• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

b1
ଓଡ଼ିଶା ଆସୁଛନ୍ତି ରାଜନାଥ ଓ ଯୋଗୀ

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ବିଜେପି ନେତାଙ୍କ ସୁଅ ଛୁଟିବ। ୧୭ ତାରିଖରେ ଉତ୍ତର ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତା ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ମନୋଜ ସିହ୍ନା ମଧ୍ୟ ଆସିବାର ସୂଚନା ମିଳିଛି। ଏହି ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ଆଜିଠାରୁ ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପିର ପରିବର୍ତ୍ତନ ସଭା ମାର୍ଚ୍ଚ ୨ ପର୍ଯ୍ୟନ୍ତ […]

  • Friday, 16 July 2021
gold
ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। ଯାତ୍ରୀ ଜଣକ ମଳଦ୍ୱାରରେ ସେଲୋଟେପ୍ ଲଗାଇ ସୁନାକୁ ପାଉଡର କରି ଆଣୁଥିବା ବେଳେ କଷ୍ଟମ ବିଭାଗ ଖବର ପାଇ ମୋଟ ୨୫୪ ଗ୍ରାମ ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

  • Friday, 16 July 2021
abhisekh manu
'ରାଫେଲ୍ ଡିଲ୍ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି’ : ଅଭିଷେକ ମନୁ ସିଂଘଭି

ଭୁବନେଶ୍ୱର : ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି। ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନ, ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି, ହାଲ୍‌କୁ ଡିଲ୍‌ରୁ କାହିଁକି ଅଲଗା […]

  • Friday, 16 July 2021
j
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

କଟକ : ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ଆସିଛନ୍ତି। ତାଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।  

  • Friday, 16 July 2021
mandi-up
ଖୋଲୁନି ମଣ୍ଡି, ତା'ଉପରେ କଟ୍‌ନୀଛଟ୍‌ନୀ ମାଡ଼

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି। ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସମସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି। ଛତିଶଗଡ଼ ସରକାର ନିକଟରେ ଧାନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କାକୁ ବଢ଼ାଇଥିବାବେଳେ ପଶ୍ଚିମବଙ୍ଗରେ ବି ରେଟ୍ ୧୭୫୦ଟଙ୍କା ରହିଛି। ତେଣୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଏବେ ପଡ଼ୋଶୀ ରାଜ୍ୟର […]

  • Friday, 16 July 2021
p1
ବହୁଚର୍ଚ୍ଚିତ ଦିନାଡ଼ିଆରେ ୪ଜଣଙ୍କୁ ହତ୍ୟା ଘଟଣାରେ ଆଜି ମିଳିବ ଦଣ୍ଡ

ପୁରୀ: ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ଆଜି ଦୋଷୀଙ୍କୁ ଦଣ୍ଡ ମିଳିବ। ନିମାପଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗତ ୬ ତାରିଖରେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନାଡ଼ିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ  ନିର୍ମଳା, ୧୨ ବର୍ଷର ଝିଅ ଶାଶ୍ୱତୀ ଏବଂ ୪ ବର୍ଷର ଝିଅ ପ୍ରଣତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ […]

  • Friday, 16 July 2021
bird flu
ଥମିବାର ନାଁ ନେଉନି ବାର୍ଡଫ୍ଲୁ

ପୁରୀ : ଥମିବାର ନାଁ ନେଉନି ବାର୍ଡଫ୍ଲୁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବ୍ୟାପିଥିବା ବାର୍ଡଫ୍ଲୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଷ୍ଟମ ଦିନରେ ବି ଜାରି ରହିଛି କୁକୁଡା ମରା ଅଭିଯାନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଆଉ ଏକ ୧୦ ଜଣିଆ ଟିମ୍‌ ପହଞ୍ଚି ବଡସାହି,ସାନସାହି ଓ ବାଉରୀପଲ୍ଲିରେ କୁକୁଡାମରା ଅଭିଯାନ ଜାରି ରଖିଛନ୍ତି। ସେପଟେ ତିନିଦିନ ତଳେ ନବା ଓ ନନ୍ଦଳା ଗ୍ରାମର ଦୁଇଟି ଫାର୍ମରୁ କୁକୁଡା ମରୁଥିବା ଯୋଗୁଁ ନମୁନା […]

  • Friday, 16 July 2021
niranjan
କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦୋହରାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି ଏନେଇ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ୱପ୍ନ ଦେଖାଇଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ। ଏହାଛଡ଼ା […]

  • Friday, 16 July 2021
ayush
‘ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ହସ୍ପିଟାଲ ନିର୍ମାଣ ହୋଇପାରୁନି’ : କେନ୍ଦ୍ର ଆୟୁଷ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍‌ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ।  ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଷ୍ଠା କାର୍ଯ୍ୟ ବିଳମ୍ବ ହେଉଛି। ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ […]

  • Friday, 16 July 2021
fir
ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼

ବଲାଙ୍ଗିର  :  ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି କିଛି ସ୍ପଷ୍ଟ ହୋଇନି। ଟିଟିଲାଗଡର ମୁଖ୍ୟରାସ୍ତାରେ ଚେକିଂକୁ […]

  • Friday, 16 July 2021
acidd
ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼

ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ। ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ ପତ୍ନୀ ବିରୋଧ କରି ଆସୁଥିଲେ। ଆଜି ସଂପୃକ୍ତ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ଷ୍ଟେସନ ନିକଟରେ ଛିଡା ହୋଇଥିବାବେଳେ ରାଗରେ ତାଙ୍କ ପତ୍ନୀ ପ୍ରେମିକାଙ୍କ ଉପରକୁ ଏସିଡ୍ […]

  • Friday, 16 July 2021
m1
୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗଜପତି: ଗଜପତିର ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୭ କୋଟି ଟଙ୍କାର ୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ୧୪ କୋଟି ଟଙ୍କା ବ୍ୟୟରେ ୯୮ ଗୋଟି ପ୍ରକଳ୍ପର ଶିଳ୍ୟାନାସ କରିଛନ୍ତି। ଜିରାଙ୍ଗରେ ଆୟୋଜିତ ସମାବେଶରେ ନବୀନ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଜପତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • Friday, 16 July 2021
p1
ମେଡିକାଲ୍ ଠିକା କର୍ମଚାରୀ ସଂଘର ଆନ୍ଦୋଳନ ଡାକରା

ପୁରୀ: ୯ ଦଫା ଦାବିରେ ପୁରୀ ଜିଲ୍ଲା ମେଡିକାଲ୍‌ ଠିକା କର୍ମଚାରୀ ସଙ୍ଘ କର୍ମଚାରୀମାନେ କଳାବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଜିଲ୍ଲା ସଦର ଚିକିତ୍ସାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘ ୧୦ମାସ ହେଲା ଦରମା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ୍‌ ହୋଇପଡ଼ିଥିବା ଚିକିତ୍ସାକାରୀଙ୍କୁ ଗୁହାରି କରିଛନ୍ତି ସଙ୍ଘର କର୍ମକର୍ତ୍ତା। ଦାବି ପୂରଣ ନ ହେଲେ ଆଗାମୀ ୨୩ତାରିଖଠାରୁ କାର୍ଯ୍ୟବନ୍ଦ […]

  • Friday, 16 July 2021
farmer
ଋଣ ଭାର ସହି ନପାରି କୀଟନାଶକ ପିଇଲେ ଚାଷୀ

ଗଞ୍ଜାମ : ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ସାଙ୍ଗକୁ ଋଣ ଭାର ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତିତ୍‌ଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟାରେ ସନ୍ୟାସୀଙ୍କ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିଲା। ତା ସାଙ୍ଗକୁ ଋଣ ଭାର […]

  • Friday, 16 July 2021
ଏଆଂ
ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟ୍‌

ବ୍ରହ୍ମପୁର : ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ସେକ୍ସ ରାକେଟ ଠାବ। ଏକ ଭଡ଼ା ଘରେ ଏହି ରାକେଟ ଚାଲିଥିବାବେଳେ, ପୁଲିସ ଅଚାନକ ଚଢାଉ କରି ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଂଚଳର। ତେବେ ଘଟଣା ସ୍ଥଳରୁ ସେକ୍ସ ରାକେଟର କିଙ୍ଗ୍‌ପିନ୍ ଫେରାର ହୋଇଯାଇଛି।  

  • Friday, 16 July 2021
birdflue
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି। ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫ ତାରିଖରୁ ଘରେ ଥିବା କୁକୁଡ଼ାଙ୍କୁ ମରାଯାଉଛି। ମାଲୁଦ, ବୁଡ଼ ସାହି, ସାନ ସାହି, ବୁଧିବର, ନୂଆ ସାହି ଆଦି ଗାଁରେ ଘରକୁ ଘର ଯାଇ କୁକୁଡ଼ା ମରାଯାଉଛି। […]

  • Friday, 16 July 2021
minor
୨ ନାବାଳକଙ୍କ ସଲିଳ ସମାଧି

ବାଲେଶ୍ୱର : ୨ ଜଣ ନାବାଳକଙ୍କ ସଲିଳ ସମାଧି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ବ୍ଲକ୍‌ ନାରୟଣପୁର ଗାଁରେ। ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକ ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଖେଳୁଥିବା ବେଳେ ୨ଜଣ ସଂପର୍କୀୟ ଭାଇ ପୋଖରୀରେ ବୁଡିଯାଇଥିଲେ। ଆଜି ଅପରାହ୍ନରେ ଗାଁର ରାଜକୁମାର ସାହୁଙ୍କ ୩ ବର୍ଷ ପୁଅ ଓ ରଞ୍ଜନ କୁମାର ସାହୁଙ୍କ ୪ ବର୍ଷର ପୁଅ ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡିଯାଇଥିଲେ। […]

  • Friday, 16 July 2021
rape
ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି  : ସ୍କୁଲରେ କଳଙ୍କ। ନବମ ଶେଣ୍ରୀ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଏକ ସରକାରୀ ହାଇସ୍କୁଲରେ ଏହି ଘଟଣା ଘଟିଛି। ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତା ଜଣଙ୍କ ଭୟରେ କାହାରିକୁ କହିନଥିଲେ। କାହାରିକୁ କହିଲେ, ମାଟ୍ରିକ ପରୀକ୍ଷା କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ତେବେ ପୀଡିତା ଜିଲ୍ଲାପାଳଙ୍କୁ ଫେରାଦ ହେବା ପରେ ଘଟଣା ପଦାକୁ […]

  • Friday, 16 July 2021
q1
ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ବ୍ରହ୍ମପୁର: ବାପାକୁ ପିଟି ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁରରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ମଦ୍ୟପ ପୁଅ ଏପରି କାଣ୍ଡ ଘଟାଇଥିବା ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲାଠି ଗାଁର ସୀମାଞ୍ଚଳ ନାୟକ ବାପା ଅଭିନାୟକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୀମାଞ୍ଚଳ ମଦ ପିଇ ଘରକୁ ଆସିଥିଲେ। କିଛି ଟଙ୍କା ପାଇଁ ତାଙ୍କର ବାପାଙ୍କ ସହ ଯୁକ୍ତିତର୍କ ହୋଇଥିଲା। […]

  • Friday, 16 July 2021
airport
ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା

ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା। ଏବେ ଘରୁ ବସି ଅନ୍‌ଲାଇନ୍‌ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବାହାରକୁ ବିମାନ ଯୋଗେ ପଠେଇ ପାରିବ। ଖାସ୍ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା। ଇଡିଆଇ ମାଧ୍ୟମରେ ସାମଗ୍ରୀ ପଠାଇବା ସୁବିଧାଜନକ ହେବ ଓ ଏଥିରେ ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି […]

  • Friday, 16 July 2021
a1
ଆନ୍ଦୋଳନରୁ ଓହରିଲା ଓଡ଼ିଶା ପୁଲିସ୍‌ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଓଡ଼ିଶା ପୁଲିସ୍‌ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ସଂଘ ସଭାପତିଙ୍କ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ୪ ଦଫା ଦାବିରେ କଳାବ୍ୟାଜ୍‌ ପିନ୍ଧି ଆଜି ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି। ହାବିଲଦାର ସିପାହୀ କନେଷ୍ଟବଳଙ୍କ ଦାବି ଆଜି ସନ୍ଧ୍ୟା ସୁଦ୍ଧା ପୂରଣ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ଏଣିକି ସ୍ୱାସ୍ଥ୍ୟଗତ ସମସ୍ୟା […]

  • Friday, 16 July 2021
sisir
ଆସନ୍ତା ୪ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳା

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି। ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ। ଚଳିତ ବର୍ଷ […]

  • Friday, 16 July 2021
farmer-loan-up
କୃଷି ଋଣ ଛାଡ଼ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବଢିଲା ଚାପ

ଭୁବନେଶ୍ୱର : କୃଷି ଋଣ ଛାଡ଼ ନେଇ ମୋଦି ସରକାର ବିରୋଧରେ ରାହୁଲଙ୍କ ଗର୍ଜନ। ଏପଟେ ରାଜ୍ୟରେ ବି ଜୋର୍ ଧରିଲାଣି ସମାନ ଦାବି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଉପରେ ବଢୁଛି ଚାପ। ବିରୋଧୀ କଂଗ୍ରେସ୍ ଓ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଲେ ଋଣ ଛାଡ଼ କରାଯିବ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ବଡ଼ ପ୍ରଶ୍ନ, କଣ ହେବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ? […]

  • Friday, 16 July 2021
bomb blast
ଭୁବନେଶ୍ୱର ପଥର ବନ୍ଧ ବସ୍ତିରେ ସିରିଜ ବୋମା ମାଡ଼

ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା ବାହାନାରେ ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନା ମୁତାବକ,କିଛି ଦିନ ତଳେ ପ୍ରଶାନ୍ତ ଜେଲରୁ ବାହାରିଛି। ପୂର୍ବରୁ […]

  • Friday, 16 July 2021
m11
ଜଙ୍ଗଲ ଭିତରୁ ମାଓବାଦୀଙ୍କ କ୍ୟାମ୍ପ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଲାଲ୍ ବାହିନୀର କ୍ୟାମ୍ପ୍‌ ଠାବ ହୋଇଛି। ବୋଡେନ୍ ଥାନା ଅନ୍ତର୍ଗତ କାଟ୍‌ଫାର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଜଙ୍ଗଲରେ ଏସ୍ଓଜି ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ କ୍ୟାମ୍ପ୍‌ ନେଇ ସୂଚନା ମିଳିଥିଲା। ମାଓବାଦୀଙ୍କ କ୍ୟାମ୍ପ୍‌ରୁ ୫ଟି ଟିଫିନ୍ ବୋମା ସହ ବହୁ ସାମଗ୍ରୀ ଜବତ ହୋଇଛି।

  • Friday, 16 July 2021