୁଦିନ ଧରି ଏଠାରେ ସେକ୍ସ ରାକେଟ […]

  • Friday, 16 July 2021
ishwar
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ବାଲେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଫିସ୍‌ର ନିର୍ବାହୀ ଅଧିକାରୀ। ବାଲେଶ୍ୱର ରେମୁଣା ବ୍ଲକ୍‌ ଦହପଡା ପଞ୍ଚାୟତ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ପାଇଁ ଅାସୁଥିବା ଇନସେଣ୍ଟିଭ ଟଙ୍କା ପାଇଁ ମଧୁସୂଦନ ଜେନାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେ। ୨ ହଜାର ଟଙ୍କା ସହିତ […]

  • Friday, 16 July 2021
m1
ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା

କନ୍ଧମାଳ: ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାର ପକାଲଡ଼ମି ଘାଟିରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ବାଲିଗୁଡ଼ା-ଦାରିଙ୍ଗିବାଡ଼ି ମଧ୍ୟରେ ଗାଡ଼ି ଚଳାଚଳ ପୂରାପୂରି ବନ୍ଦ ରହିଛି। ଏହା ସହିତ ମାଓବାଦୀମାନେ ପୋଷ୍ଟର୍ ମଧ୍ୟ ମାରିଛନ୍ତି। ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଥିବାରୁ ଉକ୍ତ ଅଞ୍ଚଳର ଲୋକେ ଭୟରେ ରହିଛନ୍ତି। ସେହିପରି କୋଟଗଡ଼-ମୁନିଗୁଡ଼ା ରାସ୍ତାର ସାତନାଳିଆ ସହିତ କଳାହାଣ୍ଡି ଜିଲ୍ଲାର ଫିକରକୁପା-ଢେପାଗୁଡ଼ା […]

  • Friday, 16 July 2021
rou-up
ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

ରାଉରକେଲା  : ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଫିଲ୍ମ କ୍ଳବ ଓ ଫିଲ୍ମ ଅାସୋସିଏସନ୍ ଏହାକୁ ଅାୟୋଜନ କରିଥିଲା। ଏହି ଅବସରରେ ସହର ଏବଂ ଏହାର ଅାଖପାଖ ଅଞ୍ଚଳର ବହୁ କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ସଟ୍ ଫିଲ୍ମ, ମଡେଲିଙ୍ଗ ପ୍ରଭୃତି ପରିବେଷଣ ହୋଇଥିଲା। ନୂଅା ନୂଅା କଲେକ୍‌ସନକୁ ନେଇ ମଡେଲର ମାନେ ନିଜର କଳା ଚାତୁରୀ ପରିବେଷଣ କରିଥିଲେ। ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।

  • Friday, 16 July 2021
sena
କୁଡୁମୀ ଜାତିକୁ ଅନୁସୂଚିତ ଜନଜାତିରେ ସାମିଲ ଦାବି

ଭୁବନେଶ୍ୱର : କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ନେଇ ରାଜଧାନୀରେ ଗର୍ଜିଲେ ଅାନ୍ଦୋଳନକାରୀ। ଦାବି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ଅାସି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ ଅାନ୍ଦୋଳନକାରୀ। ପରେ ସେଠାରୁ ନବୀନ ନିବାସ ଘେରିବାକୁ ଉଦ୍ୟମ ବେଳେ ଅାନ୍ଦୋଳନକାରୀଙ୍କ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁଡୁମୀ ସେନା ମୁଖ୍ୟଙ୍କୁ ପୁଲିସ ଅଟକାଇଥିବାବେଳେ ଅାନ୍ଦୋଳନକାରୀମାନେ ପୁଲିସ ଠାରୁ ତାଙ୍କୁ […]

  • Friday, 16 July 2021
elephant--4
ଏକ ଛୁଅା ଦନ୍ତାହାତୀର ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଖମାର ରେଞ୍ଜ ଶଙ୍ଖମୁର ଗାଁ ଜଙ୍ଗଲରୁ ଏକ ଛୁଅା ଦନ୍ତାହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ଏକ ମାସ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। ହାତୀର ମୃତ୍ୟୁ ଦୁଇ ଦିନ ପୂର୍ବରୁ ହୋଇଥିବା ଜଣାପଡିଛି। ମୃତ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।  

  • Friday, 16 July 2021
ashwin
ଭିଡିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର : ଭିଡ଼ିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱ ଛାଡିଛନ୍ତି। ଏନେଇ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପୂଜାହାରୀ ଚିଠି ଲେଖି ଜଣାଇଛନ୍ତି। ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡିଓ ଭାଇରାଲ ପରେ ସେ ସର୍ଜରୀ ବିଭାଗ ପଦବୀ ଛାଡିଛନ୍ତି। ପୂର୍ବରୁ କ୍ଲାସରୁମ୍‌ରେ ପଶି ପ୍ରଫେସରଙ୍କୁ କଡ଼ା ତାଗିଦ୍ ସହ ମଦ୍ୟପ ରୋଗୀଙ୍କୁ ୱାର୍ଡ ଭିତରେ ଚୁଟି କାଟି ଚରମ […]

  • Friday, 16 July 2021
elephant-up
ରେଳ ଧାରଣା କଡ଼ରେ ଲାଗିବ ମେସିନ, ବାହାରିବ ମହୁମାଛି ଶବ୍ଦ

ଭୁବନେଶ୍ୱର : ରେଳ ଧାରଣାରେ ହାତୀ ମୃତ୍ୟୁ ରୋକିବ ମହୁମାଛି ପନ୍ଥା। ଏଥିପାଇଁ ରେଳ ଧାରଣା କଡ଼ରେ ଲାଗିବ ମେସିନ୍‌। ଯେଉଁଥିରୁ ବାହାରିବ ମହୁମାଛି ଶବ୍ଦ। ରେଳ ଅାସିବା ସମୟରେ ଶବ୍ଦ ବାହାରିଲେ ହାତୀ ପାଖ ମାଡ଼ିବେନି। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଅାରମ୍ଭ ହେବ। ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫ୍ଓଙ୍କୁ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଅାଜି ରେଳ, ଶକ୍ତି ବିଭାଗ ଓ ବନ ବିଭାଗର ମିଳିତ ବୈଠକରେ […]

  • Friday, 16 July 2021
ahhara3-up
ରାତିରେ ଖୋଲିବ ଆହାର କେନ୍ଦ୍ର

ଭୁବନେଶ୍ୱର : ରାତିରେ ଖୋଲିବ ଆହାର କେନ୍ଦ୍ର। ୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ରାତିରେ ମିଳିବ ୫ ଟଙ୍କିଆ ଖାଦ୍ୟ। ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆହାର ଯୋଜନା ସମ୍ପର୍କରେ ଏକ ବୈଠକ ବସିଥିଲା। ଏଥିରେ ଆହାର କେନ୍ଦ୍ରଗୁଡ଼ିକରେ ଜନସାଧାରଣଙ୍କ […]

  • Friday, 16 July 2021
dharmendra
ମହିଳା ସଂରକ୍ଷଣ ଦାବି ପ୍ରସଙ୍ଗକୁ ନେଇ ବିଜେଡି ରାଜନୀତି କରୁଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ଦାବି କରୁଥିବା ବିଜେଡି ରାଜନୀତି କରୁଛି। ଯେଉଁ ରାଜ୍ୟରେ ମହିଳାଙ୍କୁ ଅଧିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି, ସେ ସରକାର ମହିଳାଙ୍କ ନାଁରେ ଅାଣୁଥିବା ବିଲ୍ ଏକ ପ୍ରହସନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ରାଜ୍ୟ ସରକାରଙ୍କ ଏକ ରାଜନୈତିକ ଚାଲ୍। ସରକାର ମହିଳା ବିଲ୍‌କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସେ କହିଛନ୍ତି।

  • Friday, 16 July 2021
booth
ଭୋଟ୍ ବେଳେ ବୁଥ୍ ରିଗିଂ ଅଭିଯୋଗ ଅାଣିଲା ବିଜେପି

ଭୁବନେଶ୍ୱର : ମୟୂରଭଞ୍ଜ ବିଜାତଳା ବ୍ଲକ୍‌ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ଉପ-ନିର୍ବାଚନରେ ବୁଥ୍ ରିଗିଂ ଅଭିଯୋଗ। ଶାସକ ବିଜେଡିର ସମର୍ଥକମାନେ ୮ଟି ବୁଥ୍‌ରେ ପଶି ଜବରଦଖଲ ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ୮ଟି ଯାକ ବୁଥ୍‌ରେ ସାନି ନିର୍ବାଚନ ପାଇଁ ଦାବି କରିଛି। ଅାସନ୍ତାକାଲି ଫଳାଫଳ ଘୋଷଣାକୁ ସ୍ଥଗିତ ରଖି ଅନିୟମିତତା ହୋଇଥିବା ବୁଥ୍‌ […]

  • Friday, 16 July 2021
ashwin
ଭିମ୍‌ସାର ନିର୍ଦ୍ଦେଶକଙ୍କ ବିରୋଧରେ ତେଜିଲା ଜେଡିଏ ଅାନ୍ଦୋଳନ

କଟକ : ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି। ନିର୍ଦ୍ଦେଶକ ପୂଜାହାରୀଙ୍କ ବହିଷ୍କାର ଦାବିରେ ହାଉସ ସର୍ଜନ, ପିଜି ଏବଂ ଅଣ୍ଡର ଗ୍ରାଜୁଏଟ୍ ସହ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ଅାନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜେଡିଏ। […]

  • Friday, 16 July 2021
c1
ରାଜ୍ୟରେ ଅସହ୍ୟ ଥଣ୍ଡା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ରାତିରେ ହଠାତ୍ ତାପମାତ୍ରା ଅସ୍ୱାଭାବିକ ଭାବେ ଖସି ଆସୁଛି। ଗତକାଲି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୨ ଡିଗ୍ରୀ ସେଲିସିୟସ୍ ତଳକୁ ଖସିଥିବାବେଳେ ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ ରହିଥିଲା। ସେହିଭଳି ଫୁଲବାଣୀରେ ତାପମାତ୍ରା ୬ ଦଶମିକ ୮ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ରାତି ଓ ସକାଳେ ପ୍ରବଳ ଶୀତ ଲହରୀ ଅନୁଭୂତ […]

  • Friday, 16 July 2021
abhijiti-up
ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର

ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍‌ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଭିଜିତଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଅାଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଭୁବନେଶ୍ୱର ସହିଦନଗର ଥାନା ଓ କୋଣାର୍କ ଥାନାରେ ଅାୟରଙ୍କ ବିରୋଧରେ […]

  • Friday, 16 July 2021
naveen-up
୩୩ ପ୍ରତିଶତ ମହିଳା ସଂରକ୍ଷଣ ଲାଗି ସମର୍ଥନ ଜୁଟାଇବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଭୁବନେଶ୍ୱର : ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କୁ ମିଳିବ କି ସମର୍ଥନ ? ୨୨ଟି ରାଜନୈତିକ ଦଳ ମଧ୍ୟରୁ କେଉଁମାନେ କରିବେ ସମର୍ଥନ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି ସବୁ ଦଳକୁ ବିଜେଡି ପ୍ରତିନିଧି ଭେଟି ସମର୍ଥନ ଲୋଡ଼ିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ଅାଜି ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ମାଗିଛନ୍ତି। ତେବେ ଜାତୀୟ ରାଜନୀତିରେ ବିଜେଡିର ଅାଭିମୁଖ୍ୟ […]

  • Friday, 16 July 2021