• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

police
ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ପଟ୍ଟାମୁଣ୍ଡାଇ  : ପୁଲିସ ହେପାଜତରେ ମୃତ୍ୟୁ ଆଶଙ୍କାକୁ ନେଇ ଉତ୍ତେଜନା । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ। ଅରଡପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ତାସହ ଗ୍ରାମବାସୀଙ୍କ ସହ ମିଶି ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି। ସୁଶାନ୍ତ ବେହେରା ଓରଫ୍ ମଙ୍ଗୁଳିକୁ ପୁଲିସ ଚୋରାମଦ କାରବାର ଅଭିଯୋଗରେ ଧରି ଆଣିଥିଲା। ତାପରଠୁ କୌଣସି ଖୋଜ ଖବର ମିଳୁନି ମଙ୍ଗୁଳିର। ପୁଲିସର କହିବା କଥା, ଅସୁସ୍ଥ ହେବାରୁ […]

  • Monday, 19 July 2021
school
ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ଭୁବନେଶ୍ୱର : ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍।  ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଓ ଡ୍ରେସ୍ ମିଳୁଥିଲା। ହେଲେ ଏଣିକି ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଓ ଡ୍ରେସ୍ ସହ […]

  • Monday, 19 July 2021
radio jucky
ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଭୁବନେଶ୍ୱର  : ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍‌ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍‌ ଯେମିତି ବଲିଉଡ୍‌ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର ଅଭିନେତା ସଂଜୟ ଦତ୍ତଙ୍କ ଜେଲ୍‌ ଜୀବନର ଆର୍‌ଜେ ଭଳି। ପୁନେ ଏରଓ୍ୱାଡ଼ା ସେଣ୍ଟ୍ରାଲ୍ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସଂଜୟ ଯେଉଁଭଳି ଆର୍‌ଜେ ସାଜି କଏଦୀଙ୍କ […]

  • Monday, 19 July 2021
oram3
ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍‌ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ ନିଃସ୍ୱ। ୧୦ ବର୍ଷ ଧରି ଶଯ୍ୟାଶାୟୀ। ସ୍ଥିତି ଏମିତି ଯେ ଔଷଧ କିଣିବାକୁ ବି ସାମର୍ଥ୍ୟ ନାହିଁ। ଏକଦା କେନ୍ଦୁଝରରେ ଜନତା ଦଳର ମୂଳଦୁଆ ପକାଇଥିଲେ ଏବଂ […]

  • Monday, 19 July 2021
rapist
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ଫୁଲବାଣୀ (ତ୍ରିନାଥ ସାହୁ) : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ୨୦୧୫ ମସିହାର ଘଟଣା। ରାତିରେ ନାବାଳିକା ଜଣକ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଦଶରଥ ସେଠୀ ଓ ଅନ୍ୟ ଜଣେ ତାକୁ […]

  • Monday, 19 July 2021
sister
ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ବାଙ୍କୀ (ସଞ୍ଜିବ କୁମାର ନାୟକ) : ଭାଇ ଭଉଣୀ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଯେଉଁ ଭଉଣୀ ନିଜର ସୁରକ୍ଷା ପାଇଁ ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ, ସିଏ ସାଜିଲା ଯୌନ ରାକ୍ଷସ। ଦାଦା ଓ ଖୁଡ଼ିଙ୍କ ଅନୁପସ୍ଥିତିରେ ସାନ ଭଉଣୀକୁ ବଡ଼ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅଟି ୭ ମାସର ଗର୍ଭବତୀ। ଏପରି ଅଭିଯୋଗ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଅଷ୍ଟମ […]

  • Monday, 19 July 2021
office
ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ ବେଳେ ବାଲିପାଟଣା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଁ ଖାଁ। ଆଜି ସକାଳ ୧୦ଟା ୪୦ ମିନିଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। କେବଳ ୨ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ।  ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ସହ ଦିନକର ଦରମା କାଟ ନିର୍ଦ୍ଦେଶ ଦିଆଯାଇଛି। […]

  • Monday, 19 July 2021
niha up
ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

କଟକ : ଜଗତସିଂହପୁର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ମିଳିଛି ନୂଆ ସୁରାକ୍‌।  ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜାର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଘଟଣାରେ କିଶୋରର ବାପା, ଭାଇ ଓ ୪ ଜଣ ସାଙ୍ଗଙ୍କୁ ବିରିଡ଼ି ଥାନାରେ ପଚରା ଉଚରା କରୁଛି ପୁଲିସ। ଅନ୍ୟପଟେ ମୃତ ନିହାରିକାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ କିଶୋର ଚନ୍ଦ୍ର ଅଞ୍ଚଳ ହିଁ ହତ୍ୟାକାରୀ। ନିହାରିକା ନିଖୋଜ ପରେ […]

  • Monday, 19 July 2021
PRATAP
ରେଳ ଷ୍ଟେସନରେ ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

ଝାରସୁଗୁଡ଼ା(ଭାଗିରଥୀ ସାହୁ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଷ୍ଟେସନ ପରିସରକୁ ଝାଡ଼ୁ ମାରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ଝାରସୁଗୁଡ଼ା ବିଜେପିର ବହୁ ଦଳୀୟ କର୍ମୀ […]

  • Monday, 19 July 2021
jundice
ବିନିକାରେ ଜଣ୍ଡିସରେ ୮ ଆକ୍ରାନ୍ତ

ବିନିକା (ଦିଲୀପ କୁମାର ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍‌. ରାମପୁର ଗାଁରେ ଦେଖା ଦେଇଛି ଜଣ୍ଡିସ ଆତଙ୍କ। ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଏସ୍‌. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ଏସ୍‌, […]

  • Monday, 19 July 2021
dd
୫ କିଲୋମିଟର ଯାଏ ରୋଗୀକୁ କାନ୍ଧରେ ବୋହିଲେ ଡାକ୍ତର

ମାଲକାନଗିରି(ଜିତେନ୍ଦ୍ର ବେଉରା): କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ୱର । ଯିଏ ନିଜର ସେବା ଦ୍ୱାରା ମଣିଷଙ୍କୁ ନୂଆ ଜୀବନ ଦେଇଥା’ନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି। ଯାହାକୁ ଜାଣିଲେ ଆପଣ କହିବେ ଡାକ୍ତର ହେବତ ଏମିତି। ଖରାପ ରାସ୍ତା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଡାକ୍ତର କାନ୍ଧରେ ବୋହି ବୋହି ୫ କିଲୋମିଟର ଯାଏ ନେଇଥିଲେ। ଗତକାଲି […]

  • Monday, 19 July 2021
medical
ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର ( ପ୍ରଣୟ ପାଣି) : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଗୁରୁତର ଅଭିଯୋଗ। ସୂଚନା ମୁତାବକ ,ସୋମବାର ରାତିରେ ସହର ଉପକଣ୍ଠ ନରଣପୁରରୁ ଜଣେ ରୋଗୀ ରକ୍ତଚାପ ଜନିତ ରୋଗରେ ପ୍ରଭାବିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ରାତିରେ ସାଲାଇନ ଲଗାଯାଇଥିଲା। ତେବେ ଆଜି ଭୋରରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଚିକିତ୍ସା ଲାଗି ଆଟେଣ୍ଡାଣ୍ଟଙ୍କୁ ଡାକିବାରୁ ସେ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି […]

  • Monday, 19 July 2021
balimela
ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତୋଟାଗୁଡ଼ା ନିକଟରୁ ସମସ୍ତ ୩ଟି ଯାକ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଗତ ଶୁକ୍ରବାର ଏହି ଅଘଟଣ ଘଟିଥିଲା । ଗତ ଶୁକ୍ରବାର ବାଲିମେଳା ଜଳ ଭଣ୍ଡାର ଦେଇ ୫ ଜଣ ନାକାମାମୁଡିରୁ ଦେଶୀ ଡଙ୍ଗାରେ ତୋଟାଗୁଡ଼ା ଯାଉଥିଲେ। ଆମ୍ବିଳିବେଢା ନିକଟରେ ପ୍ରବଳ ବର୍ଷା […]

  • Monday, 19 July 2021
iic
ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଭଦ୍ରକ  : ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଛି। ଆଜି ସକାଳୁ ପୁରୁଣା ବଜାରରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ବୁଢ଼ା ଗଣେଶ ଓ ଟୋକା ଗଣେଶ ଭସାଣ ଥିବାରୁ ପୁଲିସ ମୁତୟନ ଅଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ପୁରୁଣା ବଜାର ଥାନା IIC ପ୍ରଜ୍ଞା ମହାନ୍ତିଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ବାସୁଦେବପୁର ଆଇଆଇସି ରତିକାନ୍ତ ଗିରିଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ […]

  • Monday, 19 July 2021
biswakarama
ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

 ଅନୁଗୋଳ/ ପାରାଦୀପ : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ। କଳସ ବୁଡ଼ା ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂଜାକୁ ସୁରୁଖୁରରେ ସଂପନ୍ନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।  ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ୍ ତୋରଣ ଏବଂ ରଙ୍ଗୀନ୍ ଆଲୋକମାଳାରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ଡାଲ । ଅନୁଗୋଳ, ରାଉରକେଲା ଏବଂ ବନ୍ଦର ନଗରୀ ପାରାଦୀପରେ ଧୁମାଧାମରେ ପାଳନ ହେଉଛି […]

  • Monday, 19 July 2021
ocac
ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଭୁବନେଶ୍ୱର : ଆସନ୍ତାମାସ ୨ତାରିଖ ବା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଫାଇଭ୍-ଟି ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଫିସ୍ ଓକାକ୍ ଟାୱାରରେ ହେବ। ପ୍ରଥମ ପର୍ଯ୍ୟାୟରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାକୁ ସାମିଲ କରାଯାଇ ଥିବାବେଳେ ଏହାର କଣ୍ଟ୍ରୋଲରୁମ୍ ଓକାକ୍ ଟାୱାରରେ ରହିବ। ଟେକ୍ନୋଲୋଜି ମାଧ୍ୟମରେ […]

  • Monday, 19 July 2021
adhra
ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି।  ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ ଯୋଗାଣ ଜାରି ରଖିବାକୁ ମାର୍କେଟ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଆଧାର ଲିଙ୍କ ପରେ ରାଜ୍ୟ ସରକାର ନିଜ ସ୍କିମ୍‌ରେ ପ୍ରାୟ ୯-୧୦ ଲକ୍ଷ ହିତାଧିକାରିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା […]

  • Monday, 19 July 2021
drunken
ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ୧୪୧ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬, ଯାଜପୁରରେ ୨୦ ଓ ସମ୍ବଲପୁରରୁ ୧୮ […]

  • Monday, 19 July 2021
MLA
କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଭୁବନେଶ୍ୱର : ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କ ବାସଗୃହ ଅଭାବ ଦୂର ପାଇଁ ବହୁତଳ […]

  • Monday, 19 July 2021
honda---
ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

କଟକ : ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍‌ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ। ଗତ ୨୮ ତାରିଖରେ ଭୁବନେଶ୍ୱରରୁ ଏହି ଆକ୍ଟିଭା କିଣିଥିଲେ କବିତା ପଣ୍ଡା। ତେବେ ବିନା ରେଜିଷ୍ଟ୍ରେସନରେ ସଂପୃକ୍ତ ସୋରୁମ ଗାଡ଼ି ବିକିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ […]

  • Monday, 19 July 2021
treatment3
ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

ତେଲକୋଇ( ଚିନ୍ମୟ ସାହୁ) :  ଡାକ୍ତର ନୁହେଁ, ବରଂ ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ଚିକିତ୍ସା। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ଶିଶୁଙ୍କୁ ମଧ୍ୟ କରାଯାଉଛି ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଗମୋହନପୁର ଅଂଚଳରେ ଏଭଳି ଦୃଶ୍ୟ ସାମନାକୁ ଆସିଛି। ସମ୍ମୁଖରେ ଔଷଧ ଦୋକାନ କିନ୍ତୁ ପଛରେ କ୍ଲିନିକ୍ ଏବଂ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ। କେବଳ ଏହି ଗୋଟିଏ ଦୋକାନ ନୁହେଁ, ବଜାରରେ ଥିବା ପ୍ରାୟ ସବୁ ଔଷଧ ଦୋକାନରେ ଦେଖିବାକୁ ମିଳେ […]

  • Monday, 19 July 2021
debasish
କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଭୁବନେଶ୍ୱର : ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ଦେବାଶିଷ। ସେ କହିଛନ୍ତି ଯେ, କ୍ୱାର୍ଟର ଛାଡ଼ିବା ନେଇ ନୋଟିସ କରିବା ଶୋଭନୀୟ ନୁହେଁ । ନୋଟିସ ପଠାଇବା, କେସ୍ କରିବା […]

  • Monday, 19 July 2021
rto
ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

ଭୁବନେଶ୍ୱର : ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ RTOଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି […]

  • Monday, 19 July 2021
accused
ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର : ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। କପ୍ତିପଦା ଥାନା ASI ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି। ତେବେ ASI ଶୁଭେନ୍ଦୁ ବେହେରା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଓଲଟା ଘଟଣା ଦିନ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା। ସେଥିରୁ ବର୍ତ୍ତିବା ପାଇଁ ମହିଳା […]

  • Monday, 19 July 2021
police
ଉଗ୍ରରୂପ ନେଲା ଜନ୍ତାପାଇ ଘଟଣା ; ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ): ଉଗ୍ରରୂପ ନେଇଛି ମାଲକାନଗିରି ଜନ୍ତାପାଇ ଘଟଣା।  ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ। ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏଥିରେ ଆହତ ହୋଇଛନ୍ତି ୨ ପୁଲିସ୍ କର୍ମଚାରୀ ଗତକାଲି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ରାଜୁ ହନ୍ତାଳ ନାମକ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପୋଷ୍ଟମର୍ଟମ ପରେ ମଧ୍ୟ ପରିବାର ଲୋକେ ମୃତଦେହ ନେଉନାହାନ୍ତି।  […]

  • Monday, 19 July 2021