• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
ପୁଣି ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ

ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ। ଏପରି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ। ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ଥାନାଧିକାରୀ ପିଟି ଥିବା ଅଭିଯୋଗ ହୋଇଛି। ଏଥିରେ ଓକିଲ ହରପ୍ରସାଦ ଦାସ ଆହତ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁସାରେ, ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଓକିଲ ହରପ୍ରସାଦ ଥାନାକୁ ଯାଇଥିଲେ। ତେବେ ଏହି ସମୟରେ ଥାନାଧିକାରୀ ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। […]

  • Tuesday, 20 July 2021
amisquri-up
ଶ୍ରୀମନ୍ଦିରରେ ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ମତ ନେଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍‌କୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ? ଗଜପତି ମହାରାଜଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଅାଡ୍‌ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗ , ଗସ୍ତର ଶେଷ ଦିନରେ ଏମିତି ସବୁ ପକ୍ଷଙ୍କ ସହ ଅାଜି ମାରାଥନ୍ ଅାଲୋଚନା କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ପରିଚାଳନା କମିଟି ସଦସ୍ୟଙ୍କ ସହ ଅାଲୋଚନା ପରେ ଅାମିକସ୍‌କ୍ୟୁରୀ କହିଛନ୍ତି ଶ୍ରୀମନ୍ଦିରର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ। ତେବେ ଯେଉଁ ତିନୋଟି ପ୍ରସ୍ତାବକୁ […]

  • Tuesday, 20 July 2021
rape
ବୀଭତ୍ସ କାଣ୍ଡ : ଜଙ୍ଗଲରୁ ମିଳିଲା ନାବାଳିକାର କ୍ଷତାକ୍ତ ମୃତଦେହ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ବୀଭତ୍ସ କାଣ୍ଡ। ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅାଜି ସକାଳେ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା ନାବାଳିକା । ତେବେ ଦୀର୍ଘ ସମୟ ଧରି ନଫେରିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଛି। କୋଟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। […]

  • Tuesday, 20 July 2021
chhild-theft-up ---1
ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ । ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ହେଲେ ଶନିବାର ଅପରାହ୍ଣରେ ପ୍ରସୂତିଙ୍କ ମା ଶିଶୁ କନ୍ୟାକୁ ଟୀକା ଦେବାକୁ ଅାଉଟଡୋରକୁ ନେଇଥିଲେ। ଏ ସମୟରେ ଜଣେ ଅଜଣା ମହିଳା କାଉଣ୍ଟରରୁ ଟିକଟ ଅାଣିବାକୁ କହି ଛୁଅାକୁ ଧରି ଚଂପଟ ମାରିଥିଲେ । ଏନେଇ ପୁଲିସକୁ ଜଣାଇବା […]

  • Tuesday, 20 July 2021
man
ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ଦୁଇ ନିଲମ୍ବିତ

ବାଲେଶ୍ୱର: ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜେଲ୍‌ରେ ମୁଖ୍ୟ ୱାର୍ଡର ସଞ୍ଜୀବ ପଣ୍ଡା ଏବଂ ୱାର୍ଡର ଦିଲ୍ଲୀପ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ପୂରା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଡିଆଇଜି ଗୋପବନ୍ଧୁ ମଲ୍ଲିକ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଗତକାଲି କଏଦୀଙ୍କ ଆକ୍ରମଣରେ ବିଚାରାଧୀନ ବନ୍ଦୀ ରାମଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ୪ ଦିନ ତଳେ […]

  • Tuesday, 20 July 2021
tigerUP
ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର

ଭୁବନେଶ୍ୱର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର । ପୁଣି ନନ୍ଦନକାନନରେ ଜନ୍ମ ନେଲା ଧଳାବାଘ । ଶନିବାର ସକାଳ ୭ଟା ୫ ମିନିଟ୍ ଓ ୮ ଟାରେ ଧଳା ବାଘୁଣୀ ବିଜୟା ଗର୍ଭରୁ ଦୁଇଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ହୋଇଥିବାବେଳେ ଅନ୍ୟଟି ସାଧାରଣ ମହାବଳ ବାଘ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଗତ ଜୁନ୍ […]

  • Tuesday, 20 July 2021
suicide-up
ସେଲୁନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଭଞ୍ଜମାର୍ଗର ଏକ ସେଲୁନରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେଲୁନର ମାଲିକ ବାବୁ ରାଓ। ପାରିବାରିକ କଳହକୁ କେନ୍ଦ୍ରକରି ବାବୁ ଅାତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀର୍ଘ ତିନି ବର୍ଷ ହେବ ମୃତ ବାବୁଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ରହୁଥିଲେ। ଏ ନେଇ ବାବୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଖବର ପାଇ ପୁଲିସ […]

  • Tuesday, 20 July 2021
doctor-up
ଡାକ୍ତର ଓ କର୍ମଚାରୀ ମାତାଲ ହୋଇ ନାଚୁ ଥିବା ଭିଡିଓ ଭାଇରାଲ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କ.ନୂଅା ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଓ କର୍ମଚାରୀ ମାତାଲ ହୋଇ ନାଚୁଥିବା ଭିଡିଓ ଭାଇରାଲ । ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସଂପୃକ୍ତ ଅଫିସର। କିଏ ଓ କାହିଁକି ଭିଡିଓ ଭାଇରାଲ କରିଛି ତାହା ସେ ଜାଣି ନାହାନ୍ତି । କିନ୍ତୁ ନୂଅାଖାଇ ପର୍ବ ଅବସରରେ ଏକ ପାର୍ଟିର ଅାୟୋଜନ କରାଯାଇଥିଲା ଏବଂ ଡ୍ୟୁଟି ସରିବା ପରେ ପାର୍ଟି ହୋଇଥିଲା ବୋଲି ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଭିଷେକ […]

  • Tuesday, 20 July 2021
students
ପାପଡ଼ାହାଣ୍ଡି ଅାଦର୍ଶ ବିଦ୍ୟାଳୟରେ ତାଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ଅାଦର୍ଶ ବିଦ୍ୟାଳୟରୁ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଇଂରାଜୀ ମିଡ଼ିଅମ ସ୍କୁଲରେ ବିନା ଇଂରାଜୀ ଶିକ୍ଷକରେ କିଭଳି ଶିକ୍ଷାଦାନ ହେବ ସେନେଇ ଛାତ୍ରଛାତ୍ରୀ ସ୍କୁଲ ଗେଟ୍‌ରେ ତାଲା ପକାଇ ଅାନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିବାବକ ବି ସେମାନଙ୍କ ସହ ଅାନ୍ଦୋଳନରେ ବସିଥିଲେ। ସ୍କୁଲରେ ୨୩୭ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ଲାଗି ୬ ଜଣ ଶିକ୍ଷକ ରହିଛନ୍ତି। ଏଭଳି ସ୍ଥିତିରେ ବିନା […]

  • Tuesday, 20 July 2021
fidher-man
ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ ଫସିରହିଥିଲେ । ତାଙ୍କ ସହ ୨ଟି ବୋଟ୍ ମଧ୍ୟ ଫସିଯାଇଥିଲା । ତେବେ କୂଳକୁ ଫେରିଅାସିଥିବା ଅନ୍ୟ ମତ୍ସଜୀବୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଠାରୁ ସୂଚନା […]

  • Tuesday, 20 July 2021
navven
ପରିବର୍ତ୍ତନର ବିଗୁଲ ବଜାଇଲେ ମୋଦି

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପରିବର୍ତ୍ତନର ବିଗୁଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବା ପରେ ଅମ୍ଲିପାଲିରେ ଅାୟୋଜିତ ସାଧାରଣ ସଭାରେ ମୋଦି ନବୀନ ସରକାରକୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଛନ୍ତି, ପିସି ଯୋଗୁଁ ପେସି ହେଉଛନ୍ତି ଓଡ଼ିଶାବାସୀ । ରାଜ୍ୟ ସରକାରଙ୍କୁ କଠୋର ଶବ୍ଦରେ ସମାଲୋଚନା କରି କହିଲେ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି । ପିସି ଯୋଗୁଁ […]

  • Tuesday, 20 July 2021
representational image
ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବୌଦ୍ଧ: ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ବୌଦ୍ଧ ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଗୋପାଳ ବିଶ୍ୱାସ। ଗତକାଲି ସେ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋପାଳ ଗତ ମେ ମାସରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜେଲ୍‌ରେ ଥିଲେ।  ତେବେ ଏହି ଘଟଣା ପରେ ପୁଲିସ୍‌ […]

  • Tuesday, 20 July 2021
Biman
ଲୋକାର୍ପିତ ହେଲା ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା : ଲୋକାର୍ପିତ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି। ଏହା ସହିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା ନେଇ ମୋଦି ଘୋଷଣା କରିଛନ୍ତି। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ କଚ୍ଛ ଜିଲ୍ଲାରେ କେବଳ ୫ଟି ଏୟାର୍‌ପୋର୍ଟ ଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଏୟାର୍‌ପୋର୍ଟ ଥିଲା। ବିଳମ୍ବରେ ହେଲେ […]

  • Tuesday, 20 July 2021
pm modi
ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ତାଙ୍କୁ ସ୍ୱାଗତ କରିଥିଲେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା […]

  • Tuesday, 20 July 2021
bird
କଟକଣା ସତ୍ତ୍ୱେ ଚିଲିକାରେ ଚାଲିଛି ପକ୍ଷୀ ଶିକାର

ଖୋର୍ଦ୍ଧା: ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ପକ୍ଷୀ ଶିକାର ଜାରି ରହିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ୩୦ଟି ବିଦେଶାଗତ ପକ୍ଷୀଙ୍କର ଶିକାର କରାଯାଇଛି। ତେବେ ଘଟଣାରେ ସଂପୃକ୍ତ ୨ଜଣ ଶିକାରୀଙ୍କୁ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଏବଂ ଅଭିମାନପୁରର ଗୋପୀନାଥ ପରିଡ଼ା। ଶିକାର ହୋଇଥିବା ୩୦ଟି ପକ୍ଷୀର ମୃତଦେହ ଉଦ୍ଧାର ହୋଇଛି। ଶୀତ ଆସିବା ସହ ସାଇବେରିଆ […]

  • Tuesday, 20 July 2021
director
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ ହୋଇଯାଇଛି। ଆଜି ଭୋର୍‌ରେ କଟକର ଛତ୍ରବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଭୋର୍ ପ୍ରାୟ ତିନିଟା ବେଳେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ସୁବାସ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ ଡୋରି’, […]

  • Tuesday, 20 July 2021
Drx4pWMX4AAf738
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ଦିନ: ଯୋଗଦେଲେ ଅମ୍ବାନୀ

ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮ର ଆଜି ଦ୍ୱିତୀୟ ଦିନରେ ଗୁରୁତ୍ୱପୂର୍ଣ୍ଣ ବିଜ୍‌ନେସ୍ ଲିଡର୍‌ସିପ୍ ସମିଟ୍ ଅନୁଷ୍ଠିତ ହେଉଛି। ଏଥିରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି। ମୁକେଶଙ୍କ ସହିତ ନବୀନ ଜିନ୍ଦଲ୍‌,  ସଜ୍ଜନ ଜିନ୍ଦଲ୍‌, ଗୌତମ ଅଦାନୀ, ରଜୀନସ କୁମାର, ସଞ୍ଜୀବ ପୁରୀ ମଧ୍ୟ  କନ୍‌କ୍ଲେଭ୍‌ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କନ୍‌କ୍ଲେଭ୍‌ରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା […]

  • Tuesday, 20 July 2021
malkangiri
ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି

ମାଲକାନଗିରି/ବାଲେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ହେବା ଫଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା, ଚାଷ ଜମି, ଡାକ୍ତରଖାନା ସବୁ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ସତୀଗୁଡ଼ା କେନାଲ୍‌ରେ ଏକ ଘାଇ ସୃଷ୍ଟି ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଏକର ଏକର ଜମିରେ ବନ୍ୟା ଜଳ ମାଡ଼ିଯାଇଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ […]

  • Tuesday, 20 July 2021
Capture
ବିଜେପିର ବନ୍ଦ ଡାକରା

ସୁନ୍ଦରଗଡ଼: ଆଜି ବିଜେପି ପକ୍ଷରୁ ବଣାଇ ବନ୍ଦ ଡାକରା ଦିଆଯାଇଛି। ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ଏହାକୁ ନେଇ ଆଜି ବିଜେପି କର୍ମୀମାନେ ଏନ୍ଏଚ୍ ୧୪୩ ଏବଂ ୨୧୫କୁ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। କେବଳେ ସେତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି। ଏଥିପାଇଁ ସହରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି […]

  • Tuesday, 20 July 2021
bus accident
ଓଲଟି ପଡ଼ିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୪୦ଯାତ୍ରୀ

ଜୟପୁର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍‌ ପର୍ଲିଠାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ତେବେ ବସ୍‌ରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍‌ଟି ବ୍ରହ୍ମପୁରରୁ ଉମରକୋଟ୍‌ ଯାଉଥିଲା। ଅନ୍ୟପକ୍ଷରେ, ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନି।

  • Tuesday, 20 July 2021
pm modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ୧୦ଟାରେ ତାଳଚେରରେ ପହଞ୍ଚି ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ।  ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ […]

  • Tuesday, 20 July 2021
green mission
ସବୁଜ ବଳୟ ନାଁରେ ସରକାରଙ୍କ ଭେଳିକି

ଭୁବନେଶ୍ୱର: ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ହେବ ବୃକ୍ଷରୋପଣ। ଏଥିପାଇଁ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ଏକ ନିଷ୍ପତ୍ତି ନେଇଛି। ତେବେ ଗତ ଜୁଲାଇରେ ବି ବହୁ ଆଡ଼ମ୍ବରରେ ୫ ଶହ କୋଟି ଟଙ୍କା ବଜେଟ୍‌ରେ ସରକାର ଗ୍ରୀନ୍ ମହାନଦୀ ମିଶନ୍ ଆରମ୍ଭ କରିଥିଲେ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ହଜାର ହଜାର ଗଛ ମରିଗଲାଣି ତ ଆଉ କେଉଁଠି […]

  • Tuesday, 20 July 2021
dfo
ବଦଳିଲେ ସାତକୋଶିଅା ଡିଏଫ୍ଓ

ଅନୁଗୁଳ : ବଦଳିଲେ ସାତକୋଶିଅା ଡିଏଫ୍ଓ । ସାତକୋଶିଅା ଡିଏଫ୍ଓ ଏମ୍.ଏମ୍. ଟି ରେହମାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରକାର । ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ କାରଣରୁ ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ରେହମାନଙ୍କ ସ୍ଥାନରେ ଅାଉ କାହାକୁ ସେଠାକୁ ପଠାଯିବ, ସେ ନିଷ୍ପତ୍ତି ହୋଇନାହିଁ । ବାଘୁଣୀ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ଉତ୍ତ୍ୟକ୍ତ ଲୋକେ ସାତକୋଶିଅା ଓ ଏହାର ଅାଖପାଖ ଅଞ୍ଚଳରେ ଲଙ୍କାକାଣ୍ଡ ଭିଅାଇଥିଲ । […]

  • Tuesday, 20 July 2021
temple-up
ଶ୍ରୀମନ୍ଦିର ସଂସ୍କାର ନେଇ ୧୨ ସୂତ୍ରୀ ପ୍ରସ୍ତାବରେ କାହିଁକି ଅସହମତି

ପୁରୀ : ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? କାହିଁକି ୧, ୨ ଓ ୧୨ ନମ୍ବର ପ୍ରସ୍ତାବ ଉପରେ ହୋଇପାରୁନି ସହମତି ? ଜାଣିବାକୁ ଅାଜି ଦିନ ତମାମ ମାରାଥନ୍ ଅାଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଅାଜି ଭୋରରେ ପ୍ରଥମେ ସେବାୟତଙ୍କ ଅଗୋଚରରେ ଜଗନ୍ନାଥ ଦର୍ଶନ କରିଥିଲେ ସୁବ୍ରମଣ୍ୟମ୍।  ତାପରେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ […]

  • Tuesday, 20 July 2021
rain-up
ଓଡ଼ିଶା ଛାଡ଼ିଲା ଘୂର୍ଣ୍ଣିବାତ୍ୟା ‘ଡାଏ’ : ହେଲେ ରାତିକରେ ରଚିଲା ତାଣ୍ଡବ

ଭୁବନେଶ୍ୱର : ଓଡ଼ିଶା ଛାଡ଼ି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ବାତ୍ୟା ‘ଡାଏ’ । ଓଡ଼ିଶା ଉପରେ ଅାଉ କୌଣସି ଭୟ ନାହିଁ। ହେଲେ ଯିବା ପୂର୍ବରୁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ନିଜର ପ୍ରଭାବ ଦେଖାଇଛି ‘ଡାଏ’ । ବାତ୍ୟାର ପ୍ରଭାବରେ ବିଶେଷ କରି ମାଲକାନଗିରି ଏବଂ ବାଲେଶ୍ୱର ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉଭୟ ଜିଲ୍ଲାରେ ଶହ ଶହ ଗାଁ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଭିନ୍ନ ନଦୀର […]

  • Tuesday, 20 July 2021