• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

padmini
ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ

ଭୁବନେଶ୍ୱର :  ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ  ୭ ପଏଣ୍ଟ ପାଇଁ  ସେ ଚାମ୍ପିଅନ ହୋଇଛନ୍ତି। ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ରାଉତ।

  • Friday, 16 July 2021
odiya
ଦାଦନଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା

ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହେମଗିରିର ୧୨ଜଣ ବିଜୟନଗରରେ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକ ଟଙ୍କା ଦେବା ତ ଦୂରର କଥା ପାଟି ଫିଟାଇଲେ ମାଡ଼ ମାରୁଥିଲା। ଏପରିକି […]

  • Friday, 16 July 2021
c11
ମଣ୍ଡିରୁ ଧାନ ନଉଠିବାରୁ ସମବାୟ ସମିତି ସଭାପତିଙ୍କୁ ଗଛରେ ବାନ୍ଧିଦେଲେ ଚାଷୀ

ବାଲେଶ୍ୱର: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀମାନଙ୍କ ରାଗ ପଞ୍ଚମର ଚଢ଼ିଛି। ଏଥିପାଇଁ ଚାଷୀମାନେ ସମବାୟ ସମିତିରେ ତାଲା ପକାଇବା ସହିତ ସଭାପତିଙ୍କୁ ଗଛରେ ବାନ୍ଧି ଅଟକ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳଦା ସେବା ସମବାୟ ସମିତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୮ହଜାର କ୍ୱିଣ୍ଟାଲ୍‌ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମାତ୍ର ୪ହଜାର କ୍ୱିଣ୍ଟାଲ୍‌ ଧାନ କିଣା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ […]

  • Friday, 16 July 2021
basanta panda
କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଛି। ସେହିପରି କୃଷି ଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ […]

  • Friday, 16 July 2021
g1
କାମାକ୍ଷାନଗର ଓ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ଗଡ଼କରୀ

କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ […]

  • Friday, 16 July 2021
puri murder
ଘରେ ପଶି ଡାକ୍ତରଙ୍କ ପତ୍ନୀଙ୍କୁ ହାଣି ହତ୍ୟା!

ପୁରୀ : ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦର ମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା ଅନ୍ତର୍ଗତ ରେଲୱେ କ୍ୱାର୍ଟର୍ସରେ ରୁହନ୍ତି ଡାକ୍ତର ସଞ୍ଜିବ କୁମାର ସାହୁଙ୍କ ପରିବାର। ସବୁଦିନ ପରି ଆଜି ସକାଳେ ଡାକ୍ତର ସାହୁ ଡାକ୍ତରଖାନା ଯାଇଥିଲେ। ଆଉ […]

  • Friday, 16 July 2021
wine ---
ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ

ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା। ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ। ଗାଁର ମହିଳା ମାନେ ଦେଶୀ ଭାଟିରେ ପଶି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ହିଞ୍ଜିଳି […]

  • Friday, 16 July 2021
rape arrest
ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଗଞ୍ଜାମ  : ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରକୁ ଯାଇଥିବା ମାଆକୁ ଡାକିବାକୁ ଯାଉଥିଲେ।ମାଆକୁ ଡାକିବାକୁ ଯିବା ବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଡାକ୍ତରୀ ମାଇନା […]

  • Friday, 16 July 2021
vijaya
ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜୟ ରୂପାଣି

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୯ ବର୍ଷରେ ସୁରତରେ ରହୁଥିବା ଓଡ଼ିଆଙ୍କ କଥା ନବୀନଙ୍କର ମନେପଡ଼ିଲା କି ? ସୁରତରେ ରହୁଥିବା ବହୁ ଓଡ଼ିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ନିଜର କଷ୍ଟ ଉପାର୍ଜିତ ଧନ ମିଳୁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରୂପାଣି ଦାବି କରିଛନ୍ତି। ଏହା ସହିତ ଆୟୁଷ୍ମାନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦାବି […]

  • Friday, 16 July 2021
n1
ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ କାମାକ୍ଷାନଗର ଯାଇଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରାଯିବ। ସେହିପରି ପାରାଦ୍ୱୀପ ବନ୍ଦର ପାଇଁ ୪୩୧ କୋଟି ଏବଂ ୩ ହଜାର ୨୦୬ କୋଟି ବିନିମୟରେ ୬ ବନ୍ଦର ପାଇଁ  କେନ୍ଦ୍ରମନ୍ତ୍ରୀ ଶିଳାନ୍ୟାସ କରିବେ। ପାରାଦୀପ ଓ କାମାକ୍ଷାନଗରରେ […]

  • Friday, 16 July 2021
political
୧୯ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜ୍ୟ ରାଜନୀତି

ଭୁବନେଶ୍ୱର : ଡିସେମ୍ବର ଶେଷ ବେଳକୁ ଚଢ଼ିବ ପଲିଟିକାଲ୍ ପାରା। ୨୪ରେ ଆସିବେ ପ୍ରଧାନମନ୍ତ୍ରୀ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ଆଉ ସେହିଦିନ କଂଗ୍ରେସ ପାଳିବ କଳା ଦିବସ। ପରେ ପରେ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଆର୍ଥାତ୍‌ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି। ବିଧାନସଭା ନିର୍ବାଚନରେ ବିଜେପିକୁ ଝଟ୍‌କା ପରେ ଓଡ଼ିଶା ଆସୁଛନ୍ତି ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ […]

  • Friday, 16 July 2021
uele
ଫେବ୍ରୁଆରୀ ୨ ଓ ୩ ତାରିଖରେ ହେବ ଅନୁସୂଚିତ ଜନଜାତି ମହାସମାବେଶ : ଜୁଏଲ ଓରାମ

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ହେବ ଅନୁସୂଚିତ ଜନଜାତି ମହାସମାବେଶ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସମାବେଶରେ ସାରା ଦେଶରୁ ୫ ହଜାର ଅତିଥି ଯୋଗଦେବେ। ୩ ତାରିଖରେ ୧ ଲକ୍ଷ ଆଦିବାସୀଙ୍କୁ ନେଇ ରାଲି କରାଯିବ। ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୁଏଲ୍ କହିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ସମସ୍ୟା […]

  • Friday, 16 July 2021
modi
ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ଗସ୍ତ ବେଳେ ମୋଦି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଛି। ଏଥିରେ ମୋଦି ଯୋଗ ଦେବେ। ଏଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି […]

  • Friday, 16 July 2021
m6
ଚିନ୍ତାରେ କଳାହାଣ୍ଡିର ମୁଗ ଚାଷୀ

କଳାହାଣ୍ଡି / ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ମୁଗ ଚାଷୀ ଏବେ ଚିନ୍ତାରେ। ପ୍ରଥମେ ମରୁଡ଼ି ଯୋଗୁ ଧାନ ଚାଷ ନଷ୍ଟ ହେଇିଥିବା ବେଳେ ଏବେ ଏକର ଏକର ଜମିରେ ହୋଇଥିବା ମୁଗରେ ପୋକ ଲାଗିବା ଯୋଗୁ ସବୁ ହଳଦିଆ ହୋଇଗଲାଣି। କଳାହାଣ୍ଡିଆ ମୁଗର ବାସ୍ନା ସାରା ରାଜ୍ୟରେ ପ୍ରସିଦ୍ଧ ଥିବାବେଳେ ତେଲ ନଦୀ କୂଳରେ ଥିବା ଶହ ଶହ ହେକ୍ଟର ଜମିରେ ହୋଇଥିବା ମୁଗ ଫସଲ ଏବେ ନଷ୍ଟ ହେବାକୁ ବସିଲାଣି। ପ୍ରଥମେ ଧାନ ଚାଷରେ କ୍ଷତି, […]

  • Friday, 16 July 2021
congress
କଟକରେ କଂଗ୍ରେସ ପକ୍ଷରୁ ମହିଳା ସମାବେଶ

କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାତେଇବା ଲାଗି ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଉତ୍ଥାପନ କରାଯିବା ସହ ଅଧିକ ସଂଖ୍ୟାରେ […]

  • Friday, 16 July 2021
selfie
ସେଲ୍‌ଫି ନେବାବେଳେ ଭାସିଗଲେ ଯୁବକ

କଟକ  : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ। ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ ଖବର ପାଇବାପରେ ଆନନ୍ଦପୁର ଦମକଳ ବାହିନୀ ଯୁବକର ଉଦ୍ଧାର କାମରେ ଲାଗିଛି। ହେଲେ ପତ୍ତା ମିଳିନି।

  • Friday, 16 July 2021
trade
ଯାଜପୁରରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮

ଯାଜପୁର  : ଯାଜପୁର ବ୍ୟାସନଗର ଠାରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮।  ମେଳାରେ ପଡିଥିବା ଛୋଟବଡ ଶିଳ୍ପସଂସ୍ଥା ଓ ଷ୍ଟଲମାନଙ୍କରେ ଲୋକଙ୍କ ଭିଡ଼ ଜମୁଛି। ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ସହ ମୀନାବଜାରରେ ବୁଲି ଦୋଳି ଖେଳର ମଜା ନେଉଛନ୍ତି ଦର୍ଶକ। ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।  ପ୍ରତିବର୍ଷ ଏହି ମେଳାରେ କୁଟୀର ଶିଳ୍ପ , ବୟନଶିଳ୍ପ, ଓ ହସ୍ତଶିଳ୍ପ ଠାରୁ […]

  • Friday, 16 July 2021
rice
‘ପେତାଇ’ ଯୋଗୁଁ ଚିନ୍ତାରେ ଚାଷୀ

ବ୍ରହ୍ମପୁର : ପେତାଇ ଯୋଗୁଁ ଚିନ୍ତାରେ ଚାଷୀ। କାରଣ ଧାନ ଅମଳ ସରି ନାହିଁ।  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଯାଏ ଧାନ ଘରକୁ ଆସି ନାହିଁ। ବିଲରୁ କାହାର ଧାନ କଟା ସରି ନାହିଁ, କାହାର ଖଳାରେ ଧାନ ପଡ଼ି ରହିଛି। ବାତ୍ୟା ମାଡ଼ି ଆସୁଥିବାରୁ ତରତର ହୋଇ ଚାଷୀମାନେ ଧାନ ଅମଳ କରିବାରେ ଲାଗିଛନ୍ତି। କିଏ ଧାନ କାଟି ବିଲରୁ ଖଳାକୁ ବୋହିବାରେ ବ୍ୟସ୍ତ ତ କିଏ ଖଳାରୁ ଘରକୁ ଧାନ ନେଉଛି। ଲୋକ ଲଗାଇ […]

  • Friday, 16 July 2021
dance-1
ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣିରେ ଥିବା ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍ କଲଚର ଓ ଏକ୍ସପେରିମେଣ୍ଟ କମ୍ପାନୀର ମିଳିତ ଆନୁକୂଲ୍ୟରେ ଏକ ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ଭୁବନେଶ୍ୱରର ନୂଆ ଚେହେରାକୁ ନେଇ ତିଆରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା-ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା। ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କଲଚରର ୪୦ ଜଣ କଳାକାର ଭିଡିଓରେ […]

  • Friday, 16 July 2021
chhatisa
ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ : ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ପାଇଁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ନୂଆ ବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି। ଡିସେମ୍ବର ୩୧ ତାରିଖ ରାତି ୯ଟା ୩୦ରେ ପହୁଡ଼ ହୋଇ ରାତି ଗୋଟାଏ ୩୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ […]

  • Friday, 16 July 2021
video viral
ହେଲମେଟ୍ ଚେକିଂ ବେଳେ ବାଇକ ଆରୋହୀଙ୍କୁ ଦୁର୍ବ୍ୟବହାର !

କଟକ : ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ପୁଲିସର ଦୁର୍ବ୍ୟବହାର। କଟକ ମଧୁପାଟଣା ଥାନା ନିକଟରେ ଏହି ଘଟଣା ଘଟିଛି। ବାଇକ୍‌ ଆରୋହୀ ଜଣକ ହେଲମେଟ୍‌ ପିନ୍ଧି ନଥିବା ଓ ବାଇକ୍‌ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲଗାଇ ଥିବାରୁ ଫାଇନ୍ ଦେବାକୁ କହିଥିଲେ ପୁଲିସ କର୍ମଚାରୀ। ଏହି ଘଟଣାକୁ ନେଇ ଭଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ସଂପୃକ୍ତ ପୁଲିସ କର୍ମଚାରୀ ବାଇକ୍‌ ଆରୋହୀଙ୍କୁ ଚପଲରେ ମାରିବାକୁ ଧମକ ଦେଉଥିବା ଭିଡିଓ ସୋଶାଲ ମିଡିଆରେ […]

  • Friday, 16 July 2021
dh
ସୂର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟଙ୍କୁ ଚାଲେଂଜ କଲେ ଧର୍ମେନ୍ଦ୍ର

ଗଞ୍ଜାମ  : ସୂର୍ଯ୍ୟଙ୍କ ଗଡ଼ରେ ଗୋହି ଖୋଳିଲେ ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆଜି ଜନପରାମର୍ଶ ଯାତ୍ରାରେ ଯୋଗ ଦେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୋହି ଖୋଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସୂର୍ଯ୍ୟ ଏବଂ ତାଙ୍କ ପୁଅଙ୍କୁ ସିବିଆଇ ଡାକିଥିଲା କି ନାହିଁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ତାସହ ଏଲ୍‌ପିଜି ସବ୍‌ସିଡି ମିଳୁନଥିବା ନେଇ ସୂର୍ଯ୍ୟଙ୍କ ଅଭିଯୋଗର କଡ଼ାଗଣ୍ଡା ଜବାବ ବି ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଗତ ଏପ୍ରିଲରୁ ଏଯାବତ୍ ମନ୍ତ୍ରୀଙ୍କ […]

  • Friday, 16 July 2021
rain
ଅମଳ ବେଳରେ ଚାଷୀକୁ ବର୍ଷା ଛନକା ; ଘୂର୍ଣ୍ଣିଝଡ଼ ପ୍ରଭାବରେ କାଲିଠୁ ୨ଦିନ ଧରି ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଯାଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଥିବା ଏହି ଡିପ୍ ଡିପ୍ରେସନ ଏବେ ମଛଲିପଟନମ୍‌ ଠାରୁ ୮୯୦ କିମି ଦୂରରେ ରହିଛି। ୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଅଙ୍ଗୋଲ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ବିଶେଷ କରି ଆସନ୍ତାକାଲି […]

  • Friday, 16 July 2021
naveen
ଡିସେମ୍ବର ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଭୁବନେଶ୍ୱର :  ସୁରତରେ ରହୁଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଅଣ୍ଟା ଭିଡିଛି ବିଜେଡି। ମୁଣ୍ଡ ଉପରେ ୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋକସରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଆସନ୍ତା ୧୭ତାରିଖରେ ସୁରତ ଯାଇ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସୁରତର ଅମରେଲୀରେ ଏକ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଜନସଭା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସେପଟେ ୧୭ତାରିଖରେ […]

  • Friday, 16 July 2021
brahmagiri
ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ

ବ୍ରହ୍ମଗିରି  : ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ସଂଜୟ କୁମାର ଦାସବର୍ମା କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଗାଁ ଗାଁ ବୁଲି ବୈଠକ କରୁଛନ୍ତି। ଗତକାଲି ରାତିରେ ବ୍ରହ୍ମଗିରି ପଂଚାୟତ ପାଦୁକାର ଠାକୁରାଣୀ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ କୁମାର ବରାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ ଏନେଇ […]

  • Friday, 16 July 2021